ବାଣିଜ୍ୟ

ଏମ୍‌ଏସ୍‌ଏମ୍‌ଇ ଋଣ ଯୋଜନାର ସମୀକ୍ଷା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୧।୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ଆରମ୍ଭ ହୋଇଥିବା ଋଣ ଗ୍ୟାରେଣ୍ଟି ଯୋଜନାର ମଙ୍ଗଳବାର ସମୀକ୍ଷା କରିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୁଖ୍ୟଙ୍କୁ ସୀତାରାମନ ଭେଟିବା ସହ ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହାୟତା କରିବା ଲାଗି ଋଣ ପ୍ରଦାନକୁ ତ୍ୱରାନ୍ବିତ କରିବା ଲାଗି ଆହ୍ବାନ…

ବଦଳିଗଲାଣି କିଣାକିଣି ତରିକା

ନୂଆଦିଲ୍ଲୀ,୧୧।୬: ପ୍ରାୟ ୨ ମାସ ଲକ୍‌ଡାଉନ ରହିବା ପରେ ବର୍ତ୍ତମାନ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। କଟକଣା ହଟୁଥିବାରୁ ଲୋକମାନେ ବାହାରକୁ କିଣାକିଣି କରିବା ଲାଗି ଆସୁଛନ୍ତି। ବର୍ତ୍ତମାନ ସ୍ଥିତିରେ ଖାଉଟିଙ୍କ କିଣାକିଣି କରିବା ଢାଞ୍ଚାରେ ପରିବର୍ତ୍ତନ ଦେଖାଯାଇଛି। ଗ୍ରାହକ…

ଆଇଟି କ୍ଷେତ୍ରରେ ଛଟେଇ ବଢ଼ିଛି

ନୂଆଦିଲ୍ଲୀ,୧୧।୬: କରୋନା ଯୋଗୁ ଲୋକଙ୍କ ରୋଜଗାର ଉପରେ ଗଭୀର ପ୍ରଭାବ ପଡିଛି। କରୋନା ଦ୍ୱାରା କେବଳ ସଙ୍ଗଠିତ କ୍ଷେତ୍ର ନିଯୁକ୍ତି ପ୍ରଭାବିତ ହୋଇନାହିଁ ବରଂ ସଙ୍ଗଠିତ କ୍ଷେତ୍ରରେ ବୃହତ୍‌ ପରିମାଣର ଲୋକଙ୍କ ଚାକିରି ଚାଲିଯାଇଛି। କୋଭିଡ୍‌-୧୯ ଦ୍ୱାରା ସାରା ବିଶ୍ୱର ଆଇଟି…

ତୃତୀୟ ଦିନ ପାଇଁ ବଢ଼ିଲା ପେଟ୍ରୋଲ,ଡିଜେଲ ଦର

ନୂଆଦିଲ୍ଲୀ,୧୦।୬: ଲଗାତର ତୃତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ଆସିଛି। ମଙ୍ଗଳବାର ପେଟ୍ରୋଲର ଲିଟର ପିଛା ଦର ୫୪ ପଇସା ବଢିଥିବା ବେଳେ ଡିଜେଲର ଲିଟର ପିଛା ଦର ୫୮ ପଇସା ବୃଦ୍ଧି ଘଟିଥିବା ଜଣାପଡିଛି। ନୂଆଦିଲ୍ଲୀରେ…

୧୦ ବର୍ଷ ତଳକୁ ଖସିଲା ଟିକସ-ଜିଡିପି ଅନୁପାତ

ନୂଆଦିଲ୍ଲୀ,୧୦।୬: ଆର୍ଥିକ ବର୍ଷ ୨୦୧୯-୨୦ରେ ଦେଶର ଟିକସ ଜିଡିପି ଅନୁମାତ ୧୦ ବର୍ଷ ନିମ୍ନକୁ ଖସିଯାଇଛି। ଏହି ସମୟରେ ଏହା ୯.୮୮% ସ୍ତରକୁ ଖସିଥିବା ଜଣାପଡିଛି। ସୀମା ଶୁଳ୍କ ଏବଂ କର୍ପୋରେଶନ ଟିକସ ଆଦାୟ କମିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି।…

ମୁମ୍ବାଇରେ ଜୀବନଯାପନ ସବୁଠୁ ମହଙ୍ଗା

ନୂଆଦିଲ୍ଲୀ,୧୦।୬: ଦେଶର ଆର୍ଥତ୍କ ରାଜଧାନୀ କୁହାଯାଉଥିବା ମୁମ୍ବାଇ ସହରରେ ଜୀବନଯାପନ କରିବା ସବୁଠାରୁ ମହଙ୍ଗା। ନିକଟରେ ହୋଇଥିବା ମରସର୍ସ ୨୦୨୦ କଷ୍ଟ ଅଫ୍‌ ଲିଭିଂ ୨୦୨୦ ସର୍ଭେରୁ ଏହା ସାମ୍ନାକୁ ଆସିଛି। ବିଶ୍ୱର ସବୁଠୁ ବ୍ୟୟ ବହୁଳ ସହର ମଧ୍ୟରେ ମୁମ୍ବାଇ…

