ବାଣିଜ୍ୟ

ହଜାରେ କର୍ମଚାରୀଙ୍କୁ ଛଟେଇ କରିଛି ବେଣ୍ଟଲି

ଲଣ୍ଡନ,୬।୬: ବିଶ୍ୱରେ କାୟା ମେଲାଇଥିବା କରୋନା ସଂକ୍ରମଣର ବିଭିନ୍ନ ସମସ୍ୟା କାରଣରୁ ଇଂଲଣ୍ଡର ବିଳାସପୂର୍ଣ୍ଣ କାର ନିର୍ମାତା କମ୍ପାନୀ ବେଣ୍ଟଲି ତା’ର ହଜାରେରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ଛଟେଇ କରିଛି। ଶୁକ୍ରବାର ଏ ସମ୍ପର୍କରେ ଏକ ରିପୋର୍ଟ ବିବିସିରେ ପ୍ରକାଶ ପାଇଛି ।…

ସମାନ ଆଇଏମ୍‌ଇଆଇ ନମ୍ବରରେ ତେର ହଜାର ମୋବାଇଲ

ନୂଆଦିଲ୍ଲୀ,୬।୬: ଦେଶରେ ସାଇବର ଠକେଇ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ ହେଉଛି। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦେଶ ମଧ୍ୟରେ ସମାନ ଆଇଏମ୍‌ଇଆଇ ନମ୍ବରରେ ୧୩ ହଜାରରୁ…

୨୨% ଗାର୍ମେଣ୍ଟ ୟୁନିଟ୍‌ ଖୋଲିଛି

ନୂଆଦିଲ୍ଲୀ,୬।୬: କରୋନା ସଂକ୍ରମଣ ଜନିତ ସମସ୍ୟାରୁ ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଲକ୍‌ଡାଉନ ଜାରି କରିବା ସହ ପର୍ଯ୍ୟାୟକ୍ରମେ ଏହାକୁ ବୃଦ୍ଧି କରିଥିଲେ। ଏହି କଟକଣା କାରଣରୁ ଦେଶରେ ସବୁ କିଛି…

ଦୋହଲିଗଲା ଖାଉଟିଙ୍କ ଆତ୍ମବିଶ୍ୱାସ

  ନୂଆଦିଲ୍ଲୀ,୬।୬: କରୋନା ପାଇଁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଛି। ଏହି ମହାମାରୀ ଖାଉଟିଙ୍କ ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଥିବା ଜଣାପଡିଛି। ଏଥିଲାଗି ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୧.୫% ଖସିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଜାରି…

ରାଜ୍ୟଗୁଡ଼ିକୁ ୩୬,୪୦୦ କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୬।୬: ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣ ବାବଦ କେନ୍ଦ୍ର ସରକାର ୩୬,୪୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଫେବୃୟାରୀ ସୁଦ୍ଧା ଏହି ଅର୍ଥ ପ୍ରଦାନ କରାଯାଇଥିବା ଜଣାପଡିଛି। ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରେ…

ଲୋକଙ୍କ ସ୍ବାସ୍ଥ୍ୟଠାରୁ ଆର୍ଥତ୍କ ପ୍ରସଙ୍ଗ ବଡ଼ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୬: ଲୋକଙ୍କ ସ୍ବାସ୍ଥ୍ୟଠାରୁ ଆର୍ଥତ୍କ ପ୍ରସଙ୍ଗ ବଡ଼ ନୁହେଁ। ଲକ୍‌ଡାଉନ ସମୟରେ ଘୋଷଣା ହୋଇଥିବା ଲୋନ୍‌ ମୋରାଟୋରିୟମ ମାମଲା ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଗୁରୁବାର ଏହା କହିଛନ୍ତି। ମହାମାରୀ ସମୟରେ ଲୋକଙ୍କ ଋଣ ଉପରେ ସୁଧ ଛାଡ କରିବା ଲାଗି…

ଜୁଲାଇ ୩ରେ ଶ୍ରମିକ ସଙ୍ଗଠନର ଧର୍ମଘଟ ଡାକରା

ନୂଆଦିଲ୍ଲୀ,୬।୬: ଇଣ୍ଡିଆନ ନ୍ୟାଶନାଲ ଟ୍ରେଡ୍‌ ୟୁନିୟନ କଂଗ୍ରେସ(ଆଇଏନ୍‌ଟିୟୁସି) ଏବଂ ସେଣ୍ଟର ଅଫ୍‌ ଇଣ୍ଡିଆନ୍‌ ଟ୍ରେଡ୍‌ ୟୁନିୟନ୍ସ(ସିଆଇଟିୟୁ) ସମେତ ୧୦ ଶ୍ରମିକ ସଙ୍ଗଠନ ଜୁଲାଇ ୩ରେ ଧର୍ମଘଟ ଡାକରା ଦେଇଛନ୍ତି। ଶ୍ରମିକ ସଙ୍ଗଠନଗୁଡିକ ସହ ଏହାର ଅନୁବନ୍ଧିତ ସଙ୍ଗଠନଗୁଡିକ ଧର୍ମଘଟକୁ ଓହ୍ଲାଇବା ସହ…

