ଦୁଇ ଲକ୍ଷ ଟଙ୍କା ସୁପାରି ଦେଇ ପୁଅକୁ ହତ୍ୟା କଲା ବାପା
ଲକ୍ଷ୍ନୌ, ୨୬।୭: ପୁଅର ହିଂସାତ୍ମକ ଆଚରଣରେ ଅତିଷ୍ଠ ହୋଇପଡ଼ିଥିବା ବାପା ଓ ମା’ ଶେଷରେ ନେଇଥିଲେ ଏକ ଚକିତ କଲା ଭଳି ନିଷ୍ପତ୍ତି। ସୁପାରି କିଲରଙ୍କୁ ୨ ଲକ୍ଷ ଟଙ୍କା ଦେଇ ବାପା ଓ ମା ଶେଷରେ ପୁଅଙ୍କୁ ହତ୍ୟା କରିଥିଲେ।…
ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କରି ଶବକୁ ପାଇଖାନା ଟାଙ୍କିରେ ପୋତିଲା ସ୍ତ୍ରୀ
ହରିଦ୍ୱାର, ୨୬।୭: ଉତ୍ତରାଖଣ୍ଡର ତୀର୍ଥ ନଗରୀ ଭାବେ ପରିଚିତ ଋଷିକେଶରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ପ୍ରେମିକ ସହିତ ମିଶି ସ୍ବାମୀଙ୍କୁ ହତ୍ୟା କରିବା ପରେ ଶବକୁ ପାଇଖାନା ଟାଙ୍କିରେ ପୋତି ଦେଇଛନ୍ତି। ପୋଲିସ…
ରାଜଧାନୀ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ମହିଳା ଡିଏସ୍ପିଙ୍କୁ ବନ୍ଧୁକ ଦେଖାଇ ସୁନାଚେନ ଲୁଟ୍
ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜଧାନୀରେ ପୁଣି ସକ୍ରିୟ ହୋଇପଡ଼ିଲେଣି ସୁନାଚେନ ଲୁଟ୍ କରୁଥିବା ଗ୍ୟାଙ୍ଗ। ସେମାନେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଲିସଠାରୁ ମଧ୍ୟ ଲୁଟ୍ପାଟ କରିବାକୁ ପଛାଉ ନାହାନ୍ତି। ଏପରି ଏକ ଘଟଣାକ୍ରମରେ ରବିବାର ସକାଳେ ଖାରବେଳ ନଗର ଥାନା ୟୁନିଟ-୩ ଅଞ୍ଚଳରେ…
କମ୍ପାନୀ ସିଇଓ ଆଶା ଦେଖାଇ ୨୦ଲକ୍ଷ ଲୁଟ୍
ଭୁବନେଶ୍ୱର,,୨୬।୭(ବ୍ୟୁରୋ): କରୋନା ଓ ଲକ୍ଡାଉନ୍ ଯୋଗୁ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ବହୁ ଶିକ୍ଷିତ ଯୁବତୀଯୁବକ ବାହାର ରାଜ୍ୟ ଓ ଦେଶରୁ ଘରକୁ ଫେରି ବେକାର ବସିଛନ୍ତି। ଏବେ ସେମାନେ ନୂଆ ଚାକିରି ପାଇବା ଆଶାରେ ଇଣ୍ଟରନେଟ୍ ଓ ସୋସିଆଲ…
ପ୍ରେମିକାଙ୍କୁ ଅପହରଣ ପରେ ହତ୍ୟା: ମାଟିତଳୁ ମିଳିଲା ମୃତଦେହ
ବ୍ରହ୍ମଗିରି,୨୬।୭(ଡି.ଏନ.ଏ): ପ୍ରଥମେ ପ୍ରେମ। ତା’ପରେ ପ୍ରତାରଣା କରି ଶେଷରେ ପ୍ରେମିକାକୁ ଅପହରଣ କରି ହତ୍ୟା କରିଛି ପ୍ରେମିକ। ସମସ୍ତ ପ୍ରମାଣକୁ ଲୁଚାଇବାକୁ ଯାଇ ଗାଁଠାରୁ ୫ କିଲୋମିଟର ଦୂର ଏକ ପୋଖରୀ ହୁଡ଼ାରେ ମୃତଦେହକୁ ପୋତିଦେଇଛି। ପୋଲିସ ଛାନ୍ଭିନ୍ କରି ମାଟି…
କଫ ସିରପ୍, ନିଶାବଟିକା ଚାଲାଣ ଯୋଜନା ପଣ୍ଡ: ୪ ଗିରଫ
ବରଗଡ଼ ଅଫିସ,୨୫ା୭: ବରଗଡ଼ ଜିଲା ବରପାଲି ପୋଲିସ ହାତରେ କଫ ସିରପ୍, ନିଶା ବଟିକା ଚାଲାଣ ଧରାପଡ଼ିଛି। ଏଥିରେ ସମ୍ପୃକ୍ତ ୪ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଜିଲା ସୋହେଲା ଥାନା ବନାବିରା ଗ୍ରାମର ଚୂଡ଼ାମଣି ସେଠ(୪୦),…
