ଅପରାଧ

ପିତାଙ୍କ ସହ ବାଇକ୍‌ରେ ଯାଉଥିଲେ ଝିଅ, ବିଚ୍‌ ରାସ୍ତାରେ ଯୁବକ ଘଟାଇଲେ ଏମିତି କାଣ୍ଡ, ଆଉ ଶେଷରେ…

ଲକ୍ଷ୍ନୌ,୧୩ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲାରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି। ନିଜ ପିତାଙ୍କ ସହ ଜଣେ ନାବାଳିକା ଝିଅ ବାଇକ୍‌ରେ ଯାଉଥିବା ସମୟରେ ୨ ଅଜଣା ଯୁବକ ଝିଅ ସହ ଅସଦାଚରଣ କରିଥିଲେ। ଏଥିରେ ନାବାଳିକାଙ୍କ ପିତା ସାହସର...

ନାବାଳିକା ଗଣବଳାତ୍କାର ମାମଲା: ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ

ଭୁବନେଶ୍ୱର,୧୩।୯ (ବ୍ୟୁରୋ): ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ପୋଲିସ ମାମଲା ରୁଜୁ କରି ବସିପଡ଼ିଛି। ଅଭିଯୁକ୍ତମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ରାଜ୍ୟ ଶିଶୁ ଅଧିକାର କମିଶନ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ୪୮ ଘଣ୍ଟା...

ଏଟିଏମ୍‌ ଲୁଟ୍‌ ଉଦ୍ୟମ

ଭଦ୍ରକ ଅଫିସ,୧୩ା୯: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣିତାଲ ଛକରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ୍‌ ଶନିବାର ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଛି। ଗ୍ୟାସ କଟର ସାହାଯ୍ୟରେ ଏହାର ଚେଚିସ ବକ୍ସକୁ କଟା ଯାଇଥିବାର ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳ...

ନକଲି ପୂଜା ସାମଗ୍ରୀ ତିଆରି କାରଖାନା ଠାବ: ବିପୁଳ ପରିମାଣର ଜିନିଷ ଜବତ, ମାଲିକ ଗିରଫ

କଟକ ଅଫିସ,୧୩ା୯: ମାଲଗୋଦାମ ଥାନା ଅଧୀନ ରାଣୀହାଟ କେନାଲରୋଡ ଚମଡା ଗୋଦାମ ଗଳିରେ ଥିବା ନକଲି ପୂଜା ସାମଗ୍ରୀ ତିଆରି କାରଖାନାକୁ ଶନିବାର ପୋଲିସ ଠାବ କରିଛି। ସେଠାରେ ଥିବା ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣାରେ...

ବୃଦ୍ଧାଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼ ଅଫିସ,୧୨ା୯: ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଜନୈକା ବୃଦ୍ଧାଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଶନିବାର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଗୋବିନ୍ଦପୁର ଗ୍ରାମର ଗୋଲେଖ ଧରୁଆ(୨୮) ବୋଲି ବରଗଡ଼ ସଦର ଥାନା ଅଧିକାରୀ...

୧୨ ବର୍ଷର ନାବାଳିକା କଲେ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ ଏମିତି କଥା

ନୂଆଦିଲ୍ଲୀ,୧୨ା୯: ଦିଲ୍ଲୀ ନିକଟସ୍ଥ ଫରିଦାବାଦରେ ଜଣେ ୧୨ ବର୍ଷର ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ପ୍ରେମରେ ଧୋକ୍କା ଖାଇ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହାର ପ୍ରମାଣ ମିଳିଛି ଏକ...

ସଂଘବଦ୍ଧ ଆକ୍ରମଣ ଓ ବନ୍ଧୁକ ଜବତ ମାମଲା: ୪ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୧୧ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନିକଟ ଏ.ରଘୁନାଥପୁର ଗ୍ରାମରେ କଲ୍ୟାଣମଣ୍ଡପ ଜମି ଚିହ୍ନଟକୁ କେନ୍ଦ୍ରକରି ବୁଧବାର ସକାଳେ ଘଟିଥିବା ସଂଘବଦ୍ଧ ଆକ୍ରମଣ ଓ ବନ୍ଧୁକ ଜବତ ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ କେସ୍‌ ନଂ ୧୯୭/୨୦ ଅନୁଯାୟୀ...

ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌ ମାମଲା: ୩ ଗିରଫ

ଖୋର୍ଦ୍ଧା ଅଫିସ,୧୧।୯: ଖୋର୍ଦ୍ଧା ପାନବରଜର ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌ ମାମଲାରେ ଆଦର୍ଶ ଥାନା ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଜିଲା ଭଞ୍ଜନଗର ମାର୍ଥାସାହିର ଡି.ରାଇଡୁ ଓ ତାଙ୍କ ଭାଇ ଡି.କିରଣ ଏବଂ ନାହାତୋଟାର ଏମ.ଚିରଞ୍ଜିବୀ। ଏମାନଙ୍କଠାରୁ...

ପୋଲିସକୁ ଦେଖି ୭ କୋଟି ଟଙ୍କାର ଅତି ଦୁର୍ଲଭ ଝିଟିପିଟି ଛାଡ଼ି ଯୁବକ ଫେରାର୍‌

କୋଲକାତା, ୧୦।୯: ସୀମା ସୁରକ୍ଷା ବଳୟ (ବିଏସ୍‌ଏଫ୍‌) ଯବାନମାନେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲାର ଭାରତ-ବାଂଲାଦେଶ ସୀମା ଦେଇ ଚୋରା ଚାଲାଣ ହେଉଥିବା ୧୪ଟି ଅତି ଦୁର୍ଲଭ ଝିଟିପିଟି ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଝିଟିପିଟିଗୁଡ଼ିକ ‘ଟେକୋ ଗେକୋ’...

୭ ଜଣ ପୋଲିସଙ୍କୁ ଚକ୍‌ମା ଦେଇ କରୋନା ପଜିଟିଭ କଏଦୀ ଫେରାର୍‌

ରାଞ୍ଚି, ୧୦।୯: ଝାଡ଼ଖଣ୍ଡ କୋଡରମା ଜିଲାରେ ଜଣେ ବିଚାରଧିନ କଏଦୀ ଫେରାର୍‌ ହୋଇଯାଇଛନ୍ତି। ଏହି କଏଦୀ ଜଣଙ୍କ ନିକଟରେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ସଦର ହସ୍ପିଟାଲର କରୋନା ଆଇସୋଲେଶନ ଓ୍ବାର୍ଡରେ ରଖାଯାଇ ଚିକିତ୍ସିତ କରାଯାଉଥିଲା। ତାଙ୍କ...

ଭିଜିଲାନ୍ସ ଜାଲରେ ସହକାରୀ ଅଗ୍ନିଶମ ଅଧିକାରୀ

ବରଗଡ଼ ଅଫିସ,୧୦ା୯: ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭେଡେନ ବ୍ଲକ ଅନ୍ତର୍ଗତ ପପଙ୍ଗା ଗ୍ରାମର ହୃଷୀକେଶ ପ୍ରଧାନଙ୍କଠାରୁ ପେଟ୍ରୋଲ ପମ୍ପ ପାଇଁ ଫାୟାର୍‌ ସେଫ୍ଟି ସାର୍ଟିଫିକେଟ ଇସ୍ୟୁ...

ସନ୍ତାନ ନ ହେବାରୁ ସ୍ତ୍ରୀକୁ ବାବାଙ୍କ ପାଖକୁ ନେଇଗଲେ ସ୍ବାମୀ; ତାପରେ…

ଭୋପାଳ, ୯।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଝଡ଼ାଫୁଙ୍କା ବାହାନାରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଘଟଣାରୁ ଜଣାପଡ଼ିଛି ଯେ, ମହିଳାଙ୍କ କୌଣସି ପିଲାଛୁଆ ହଉ ନ ଥିଲା। ତେଣୁ ଏଥିରେ ବିବ୍ରତ ହୋଇ...

Advertisement


Archives

Model This Week

Why Dharitri