ପ୍ରବାସୀ ଶ୍ରମିକଙ୍କୁ ସୁଲଭ ଭଡ଼ାଘର

ନୂଆଦିଲ୍ଲୀ,୮।୭ : ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ଛୋଟଛୋଟ ଫ୍ଲାଟ୍‌ଗୁଡିକୁ ପ୍ରବାସୀ ଶ୍ରମିକ ଏବଂ ଗରିବଙ୍କୁ ସୁଲଭ ଭଡ଼ାଘର ଭାବେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ପ୍ରାଥମିକ ପର୍ଯ୍ୟାୟରେ ୩ ଲକ୍ଷ ଲୋକ ଲାଭବାନ ହେବେ। ସରକାରଙ୍କ ଆର୍ଥତ୍କ ସହାୟତାରେ ସହରରେ ଏହି ଫ୍ଲାଟ୍‌ଗୁଡିକ ନିର୍ମାଣ କରାଯିବ। ଯୋଜନାରେ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri