ବାଣିଜ୍ୟ

ଚଳିତବର୍ଷ ହୋଇ ନ ପାରେ ବ୍ୟାଙ୍କ ଘରୋଇକରଣ

ନୂଆଦିଲ୍ଲୀ,୧୫।୬: ଚଳିତବର୍ଷ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ଲାଗି ସରକାର ଅଗ୍ରସର ହୋଇ ନ ପାରନ୍ତି। ବ୍ୟାଙ୍କଗୁଡିକର ଭାଲ୍ୟୁଏଶନ ଏବଂ ଚାପଗ୍ରସ୍ତ ସମ୍ପତ୍ତି ବର୍ତ୍ତମାନ ଉଚ୍ଚରେ ରହିଛି। ସେହିଭଳି କୋଭିଡ-୧୯ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ଚାପକୁ ବଢାଇଛି। ଏଭଳି ବିଭିନ୍ନ ସମସ୍ୟାକୁ ବିଚାର…

ଅଟୋମୋବାଇଲ ଡିଲରଶିପରେ ଛଟେଇ ଆଶଙ୍କା

ନୂଆଦିଲ୍ଲୀ,୧୫।୬: ଗତ ବର୍ଷ ମାନ୍ଦାବସ୍ଥା ଯୋଗୁ ଦେଶର ଅଟୋମୋବାଇଲ ଡିଲରଶିପ ନିଯୁକ୍ତି ଉପରେ ନକାରାତ୍ମକ ପ୍ରଭାବ ପଡିଥିଲା। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଏହି ସମସ୍ୟା ଗତବର୍ଷଠାରୁ ବଢିଯିବ ବୋଲି ଆଶଙ୍କା କରାଯାଉଛି। ଅଟୋମୋବାଇଲ ଡିଲର ମହାସଂଘ (ଫାଡା)କହିଛି ଯେ,…

୧.୦୪ ଲକ୍ଷ କୋଟିର ନିବେଶ ହାତେଇଲା ଜିଓ

ନୂଆଦିଲ୍ଲୀ,୧୫।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହାର ଡିଜିଟାଲ ୟୁନିଟ ଜିଓ ପ୍ଲାଟଫର୍ମ ଲାଗି ମାତ୍ର ୮ ସପ୍ତାହରେ ୧.୦୪ ଲକ୍ଷ କୋଟି ଟଙ୍କାର ନିବେଶ ହାତେଇଛି। ଶନିବାର ହୋଇଥିବା ଡିଲ୍‌ରେ ନିବେଶ ଫାର୍ମ ଟିପିଜି ଜିଓରେ ୪,୫୪୬ କୋଟି ଟଙ୍କା ନିବେଶ କରିବ…

ଇନ୍ଧନ ଦର ବୃଦ୍ଧି ଅବ୍ୟାହତ

ନୂଆଦିଲ୍ଲୀ,୧୫।୬: ଗତ ୮ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଲଗାମ ଲାଗିପାରୁ ନାହିଁ। ରବିବାର ପେଟ୍ରୋଲ ଲିଟର ପିଛା ୬୨ ପଇସା ଏବଂ ଡିଜେଲ ଲିଟର ପିଛା ୬୪ ପଇସା ବଢିଛି। ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ୱ ସମୟ…

ବଫରଷ୍ଟକ ଲାଗି ୨୫ ହଜାର ଟନ୍‌ ପିଆଜ ସଂଗ୍ରହ

ନୂଆଦିଲ୍ଲୀ,୧୫।୬: ବିଭିନ୍ନ କୃଷକ ଉତ୍ପାଦକ ଅନୁଷ୍ଠାନ ଏବଂ କୃଷି ସମବାୟ ସମିତିଗୁଡିକଠାରୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ନାଫେଡ ପ୍ରାୟ ୨୫ ହଜାର ଟନ୍‌ର ପିଆଜ ସଂଗ୍ରହ କରିଛି। ସରକାରଙ୍କ ଲାଗି ବଫରଷ୍ଟକ ଉଦ୍ଦେଶ୍ୟରେ ଏଭଳି କ୍ରୟ କରାଯାଇଥିବା ଜଣାପଡଛି।…

ରେକର୍ଡ ସ୍ତରରେ ବିଦେଶୀ ମୁଦ୍ରାଭଣ୍ଡାର

ନୂଆଦିଲ୍ଲୀ,୧୪।୬: ଦେଶର ବିଦେଶୀ ମୁଦ୍ରାଭଣ୍ଡାରରେ ୮.୨ ବିଲିୟନ ଡଲାର ବୃଦ୍ଧି ଘଟିଛି। ଫଳରେ ଏହା ୫୦୧.୭ ବିଲିୟନ ଡଲାର ଟପିଥିବା ଜଣାପଡିଛି। ଗୋଟିଏ ସପ୍ତାହ ତଳେ ଏହା ୪୯୩.୫ ବିଲିୟନ ଡଲାର ସ୍ତରରେ ରହିଥିଲା। ଭାରତୀୟ କର୍ପୋରେଟଗୁଡିକରେ ବିଦେଶୀ ପୁଞ୍ଜିନିବେଶ ତଥା…