ନୈରାଶ୍ୟଜନକ ସ୍ଥିତିରେ ନିଯୁକ୍ତି ବଜାର

ନୂଆଦିଲ୍ଲୀ,୧୦।୬: କୋଭିଡ୍‌-୧୯ ବିଶ୍ୱ ବଜାରକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କରିଛି। ଲକ୍‌ଡାଉନ ଯୋଗୁ କାରବାର ଟ୍ରାକ୍‌ ବାହାରକୁ ଚାଲିଯାଇଛି। ବର୍ତ୍ତମାନ କଟକଣା କୋହଳ ହେଉଥିଲେ ମଧ୍ୟ ସବୁକିଛି ଠିକ୍‌ ଅବସ୍ଥାକୁ ଆସିବା ଲାଗି ଅନେକ ସମୟ ଲାଗିବ। ବର୍ତ୍ତମାନ କମ୍ପାନୀଗୁଡିକ କ୍ଷତି ଯୋଗୁ…

ମାଡ଼ି ଆସୁଛି ମହା ମାନ୍ଦାବସ୍ଥା

ଓ୍ବାଶିଂଟନ,୧୦।୬: କରୋନା ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ବଡ଼ ଝଟକା ଲାଗିଛି। କରୋନା ରୋକିବା ଲାଗି ଯେଉଁ ଶଟ୍‌ଡାଉନ କରାଗଲା ତା’ର ନକାରାତ୍ମକ ପ୍ରଭାବ ବଜାର ଉପରେ ଦେଖାଯାଇଛି। ବିଶ୍ୱ ବଜାରର ଆର୍ଥତ୍କ କାର୍ଯ୍ୟକଳାପ ଲଗାତର ଭାବେ ଖସୁଥିବା ନଜରକୁ ଆସିଛି।…

ପେଟ୍ରୋଲ ଉପରେ ୨୭୫% ଟିକସ

ନୂଆଦିଲ୍ଲୀ,୧୦।୬: ଗତ ୩ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ହେଉଛି। ପ୍ରାୟ ୮୩ ଦିନ ପରେ ଜୁନ୍‌ ୭ରେ ଇନ୍ଧନ ଦରରେ ପରିବର୍ତ୍ତନ ଆସିଛି। ଗତ ୩ ଦିନରେ ପେଟ୍ରୋଲର ଲିଟର ପିଛା ଦର…

୮୨ ବର୍ଷର ରେକର୍ଡ ଭାଙ୍ଗିଲା ପାର୍ଲେଜି

ନୂଆଦିଲ୍ଲୀ,୧୦।୬: ପ୍ରମୁଖ ବିସ୍କୁଟ କମ୍ପାନୀ ପାର୍ଲେଜି ବିକ୍ରି କ୍ଷେତ୍ରରେ ୮୨ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଗତ ବର୍ଷ କମ୍ପାନୀ ଚାପରେ ରହିଥିବା କହିଥିଲା। ଫଳରେ ୧୦ ହଜାର ଲୋକଙ୍କୁ ଛଟେଇ କରିବ ବୋଲି ଯୋଜନା ମଧ୍ୟ ରଖିଥିଲା। ହେଲେ କରୋନା…

ହ୍ରାସ ପାଉଛି ସହରାଞ୍ଚଳ ବେକାରି

ନୂଆଦିଲ୍ଲୀ,୯।୬: କୋଭିଡ୍‌-୧୯ ସଂକ୍ରମଣରୁ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାର ଲକଡାଉନ ଜାରି କରିଥିଲେ । ଏହି ସଂକ୍ରମଣର ଭୟାବହତା ପାଇଁ ସରକାର ନାନା କଟକଣା ମଧ୍ୟ ଲାଗୁ କଲେ । ଯାହାର ପ୍ରଭାବ ଦେଶର ଅର୍ଥନୀତି ଓ ବାଣିଜି୍ୟ…

ଏମ୍‌ଏସ୍‌ଏମ୍‌ଇଗୁଡିକୁ ମିଳିଲା ୮,୩୨୦କୋଟିର ଋଣ

ନୂଆଦିଲ୍ଲୀ,୮।୬: କରୋନା ଜନିତ ଲକ୍‌ଡାଉନ ଲାଗି ଦେଶର ଅଣୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ଶିଳ୍ପଗୁଡିକୁ ୩ ଲକ୍ଷ କୋଟି ଟଙ୍କାର ପାଣ୍ଠି ଯୋଗାଣ ଲାଗି ସରକାର ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ (ଇସିଏଲ୍‌ଜିଏସ୍‌)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?