ବାଣିଜ୍ୟ

୩ ବର୍ଷର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୩-୧୨: ନଭେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୩ ବର୍ଷର ସର୍ବୋଚ୍ଚ ସ୍ତର ୫.୫୪% ସ୍ତର ଛୁଇଁଛି। ଖାଦ୍ୟ ସାମଗ୍ରୀ ଦର ବଢିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି। ଖାଉଟି ମୂଲ୍ୟସୂଚୀ (ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ୨୦୧୮ ଅକ୍ଟୋବରରେ ୪.୬୨% ଥିବାବେଳେ ନଭେମ୍ବରରେ…

ଶିଳ୍ପ କ୍ଷେତ୍ର ଉତ୍ପାଦନ ହ୍ରାସ ଧାରା ଜାରି

ନୂଆଦିଲ୍ଲୀ,୧୩-୧୨: ମାନ୍ଦାବସ୍ଥା ଦେଶର ଅର୍ଥ ବ୍ୟବସ୍ଥାକୁ ଏବେ ମଧ୍ୟ ଜାବୁଡି ଧରିଛି। ଏହାର ପ୍ରଭାବରେ ଲଗାତର ତୃତୀୟ ମାସ ଲାଗି ଦେଶର ଉଦ୍ୟୋଗଗୁଡିକର ଉତ୍ପାଦନ ଖସିଛି। ଚଳିତ ବର୍ଷ ଅକ୍ଟୋବରରେ ଦେଶର ଔଦ୍ୟୋଗିକ ଉତ୍ପାଦନ ୩.୮% କମିଛି। ମାନୁଫାକଚରିଂ, ଖଣି, ବିଦ୍ୟୁତ…

ଜିଡିପି ହ୍ରାସକୁ ନେଇ ଚିନ୍ତିତ ନୁହେଁ:ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ,୧୩-୧୨: ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଯୋଗୁ ଦେଶର ଜିଡିପି ଅଭିବୃଦ୍ଧି ଏବେ ହ୍ରାସ ଘଟିଛି। ହେଲେ ଏହାକୁ ନେଇ ବିଶେଷ ଚିନ୍ତିତ ନୁହେଁ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ସେ କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥା ଏଭଳି କିଛି…

ଏୟାର ଇଣ୍ଡିଆର ୧୦୦% ଅଂଶଧନ ବିକିବେ ସରକାର

ନୂଆଦିଲ୍ଲୀ,୧୩-୧୨: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ୧୦୦% ଅଂଶଧନ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ଅଂଶଧନ ବିକ୍ରି ନେଇ ରହିଥିବା ପ୍ରସ୍ତାବ ଅନ୍ତର୍ଗତ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ…

କଲ୍‌,ଡାଟା ଉପରେ ନ୍ୟୂନତମ ଚାର୍ଜ ଉପରେ ବିଚାର ହେବ

ନୂଆଦିଲ୍ଲୀ,୧୩-୧୨: କଲ୍‌ ଏବଂ ଡାଟା ଉପରେ ନୂ୍ୟନତମ ଚାର୍ଜ ଲାଗୁ କରିବା ଲାଗି ଟେଲିକମ ଶିଳ୍ପ ପକ୍ଷରୁ ହୋଇଥିବା ଦାବିକୁ ନିୟାମକ ଟ୍ରାଇ ବିଚାର କରିବ ବୋଲି ଜଣାପଡିଛି। ଟ୍ରାଇ ଏହି ପ୍ରସ୍ତାବ ଯଦି ଆଗାମୀ ଦିନରେ ଲାଗୁ କରେ ତେବେ…

ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଲାଗି କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ:ସୀତାରାମନ

ନୂଆଦିଲ୍ଲୀ,୧୩-୧୨: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଗୁରୁବାର କହିଛନ୍ତି। ସରକାର ଦେଇଥିବା ପ୍ରତିଶ୍ରୁତି ରଖିବେ। ଏହାକୁ ନେଇ କୌଣସି ସନ୍ଦେହ ପ୍ରକଟ କରିବା…

ବ୍ୟାଙ୍କଗୁଡିକୁ ଶକ୍ତିକାନ୍ତଙ୍କ ଆହ୍ବାନ: ଚ୍ୟାଲେଞ୍ଜିଂ ସ୍ଥିତିର ସାମ୍ନା ଲାଗି ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ,୧୩-୧୨: ବର୍ତ୍ତମାନର ଆର୍ଥତ୍କ ସ୍ଥିତି ଦେଶର ବ୍ୟାଙ୍କଗୁଡିକ ଲାଗି ବିଭିନ୍ନ ଚ୍ୟାଲେଞ୍ଜିଂ ସ୍ଥିତି ଆଣିପାରେ। ଏହାକୁ ସାମ୍ନା କରିବା ଲାଗି ବ୍ୟାଙ୍କଗୁଡିକ ନିଜକୁ ପ୍ରସ୍ତୁତ କରି ରଖିବା ଆବଶ୍ୟକ। ବୁଧବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟଙ୍କୁ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ…

