ଏସ୍ବିଆଇ ଆକାଉଣ୍ଟଧାରୀଙ୍କୁ ରଖିବାକୁ ହେବ ସର୍ବନିମ୍ନ ୩ ହଜାର ଜମା
ନୂଆଦିଲ୍ଲୀ,୧୪-୯: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଅକ୍ଟୋବର ପହିଲାରୁ କେତେକ ସର୍ଭିସ ଚାର୍ଜରେ ପରିବର୍ତ୍ତନ କରାଯିବ। ଜମାଖାତାରେ ମାସକୁ ସର୍ବନିମ୍ନ ଜମା ରାଶି ନ ରଖିଲେ ଜରିମାନାକୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଏନ୍ଇଏଫ୍ଟି ଓ ଆର୍ଟିଜିଏସ୍...
ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କ;୭୯ତମ ସ୍ଥାନକୁ ଉଠି ଆସିଲା ଭାରତ
ନୂଆଦିଲ୍ଲୀ,୧୪-୯: ଅର୍ଥନୀତିକୁ ନେଇ ଚାରିଆଡେ ନକାରାମତ୍କ ମନୋଭାବ ପୋଷଣ କରାଯାଉଥିବା ବେଳେ ଦେଶ ଓ ମୋଦି ସରକାରଙ୍କ ପାଇଁ ଏକ ଖୁସିଖବର ଆସିଛି। ବାଣିଜ୍ୟରେ ସୁଗମତା(ଇଜ୍ ଅଫ୍ ଡୁଇଂ ବିଜ୍ନେସ) ର଼୍ୟାଙ୍କିଙ୍ଗ୍ରେ ଭାରତର ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ହୋଇଥିବା ବେଳେ...
୧୭ ଦିନ ଗାଡ଼ି ଉତ୍ପାଦନ ବନ୍ଦ ରଖିବ ମହିନ୍ଦ୍ରା
ନୂଆଦିଲ୍ଲୀ,୧୪-୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ପ୍ରଭାବ ଅଧିକ ଗୁରୁତର ହୋଇଛି। ଏହି କାରଣରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ବର୍ତ୍ତମାନ ତ୍ରୈମାସରେ ନିଜର କାରଖାନାରେ ଗାଡ଼ି ଉତ୍ପାଦନକୁ ୮ରୁ ୧୭ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଉତ୍ପାଦନ...
ରପ୍ତାନି ୬% ହ୍ରାସ,ବାଣିଜ୍ୟ ନିଅଣ୍ଟ କମିଲା
ନୂଆଦିଲ୍ଲୀ,୧୪-୯: ଦେଶର ରପ୍ତାନି ଅଗଷ୍ଟରେ ୬.୦୫% ହ୍ରାସ ପାଇ ୨୬.୧୩ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏହି ଅବଧିରେ ଆମଦାନୀ ବାର୍ଷିକ ଆଧାରରେ ୧୩.୪୫ ପ୍ରତିଶତ ହ୍ରାସ ପାଇ ୩୯.୫୮ ବିଲିୟନ ଡଲାରରେ ପହଞ୍ଚତ୍ଛି। ଫଳରେ ଦେଶର ବାଣିଜ୍ୟ ନିଅଣ୍ଟ ପରିମାଣ...
ରେନୋ ଭୁବନେଶ୍ୱର ନର୍ଥ ଶୋ’ରୁମରେ ନୂଆ ଟ୍ରାଇବରର ବଜାର ପ୍ରବେଶ
ଭୁବନେଶ୍ୱର, ୧୪-୯(ବ୍ୟୁରୋ): ରେନୋ ପକ୍ଷରୁ ନୂଆ ଯାନ ଟ୍ରାଇବରକୁ ସ୍ଥାନୀୟ ପାହାଳ ନିକଟସ୍ଥ ରେନୋ ଭୁବନେଶ୍ୱର ନର୍ଥ ଶୋ’ରୁମରେ ଶୁକ୍ରବାର ଉନ୍ମୋଚନ କରାଯାଇଛି। ସୁପର ସେଲ୍ସ ଅଟୋମୋବାଇଲ ଏମ୍ଡି ବିଶାଲ ଧାଓ୍ବନ, ଭୁବନେଶ୍ୱର ଆର୍ଟିଓ-୧ର ଅଧିକାରୀ ପ୍ରଦୀପ କୁମାର ମହାନ୍ତି...
କୋଇଲା ଚାହିଦା ଏବେ କମିବନି: କୋଲ୍ ଇଣ୍ଡିଆ ମୁଖ୍ୟ
ଭୁବନେଶ୍ୱର, ୧୪-୯(ବ୍ୟୁରୋ): ଦେଶରେ ବିକଳ୍ପ ଶକ୍ତି ଉତ୍ସଗୁଡିକର ଚାହିଦା ବର୍ତ୍ତମାନ ବଢୁଛି। ଏଭଳି ସ୍ଥିତିରେ ତାପଜ ବିଦ୍ୟୁତ ଶକ୍ତି ଚାହିଦା ଅନେକ ବର୍ଷ ଯାଏ କମିବନି। ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ଆଗାମୀ ଦିନରେ ମଧ୍ୟ ପ୍ରମୁଖ...
