ବାଣିଜ୍ୟ

୫ ରାଜ୍ୟର ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରୁଛି

ନୂଆଦିଲ୍ଲୀ,୪।୬: କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ଜାରି କରିଥିବା ଲକ୍‌ଡାଉନ ଯୋଗୁ ସାରା ଦେଶର ଅର୍ଥବ୍ୟବସ୍ଥାକୁ ଗଭୀର ଭାବେ କ୍ଷତି ପହଞ୍ଚିଛି। ବର୍ତ୍ତମାନ ଆର୍ଥତ୍କ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ କରିବା ଲାଗି ସରକାର ଅନୁମତି ଦେଇଛନ୍ତି। ଫଳରେ ୫…

ଗରିବ କଲ୍ୟାଣ ଯୋଜନାରେ ୫୩,୨୪୮ କୋଟି ଟଙ୍କା ପ୍ରଦାନ

ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଅନ୍ତର୍ଗତ କେନ୍ଦ୍ର ସରକାର ଲୋକଙ୍କୁ ୫୩,୨୪୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବିତ୍ତୀୟ ସହାୟତା ଭାବେ ୪୨ କୋଟି ଲୋକଙ୍କୁ ଏଭଳି ସହାୟତା ଯୋଗାଇ ଦିଆଯାଇଛି। ପ୍ୟାକେଜରେ ଗରିବଙ୍କୁ ମାଗଣାରେ ଖାଦ୍ୟଶସ୍ୟ, ମହିଳା, ବରିଷ୍ଟ…

ସଞ୍ଚୟ ଖାତା ଉପରେ ସୁଧହାର କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୪।୬: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ସଞ୍ଚୟ ଖାତା ଉପରେ ସୁଧହାର ହାରକୁ ୦.୦୫% ହ୍ରାସ କରିଛି। ଫଳରେ ଏହା ୨.୭୦%କୁ ଖସିଛି। ସେହିଭଳି ଘରୋଇ କ୍ଷେତ୍ରର ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ସଞ୍ଚୟ ଖାତାର ସୁଧହାରକୁ ୦.୨୫% ଖସାଇଛି। ସଂଶୋଧିତ ସୁଧହାର…

ଡିଜିଟାଲ ଟିକସର ଯାଞ୍ଚ କରିବ ଆମେରିକା

ନୂଆଦିଲ୍ଲୀ,୪।୬: ଭାରତ ସମେତ ଅନ୍ୟ ଦେଶଗୁଡିକ ଲାଗୁ କରୁଥିବା ଡିଜିଟାଲ ଟିକସ ସମ୍ପର୍କରେ ଆମେରିକା ଯାଞ୍ଚ କରିବ ବୋଲି ଜଣାପଡିଛି। ଆମେରିକା ଟେକ୍‌ କମ୍ପାନୀଗୁଡିକ ଉପରେ ଜାଣିଣୁଣି ଉଚ୍ଚ ପରିମାଣର ଟିକସ ଲାଗୁ ହୋଇଛି କି ନାହିଁ ସେ ଉପରେ ଏବେ…

ଡାର୍କନେଟ୍‌ରେ ୧ ଲକ୍ଷ ଲୋକଙ୍କ ଡାଟା

ନୂଆଦିଲ୍ଲୀ,୪।୬: ୧ ଲକ୍ଷରୁ ଅଧିକ ଲୋକଙ୍କ ଆଧାର, ପାନ୍‌ ଏବଂ ପାସ୍‌ପୋର୍ଟ ସମେତ ଅନ୍ୟ ତଥ୍ୟର ସ୍କାନ୍‌ ନଥି ଡାର୍କନେଟ୍‌ରେ ବିକ୍ରି ଲାଗି ଉପଲବ୍ଧ ରହିଛି। ସାଇବର ସୁରକ୍ଷା ସମାଧାନ ପ୍ରଦାନ କରୁଥିବା କମ୍ପାନୀ ସାଇବଲ ପକ୍ଷରୁ ଏଭଳି ଦାବି କରାଯାଇଛି।…

ସାଇକେଲ ଦ୍ୱାରା ସଞ୍ଚୟ ହେବ ୧.୮ ଲକ୍ଷ କୋଟି

ନୂଆଦିଲ୍ଲୀ,୪।୬: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଭାରତୀୟ ସଡ଼କଗୁଡିକୁ ସାଇକେଲ ଲାଗି ଅନୁକୂଳ କରିବା ଲାଗି ଯୋଜନା ହେଉଛି। କାରଣ ଲକ୍‌ଡାଉନ ଯୋଗୁ ଲୋକମାନେ ପୁଣି ଥରେ ସାଇକେଲ ବ୍ୟବହାର କରିବା ନେଇ ଏକ ଟ୍ରେଣ୍ଡ ସାମ୍ନାକୁ ଆସିଥିଲା। କମ୍‌ ଦୂରତ୍ୱ ବିଶିଷ୍ଟ…

