ବାଣିଜ୍ୟ

ବିଳମ୍ବ ଜିଏସ୍‌ଟି ଫାଇଲିଂରେ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୩।୬: କରୋନା ଯୋଗୁ ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଛି। କାରବାର ପ୍ରଭାବିତ ହୋଇଥିବା ଲୋକମାନେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଫାଇଲିଂ କରିବାରେ ନାନା ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ବିଚାର କରି ସରକାର ଟିକସଦାତାଙ୍କ ଲାଗି…

ଏଜିଆର୍‌ ଦେୟ ପ୍ରଦାନ ମାମଲା: ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତି ଲାଗି ଟେଲିକମ୍‌ କମ୍ପାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୨।୬ – ଟେଲିକମ୍‌ କମ୍ପାନୀଗୁଡ଼ିକ ସରକାରଙ୍କୁ ପ୍ରଦାନ କରିବାକୁ ଥିବା ଆଡଜଷ୍ଟେଟେଡ୍‌ ଗ୍ରସ୍‌ ରେଭିନ୍ୟୁ(ଏଜିଆର୍‌) ମାମଲା ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଥିଲେ। ଏହି ଦେୟ ପ୍ରଦାନ କରିବା ଲାଗି ଏକ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ ଭୋଡାଫୋନ-ଆଇଡିଆ ଏୟାରଟେଲ ଭଳି…

ଆସନ୍ତା ସପ୍ତାହରେ ବାଣିଜ୍ୟିକ କୋଇଲା ଖଣିର ନିଲାମ ଆରମ୍ଭ

ନୂଆଦିଲ୍ଲୀ,୧୨।୬ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ବାଣିଜି୍ୟକ କୋଇଲା ଖଣିର ନିଲାମ ପ୍ରକ୍ରିୟାକୁ ଶୁଭାରମ୍ଭ କରିବେ। ଭିଡିଓ କନଫରେନ୍ସିଂ ଯୋଗେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡିଛି। ଆତ୍ମନିର୍ଭର ଭାରତ କ୍ଷେତ୍ରରେ କୋଇଲା କ୍ଷେତ୍ରର ଯୋଗଦାନ ପ୍ରମୁଖ…

ନୀରବ ମୋଦିଙ୍କ ହାଜତ ମିଆଦ ବଢ଼ିଲା

ଲଣ୍ଡନ,୧୨।୬ – ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୩ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ପଳାତଳ ଘୋଷିତ ବ୍ୟବସାୟୀ ନୀରବ ମୋଦିଙ୍କ ନାମରେ ବର୍ତ୍ତମାନ ପ୍ରତ୍ୟର୍ପଣ ମାମଲା ଜାରି ରହିଛି। ଉକ୍ତ ମାମଲାରେ ଲଣ୍ଡନ କୋର୍ଟଙ୍କ ପକ୍ଷରୁ ତାଙ୍କୁ ଜୁଲାଇ…

ଏମ୍‌ଏସ୍‌ଏମ୍‌ଇଙ୍କୁ ୧୨,୨୦୧ କୋଟି ଟଙ୍କାର ଋଣ

ନୂଆଦିଲ୍ଲୀ,୧୨।୬ – ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଙ୍କୁ ୧୨,୨୦୧ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ୩ ଲକ୍ଷ କୋଟି ଟଙ୍କାର ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ୍‌(ଇସିଏଲ୍‌ଜିଏସ୍‌) ଯୋଜନା ଅନ୍ତର୍ଗତ ଏହି ଋଣ ଏମ୍‌ଏସ୍‌ଏମ୍‌ଇଗୁଡିକୁ…

ମେ’ରେ ଯାନ ବିକ୍ରି ୮୮% କମିଲା

ନୂଆଦିଲ୍ଲୀ,୧୨।୬ – ମେ ମାସରେ ଅଟୋମୋବାଇଲ କ୍ଷେତ୍ରରେ ରିଟେଲ ବିକ୍ରି ୮୮.୮୭% ହ୍ରାସ ଘଟିଥିବା ଜଣାପଡିଛି। ଏହି ସମୟ ମଧ୍ୟରେ ପାସେଞ୍ଚର ଯାନ ବିକ୍ରି ୮୬.୯୭% କମିଥିବା ବେଳେ ଦୁଇଚକିଆ ଯାନ ବିକ୍ରି ୮୮.୮୦% ଖସିଛି। କରୋନା ଭାଇରସ ଲକ୍‌ଡାଉନ ପାଇଁ…

ଚାଇନା ସାମଗ୍ରୀ ବର୍ଜନ ବୁମେରାଂ ସାଜିବ

ନୂଆଦିଲ୍ଲୀ,୧୧ା୬ : ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରି ‘ଆମତ୍ନିର୍ଭର ଭାରତ’ ଗଠନର ଆହ୍ବାନ ଦେଇଥିଲେ। ସେବେଠୁ ଭାରତୀୟଙ୍କ ମନରେ ଆମେ ଆମଦାନୀ କରୁଥିବା ସାମଗ୍ରୀଗୁଡ଼ିକ ବିରୋଧରେ ଏକ ଅନ୍ତଃକ୍ରୋଧ ଜାତ ହୋଇଛି। ଏହି ଉତ୍ତେଜକ…

