ଲକ୍ଡାଉନ୍ରେ ଚାକିରି ଚାଲିଯିବାରୁ ଯୁବକ ବାଛିନେଲେ ଏହି ପଥ, କଲେଜ ଛାତ୍ରଙ୍କୁ ଯୋଗାଉଥିଲେ…
ବେଙ୍ଗାଲୁରୁ,୧୧ା୧୦: କରୋନା ମହମାରୀ ଯୋଗୁ ହୋଇଥିବା ଲକ୍ଡାଉନ୍ରେ ଜଣେ ଯୁବକ ଚାକିରି ହରାଇଥିଲେ। ପେଟଭୋକରୁ ନିସ୍ତାର ପାଇବା ପାଇଁ ସେ ଡ୍ରଗ୍ସ କାରବାରକୁ ଆପଣାଇ ନେଲେ। ତେବେ ଏହି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ୨୮ ବର୍ଷୀୟ ଯୁବକ ଅମିର…
କଂସାରୀପଡ଼ା ମରଣାନ୍ତକ ଆକ୍ରମଣ ଘଟଣା: ସିସିଟିଭିରୁ ଚିହ୍ନଟ ହେଲେ ୪ ଅଭିଯୁକ୍ତ
ବଲାଙ୍ଗୀର ଅଫିସ,୧୦ା୧୦: ଚଳିତମାସ ୩ ତାରିଖରେ ବଲାଙ୍ଗୀର ସହର କଂସାରୀପଡ଼ା ମଦନଗୁଡ଼ିଆ ଛକସ୍ଥିତ ମଦ ଦୋକାନ ସାମ୍ନାରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଟାଉନ ଥାନା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ନେଇ ଶନିବାର ସ୍ଥାନୀୟ ଟାଉନ ଥାନା…
ବ୍ୟାଙ୍କ ଲୁଟିବାକୁ ଆସିଥିଲେ ଏହି ଲୁଟେରା, ଏମିତି ପଡ଼ିଲେ ଧରା
ଜୟପୁର,୯ା୧୦: ରାଜସ୍ଥାନର ସିକରରେ ଥିବା ବ୍ୟାଙ୍କ ଲୁଟିବା ପାଇଁ ଜଣେ ଦୁର୍ବୃତ୍ତ ଆସିଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି। ଫଳରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ସିକର ଉଦ୍ୟୋଗ ନଗର ଥାନା ଅନ୍ତର୍ଗତ କାନାଡା ବ୍ୟାଙ୍କକୁ ଜଣେ ଅପରାଧୀ ଲୁଟିବା…
ଯୁବକଙ୍କୁ ଅପହରଣ, ହତ୍ୟା ଉଦ୍ୟମ ମାମଲା: ବାଲେଶ୍ୱର ଜେଲରେ ସକିଲ, କଟକରେ ରାଜୁତି
କଟକ ଅଫିସ,୯ା୧୦: କଟକ ମଧୁପାଟଣା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗୁରୁବାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜଗତ୍ସିଂହପୁରର ବଣ୍ଟି ଓରଫ ଶିବପ୍ରସାଦ ଖଟୁଆ ଓ…
ମିଠା ଦୋକାନୀଙ୍କୁ ଗୋଡାଇ ହାଣିବା ଘଟଣା: ଏନ୍କାଉଣ୍ଟର ଭୟରେ ଆତ୍ମସମର୍ପଣ କଲେ ରାଜା
ଭୁବନେଶ୍ୱର,୯ା୧୦(ବ୍ୟୁରୋ):ସାମନ୍ତରାପୁର ଛକରେ ମିଠା ଦୋକାନୀଙ୍କୁ ହତ୍ୟା କରିବା ଘଟଣାରେ ଜଣେ ଷଡ଼ଯନ୍ତ୍ରକାରୀ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଅଭିଯୁକ୍ତ ହେଲେ ଧଉଳି ଥାନା ବେହେରାସାହି ପ୍ଲଟ ନଂ-୮୫ରେ ରହୁଥିବା ରାଜକିଶୋର ବେହେରା ଓରଫ ରାଜା। ଏହି ହତ୍ୟା…
ଝିଅକୁ ବଳାତ୍କାର ଖବର ଶୁଣି ଜୀବନ ହାରିଲେ ବାପା
ଜାମନଗର, ୮।୧୦: ଗୁଜରାଟ ଜାମନଗର ଜିଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାମ ଯୋଦ୍ଧପୁର ତହସିଲ ଅନ୍ତର୍ଗତ ବରବାଲା ଗ୍ରାମରେ ଝିଅ ବଳାତ୍କାର ଶିକାର ହୋଇଥିବା ଖବର ଶୁଣି ବାପା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ନାବାଳିକାଙ୍କ ବାପା ବିଷ…