ଆୟକର ହ୍ରାସ କିମ୍ବା ଜିଏସ୍‌ଟି ବୃଦ୍ଧି ନ ହେଉ: ପୂର୍ବତନ ସିଇଏ

ନୂଆଦିଲ୍ଲୀ,୧୨-୧୨: ଦେଶରେ କେବଳ ଆର୍ଥତ୍କ କାର୍ଯ୍ୟକଳାପ କମି ନାହିଁ ବରଂ ବର୍ତ୍ତମାନ ମାନ୍ଦାବସ୍ଥାର ଜଟିଳତା ଦେଇ ଘରୋଇ ବଜାର ଗତି କରୁଛି ବୋଲି ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ବୁଧବାର କହିଛନ୍ତି। ଏଭଳି ସ୍ଥିତିରେ ଆୟକର ହ୍ରାସ ଏବଂ…

ଅଭିବୃଦ୍ଧି ପୂର୍ବାନୁମାନ ୫.୧%କୁ ହ୍ରାସ କଲା ଏଡିବି

ନୂଆଦିଲ୍ଲୀ,୧୨-୧୨: ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ଅନୁମାନକୁ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ୫.୧%କୁ କମାଇଛି। ନିଯୁକ୍ତି ହ୍ରାସ, ଗ୍ରାମାଞ୍ଚଳରେ ଚାହିଦା ହ୍ରାସ ଏବଂ ଅମଳରେ ପ୍ରଭାବ ଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କରି ଏଡିବି ଆକଳନକୁ…

ନଭେମ୍ବରରେ ଶକ୍ତି ଚାହିଦା ୪.୨୮% କମିଲା

ନୂଆଦିଲ୍ଲୀ,୧୨-୧୨: ଲଗାତର ଭାବେ ୪ ମାସ ଲାଗି ଦେଶର ଶକ୍ତି ଚାହିଦା ୪.୨୮% ହ୍ରାସ ଘଟି ୯୪.୬ ବିଲିୟନ ୟୁନିଟ ରହିଛି। ବିଶେଷ କରି ଋତୁ ପରିବର୍ତ୍ତନ ଯୋଗୁ ଚାହିଦାରେ ଏଭଳି ହ୍ରାସ ଘଟିଥିବା ସେଣ୍ଟ୍ରାଲ ଇଲେକଟ୍ରିସିଟି ଅଥରିଟି ଡାଟାରୁ ଏହା…

ଆମେରିକା ଭାରତର ୬ଷ୍ଠ ବୃହତ୍‌ ତୈଳ ଯୋଗାଣକାରି

ନୂଆଦିଲ୍ଲୀ,୧୨-୧୨: କୁଏଟକୁ ପଛରେ ପକାଇ ଯୁକ୍ତରାଷ୍ଟ୍ର ଆମେରିକା ଭାରତ ଲାଗି ୬ଷ୍ଠବୃହତ୍‌ ତୈଳ ଯୋଗାଣକାରୀ ସ୍ଥାନ ହାସଲ କରିଛି। ଚଳିତ ବର୍ଷ ଏପ୍ରିଲ-ନଭେମ୍ବର ସମୟରେ ଆମେରିକା ଭାରତକୁ ୭୦%ରୁ ଉର୍ଦ୍ଧ୍ୱ ଅଶୋଧିତ ତୈଳ ଯୋଗାଇଛି। ପାର୍ଲାମେଣ୍ଟାରୀ କମିଟି ଡାଟା ମୁତାବକ ଆମେରିକା…

ଯାନ ଦର ବଢାଇବ ହ୍ୟୁଣ୍ଡାଇ

ନୂଆଦିଲ୍ଲୀ,୧୨-୧୨: ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ବିଭିନ୍ନ ମଡେଲ ଯାନ ଉପରେ ଦରବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୦ ଜାନୁୟାରୀ ଠାରୁ ଏହି ଦରବୃଦ୍ଧି ଲାଗୁ ହେବ। ଇନପୁଟ ଏବଂ ମାଟେରିଆଲ କଷ୍ଟ ବୃଦ୍ଧିକୁ ଧ୍ୟାନରେ ରଖି କମ୍ପାନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri