ବାଣିଜ୍ୟ

କରୋନା ବିରୋଧୀ ଲଢେଇ: ଜୁନ ୩୦ ଯାଏ ବଢିଲା ଆଇଟି ରିଟର୍ନ ଅବଧି, ବିନା ଚାର୍ଜରେ ବ୍ୟବହାର କରିହେବ ବିଭିନ୍ନ ଏଟିଏମ୍‌

ନୂଆଦିଲ୍ଲୀ,୨୪-୩: କରୋନା ପ୍ରତିରୋଧ ଲାଗି ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏଥିଲାଗି ଦେଶର ଅର୍ଥ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହେଉଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି କେନ୍ଦ୍ର ସରକାର ଶୀଘ୍ର ଏକ ଆର୍ଥତ୍କ ପ୍ୟାକେଜ ଆଣିବେ…

ବଢ଼ିଲା କ୍ଲୋରୋକ୍ୱିନ୍‌ ଚାହିଦା: ଇପ୍କାର ଶେୟାରରେ ୧୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୨୪।୩: କରୋନା ସଂକ୍ରମିତଙ୍କ ପାଇଁ ମ୍ୟାଲେରିଆ ଔଷଧ କ୍ଲୋରୋକ୍ୱିନ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଇଣ୍ଡିଆନ୍‌ ମେଡ଼ିକାଲ୍‌ କାଉନସିଲ୍‌ ରିସର୍ଚ୍ଚ ପକ୍ଷରୁ ଘୋଷଣା କରାଯାଇଛି। ଏହାପରେ କ୍ଲୋରୋକ୍ୱିନ୍‌ର ଚାହିଦା ଯଥେଷ୍ଟ ବଢ଼ିବାରେ ଲାଗିଛି। ଏହା ସହିତ ଏହାର ନିର୍ମାତା କମ୍ପାନୀ ଇପ୍କା…

କର୍ମଚାରୀଙ୍କୁ ପୂର୍ଣ୍ଣ ବେତନ ଦେବ ଟାଟା ଗ୍ରୁପ

ନୂଆଦିଲ୍ଲୀ,୨୪-୩: କରୋନା ଭୂତାଣୁ ସଙ୍କଟ ସମୟରେ କର୍ମଚାରୀଙ୍କୁ ପୂର୍ଣ୍ଣ ବେତନ ପ୍ରଦାନ କରାଯିବ ବୋଲି ଟାଟା ଗ୍ରୁପ ପକ୍ଷରୁ କୁହାଯାଇଛି। ଏ ନେଇ ସତର୍କତା ଅବଲବ୍ଧନ କରିବାକୁ ଗ୍ରୁପର ସମସ୍ତ କମ୍ପାନୀକୁ କୁହାଯାଇଛି। କର୍ମଚାରୀଙ୍କ ଲାଗି ଓ୍ବାର୍କ ଫ୍ରମ ହୋମ ବ୍ୟବସ୍ଥା…

୧୦୦ କୋଟି ଟଙ୍କାର ପାଣ୍ଠି ଗଠନ କଲା ବେଦାନ୍ତ

ନୂଆଦିଲ୍ଲୀ,୨୩-୩ କରୋନା ଦ୍ୱାରା ପ୍ରଭାବିତ ନିଷ୍ପେସିତ ବର୍ଗର ବ୍ୟକ୍ତି ବିଶେଷଙ୍କ ସହାୟତା କରିବା ଲାଗି ବେଦାନ୍ତ ଗ୍ରୁପ ପକ୍ଷରୁ ୧୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଛି। ସରକାରଙ୍କ କରୋନା ବିରୋଧି ପଦକ୍ଷେପ ଅନ୍ତର୍ଗତ ଯୋଗଦାନ ରଖିଥିବା କମ୍ପାନୀ ପକ୍ଷରୁ ସୂଚନା…

ନିବେଶକଙ୍କୁ ୧୪.୨୨ ଲକ୍ଷ କୋଟି କ୍ଷତି

  ନୂଆଦିଲ୍ଲୀ,୨୪-୩: କରୋନା ପ୍ରଭାବରେ ଭାରତୀୟ ପୁଞ୍ଜି ବଜାର କାରବାର ଲଗାତାର ଭାବେ ଖସୁଥିବା ବେଳେ ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ନିବେଶକଙ୍କୁ ରେକର୍ଡ ସ୍ତର ୧୪.୨୨ ଲକ୍ଷ କୋଟି କ୍ଷତି ହୋଇଛି। କରୋନା ଯୋଗୁ ଷ୍ଟକ ବଜାରକୁ ଝଟକା ଲାଗିବା…

ମାସ୍କ ଉତ୍ପାଦନ ବଢାଇବ ରିଲାଏନ୍ସ

ନୂଆଦିଲ୍ଲୀ,୨୪-୩: କରୋନା ବିରୋଧୀ ଲଢେଇ ଜୋରଦାର କରିବା ସ୍ବରୂପ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଫେସ୍‌ ମାସ୍କ ଉତ୍ପାଦନ ବୃଦ୍ଧି କରିବା ନେଇ ସୋମବାର ଘୋଷଣା କରାଯାଇଛି। ଏହାବାଦ ଠିକା କର୍ମଚାରୀଙ୍କ ପ୍ରାପ୍ୟ ବନ୍ଦ କରାଯିବ ନାହିଁ ବୋଲି ଗ୍ରୁପ ପକ୍ଷରୁ ସୂଚନା…

