ବାଣିଜ୍ୟ

ୟେସ୍‌ ବ୍ୟାଙ୍କରେ ପୁଣି ସେବା ଆରମ୍ଭ

ନୂଆଦିଲ୍ଲୀ,୧୯-୩: ସେବା ଯୋଗାଣକୁ ପୁଣି ଥରେ ଶୁଭାରମ୍ଭ କରାଯାଇଥିବା ୟେସ୍‌ ବ୍ୟାଙ୍କ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଫଳରେ ଗ୍ରାହକମାନେ ବ୍ୟାଙ୍କର ବିଭିନ୍ନ ସେବା ପୂର୍ବବତ ଲାଭ କରିପାରିବେ। ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ସେବା ଉପଲବ୍ଧ ହେବ ବୋଲି ବ୍ୟାଙ୍କ ପକ୍ଷରୁ ଏକ…

ଟ୍ରମ୍ପଙ୍କ ୭୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ,୧୯-୩: କରୋନା ପ୍ରଭାବକୁ କମ୍‌ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୭୪ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ମଧ୍ୟରୁ ୨୨.୨ ଲକ୍ଷ କୋଟି ଟଙ୍କା କେବଳ ଛୋଟଛୋଟ ଉଦ୍ୟୋଗଗୁଡିକୁ ପ୍ୟାକେଜ ଭାବେ ପ୍ରଦାନ…

କରୋନା ପାଇଁ ଚାକିରି ହରାଇବେ ୨୫ ନିୟୁତ

ନୂଆଦିଲ୍ଲୀ,୧୯-୩: କରୋନା ଯୋଗୁ ସାରା ବିଶ୍ୱରେ ୨୫ ନିୟୁତ ଲୋକ ଚାକିରି ହରାଇବାର ଆଶଙ୍କା ଉପୁଜିଥିବା ଜାତିସଂଘ ପକ୍ଷରୁ ବୁଧବାର କୁହାଯାଇଛି। ଏହା ଯୋଗୁ ଅନେକଙ୍କ ନିଯୁକ୍ତି ସଙ୍କଟରେ ରହିଛି। କରୋନା ପ୍ରଭାବକୁ କମ୍‌ କରିବା ଲାଗି ମିଳିତ ହୋଇ ଯେଉଁ…

ଏଜିଆର୍‌ ମାମଲାରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯-୩: ଆଡଜଷ୍ଟେଡ୍‌ ଗ୍ରସ ରେଭିନ୍ୟୁ(ଏଜିଆର୍‌) ମାମଲାରେ ସୁପ୍ରିମକୋର୍ଟ ପୁଣି ଥରେ ଟେଲିକମ କମ୍ପାନୀଙ୍କ ଉପରେ ବର୍ଷିଛନ୍ତି। ଟେଲିକମ କମ୍ପାନୀଗୁଡିକ ନିର୍ଦ୍ଦେଶ ପାଳନ ନ ଲେ କମ୍ପାନୀଗୁଡିକର ଏମ୍‌ଡିଙ୍କୁ ଜେଲ ପଠାଇ ଦିଆଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶରେ କହିଛନ୍ତି। ଟେଲିକମ କମ୍ପାନୀଗୁଡିକ ୧.୪୭…

କରୋନା ଆତଙ୍କରେ ବି ପ୍ରତି କର୍ମଚାରୀଙ୍କୁ ୭୪,୦୦୦ଟଙ୍କା ବୋନସ ଦେବ ଫେସବୁକ

ଓ୍ବାଶିଂଟନ,୧୮।୩: କରୋନା ସଂକ୍ରମଣ ଆତଙ୍କରେ ସାରା ପୃଥିବୀ ଭୟଭୀତ। ଫେସବୁକ୍‌ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ଏହା ସହିତ କରୋନା ଆତଙ୍କରେ ବି ପ୍ରତି କର୍ମଚାରୀଙ୍କୁ ୭୪,୦୦୦ଟଙ୍କାର ବୋନସ ଦେବାକୁ ଫେସବୁକ ସିଇଓ…

ଟଙ୍କା ଦ୍ୱାରା ବି କରୋନା ସଂକ୍ରମଣ ଆଶଙ୍କା: ଡିଜିଟାଲ କାରବାର ପରାମର୍ଶ ଦେଲା ଆରବିଆଇ

ନୂଆଦିଲ୍ଲୀ,୧୮।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ଡିଜିଟାଲ କାରବାର କରିବା ପାଇଁ ପରାମର୍ଶ ଦିଆଯାଇଛି। ଟଙ୍କା ଏବଂ କଏନ୍‌ ଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା ଯଥେଷ୍ଟ ରହିଛି। ତେବେ ଏହାକୁ ରୋକିବା ଲାଗି ଡିଜିଟାଲ…

