ବାଣିଜ୍ୟ

ଶିଳ୍ପ ୟୁନିଟ୍‌ଗୁଡିକରେ ଶ୍ରମିକ ସମସ୍ୟା

ନୂଆଦିଲ୍ଲୀ,୮।୬: କୋଭିଡ୍‌-୧୯ ସଂକ୍ରମଣର ଭୟାବହତା କାରଣରୁ ସରକାର ଦେଶରେ ଲକଡାଉନ କଟକଣା ଜାରି କରିଥିଲେ। ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ସରକାର ଲକଡାଉନ କଟକଣା କୋହଳ କରିଛନ୍ତି । ୩ୟ ଓ ୪ର୍ଥ ପର୍ଯ୍ୟାୟ ଲକଡାଉନ ଅବଧି ସମୟରେ ସରକାର କିଛି…

ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୪.୯୨% କମିଲା

ନୂଆଦିଲ୍ଲୀ,୮।୬: ଆର୍ଥତ୍କ ବର୍ଷ ୨୦୧୯-୨୦ରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୪.୯୨% ହ୍ରାସ ଘଟି ୧୨.୩୩ ଲକ୍ଷ କୋଟି ଟଙ୍କା ରହିଛି। କର୍ପୋରେଟ ଟିକସରେ ହ୍ରାସ, ଷ୍ଟାଣ୍ଡାର୍ଡ ଡିଡକସନ ଏବଂ ବ୍ୟକ୍ତିଗତ ଆୟକର ଛାଡ ସୀମା ବୃଦ୍ଧି ହେବା ଯୋଗୁ ଟିକସ ସଂଗ୍ରହ…

ଚିନ୍ତା ବଢାଇବ ଏନ୍‌ପିଏ ସମସ୍ୟା

ମୁମ୍ବାଇ,୮।୬: କରୋନା ପାଇଁ ଦେଶର ଅର୍ଥବ୍ୟବସ୍ଥା ଚାପରେ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ବ୍ୟାଙ୍କଗୁଡିକର ମୋଟ ଅନାଦାୟ ଋଣ (ଏନ୍‌ପିଏ) ସମସ୍ୟା ଚିନ୍ତାକୁ ବଢାଇବ ବୋଲି ଆକଳନରେ କୁହାଯାଇଛି। ଏହି ସମୟରେ ଏନ୍‌ପିଏ ୧୧.୩ରୁ ୧୧.୬%କୁ ବଢିବା ନେଇ ଆଶଙ୍କା କରାଯାଇଛି।…

ଏଫ୍‌ଏମ୍‌ସିଜି କ୍ଷେତ୍ର ସାମ୍ନାରେ ବଡ ଅନିଶ୍ଚିତତା

ନୂଆଦିଲ୍ଲୀ,୮।୬: କରୋନା ଦେଶର ବାଣିଜି୍ୟକ ସ୍ଥିତିକୁ କ୍ଷତି ପହଞ୍ଚାଇଥିବା ବେଳେ ବର୍ତ୍ତମାନ ଏଫ୍‌ଏମ୍‌ସିଜି କ୍ଷେତ୍ରରେ ବଡ ଅନିଶ୍ଚିତତା ଦେଇ ଗତି କରୁଥିବା ପ୍ରମୁଖ ଏଫ୍‌ଏମସିଜି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ସୂଚନା ଦେଇଛି। କରୋନା ଯୋଗୁ ବଜାରର ସ୍ଥିତି ବର୍ତ୍ତମାନ ଟ୍ରାକ୍‌କୁ ଫେରିପାରୁ…

ଲିଟର ପିଛା ୬୦ ପଇସା ଲେଖାଏ ବଢିଲା ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ,୮।୬: କୋଭିଡ୍‌-୧୯ ଯୋଗୁ ଘୋଷଣା ହୋଇଥିବା ଲକ୍‌ଡାଉନ ଧୀରେ ଧୀରେ କୋହଳ ହେଉଥିବାରୁ ପେଟ୍ରୋଲ ଡିଜେଲ ଚାହିଦାରେ ପରିବର୍ତ୍ତନ ଦେଖାଯାଇଛି। ଅନ୍ତର୍ଜାତୀୟ ବଜାରରେ ରବିବାର ବ୍ରେଣ୍ଟ ଅଶୋଧିତ ତୈଳ ୪୦% ଡଲାରରୁ ଉର୍ଦ୍ଧ୍ୱକୁ ଟପିବାରୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର…

