ରେନୋର ଓ୍ବେଲ୍‌କମ୍‌ ବ୍ୟାକ୍‌ ସର୍ଭିସ କ୍ୟାମ୍ପ; ମିଳୁଛି ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୧୫।୭: ପ୍ରମୁଖ କାର୍‌ ନିର୍ମାଣକାରୀ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ଓ୍ବେଲ୍‌କମ୍‌ ବ୍ୟାକ୍‌ ସର୍ଭିସ କ୍ୟାମ୍ପ ଶୁଭାରମ୍ଭ ଘୋଷଣା କରାଯାଇଛି। କମ୍ପାନୀର ଏହି ବିକ୍ରି ପରବର୍ତ୍ତୀ ସର୍ଭିସ ପଦକ୍ଷେପ ଚଳିତ ମାସ ୧୩ରୁ ୨୬ ତାରିଖ ଯାଏ ଅନୁଷ୍ଠିତ ହେବ। ଗ୍ରାହକମାନେ ରେନୋର ଡିଲର ଓ୍ବାର୍କଶପଗୁଡିକରେ ଏଭଳି ସେବା ଲାଭ କରିପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। କଷ୍ଟମର ସର୍ଭିସ ଅଭିଜ୍ଞତାକୁ ଧ୍ୟାନରେ ରଖି ରେନୋ ଏହାର ଟଚ୍‌ ପଏଣ୍ଟଗୁଡିକରେ ବିଭିନ୍ନ ସୁରକ୍ଷା ପଦକ୍ଷେପ ହାତକୁ ନେଇଛି। ଏହି ଅବସରରେ ଗ୍ରାହକ ବଛାବଛା ଆସେସୋରିଜ ଉପରେ ୫୦% ପର୍ଯ୍ୟନ୍ତ ରିହାତି, ସ୍ପେୟାର ପାର୍ଟସ ଉପରେ ୧୦% ରିହାତି, ଲେବର ଚାର୍ଜରେ ୧୫% ରିହାତି, ଇଞ୍ଜିନ ଅଏଲ ଉପରେ ୫% ରିହାତି ଏବଂ ଏମ୍‌ଓ୍ବାଇଆର୍‌ ପଞ୍ଜୀକୃତ କଷ୍ଟମରଙ୍କ ଲାଗି ଅତିରିକ୍ତ ୫% ରିହାତି ସୁବିଧା ଉପଲବ୍ଧ ହେବ। ବର୍ଦ୍ଧିତ ଓ୍ବାରେଣ୍ଟି ଏବଂ ରୋଡ୍‌ ଆସିଷ୍ଟାନ୍ସ କ୍ଷେତ୍ରରେ ରେନୋ ସିକ୍ୟୁର ଦ୍ୱାରା ଅତିରିକ୍ତ ୧୦% ସୁବିଧା ମିଳିବ। ଭାଲ୍ୟୁ ଆଡେଡ୍‌ କଷ୍ଟମରଙ୍କ ଲାଗି କମ୍ପାନୀ ୫୦% ରିହାତି ବ୍ୟବସ୍ଥା ଶୁଭାରମ୍ଭ କରିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ହେଲା ବଢୁଛି ତେଲ ଦର

ଭୁବନେଶ୍ୱର: ଲଗାତର ୪ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟୁଛି। ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ୭ ପଇସା ବଢ଼ି ଲିଟର ପିଛା...

ନୀରବ ମୋଦିଙ୍କ ହାଜତ ମିଆଦ ବୃଦ୍ଧି

ଲଣ୍ଡନ,୨୬-୭: ବ୍ରିଟେନର ଓ୍ବେଷ୍ଟ ମିନଷ୍ଟର ଅଦାଲତ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ହାଜତ ମିଆଦକୁ ଅଗଷ୍ଟ ୨୨ ଯାଏ ବୃଦ୍ଧି କରିଛନ୍ତି। ଏଥିପୂର୍ବରୁ ବ୍ରିଟିଶ...

ତେଲ ଦର: ଟୁଇଟରରେ ଲୋକଙ୍କ ରୋଷ

ନୂଆଦିଲ୍ଲୀ: କରୋନା କାଳରେ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହୋଇଛି। ବୁଧବାର ନୂଆଦିଲ୍ଲୀରେ ତେଲ ଦର ୧୦୦ ଟଙ୍କା ଛୁଇଁଛି। ତେଲର...

ବ୍ୟାଙ୍କଗୁଡିକରେ ୧.୧୩ ଲକ୍ଷ କୋଟି ଟଙ୍କାର ଠକେଇ

ନୂଆଦିଲ୍ଲୀ,୪-୨ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ଦେଶର ବିଭିନ୍ନ ବ୍ୟାଙ୍କ ଏବଂ ବଚ୍ଛାବଚ୍ଛା ବିତ୍ତ ପ୍ରତିଷ୍ଠାନଗୁଡିକରେ ୧.୧୩ ଲକ୍ଷ କୋଟି ଟଙ୍କାର ଠକେଇ...

ବରିଷ୍ଠ ଓକିଲ ସାଲ୍‌ଭେଙ୍କ ଗୁରୁତର ଅଭିଯୋଗ;ଦେଶରେ ସୃଷ୍ଟ ମାନ୍ଦାବସ୍ଥା ପାଇଁ ସୁପ୍ରିମକୋର୍ଟ ଦାୟୀ

ନୂଆଦିଲ୍ଲୀ,୧୮-୯: ଦେଶରେ ବର୍ତ୍ତମାନ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ସୁପ୍ରିମକୋର୍ଟ ଦାୟୀ ବୋଲି ପ୍ରଖ୍ୟାତ ଆଇନଜୀବୀ ହରିଶ ସାଲ୍‌ଭେ ମତ ଦେଇଛନ୍ତି। ଏକ ନୁଜ୍‌ ଓ୍ବେବ୍‌ସାଇଟକୁ ସାକ୍ଷାତ୍‌କାର...

ଖୁଚୁରା ମୁଦ୍ରାସ୍ଫୀତି ୪.୦୬%

ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ଭିତ୍ତିକ ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ୪.୦୬%କୁ ବୃଦ୍ଧି ପାଇଛି। ଆର୍‌ବିଆଇ ଧାର୍ଯ୍ୟଲକ୍ଷ୍ୟ ୨-୬% ମଧ୍ୟକୁ ଏହା ଫେରିଛି। ଲଗାତର...

ଇଣ୍ଡିଆନ୍‌ ବ୍ୟାଙ୍କ ଇଡିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୨୫ା୮ – ଇଣ୍ଡିଆନ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି) ଭି.ଭି. ସେନୋୟେ ବ୍ୟାଙ୍କର ମିଶ୍ରଣ ପରେ ପ୍ରଥମଥର ପାଇଁ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବ୍ୟାଙ୍କର...

ଟ୍ରେଡ ଓ୍ବାରରୁ ଫାଇଦା ନେବାକୁ ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୨୧-୧୧: ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ଟ୍ରେଡ ଓ୍ବାର (ବାଣିଜ୍ୟ ଯୁଦ୍ଧ)ର ଫାଇଦା ନେବାକୁ ଭାରତ ଏବେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଥିବା କୁହାଯାଉଛି।...

Advertisement
Archives

Model This Week