ସାଧାରଣ ପରଟାରେ ୫% ଜିଏସ୍‌ଟି

ନୂଆଦିଲ୍ଲୀ,୧୪।୬: ରେଡି ଟୁ ଇଟ୍‌ ବା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଫ୍ରୋଜେନ ପରଟା ଉପରେ ୧୮% ଜିଏସ୍‌ଟି ଲାଗୁ ହେବ। ପ୍ଲେନ୍‌ ବା ସାଧାରଣ ପରଟା ଉପରେ ୫% ଜିଏସ୍‌ଟି ରହିବ। ରେଷ୍ଟୁରାଷ୍ଟରେ ଖାଇବା କିମ୍ବା ନେବା ଲାଗି ପ୍ରଦାନ କରାଯାଉଥିବା…

ଆର୍ଥତ୍କ ପ୍ୟାକେଜକୁ ନେଇ ପ୍ରଶ୍ନ ଉଠିଲା

ନୂଆଦିଲ୍ଲୀ,୧୪।୬: କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ସାମ୍ନାରେ ଆସିଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ଏକ ଆର୍ଥତ୍କ ପ୍ୟାକେଜ ଘୋଷଣା କରିଛନ୍ତି। ଏହାକୁ ଆତ୍ମନିର୍ଭର ଭାରତ ପ୍ୟାକେଜ କୁହାଯାଉଥିବା ବେଳେ ଏନେଇ…

ଛ’ଦିନରେ ପେଟ୍ରୋଲ ୩.୩୧ଟଙ୍କା ବଢିଲା

ନୂଆଦିଲ୍ଲୀ,୧୩।୬: ଦେଶରେ ତେଲ ଦର ବର୍ତ୍ତମାନ ବଢି ଚାଲିଥିବା ବେଳେ ଶୁକ୍ରବାର ପୁଣି ଥରେ ଏଥିରେ ବୃଦ୍ଧି ଘଟିଛି। ବିଗତ ୬ଦିନ ମଧ୍ୟରେ ଦେଶର ତେଲ ଦର ପେଟ୍ରୋଲ ଉପରେ ୩.୩୧ଟଙ୍କା ଏବଂ ଡ଼ିଜେଲରେ ୩.୪୨ଟଙ୍କା ବୃଦ୍ଧି ପାଇଛି । ତୈଳ…

ଏପ୍ରିଲରେ ଔଦ୍ୟୋଗିକ ଉତ୍ପାଦନ ଠପ୍‌

ମୁମ୍ବାଇ,୧୩।୬: କରୋନାକୁ ରୋକିବା ଲାଗି ସାରା ଦେଶରେ ମାର୍ଚ୍ଚ ୨୫ଠାରୁ ଘୋଷଣା ହୋଇଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ବନ୍ଦ ରହିଥିଲା। ଏହି ସମୟରେ ଦେଶର ଶିଳ୍ପ ୟୁନିଟଗୁଡିକରୁ ଉତ୍ପାଦନ ରେକର୍ଡ ହ୍ରାସ ପାଇଛି। ଏଭଳି କାରଣ ଲାଗି ଏପ୍ରିଲରେ ଔଦ୍ୟୋଗିକ…

ପରଟାରେ ଲାଗିବ ୧୮% ଜିଏସ୍‌ଟି:ଏଏଆର୍‌

ମୁମ୍ବାଇ,୧୩।୬: ପରଟା ରୁଟି ନୁହେଁ। ଏଥିରେ ୧୮% ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବ। ଜିଏସ୍‌ଟି ବ୍ୟବସ୍ଥାରେ ଥିବା ଅଥରିଟି ଅଫ୍‌ ଆଡଭାନ୍ସ ରୁଲିଂସ(ଏଏଆର୍‌)ର କର୍ନାଟକ ବେଞ୍ଚ ରୁଟି ଏବଂ ପରଟା ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ସହ ସର୍ବୋଚ୍ଚ ଟିକସ…

ବିଳମ୍ବ ଜିଏସ୍‌ଟି ଫାଇଲିଂରେ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୩।୬: କରୋନା ଯୋଗୁ ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଛି। କାରବାର ପ୍ରଭାବିତ ହୋଇଥିବା ଲୋକମାନେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଫାଇଲିଂ କରିବାରେ ନାନା ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ବିଚାର କରି ସରକାର ଟିକସଦାତାଙ୍କ ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?