ରାଜ୍ୟଗୁଡ଼ିକୁ ମିଳିଲା ୬,୧୯୫ କୋଟି

ନୂଆଦିଲ୍ଲୀ,୧୧।୬: କେନ୍ଦ୍ର ସରକାର ବୁଧବାର ରାଜ୍ୟଗୁଡିକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡିକର ଅଂଶ ବାଦ୍‌ ରାଜସ୍ବ କ୍ଷତି ଅନୁଦାନ ବାବଦରେ ୧୪ ରାଜ୍ୟକୁ ଏଭଳି ଅର୍ଥ ପ୍ରଦାନ କରାଯାଇଛି। ରାଜ୍ୟଗୁଡିକ ସହୁଥିବା ରାଜସ୍ବ କ୍ଷତିକୁ ବିଚାର…

ଆଉଟଲୁକ୍‌ ସ୍ଥିର ରଖିଲା ଏସ୍‌ ଆଣ୍ଡ ପି

ନୂଆଦିଲ୍ଲୀ,୧୧।୬: ରେଟିଂ ଏଜେନ୍ସି ଏସ୍‌ ଆଣ୍ଡ ପି ଭାରତର ଆଉଟଲୁକ୍‌କୁ ବୁଧବାର ସ୍ଥିର ରଖିଛି। ଏହି ଏଜେନ୍ସି ଭାରତ ଲାଗି ରେଟିଂକୁ ବିବିବିରେ ସ୍ତରରେ ରଖିଛି। ଘରୋଇ ବଜାର ଲାଗି ଅଭିବୃଦ୍ଧିକୁ ନେଇ ଚ୍ୟାଲେଞ୍ଜ ରହିଥିବା ବେଳେ ଭାରତୀୟ ଅର୍ଥ ବ୍ୟବସ୍ଥା…

ଭଲ ରହିବ ଆସନ୍ତା ଆର୍ଥତ୍କ ବର୍ଷ

ନୂଆଦିଲ୍ଲୀ,୧୧।୬: ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଅନେକ ନକାରାତ୍ମକ ରିପୋର୍ଟ ସାମ୍ନାକୁ ଆସୁଛି। ୟା’ମଧ୍ୟରେ ଏକ ଭଲ ଖବର ଆସିଥିବା ଜଣାପଡିଛି। ଆସନ୍ତା ଆର୍ଥତ୍କ ବର୍ଷ ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଭଲ ରହିବ ବୋଲି ରେଟିଂ ଏଜେନ୍ସି ଫିଚ୍‌…

କମ୍ପାନୀଙ୍କ କୋଭିଡ୍‌ ଖର୍ଚ୍ଚ: ପିଏମ୍‌ କେୟାର୍ସ ପାଣ୍ଠିକୁ ସିଂହଭାଗ

ନୂଆଦିଲ୍ଲୀ,୧୧।୬: ଦେଶର ଶିଳ୍ପ ଜଗତ ପକ୍ଷରୁ କରୋନା ପାଇଁ ପ୍ରାୟ ଖର୍ଚ୍ଚ କରିବାକୁ ଥିବା ମୋଟ ଅର୍ଥ ମଧ୍ୟରୁ ସିଂହଭାଗ ପିଏମ୍‌ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଇଛି। ରେଟିଂ ଏଜେନ୍ସି କ୍ରିସିଲ ପକ୍ଷରୁ ୧୩୦ ପ୍ରମୁଖ କମ୍ପାନୀଗୁଡିକର ସାମାଜିକ କ୍ଷେତ୍ର ଖର୍ଚ୍ଚକୁ…

ହଜାରେ କର୍ମଚାରୀଙ୍କୁ ଛଟେଇ କରିବ ଏମିରେଟ୍ସ

ନୂଆଦିଲ୍ଲୀ,୧୧।୬: କରୋନା ବିମାନ ଚଳାଚଳ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି। ବର୍ତ୍ତମାନ ଏହି କ୍ଷେତ୍ରରେ ବୃହତ୍‌ ପରିମାଣର ଛଟେଇ ହୋଇଥିବା ବେଳେ ଅନେକଙ୍କ ଚାକିରି ଉପରେ ସଙ୍କଟ ରହିଛି। ପ୍ରମୁଖ ବିମାନ ସେବା ଯୋଗାଣକାରୀ କମ୍ପାନୀ ଏମିରେଟ୍ସ ବର୍ତ୍ତମାନ ସୁଦ୍ଧା ଅନେକ କର୍ମଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?