ବାଣିଜ୍ୟ

କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ: କମିଲା ଇଣ୍ଟରନେଟ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ବହୁ କାର୍ଯ୍ୟାଳୟ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହାଯୋଗୁ ଗୋଟିଏ ସମୟରେ ବହୁ ୟୁଜର ଇଣ୍ଟରନେଟ୍‌ ପ୍ଲାଟର୍ଫମ…

କରୋନା ସହ ଲଢ଼େଇ ପାଇଁ ସାମ୍ନାକୁ ଆସିଲେ ଉଦ୍ୟୋଗପତି

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନାର ପ୍ରକୋପ ଜାରି ରହିଛି। କରୋନା ଭାଇରସ୍‌ ସଂକ୍ରମଣରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ୮କୁ ଟପିଛି। ତେବେ କରୋନା ସହ ମୁକାବିଲା ପାଇଁ ବ୍ୟବସାୟ ଓ ଉଦ୍ୟୋଗ ଜଗତ ସହାୟତାର…

ଉତ୍ପାଦନ ବନ୍ଦ କଲେ ଅଟୋମୋବାଇଲ କମ୍ପାନୀ

କରୋନା ପ୍ରଭାବକୁ କମ୍‌ କରିବା ପଦକ୍ଷେପ ଅନ୍ତର୍ଗତ ଦେଶର ପ୍ରମୁଖ ଅଟୋମୋବାଇଲ ନିର୍ମାତା କମ୍ପାନୀଗୁଡିକ ରବିବାରଠାରୁ ଦେଶ ମଧ୍ୟରେ ଉତ୍ପାଦନ ବନ୍ଦ କରିଥିବା ଜଣାପଡିଛି। ପ୍ରମୁଖ ଯାନ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଏହାର ହରିୟାଣା ପ୍ଲାଣ୍ଟରୁ ଉତ୍ପାଦନ ତୁରନ୍ତ ଭିତ୍ତିରେ…

ପ୍ରୋତ୍ସାହନ ଲୋଡିଲା ଶିଳ୍ପ ଜଗତ

ମୁମ୍ବାଇ,୨୩-୩: ଅର୍ଥ ବ୍ୟବସ୍ଥା ଉପରେ କରୋନାର ପ୍ରଭାବକୁ କମ୍‌ କରିବା ଲାଗି ଭାରତୀୟ ଶିଳ୍ପ ଜଗତ ପକ୍ଷରୁ ସରକାରୀ ପ୍ରୋତ୍ସାହନ ଲୋଡାଯାଇଛି। ସେହିଭଳି ଋଣ ପ୍ରଦାନ କ୍ଷେତ୍ରରେ ମୋରାଟୋରିୟମ ବୃଦ୍ଧି ଉପରେ ମଧ୍ୟ ଶିଳ୍ପ ଜଗତ ଜୋର ଦେଇଛି। ଋଣ ପଇଠ…

ଗୋଟିଏ ଦିନରେ ଓ୍ବାରରୁମ ସ୍ଥାପନ କଲା ଆର୍‌ବିଆଇ

କରୋନା ପାଇଁ ଦେଶର ଫାଇନାନ୍ସିଆଲ ସିଷ୍ଟମରେ ଯେଭଳି କୌଣସି ଅସୁବିଧା ନ ଉପୁଯେ ତାକୁ ଧ୍ୟାନରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ତ୍ୱରୀତ ଭିତ୍ତିରେ ପଦକ୍ଷେପ ନେଇଛି। ରିଜର୍ଭ ବ୍ୟାଙ୍କ କରୋନା ସମସ୍ୟାକୁ ଧ୍ୟାନରେ ରଖି ଗୋଟିଏ ଦିନରେ ଓ୍ବାରରୁମ୍‌ ସ୍ଥାପନ…

ବିଦେଶୀ ନିବେଶକ ଉଠାଇନେଲେଣି ୧ ଲକ୍ଷ କୋଟି

ମୁମ୍ବାଇ,୨୩-୩: ଫରେନ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ) ଦେଶର ପୁଞ୍ଜି ବଜାରରୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ଉଠାଇ ନେଇଛନ୍ତି। କରୋନା ଭାଇରସ ଯୋଗୁ ବିଶ୍ୱ ସ୍ତରରେ ମାନ୍ଦାବସ୍ଥା ଉପୁଜିବା ଆଶଙ୍କାରେ ନିବେଶକମାନେ ଭୟଭୀତ ଅଛନ୍ତି। ନିବେଶ ଏବେ ସୁରକ୍ଷିତ…

‘କରୋନା ସେ ଡରୋନା ଡିଜିଟାଲ କରୋନା’