ଚିକିତ୍ସା ପାଇଁ ଯାଇଥିବା କଏଦୀ ଅଧାବାଟରୁ ଚମ୍ପଟ
ରାଇରଙ୍ଗପୁର,୨୫ା୭(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପକାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଜନୈକ କଏଦୀ ଚିକିତ୍ସା ପାଇଁ ବାରିପଦା ଯାଇ ଫେରିବା ବେଳେ ଚମ୍ପଟ ମାରିଥିବା ସୂଚନା ମିଳିଛି। କଏଦୀ ଜଣକ ହେଲେ ବହଳଦା ବ୍ଲକ ଝରାଡ଼ିହି…
ଯୁବତୀଙ୍କୁ ହତ୍ୟା କରି ଚିଲିକା କୂଳରେ ପୋତିଦେବା ଅଭିଯୋଗ
ବ୍ରହ୍ମଗିରି,୨୫।୭(ଡି.ଏନ୍.ଏ.): ପୁରୀ ଜିଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତଦେହ ଉଦ୍ଧାର କରାଯାଇ ନ ଥିବା ସୂଚନା ମିଳିଛି। ତେବେ ଉକ୍ତ…
୫୨୩୦ଲୋକଙ୍କ ମୃତ୍ୟୁର ଅପରାଧୀ ହେଉଛନ୍ତି ୯୩ ବର୍ଷୀୟ ବୃଦ୍ଧ
୯୩ ବର୍ଷୀୟ ଜଣେ ନାଜି ଗାର୍ଡଙ୍କୁ ଜର୍ମାନ କୋର୍ଟ ୫୨୩୦ ଜଣଙ୍କ ହତ୍ୟା ଘଟଣାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଲେ ବ୍ରୁନୋ ଦେ। ବ୍ରୁନୋ ୭୫ ବର୍ଷ ପୂର୍ବେ ଷ୍ଟଥ୍ଅଫ୍ କନ୍ଷନଟ୍ରେଶନ କ୍ୟାମ୍ପରେ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ସେ…
କିନ୍ନରଙ୍କୁ ବିବାହ କରି ସନ୍ତାନ ନ ହେବାରୁ କଲେ ଅପହରଣ
ଜୟପୁର, ୨୪।୭: ରାଜସ୍ଥାନର ଜୟପୁରରେ ଶିଶୁ କନ୍ୟା ଅପହରଣ ମାମଲରେ ଶୁକ୍ରବାର ପୋଲିସ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ତେବେ ଅପହରଣର କାରଣ ଯେତେବେଳେ ପୋଲିସ ଜାଣିଲା ସେତେବେଳେ ଚକିତ ହୋଇଯାଇଥିଲା। ପୋଲିସର କହିବା ଅନୁଯାୟୀ ଏହି ଯୁବକ ଜଣଙ୍କ ୫…
୪ ବର୍ଷରେ ୫ ପିଲାଙ୍କୁ ହତ୍ୟା କରିଥିଲେ ବାପା
ଜିନ୍ଦ, ୨୪।୭: ହରିୟାଣାର ଜିନ୍ଦ ସହରରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ବିଗତ ୪ ବର୍ଷରେ ନିଜର ୫ ଜଣ ପିଲାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩୮…
ଆଦିତ୍ୟ ମୃତ୍ୟୁ ମାମଲାରୁ ରହସ୍ୟ ହଟୁନି: ସୁଇସାଇଡ୍ ନୋଟ୍ ଲେଖିଥିଲେ ଆଦିତ୍ୟ
ଭୁବନେଶ୍ୱର,୨୪।୭ (ବ୍ୟୁରୋ): ସାମାଜିକ କର୍ମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୧୭ଦିନ ବିତିଥିଲେ ମଧ୍ୟ ଏଯାଏ ରହସ୍ୟ ହଟୁନି। ଲିଙ୍ଗରାଜ ରେଳ ଷ୍ଟେଶନ ନିକଟ ରେଳଧାରଣାରୁ ତାଙ୍କର ମୃତଦେହ ମିଳିଥିଲେ ମଧ୍ୟ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ କିଛି…
Archives