ବିଦେଶରୁ ଫେରୁଥିବା ନାଗରିକଙ୍କ ପାଇଁ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୪।୬: ବନ୍ଦେ ଭାରତ ମିଶନରେ ବିଦେଶରୁ ଭାରତ ଫେରୁଥିବା ଲୋକଙ୍କୁ ଦେଶ ମଧ୍ୟରେ ରୋଜଗାର ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି। କେନ୍ଦ୍ର କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନାକୁ ଲାଗୁ କରାଯିବ। ସ୍ମିଲ୍‌ ଇଣ୍ଡିଆ ମିଶନ ଅନ୍ତର୍ଗତ…

ପ୍ଲେ ଷ୍ଟୋରରୁ ହଟିଲା ମିତ୍ରୋ ଆପ୍‌

ନୂଆଦିଲ୍ଲୀ,୪।୬: ଟିକ୍‌ଟକ୍‌ ଭଳି କାମ କରୁଥିବା ମିତ୍ରୋ ଆପ୍‌ ୟୁଜର୍ସଙ୍କ ଲାଗି ମହାରାଷ୍ଟ୍ର ସରକାରଙ୍କ ସାଇବର ସେଲ୍‌ ଏକ ଆଡଭାଇଜରି ଜାରି କରିଛନ୍ତି। ନିରାପତ୍ତା ନେଇ ବିଭିନ୍ନ ଅସୁବିଧା ଏହି ଆପ୍‌ରେ ରହିଥିବା କୁହାଯାଇଛି। ଏହାଦ୍ୱାରା ହ୍ୟାକର୍ସ ୟୁଜର ଆକାଉଣ୍ଟର ଖରାପ…

ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ, ପିଆଜ, ଡାଲି ବାଦ୍‌

ନୂଆଦିଲ୍ଲୀ,୩ା୬(ପି.ଟି.): ଦେଶରେ ପୁଞ୍ଜିିନିବେଶ ବଢ଼ାଇବା ଲକ୍ଷ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପୁଞ୍ଜିନିବେଶ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଥିଲା। କ୍ୟାବିନେଟ ନିଷ୍ପତ୍ତି କୃଷି ସେକ୍ଟରରେ ପରିବର୍ତ୍ତନ ଆଣିବା ସହ…

ଭୁବନେଶ୍ୱରରେ ପହଞ୍ଚିଲେ ୬୧୮ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର, ୩ା୬ (ବ୍ୟୁରୋ)- ବୁଧବାର ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଏୟାର ଏସିଆର ୩ଟି ବିମାନ ଅବତରଣ କରିଛି। ଏଥିରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀମାନେ ଓଡ଼ିଶା ଫେରଛନ୍ତି। ସକାଳ ୮.୨୫ରେ ମୁମ୍ବାଇ, ଦିନ ୨. ୪୦ରେ ଇମ୍ଫାଲ୍‌ ଓ ରାତି…

୩୫% ଏମ୍‌ଏସ୍‌ଏମ୍‌ଇ ବନ୍ଦ ହୋଇଯିବ

ନୂଆଦିଲ୍ଲୀ,୩।୬: ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ରେଟିଙ୍ଗ ଏଜେନ୍ସି ମୁଡିସ୍‌ ଭାରତର ରେଟିଂକୁ ସୋମବାର ଖସାଇଦେଇଛି। ବର୍ତ୍ତମାନ ନୀତି ନିର୍ଦ୍ଧାରଣ ଏବଂ ଏହାକୁ ଲାଗୁ କରିବା କଷ୍ଟକର ହୋଇ ପଡିବ ବୋଲି ଏହି ରେଟିଂ…

୮ କମ୍ପାନୀ, ୩ ବ୍ୟାଙ୍କର ରେଟିଂ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୩।୬: ରେଟିଂ ଏଜେନ୍ସି ମୁଡିସ୍‌ ମଙ୍ଗଳବାର ୮ କମ୍ପାନୀ, ୩ ବ୍ୟାଙ୍କ ଏବଂ ୭ ଭିତ୍ତିଭୂମି କମ୍ପାନୀର ରେଟିଂକୁ ଖସାଇ ଦେଇଛି। ସେହିଭଳି ୭ ଅଣ ବିତ୍ତ କମ୍ପାନୀଗୁଡ଼ିକର ରେଟିଂକୁ ମଧ୍ୟ ଏହି ଏଜେନ୍ସି କମ୍‌ କରି ଦେଇଛି। ୩ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?