ବିନା ଟଚ୍‌ରେ ଏଟିଏମ୍‌ରୁ ବାହାରିବ ଟଙ୍କା

ନୂଆଦିଲ୍ଲୀ,୬।୬: ବର୍ତ୍ତମାନ କରୋନା ମହାମାରୀ ବ୍ୟାପି ଚାଲିଛି। ଲୋକମାନେ ବର୍ତ୍ତମାନ ସାମାଜିକ ଦୂରତ୍ୱ ପାଳନ କରୁଥିବା ବେଳେ ସର୍ବସାଧାରଣ ସ୍ଥାନଗୁଡିକରେ ଥିବା କୌଣସି ଜିନିଷକୁ ଛୁଇଁବା ବେଳେ ଅନେକ କଥା ବିଚାର କରୁଛନ୍ତି। ଏଟିଏମ୍‌ ମଧ୍ୟ ଅନେକଙ୍କ ଦ୍ୱାରା ବ୍ୟବହାର ହେଉଛି।…

ଗାଁରେ ଉଦ୍ୟୋଗ ବସାଇବେ ବଡ଼ କମ୍ପାନୀ

ନୂଆଦିଲ୍ଲୀ,୫।୬: ବର୍ତ୍ତମାନ ସାଧାରଣରେ ବିଶ୍ୱାସ ରହିଛି ଯେ ବଡ଼ କମ୍ପାନୀରେ କାମ କରିବା ଲାଗି କେବଳ ବଡ଼ ବଡ଼ ସହରକୁ ଯିବାକୁ ପଡିବ। ଆଗକୁ ଗାଁରେ ମଧ୍ୟ ଲୋକଙ୍କୁ ଚାକିରି ମିଳିବ। ବଡ଼ ବଡ଼ କମ୍ପାନୀ ଗ୍ରାମାଞ୍ଚଳରେ ଉଦ୍ୟୋଗ ବସାଇବେ ବୋଲି…

୬ ବର୍ଷ ନିମ୍ନକୁ ଖସିଲା କମ୍ପାନୀଙ୍କ ଆୟ

ନୂଆଦିଲ୍ଲୀ,୫।୬: ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ସ୍ଥିତି ବିଗିଡ଼ିଯାଇଛି। ଗୋଟିଏ ପରେ ଗୋଟିଏ ରିପୋର୍ଟ ଆସୁଛି ଯାହା ଦେଶର ଭୟାବହ ସ୍ଥିତି ସମ୍ପର୍କରେ ଚେତାଇ ଦେଉଛି। ବ୍ଲୁମ୍‌ବର୍ଗ ପକ୍ଷରୁ ଆସିଥିବା ଏକ ରିପୋର୍ଟରେ କୁହାଯାଇଛିଯେ, ଲକ୍‌ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥାକୁ ଗଭୀର…

ସୁପ୍ରିମକୋର୍ଟରେ ଇଏମ୍‌ଆଇ ମାମଲା: ଅର୍ଥ ମନ୍ତ୍ରଣାଳୟର ଉତ୍ତର ଲୋଡ଼ାଗଲା

ନୂଆଦିଲ୍ଲୀ,୫।୬: ଲକ୍‌ଡାଉନ ସମୟରେ ଋଣ କିସ୍ତି ଉପରେ ସୁଧ ଛାଡ଼ ନେଇ ହୋଇଥିବା ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ଏହାର ଆଗାମୀ ଶୁଣାଣି ୧୨ ଜୁନ୍‌ରେ ହେବ। ଗୋଟିଏ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ଅର୍ଥ…

ବିଳମ୍ବ ହେବ ମାଲ୍ୟାଙ୍କ ପ୍ରତ୍ୟର୍ପଣ

ନୂଆଦିଲ୍ଲୀ,୫।୬: ବ୍ୟାଙ୍କଗୁଡ଼ିକରୁ ୯ ହଜାର କୋଟି ଟଙ୍କାର ଋଣ ଖିଲାପୀ ମାମଲାରେ ଜଡ଼ିତ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେଶକୁ ଫେରାଇ ଆଣିବା ବିଳମ୍ବ ହେବ। ଏସ୍‌ବିଆଇ ଏବଂ ସରକାରଙ୍କ ପକ୍ଷରୁ ତାଙ୍କୁ ଫେରାଇ ଆଣିବାକୁ ପ୍ରୟାସ ହେଉଥିବା ବେଳେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?