ବିଏସ୍‌ -୬ ଚାରିଚକିଆ ଯାନ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ,୮।୬: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଏସ୍‌-୬ ଯାନ ଲାଗି ନୂଆ ନିୟମ ଘୋଷଣା କରାଯାଇଛି। ଏହି ଯାନଗୁଡିକୁ ସହଜରେ ଚିହ୍ନିବା ଲାଗି ନୂଆ ବ୍ୟବସ୍ଥା ହୋଇଛି। ଏହି ନୂଆ ନିୟମ ୨୦୨୦ ଅକ୍ଟୋବର ପରଠାରୁ ଲାଗୁ…

ଆଜି ଠାରୁ ଖୋଲିବ ହୋଟେଲ ଶିଳ୍ପ

ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ମାସରୁ ହୋଟେଲ ଶିଳ୍ପକୁ ବନ୍ଦ କରିଦେଇଥିଲେ। ଏହି ସଂକ୍ରମଣର ଭୟାବହତା କାରଣରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ କଟକଣା ଜାରି କରିଥିଲେ। ୪ର୍ଥ ପଯ୍ୟାୟ…

୯୭ ହଜାର କୋଟି ନିବେଶ ହାତେଇଲା ଜିଓ

ନୂଆଦିଲ୍ଲୀ,୭।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମରେ ଆଡିଆ ନାମକ କମ୍ପାନୀ ୫,୬୮୩ କୋଟି ଟଙ୍କା ନିବେଶ କରିବ। ଭାରତକୁ ଡିଜିଟାଲ ସୋସାଇଟ ଭାବେ ଗଢି ତୋଳିବାରେ ଏହି ନିବେଶ ସହାୟକ ହେବ ବୋଲି ରିଲାଏନ୍ସ ପକ୍ଷରୁ…

ଚାଇନାକୁ ଡରିଲା ଟୁଇଟର

ନୂଆଦିଲ୍ଲୀ,୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ବେଖାତିର କରି ତାଙ୍କ ପୋଷ୍ଟକୁ ହଟାଇ ଦେଉଥିବା ଟୁଇଟର ଚାଇନାକୁ ଡରିଯାଇଛି। ଏହି ସୋସିଆଲ ନେଟଓ୍ବାର୍କିଂ ସାଇଟ ବେଜିଂକୁ ସୁହାଇଲା ଭଳି କାମ କରୁଛି। ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନକାରୀ ପ୍ରମୁଖ କମ୍ପାନୀ ଅମୁଲର ଏକ…

୫୮ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେବା ଦେଇଛି ରେଳପଥ

ନୂଆଦିଲ୍ଲୀ,୭।୬: କରୋନା ସଂକ୍ରମଣ ଜନିତ ସମସ୍ୟା ଓ ଲକଡାଉନ କାରଣରୁ ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଉଭୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ସୁପ୍ରିମ୍‌କୋର୍ଟ ରେଳମନ୍ତ୍ରଣାଳୟକୁ ଅବଗତ କରାଇଥିଲେ। ରେଳମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟରେ ଫସିରହିଥିବା…

୮.୫ ଟ୍ରିଲିୟନ ଡଲାର କ୍ଷତି ସହିବ ବିଶ୍ୱ

ନୂଆଦିଲ୍ଲୀ,୭।୬: କରୋନା ମହାମାରୀ ଲାଗି ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଆଗାମୀ ୨ ବର୍ଷରେ ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରାୟ ୮.୫ ଟ୍ରିଲିୟନ ଡଲାର କ୍ଷତି ସହିବ ବୋଲି ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର…

ଜିଓରେ ୯୦୯୩.୬୦କୋଟି ଟଙ୍କା ନିବେଶ କରିବ ମୁବାଦଲା

ମୁମ୍ବାଇ,୫।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ସେବା ପ୍ଲାଟ୍‌ଫର୍ମ ଜିଓରେ ଆବୁଧାବି ସ୍ଥିତ ପୁଞ୍ଜି ନିବେଶକାରୀ ସଂସ୍ଥା ମୁବାଦଲା ଇନଭେଷ୍ଟମେଣ୍ଟ କମ୍ପାନୀ ୯୦୯୩.୬୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏ ନେଇ ଶୁକ୍ରବାର ଘୋଷଣା କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?