ବନ୍ଧା ହେଲେ ଦୁଇ ବାଇକ୍ ଚୋର
ପାଟଣା,୨୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ଗୁରୁବାର ଦୁଇ ବାଇକ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଖୁଣ୍ଟାପଶି ଗ୍ରାମର ଶାନ୍ତି ଜ୍ୟୋତି ସିଂ(୨୮) ଓ ଭୀମ…
ରାଜଧାନୀରେ ବଡ଼ ର଼୍ୟାକେଟ: ବିଲ୍ଡରଙ୍କୁ ହନିଟ୍ରାପ୍ରେ ଫସାଇ କାର୍, ଟଙ୍କା ଲୁଟ୍
ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀରେ ହନିଟ୍ରାପ୍ ର଼୍ୟାକେଟ ସକ୍ରିୟ ହୋଇଉଠିଛି। ଲୁଟେରାମାନେ ସୁନ୍ଦରୀ ଝିଅଙ୍କ ସହ ମଉଜମସ୍ତି କରିବା ଲୋଭ ଦେଖାଇ ଧନୀ ଲୋକଙ୍କୁ ଫସାଇ ସର୍ବସ୍ବ ଲୁଟୁଛନ୍ତି। ଏଭଳି ଏକ ର଼୍ୟାକେଟରେ ଫସିଛନ୍ତି ତାଳଚେରର ଜଣେ ବିଲ୍ଡର ରଥି ଅଳଙ୍କାର ସିଂ। ଲୁଟେରାମାନେ…
ସ୍ବାମୀଙ୍କ ମୃତ୍ୟୁର ୨ ଦିନ ପରେ ସମ୍ପତ୍ତି ଲୋଭରେ ମହିଳାଙ୍କୁ ହତ୍ୟା
ଗୋରଖପୁର, ୨୦।୮: ଉତ୍ତର ପ୍ରଦେଶର ଗୋରଖପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସମ୍ପତ୍ତି ଲୋଭରେ ଜଣେ ବୃଦ୍ଧା ମହିଳାଙ୍କୁ ଅତି ନର୍ମମ ଭାବେ ହତ୍ୟା କରାଯାଇଛି। ଜଣାପଡ଼ିଛି କି ମହିଳାଙ୍କ ସ୍ବାମୀ ୨ ଦିନ ତଳେ ମୃତ୍ୟୁବରଣ କରିଥିଲେ।…
ମଦ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣା: ମାଷ୍ଟରମାଇଣ୍ଡ୍ ସମେତ ୭ କୋର୍ଟ ଚାଲାଣ
ବ୍ରହ୍ମପୁର ଅଫିସ,୨୦ା୮: ମଦ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ସହ ତାଙ୍କ ଦୋକାନର ସେଲସମ୍ୟାନ୍ଙ୍କୁ ହତ୍ୟା ଉଦ୍ୟମ କରିଥିବା ଘଟଣାରେ ସଦର ଥାନା ପୋଲିସ ଘଟଣାର ମାଷ୍ଟରମାଇଣ୍ଡ୍ ସମେତ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ୍ ବେନ୍ଦାଳିଆ ଗ୍ରାମର ଦୁର୍ଦ୍ଦାନ୍ତ…
୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ଅଭିଯୁକ୍ତ ଗିରଫ
ବ୍ରହ୍ମପୁର ଅଫିସ,୨୦ା୮: ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ କେସ୍ ନମ୍ବର ୨୩୬/୨୦ ଅନୁସାରେ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ କାଳିଆ ସ୍ବାଇଁ (୩୨)ବୋଲି ଥାନାଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି ।…
ମହିଳା ଡାକ୍ତରଙ୍କୁ ଛୁରି ଭୁସି ହତ୍ୟା କଲେ ସାଥୀ ଡାକ୍ତର, ଜାଣନ୍ତୁ କାହିଁକି
ଲକ୍ଷ୍ନୌ,୨୦ା୮: ଆଗ୍ରାର ସରୋଜିନୀ ନାଇଡୁ ମେଡିକାଲ କଲେଜରୁ ଏମ୍ବିବିଏସ୍ ପାସ କରିଥିବା ଜଣେ ମହିଳା ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତାଙ୍କ ସହ ୭ ବର୍ଷ ଧରି ପ୍ରେମସମ୍ପର୍କ ରଖିଥିବା ସାଥୀ ଡାକ୍ତର ତାଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତ ଡାକ୍ତର ବିବେକ…