୮୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୮-୩ : ଦେଶର ପୁଞ୍ଜିବଜାରରେ କରୋନା ଆତଙ୍କ ଲାଗି ରହିଛି। ମଙ୍ଗଳବାର ମଧ୍ୟ ସେନ୍‌ସେକ୍ସରେ ଏହାର ନକାରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଛି। କରୋନା ଯୋଗୁ ମାନ୍ଦାବସ୍ଥା ସ୍ଥିତି ଉଜୁଜିବା ଆଶଙ୍କା ରହିଥିବାରୁ ନିବେଶକ ଛାନିଆ ହୋଇ ରହିଥିବାରୁ ପୁଞ୍ଜିବଜାରରେ ଏହାର ପ୍ରଭାବ…

ଯାତ୍ରୀ ହ୍ରାସ ଯୋଗୁ ବାତିଲ ହେଉଛି ଟ୍ରେନ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮-୩ :ପୂର୍ବତଟ ରେଳପଥ ଯାତ୍ରୀ ପରିବହନ କ୍ଷେତ୍ରରେ ବୃହତ୍‌ ସଂଖ୍ୟାରେ ହ୍ରାସ ଘଟିଛି। ଲୋକମାନେ ବୁକିଂ କରିଥିବା ସେମାନଙ୍କ ଟିକେଟ ବାତିଲ କରି ଦେଉଛନ୍ତି। ଗତ ୬ ଦିନ ମଧ୍ୟରେ ପୂର୍ବତଟ ରେଳପଥର ୧ ଲକ୍ଷ ଟିକେଟ ବାତିଲ କରାଯାଇଛି। ଗତ…

ସତର୍କ ରହିବାକୁ ବିମାନ କମ୍ପାନୀଙ୍କୁ ଡିଜିସିଏ ନିର୍ଦ୍ଦେଶ

ମୁମ୍ବାଇ,୧୮-୩: କରୋନା ଲାଗି ସତର୍କ ରହିବାକୁ ବିମାନ ଚଳାଚଳ କ୍ଷେତ୍ର ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛି। ପ୍ରତି ୨୪ ଘଣ୍ଟା ମଧ୍ୟରେ ବିମାନଗୁଡିକରେ ସଂକ୍ରମଣ ପ୍ରତିରୋଧୀ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶରେ କୁହାଯାଇଛି। ପ୍ଲେନ୍‌ଗୁଡିକୁ…

ଘରୁ କାମ କରିବେ ଫୋର୍ଡର ୧୦ ହଜାର କର୍ମଚାରୀ

ମୁମ୍ବାଇ,୧୮-୩: କରୋନା ଯୋଗୁ ଅଟୋମୋବାଇଲ ଶିଳ୍ପରେ ପ୍ରତିଷେଧମୂଳକ ବ୍ୟବସ୍ଥା ଆରମ୍ଭ ହୋଇଛି। ଆମେରିକା ଭିତ୍ତିକ ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଫୋର୍ଡ ଏହାର ୧୦ ହଜାର କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ କହିଛି। ବିଜ୍‌ନେସ କ୍ରିଟିକାଲ ରୋଲରେ ଥିବା କର୍ମଚାରୀମାନେ କେବଳ…

କିଛି କର୍ମଚାରୀଙ୍କୁ ‘ଲିଭ୍‌ ଓ୍ବିଦାଉଟ୍‌ ପେ’ରେ ଛାଡ଼ିଲା ଗୋ ଏୟାର

ମୁମ୍ବାଇ,୧୮-୩: କରୋନା ଭାଇରସ୍‌ର ପ୍ରଭାବ ବିମାନ କମ୍ପାନୀଗୁଡିକ ଉପରେ ପରିଲକ୍ଷିତ ହୋଇଛି। ଗୋ ଏୟାର ଏହାର ଅନ୍ତର୍ଜାତୀୟ ଉଡାଣକୁ ବାତିଲ କରିଦେଇଛି। ଏହାବାଦ କମ୍ପାନୀ କେତେଜଣ କର୍ମଚାରୀଙ୍କୁ ‘ଲିଭ୍‌ ଓ୍ବିଦାଉଟ ପେ’ରେ ଯିବାକୁ କହିଛି। ପ୍ରକ୍ରିୟା ସହ ଜଡିତ କମ୍ପାନୀର ଜଣେ…

ବିତ୍ତୀୟ ଏବଂ ଆର୍ଥତ୍କ ପଦକ୍ଷେପ ଜରୁରୀ:ଏସ୍‌ବିଆଇ ରିସର୍ଚ୍ଚ

ମୁମ୍ବାଇ,୧୮-୩: କରୋନା ଯୋଗୁ ଉତ୍ପାଦନ ହ୍ରାସ ଏବଂ ସାମଗ୍ରୀର ଦରଦାମ ବଢ଼ିବା ଭଳି ସମସ୍ୟାକୁ କମ୍‌ କରିବା ଲାଗି ଅର୍ଥ ବ୍ୟବସ୍ଥାକୁ ସହାୟତା କରିବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ବିତ୍ତୀୟ ଏବଂ ଆର୍ଥତ୍କ ପଦକ୍ଷେପ ଜରୁରୀ ବୋଲି ଏସ୍‌ବିଆଇ ରିସର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?