ପଗଡ଼ି ଭିତରେ ନେଇ ଯାଉଥିଲେ ୪୭ ଲକ୍ଷ ମୂଲ୍ୟର ସୁନା
ନୂଆଦିଲ୍ଲୀ, ୫।୧୦: ଦିଲ୍ଲୀ ବିମାନ ବନ୍ଦରରେ ସୁନା ଚୋରା ଚାଲାଣ ଅଭିଯୋଗରେ କଷ୍ଟମ ବିଭାଗ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଦୁବାଇରୁ ଏବଂ ଜଣେ ତାଜିକସ୍ତାନରୁ ଆସିଛନ୍ତି। ସେମାନଙ୍କ ନିକଟରୁ ମୋଟ୍ ୪୭…
ଫେସ୍ବୁକ୍ରୁ ପ୍ରେମ, ବିବାହ ପାଇଁ ପ୍ରେମିକ ମନା କରିବାରୁ ଘଟିଲା ଏମିତି
ଡେରାଡୁନ୍,୫ା୧୦: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍ର ଜଣେ ଯୁବତୀ ଏବଂ ଝାଡ଼ଖଣ୍ଡର ଗରଓ୍ବା ଜିଲାର ଜଣେ ଯୁବକଙ୍କ ମଧ୍ୟରେ ଫେସ୍ବୁକ୍ରୁ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଯୁବକଙ୍କ ପରିବାର ଲୋକେ ଯୁବତୀଙ୍କୁ ତାଙ୍କ ପୁଅ ବିବାହ କରିବ…
ଅନୁଗୋଳରେ ସକ୍ରିୟ ବେଟିଂ ର଼୍ୟାକେଟ୍
ଅନୁଗୋଳ ଅଫିସ, ୫।୧୦: ଆଇପିଏଲ୍ ସହ ଆରମ୍ଭ ହୋଇଛି ଫଟାଫଟ୍ କ୍ରିକେଟ୍ ଋତୁ। ଦୁବାଇରେ ହେଉଛି ଛକା, ଚୌକା ବର୍ଷା। କେତେବେଳେ ଲୋ ସ୍କୋରିଂ ତ ଆଉ କେତେବେଳେ ହାଇ ସ୍କୋରିଂ ମ୍ୟାଚ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରୁଛି। ଦିନକୁ ଦିନ ମ୍ୟାଚ…
୧୨ ଦିନର ଶିଶୁ କନ୍ୟାକୁ ନଦୀକୁ ଫିଙ୍ଗି ଦେଲା ମା; କାହିଁକି ଜାଣନ୍ତୁ
ଭୋପାଳ, ୪।୧୦: ମଧ୍ୟପ୍ରଦେଶର ପନ୍ନା ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଲାର ସଲେହା ଥାନା ଅନ୍ତର୍ଗତ ଛିଜୋରା ଗ୍ରାମରେ ଜଣେ ମହିଳା ପୁଅ ଆଶାରେ ନିଜର ୧୨ ଦିନର ନବଜାତ ଶିଶୁ କନ୍ୟାକୁ ନଦୀକୁ ଫିଙ୍ଗି ହତ୍ୟା…
ଜବତ ୫୦ ଲକ୍ଷ ଟଙ୍କାର ମଦ ଧରି ଫେରାର୍ ହୋଇଗଲେ ଅଭିଯୁକ୍ତ
ପୁନେ, ୩।୧୦: ମହାରାଷ୍ଟ୍ରରେ ଅବକାରୀ ପୋଲିସ ଦ୍ୱାରା ଜବତ ୫୦ ଲକ୍ଷ ଟଙ୍କାର ବେଆଇନ ମଦ ଭର୍ତ୍ତି ଏକ କଣ୍ଟେନରକୁ ନେଇ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଛନ୍ତି। ତଳେଗାଓଁ ପୋଲିସ ପକ୍ଷରୁ ଏହି ଘଟଣାରେ ୭ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।…
ପ୍ରେମିକାଙ୍କ ବାପା ପୋଲିସକୁ ଫୋନ କରି କହିଲେ ଘରେ ପଶିଚି ଚୋର; ପରେ ସତ ଜଣାପଡ଼ିଲା
ଉନ୍ନାଓ, ୩।୧୦: ଉତ୍ତର ପ୍ରଦେଶ ଉନ୍ନଓରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ପ୍ରେମିକାଙ୍କ ଘରେ ପ୍ରେମିକଙ୍କ ମୃତଦେହ ମିଳିବା ଭଳି ସମ୍ବେଦନଶୀଳ ଘଟଣା ଘଟିଯାଇଛି। ଗଙ୍ଗାଘାଟ କୋତାବଳୀ ଅଞ୍ଚଳର ରାମସେବକ ନିଷାଦ ତାଙ୍କ ପରିବାର ସହ ରୁହନ୍ତି।…
Archives


