୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଅଟକ

ବାରିପଦା ଅଫିସ,୧୯ା୭: ମୟୂରଭଞ୍ଜ ଜିଲାରୁ ରବିବାର ସକାଳେ ଏସ୍‌ଟିଏଫ୍‌ ୩.୨୮ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିଥିବା ନେଇ ଡିଜିପି ଅଭୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେହିଭଳି ଏହି ଘଟଣାରେ ଜଣେ ଅଟକ ଥିବା ନେଇ ସୂଚନା ଦେଇଛନ୍ତି। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୩ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌କୁ ଧକ୍କା ଦେଲା ସ୍କର୍ପିଓ, ୩ ଗୁରୁତର

ସୁନ୍ଦରଗଡ,୧।୧(ଡି.ଏନ୍‌.ଏ)- ସୁନ୍ଦରଗଡ଼ ସହର ଉପକଣ୍ଠ ରାଣୀବଗିଚା ବାଇପାସ ଛକଠାରେ ଶୁକ୍ରବାର ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ରାଉରକେଲାରୁ ଆସିକା ଯାଉଥିବା ସରକାରୀ ଯାତ୍ରୀବାହୀ ବସ୍‌କୁ ଝାରସୁଗୁଡା ପଟୁ...

ଗଞ୍ଜାମପ୍ରଶାସନର ଅଭିନବ ପଦକ୍ଷେପ: ଭିଡିଓ କଲ୍‌ରେ କ୍ୟାରିୟର ନେଇ ପରାମର୍ଶ ଦେବେ ଏକ୍ସପର୍ଟ

ଛତ୍ରପୁର,୨ା୪(ଡି.ଏନ୍‌.ଏ.)- କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତେ ଘରେ ଅଛନ୍ତି। ତେବେ ଅନେକ ଘରେ ବସି ବୋର୍‌ ହେଉଛନ୍ତି। ଏଥିରୁ ମୁକ୍ତି ପାଇଁ...

ହରିରାଜପୁର ମେଳଣରେ ଲାଗିଲା ୧୪୪ ଧାରା

ଡେଲାଙ୍ଗ/ ଜଟଣୀ, ୧୭।୩(ଡି.ଏନ୍‌.ଏ): ମହାମାରୀ କରୋନା ବିଶ୍ୱରେ କାୟା ବିସ୍ତାର ଚଳାଇଥିବାବେଳେ ପ୍ରତିଷେଧକ ପାଇଁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ତେବେ ଓଡ଼ିଶା ପ୍ରସିଦ୍ଧ...

ପିଆର୍‌ଏମ୍‌ ମେଡ଼ିକାଲ୍‌ରେ ଅବ୍ୟବସ୍ଥା ନେଇ ବିକ୍ଷୋଭ

ବାରିପଦା ଅଫିସ,୨୦ା୨- ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସପିିଟାଲ୍‌ (ପିଆରଏମ୍‌)ର ଅଧୀକ୍ଷକ ବୈକୁଣ୍ଡ ନାଥ ମହାପାତ୍ରଙ୍କ ବହିଷ୍କାର ଦାବିରେ ଭଞ୍ଜସେନା ପକ୍ଷରୁ...

ଅନ୍‌ଲାଇନ ବ୍ୟବସ୍ଥା ଦେଉଛି ଦୁଃଖ

ଝୁମ୍ପୁରା, ୧୦।୯(ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକର ଦୁର୍ଗମ ବଣପାହାଡ଼ ଘେରା ଇଲାକାରେ ଆଜି ବି ଟେଲି ଯୋଗାଯୋଗ ସୁବିଧା ଅପହଞ୍ଚ ହୋଇ ରହିଛି। ଦୁର୍ଗମ ଇଲାକାରେ...

୨୧ ନୁହେଁ ୨୫ରେ ନଗଡ଼ା ଆସିବେ ଲୋକାୟୁକ୍ତ ପ୍ରତିନିଧିଦଳ

ଯାଜପୁର ଅଫିସ, ୪।୩: ଯାଜପୁର ଜିଲା ନଗଡ଼ାର ବିକାଶରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ଏଲ୍‌ଓ୍ବାଇ କେସ୍‌...

ଅଯୋଧ୍ୟାରେ ରାମମନ୍ଦିର ପାଇଁ ଭୂମି ପୂଜା : କୋଣାର୍କରୁ ଗଲା ଜଳ, ମାଟି

କୋଣାର୍କ,୨୬।୭(ଡି.ଏନ.ଏ.) : ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ। ଏହାର ଭୂମି ପୂଜା ପାଇଁ କୋଣାର୍କରୁ ପବିତ୍ର ତୀର୍ଥ ଜଳ ଓ ମାଟି...

କରୋନା ସତର୍କତାକୁ ନେଇ ଶେରଗଡ଼ ତହସିଲଦାରଙ୍କ ଚଢ଼ାଉ: ଗାଡି ସଫା ରଖିବାକୁ ଦେଲେ ନିର୍ଦ୍ଦେଶ

ଶେରଗଡ଼,୧୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ ଥିବା ଜଗନ୍ନାଥ ମନ୍ଦିର, ଶୀତଲା, ହରୀକୃଷ୍ଣପୁରର ଜୟଚଣ୍ଡୀ, ରାମଚଣ୍ଡୀ ମନ୍ଦିର ଆଦି ଶୈବ ପୀଠରେ ବୁଧବାର ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା...

Advertisement


Archives

Model This Week