ବିଭିନ୍ନ ସହରରେ ସ୍ପଟ୍‌ ଗୋଲ୍ଡ ମାର୍କେଟ ବନ୍ଦ

ନୂଆଦିଲ୍ଲୀ,୨୪-୩: ଦେଶର ପ୍ରମୁଖ ସହରଗୁଡିକରେ କରୋନା ଜନିତ ଲକ୍‌ଡାଉନ ଯୋଗୁ ସ୍ପଟ୍‌ ଗୋଲ୍ଡ ମାର୍କେଟ ସୋମବାର ବନ୍ଦ ରହିଛି ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟି ପକ୍ଷରୁ ସୂନଚା ଦିଆଯାଇଛି। ଏହି ସମୟରେ ସୁନା ଦର ପ୍ରାୟ ୪୦,୩୩୦ ଟଙ୍କା ରହିଛି। ଦିନ ମଧ୍ୟରେ…

ଅଭିବୃଦ୍ଧି ପୂର୍ବାନୁମାନ କମାଇଲେ ୟୁବିଏସ୍‌, ଏସ୍‌ ଆଣ୍ଡ ପି

ନୂଆଦିଲ୍ଲୀ,୨୪-୩: କରୋନା ଯୋଗୁ ଦେଶ ମଧ୍ୟରେ ବର୍ତ୍ତମାନ ଜଟିଳ ସ୍ଥିତି ଉପୁଜିଥିବା ବେଳେ ଘରୋଇ ଅର୍ଥ ବ୍ୟବସ୍ଥା ଉପରେ ଏହାର ନକରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ୪% ରହିବ ବୋଲି ୟୁବିଏସ୍‌…

ସିଷ୍ଟମକୁ ୧ ଲକ୍ଷ କୋଟି ଛାଡିବ ଆର୍‌ବିଆଇ

ମୁମ୍ବାଇ,୨୪-୩: ଦେଶର ଫାଇନାନ୍ସିଆଲ ସିଷ୍ଟମକୁ ଅତିରିକ୍ତ ସହାୟତା କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଅତିରିକ୍ତ ୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ। କରୋନା ଯୋଗୁ ବଜାରରେ ଉପୁଜିଥିବା ସ୍ଥିତିକୁ ଧ୍ୟାନରେ ରଖି ରିଜର୍ଭ ବ୍ୟାଙ୍କ ଏଭଳି…

ଖୋଲା ରହିବ ବଛା ବଛା ବ୍ୟାଙ୍କ ଶାଖା

ନୂଆଦିଲ୍ଲୀ,୨୪-୩: କରୋନା ଲାଗି ବର୍ତ୍ତମାନ ସାରା ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସ୍ଥାନଗୁଡିକରେ କେତେକ ବଛା ବଛା ଶାଖା ଖୋଲା ରଖିବାକୁ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ(ଆଇବିଏ) ବ୍ୟାଙ୍କଗୁଡିକୁ କହିଛି। ବ୍ୟାଙ୍କଗୁଡିକ ଏହି ସମୟରେ ଜରୁରୀ ସେବା ପ୍ରଦାନ…

ଅଟୋମୋବାଇଲ ଉତ୍ପାଦନ ୟୁନିଟରେ ତାଲା

ନୂଆଦିଲ୍ଲୀ,୨୪-୩: କରୋନା ବ୍ୟାପିବା ଯୋଗୁ ଦେଶର ବିଭିନ୍ନ ଅଟୋମୋବାଇଲ୍‌ ମାନୁଫାକଚରିଂ କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦନ ୟୁନିଟ ବନ୍ଦ ଘୋଷଣା କରିଛନ୍ତି। ଉତ୍ପାଦନ ବନ୍ଦ ରଖିବା ନେଇ ଅଟୋମୋବାଇଲ ମାନୁଫାକଚରିଂ ସଂଘ ସିଆମ୍‌ ପକ୍ଷରୁ ଏହାର ସଦସ୍ୟଙ୍କୁ ନିବେଦନ କରାଯାଇଛି। ମଙ୍ଗଳବାର ବଜାଜ…

୭୬.୨୨ ସ୍ତରରେ ଟଙ୍କା

ମୁମ୍ବାଇ,୨୪-୩: କରୋନା ପ୍ରଭାବରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବକାଳୀନ ନିମ୍ନ ସ୍ତରକୁ ଖସିଯାଇଛି। ଏହି ସମୟରେ ଟଙ୍କା ୧୦୨ ପଇସା ଖସିବା ଫଳରେ ଏହାର ମୂଲ୍ୟ ଡଲାର ତୁଳନାରେ ୭୬.୨୨ ସ୍ତର ଛୁଇଁଛି। ଭାରତରେ କରୋନା ମାମଲା ବଢି ଚାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?