ପାଣ୍ଟାଲୁନ୍ସ ଆଣିଲା ନୂଆ ଫେଷ୍ଟିଭ କଲେକ୍ସନ
ଭୁବନେଶ୍ୱର, ୧୪-୯(ବ୍ୟୁରୋ): ଆଦିତ୍ୟ ବିର୍ଲା ଫ୍ୟାଶନ ଆଣ୍ଡ ରିଟେଲ ଲିମିଟେଡର ପ୍ରମୁଖ ଫାଷ୍ଟ ଫ୍ୟାଶନ ବ୍ରାଣ୍ଡ ପାଣ୍ଟାଲୁନ୍ସ ପକ୍ଷରୁ ନୂଆ ଫେଷ୍ଟିଭ କଲେକ୍ସନ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ପବିତ୍ର ଦୁର୍ଗା ପୂଜା ଉପଲକ୍ଷେ ଷ୍ଟୋର ପକ୍ଷରୁ ଫେଷ୍ଟିଭ୍ ରେଞ୍ଜର...
ମ୍ୟୁଚୁଆଲ ଫଣ୍ଡ ଶିଳ୍ପକୁ ଓଡ଼ିଶାର ଅବଦାନ ବଢୁଛି
ଭୁବନେଶ୍ୱର, ୧୪-୯(ବ୍ୟୁରୋ): ଦେଶର ମ୍ୟୁଚୁଆଲ ଫଣ୍ଡ ଶିଳ୍ପକୁ ଓଡିଶାର ଅବଦାନ ଦ୍ରୁତ ଗତିରେ ବଢୁଛି। ଗୋଟିଏ ବର୍ଷରେ ଏହା ୦.୫୭%ରୁ ବୃଦ୍ଧି ଘଟି ଚଳିତ ବର୍ଷ ଜୁଲାଇ ସୁଦ୍ଧା ଏହା ୦.୮୫%ରେ ପହଞ୍ଚିଛି। ଏହି ସ୍ଥିତି କେବଳ ଓଡ଼ିଶାରେ ସୀମିତ...
୨୫ ଲକ୍ଷ ପର୍ଯ୍ୟନ୍ତ ଟିଡିଏସ୍ ଦାଖଲ ନ କଲେ;ହେବ ନାହିଁ ଫୌଜଦାରୀ ମାମଲା
ନୂଆଦିଲ୍ଲୀ,୧୩-୯: ଟିକସ ପ୍ରଦାନକାରୀଙ୍କୁ ଆଶ୍ୱସ୍ତ କରି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଏକ ସର୍କୁଲାର ଜାରି କରିଛି। ଏଣିକି ଜାଣିଶୁଣି ଟିକସ ଫାଙ୍କିବାର ପ୍ରୟାସ, ଆୟକର ରିଟର୍ନ ଦାଖଲ ନ କରିବା ମାମଲାରେ ଏବଂ ସରକାରୀ ରାଜକୋଷରେ ୨୫ ଲକ୍ଷ...
ଜାଲ୍ ଜିଏସ୍ଟି ଇନ୍ଭଏସ;ଦେଶର ୩୩୬ ସ୍ଥାନରେ ଚଢ଼ାଉ
ନୂଆଦିଲ୍ଲୀ,୧୩-୯: ଦେଶରେ ଜିଏସ୍ଟି ଲାଗୁ ହେବାର ୨ ବର୍ଷ ପରେ ମୋଦି ସରକାର ଜିଏସ୍ଟି ଫାଙ୍କି ବିରୋଧରେ ଦେଶବ୍ୟାପୀ ଚଢ଼ାଉ ଅଭିଯାନ କରିଛନ୍ତି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏକ ବିବୃତି ିଜାରି କରି କୁହାଯାଇଛି ଯେ, ଡାଇରେକ୍ଟୋରେଟ ଜେନେରାଲ ଅଫ୍...
ମାନ୍ଦାବସ୍ଥା ଲାଗି ବିମୁଦ୍ରୀକରଣ, ଜିଏସ୍ଟି ଦାୟୀ:ମନମୋହନ
ନୂଆଦିଲ୍ଲୀ,୧୩-୯: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ବିମୁଦ୍ରୀକରଣ ଓ ତରବରିଆ ଭାବେ ଲାଗୁ କରାଯାଇଥିବା ଜିଏସ୍ଟି ଦାୟୀ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ପ୍ରକାଶ କରିଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଉଭୟ ଢ଼ାଞ୍ଚାଗତ ଏବଂ...
ସୀତାରାମନ୍ଙ୍କ ଯୁକ୍ତି ସହ ଏକମତ ନୁହେଁ ମାରୁତି
ନୂଆଦିଲ୍ଲୀ,୧୩-୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଓଲା ଓ ଉବର ଭଳି ଟ୍ୟାକ୍ସି ଏଗ୍ରିଗେଟର୍ସକୁ ଦାୟୀ କରିଛନ୍ତି। କିନ୍ତୁ ଦେଶର ସର୍ବବୃହତ କାର୍ ନିର୍ମାତା ମାରୁତି ଏଥିରେ ସହମତ ନୁହେଁ। କମ୍ପାନୀର ଜଣେ...
Archives