ମୁମ୍ବାଇ,୨୩-୩: ମାରାତ୍ମକ କରୋନା ବିରୋଧରେ ଲଢେଇ ଜାରି ରଖିବା ସହ ନୋଟ୍‌ ଗଣିବା କିମ୍ବା ଛଇଁବା ପରେ ହାତ ଧୋଇବାକୁ ଇଣ୍ଡିଆନ୍‌ ବ୍ୟାଙ୍କିଙ୍ଗ ଆସୋସିଏଶନ (ଆଇବିଏ) ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି। ଏହାବାଦ ବ୍ୟାଙ୍କ ଶାଖାକୁ ଯିବା ପରିବର୍ତ୍ତେ ମୋବାଇଲ ବ୍ୟାଙ୍କିଙ୍ଗ…

ସାରା ଦେଶରେ ବିଏସ୍‌-୬ ଇନ୍ଧନ ଯୋଗାଇଲା ଆଇଓସିଏଲ୍‌

ନୂଆଦିଲ୍ଲୀ,୨୩-୩: ସାରା ଦେଶରେ ବିଏସ୍‌-୬ ଇନ୍ଧନ ଯୋଗାଇବା କ୍ଷେତ୍ରରେ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ (ଆଇଓସିଏଲ୍‌) ପ୍ରଥମ କମ୍ପାନୀ ହୋଇ ପାରିଛି। ବିଏସ୍‌-୬କୁ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ସ୍ବଚ୍ଛ ଇନ୍ଧନ ଭାବେ ବିବେଚିତ କରାଯାଉଥିବା ବେଳେ ଏହା କମ୍ପାନୀର ୨୮,୦୦୦ ପେଟ୍ରୋଲ…

ବେତନ କାଟ କରିବନି ଇଣ୍ଡିଆ ଇଙ୍କ

ମୁମ୍ବାଇ,୨୨-୩: କରୋନା ପ୍ରଭାବରେ ଏବେ ଭାରତୀୟ କମ୍ପାନୀଗୁଡିକ ଅନେକ କ୍ଷତି ସହୁଛନ୍ତି। ଏଭଳି ସ୍ଥିତିରେ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କିମ୍ବା ବେତନ ହ୍ରାସ କରିବେନି। ଏନେଇ କିଛି ପ୍ରମୁଖ ବାଣିଜି୍ୟକ ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଯୋଗୁ ବିଶ୍ୱ…

ସାବୁନ ମୂଲ୍ୟ କମାଇଲେ କମ୍ପାନୀ

ନୂଆଦିଲ୍ଲୀ,୨୨-୩: ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ, ଗୋଦରେଜ କଞ୍ଜ୍ୟୁମର, ପତଞ୍ଜଳି କରୋନା ବିରୋଧରେ ଲଢେଇକୁ ଜୋରଦାର କରିବା ସ୍ବରୂପ ସାବୁନ ଏବଂ ସ୍ବଚ୍ଛତା ପ୍ରଡକ୍ଟର ମୂଲ୍ୟ କମାଇଛନ୍ତି। ଏହାବାଦ୍‌ ଏହି ସାମଗ୍ରୀଗୁଡିକର ଉତ୍ପାଦନ କମ୍ପାନୀଗୁଡିକ ବଢାଇଥିବା କହିଛନ୍ତି।…

ସାନିଟାଇଜର ମୂଲ୍ୟ ଉପରେ ସୀମା ଧାର୍ଯ୍ୟ

ନୂଆଦିଲ୍ଲୀ,୨୨-୩ : ହ୍ୟାଣ୍ଡ ସାନିଟାଇଜର ମୂଲ୍ୟ ଉପରେ ସରକାର କଟକଣା ଲଗାଇବା ସହ ସୀମା ଧାର୍ଯ୍ୟ କରିଛନ୍ତି। ଜୁନ ୩୦ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ୨୦୦ ମିଲିଗ୍ରାମ ହ୍ୟାଣ୍ଡ ସାନିଟାଇଜର ବୋତଲର ସର୍ବାଧିକ ରିଟେଲ ମୂଲ୍ୟ ୧୦୦ ଟଙ୍କା…

ରିଫଣ୍ଡ ନିୟମ କୋହଳ କଲା ରେଲଓ୍ବେ

ନୂଆଦିଲ୍ଲୀ,୨୨-୩: କରୋନାର ପ୍ରଭାବ ଦେଶ ମଧ୍ୟରେ ବୃଦ୍ଧି ହେଉଥିବାରୁ ଟ୍ରେନରେ ଭିଡ କମାଇବା ଏବଂ ସାମାଜିକ ଦୂରତ୍ୱ ରକ୍ଷାକୁ ପ୍ରୋତ୍ସାହିତ କରିବା ଲାଗି ରେଲଓ୍ବେ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରେଲଓ୍ବେ ପକ୍ଷରୁ ଶନିବାର ଏ ନେଇ ଏକ ଆଡଭାଇଜରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?