ବିବାହିତ ପ୍ରେମିକାକୁ ଭେଟିବାକୁ ଯାଇଥିବା ପ୍ରେମିକକୁ ହତ୍ୟା
ଫତେହପୁର, ୧୯।୮: ଅଧରାତିରେ ବିବାହିତ ପ୍ରେମିକାକୁ ଭେଟିବାକୁ ଯାଇଥିବା ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଏହାପରେ ଯୁବକଙ୍କ ମା’ଙ୍କ ଅଭିଯୋଗକ୍ରମେ ପୋଲିସ ପ୍ରେମିକା, ତାଙ୍କ ଶ୍ୱଶୁର ଓ ଏବଂ ୪ ଜଣ ଲୋକଙ୍କୁ ଗିରଫ କରିଛି। ଘଟଣା ଉତ୍ତର ପ୍ରଦେଶ ଫତେହପୁର…
ବାଲି ଟ୍ରକ ଅଟକାଇ ଡକାୟତି ମାମଲା: ବୋମା, ଖଣ୍ଡା ଜବତ; ୨ ଅଭିଯୁକ୍ତ ଗଲେ ଜେଲ୍
ଦିଗପହଣ୍ଡି,୧୯ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଚାନ୍ଦପୁର ଛକ ପତ୍ରଚୁଡି ଗ୍ରାମ ନିକଟରେ ୨ଟି ବାଲି ବୋଝେଇ ଟ୍ରକକୁ ଅଟକାଇବା ସହ ଚାଳକଙ୍କୁ ମାଡ଼ ମାରି ଡକାୟତି ମାମଲାରେ କେ.ନୂଆଗାଁ ଥାନା ପୋଲିସ ବୁଧବାର ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି।…
ସ୍ବାମୀଙ୍କ ସହ ଦୁଇ ସନ୍ତାନଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ଡାକ୍ତରାଣୀ
ମୁମ୍ବାଇ, ୧୮।୮: ମହାରାଷ୍ଟର ନାଗପୁର ସହରରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଡାକ୍ତରାଣୀ ତାଙ୍କ ସ୍ବାମୀ ଓ ଦୁଇ ସନ୍ତାନଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏହି ଡାକ୍ତରାଣୀଙ୍କ…
ପ୍ରଥମ ସ୍ତ୍ରୀଙ୍କୁ ସାଥୀରେ ରଖିବାକୁ ଚାହିଁବାରୁ ଆତ୍ମହତ୍ୟା କଲେ ୨ୟ ସ୍ତ୍ରୀ
ଇନ୍ଦୋର, ୧୭।୮: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କର ପ୍ରଥମ ସ୍ତ୍ରୀ ଓ ପିଲାଛୁଆଙ୍କୁ ପାଖରେ ରଖିବାକୁ ଚାହିଁବାରୁ ଏଥିରେ ନାରାଜ ହୋଇ ଦ୍ୱିତୀୟ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାଟି ବାଣଗଙ୍ଗା ପୋଲିସ…
ଥାନାରେ ପହଞ୍ଚି କାଗଜ-କଲମ ମାଗି ଏଫ୍ଆଇଆର୍ରେ ଏମିତି କିଛି ଲେଖିଲେ ଯୁବକ
ପୁଣେ, ୧୭।୮: ମହାରାଷ୍ଟ୍ରର ପୁଣେ ସହରରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୭ ବର୍ଷୀୟ ଯୁବକ ଥାନାରେ ପହଞ୍ଚି ଉପସ୍ଥିତ କର୍ମଚାରୀଙ୍କୁ କାଗଜ ଓ କଲମ ମାଗିଥିଲେ। ଏହାପରେ ସେ କାଗଜରେ ଯାହା ଲେଖିଥିଲେ ତାକୁ ପଢ଼ି…
ଅବ୍ୟବସ୍ଥାରେ ନ୍ୟାୟିକ ବ୍ୟବସ୍ଥା
ଭୁବନେଶ୍ୱର,୧୭।୮(ବ୍ୟୁରୋ): ଦେଶର ବିଭିନ୍ନ କୋର୍ଟରେ ବର୍ଷ ବର୍ଷ ଧରି ବିଚାରାଧୀନ ଅବସ୍ଥାରେ ମାମଲାଗୁଡିକ ପଡ଼ି ରହିଛି। ଉପଯୁକ୍ତ ଭିତ୍ତିଭୂମି ନ ଥିବାରୁ କୋର୍ଟ ପରିଚାଳନାରେ ଗୁରୁତର ବ୍ୟାଘାତ ସୃଷ୍ଟି ହେବା ସହ ନ୍ୟାୟ ପାଇବାରୁ ଲୋକେ ବଞ୍ଚତ୍ତ ହେଉଛନ୍ତି। ଓଡ଼ିଶାରେ ମଧ୍ୟ…

