ବାଣିଜ୍ୟ

ଏଜିଆର୍‌ ମାମଲାର ଶୁଣାଣି ଜୁଲାଇରେ

ନୂଆଦିଲ୍ଲୀ,୧୮।୬: ଦେଶର ଟେଲିକମ୍‌ କମ୍ପାନୀଗୁଡ଼ିକ ସେମାନଙ୍କ ଆର୍ଥତ୍କ ଷ୍ଟେଟମେଣ୍ଟକୁ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବେ। ଗୁରୁବାର ଏ ସମ୍ପର୍କରେ କମ୍ପାନୀଗୁଡିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଆଡଜଷ୍ଟେଟ ଗ୍ରସ୍‌ ରେଭିନ୍ୟୁ(ଏଜିଆର୍‌) ସମ୍ପର୍କିତ ମାମଲାର ଶୁଣାଣି ଜୁଲାଇରେ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।…

ଭାରତର ଜିଡିପି ୪% ଖସିବ:ଏଡିବି

ନୂଆଦିଲ୍ଲୀ,୧୮।୬: ୨୦୨୦ରେ ଏସିଆର ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡିକ ବିଶେଷ ଭାବେ ଅଭିବୃଦ୍ଧି କରିପାରିବେ ନାହିଁ। ଏଭଳି ସ୍ଥିତିରେ ଚଳିତ ଆର୍ଥତ୍କ ବର୍ଷରେ ଭାରତର ବିକାଶ ହାର ପ୍ରାୟ ୪% ଖସିଯିବ ବୋଲି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ପକ୍ଷରୁ ଆକଳନରେ କୁହାଯାଇଛି। କରୋନା…

ପୁଣି ଫେରିଲା ନୋକିଆ ୫୩୧୦

ନୂଆଦିଲ୍ଲୀ,୧୮।୬: ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ଭାରତ ବଜାର ଲାଗି ନୂଆ ନୋକିଆ ୫୩୧୦ ଶୁଭାରମ୍ଭ କରାଯାଇଛି। ମୂଳ ନୋକିଆ ୫୩୧୦ ଏକ୍ସପ୍ରେସ ମ୍ୟୁଜିକକୁ ନୂଆ କରି ନୂଆ ନୋକିଆ ୫୩୧୦ରେ ଏକ ଏମ୍‌ପି ୩ ପ୍ଲେୟର, ଏଫ୍‌ଏମ୍‌ ରେଡିଓ, ଶକ୍ତିଶାଳୀ ଡୁଆଲ…

୩୫ହଜାରଙ୍କୁ ଛଟେଇ କରିବ ଏଚ୍‌ଏସ୍‌ବିସି

ଲଣ୍ଡନ,୧୮।୬: ଇଂଲଣ୍ଡ ଭିତ୍ତିକ ଦି ହଂକଂ ଆଣ୍ଡ ସାଂଘାଇ ବ୍ୟାଙ୍କିଙ୍ଗ୍‌ କର୍ପୋରେଶନ (ଏଚ୍‌ଏସ୍‌ବିସି) ମଧ୍ୟବର୍ତ୍ତୀ କାଳୀନ ସମୟ ପାଇଁ ତା’ର ପ୍ରାୟ ୩୫ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡିଛି। ବୁଧବାର ରଏଟର୍ସକୁ ବ୍ୟାଙ୍କ ଏ ନେଇ ସୂଚନା ଦେଇଛି।…

ଚାଇନା ବିରୋଧରେ ଏକାଠି ହେଲେ ବ୍ୟବସାୟୀ

ନୂଆଦିଲ୍ଲୀ,୧୮।୬: ଚାଇନା ସେନା ଦ୍ୱାରା ଭାରତୀୟ ସୈନିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ନିନ୍ଦା କରାଯାଇଛି। ଚାଇନାର ଏଭଳି ନୀତିକୁ ନେଇ କ୍ରୋଧ ପ୍ରକାଶ କରିବା ସହ ଚାଇନା ସାମଗ୍ରୀକୁ ବର୍ଜନ,ଭାରତୀୟ ସାମଗ୍ରୀକୁ ଉତ୍ସାହିତ କରିବା…

୧୧ଦିନ ହେଲା ବୃଦ୍ଧି ପାଉଛି ତେଲ ଦର

ନୂଆଦିଲ୍ଲୀ,୧୮।୬: ଦେଶରେ ତେଲ ଦର କ୍ରମାଗତ ଭାବରେ ୧୧ ଦିନ ହେଲା ବୃଦ୍ଧି ପାଉଛି। ଜୁନ ୭ ରୁ ୧୭ ମଧ୍ୟରେ ଘରୋଇ ବଜାରରେ ତେଲ ଦର ପେଟ୍ରୋଲ ଉପରେ ୬.୦୨ଟଙ୍କା ଏବଂ ଡ଼ିଜେଲ ୬.୪୯ ଟଙ୍କା ବୃଦ୍ଧି ହୋଇଥିବା ଜଣାପଡିଛି।…

୧୬.୬% ଖସିଯିବ ରାଜ୍ୟ ଜିଡିପି

ଭୁବନେଶ୍ୱର,୧୮।୬(ବ୍ୟୁରୋ): କରୋନା ମହାମାରୀ ସାରା ବିଶ୍ୱ ଲାଗି ସଙ୍କଟ ଭାବେ ଉଭାହୋଇଛି। ଏହା କେବଳ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିନାହିଁ ବରଂ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ଗଭୀର ଭାବେ ବିପର୍ଯ୍ୟସ୍ତ କରିଛି। ଜୀବନ ଏବଂ ଜୀବିକା ମହାମାରୀ ଯୋଗୁ ଗଭୀର ଭାବେ…

ଋଣ ମୋରାଟୋରିୟମ ସ୍କିମ୍‌ର ତର୍ଜମା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮।୬: ମିଆଦୀ ଋଣ ଉପରେ ସରକାର ପ୍ରଦାନ କରିଥିବା ମୋରାଟୋରିୟମ ସୁବିଧାକୁ ତର୍ଜମା କରିବା ଲାଗି ବୁଧବାର ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି କ୍ଷେତ୍ର ସମେତ ଅନ୍ୟ କ୍ଷେତ୍ରଗୁଡିକ ଲାଗି ବିଭିନ୍ନ ଯୋଜନା…

ତେଲ ଦର ସହ ବୃଦ୍ଧି ହେଲା ଏଟିଏଫ ଦର

ନୂଆଦିଲ୍ଲୀ,୧୭।୬: ଦେଶରେ ତେଲ ଦର କ୍ରମାଗତ ଭାବେ ୧୦ ଦିନ ହେଲା ବୃଦ୍ଧି ପାଉଥିବା ବେଳେ ଏହି ସମୟରେ ବିମାନ ଇନ୍ଧନ(ଏଟିଏଫ)ର ଦର ପ୍ରାୟ ୧୬.୩% ବୃଦ୍ଧି ଘଟିଛି। ଫଳରେ ଏହାର ଦାମ କିଲୋ ଲିଟର ୫୪୯୪.୫ ଟଙ୍କା ବୃଦ୍ଧି ଘଟି…

୧୧ଶହ କର୍ମଚାରୀଙ୍କୁ ଛଟେଇ କରିବ ଜାଗୁଆର୍‌

ଲଣ୍ଡନ,୧୭।୬: ଟାଟା ମୋଟର୍ସ’ର ନିଜସ୍ବ ୟୁନିଟ ଜାଗୁଆର ଲ୍ୟାଣ୍ଡ ରୋଭର(ଜେଏଲ୍‌ଆର) ଇଲଣ୍ଡ ୟୁନିଟରୁ ୧୧ଶହରୁ ଉର୍ଦ୍ଧ୍ୱ ଚୁକ୍ତିବଦ୍ଧ କର୍ମଚାରୀଙ୍କୁ ଛଟେଇ କରିବ। ମଙ୍ଗଳବାର କମ୍ପାନୀର ମୁଖପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,କୋଭିଡ୍‌-୧୯ ସଂକମ୍ରଣ ଜନୀତ ସମସ୍ୟା ଓ…

ଅନ୍ତର୍ଜାତୀୟ ବିମାନ ସେବା ନେଇ ଜୁଲାଇରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୭।୬: ବର୍ତ୍ତମାନ କରୋନା ସ୍ଥିତି ସୁଧୁରି ନ ଥିବାରୁ ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ଦେଇ ନାହାନ୍ତି। ମେ ୨୫ଠାରୁ ଦେଶ ମଧ୍ୟରେ ବିମାନ ସେବାକୁ ଅନୁମତି ମିଳିଛି। ସ୍ଥିତି ଠିକ୍‌ଠାକ୍‌ ହେଲେ ବିଦେଶକୁ ବିମାନ ସେବା ନେଇ ଜୁଲାଇରେ…

ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତର ସ୍ଥାନ ୪୩

ନୂଆଦିଲ୍ଲୀ,୧୭।୬: ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାଜେନମେଣ୍ଟ ଡେଭଲପମେଣ୍ଟ ପକ୍ଷରୁ ପ୍ରକାଶ ପାଇଥିବା ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତର ସ୍ଥାନ ୪୩ ରହିଛି। ଭିତ୍ତିଭୂମିରେ ଦୁର୍ବଳତା ଏବଂ ଶିକ୍ଷା କ୍ଷେତ୍ରରେ ନିବେଶ କମ୍‌ ରହିବା ଯୋଗୁ ର଼୍ୟାଙ୍କିଙ୍ଗରେ ଭାରତ ପଛୁଆ ରହିଥିବା ରିପୋର୍ଟରେ ଉଲ୍ଲେଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?