ବାଣିଜ୍ୟ

୫ହଜାରରୁ ଊର୍ଦ୍ଧ୍ୱ ଏଟିଏମ୍‌ ଉଠାଣରେ ଲାଗିପାରେ ଚାର୍ଜ

ମୁମ୍ବାଇ,୧୯।୬: ଏଟିଏମ୍‌ରୁ ଏକାଥରକେ ୫ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଉଠାଣ ଉପରେ ଗ୍ରାହକଙ୍କୁ ଚାର୍ଜ ଲାଗିପାରେ। ଏହି ପ୍ରସଙ୍ଗ ଉପରେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ବିଚାରବିମର୍ଷ କରୁଛି। ଆର୍‌ଟିଆଇରେ ମଗାଯାଇଥିବା ସୂଚନାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଡିଜିଟାଲ ନେଣଦେଣକୁ ଉତ୍ସାହିତ କରିବା…

ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୯।୬:ଦେଶରେ କରୋନା ସଂକ୍ରମଣର ମହାମାରୀ ସମୟରେ କ୍ରମାଗତ ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଛି। ଗୋଟିଏ ପଟେ ଲୋକଙ୍କର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ଏହି ସମୟରେ ତେଲ ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ…

ଏନ୍‌ଆଇପିଏଫ୍‌ପିର ଅଧ୍ୟକ୍ଷ ଭାର ସମ୍ଭାଳିବେ ଉର୍ଜିତ

ନୂଆଦିଲ୍ଲୀ,୧୯।୬: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ଉର୍ଜିିତ ପଟେଲ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପବ୍ଲିକ ଫାଇନାନ୍ସ ଆଣ୍ଡ ପିଲିସି(ଏନ୍‌ଆଇପିଏଫ୍‌ପି)ର ଅଧ୍ୟକ୍ଷ ଭାର ସମ୍ଭାଳିବେ। ଜୁନ ୨୨ଠାରୁ ସେ ଏହି ଦାୟିତ୍ୱରେ କାର୍ଯ୍ୟ କରିବେ ବୋଲି ଥିଙ୍କ ଟ୍ୟାଙ୍କ ପକ୍ଷରୁ…

ଇ-କମର୍ସ ନୀତିରେ ହୋଇପାରେ ପରିବର୍ତ୍ତନ: ପ୍ରଡକ୍ଟ ମେଡ୍‌ ଇନ୍‌ ଇଣ୍ଡିଆ କି ନୁହେଁ ଜାଣିହେବ

ନୂଆଦିଲ୍ଲୀ,୧୯।୬: ଭାରତ-ଚାଇନା ସୀମା ବିବାଦ ପରେ କେନ୍ଦ୍ର ସରକାର ଚାଇନା ବିରୋଧରେ କଠୋର ନୀତି ଗ୍ରହଣ କରୁଥିବା ଜଣାପଡ଼ିଛି। ଚାଇନାରୁ ଭାରତ ଆସୁଥିବା ସାମଗ୍ରୀଗୁଡିକ ଉପରେ ଉଚ୍ଚ ପରିମାଣର ଟିକସ ଲାଗୁ କରିବା ଯୋଜନା ହେଉଛି। ଚାଇନା ସାମଗ୍ରୀ ଉପରେ ସୀମା…

ଚାଇନାକୁ ଘେରିବା ଲାଗି ଯୋଜନା; ଆମଦାନୀ ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ,୧୯।୬: ସୀମାରେ ଚାଇନାର ଔଦ୍ଧତ୍ୟ ଯୋଗୁ ଭାରତୀୟ ୨୦ ଯବାନ ଶହୀଦ ହେବା ପରେ ଦେଶରେ ପ୍ରତିବାଦର ସ୍ବର ତୀବ୍ର ହୋଇଛି। ଚାଇନାକୁ ଉଚିତ ଜବାବ ଦେବା ଲାଗି ସୋସିଆଲ ମିଡିଆ କ୍ୟାମ୍ପେନ ସମେତ ସାରା ଦେଶରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି।…

୯୦୦୦ ଟଙ୍କା କମ୍‌ ମୂଲ୍ୟରେ କିଣିପାରିବେ ସାମସଙ୍ଗ ଗାଲାକ୍ସି ନୋଟ ୧୦ ଲାଇଟ୍‌

ନୂଆଦିଲ୍ଲୀ,୧୯।୬: ଦକ୍ଷିଣ କୋରିଆ ଟେକ୍ନୋଲୋଜି କମ୍ପାନୀ ସାମସଙ୍ଗ ଗାଲାକ୍ସି ନୋଟ ୧୦ ଲାଇଟ୍‌ ମୂଲ୍ୟ ହ୍ରାସ କରିଛି। ବର୍ତ୍ତମାନ ଗାଲାକ୍ସି ନୋଟ ୧୦ ଲାଇଟ୍‌କୁ ମୂଳ ମୂଲ୍ୟଠାରୁ ମାତ୍ର ୪,୦୦୦ ଟଙ୍କା କମ୍‌ରେ କିଣାଯାଇପାରିବ। ଏହା ବ୍ୟତୀତ ୫୦୦୦ ଟଙ୍କା ପର୍ଯ୍ୟନ୍ତ…

ଏଟିଏମ୍‌ରୁ ନକଲି ନୋଟ ବାହାରିଲେ କରିବେ କ’ଣ…କିପରି ଫେରି ପାଇବେ ଟଙ୍କା ଜାଣନ୍ତୁ

ଆଜିର ଅତ୍ୟାଧୁନିକ ସମୟରେ ଡିଜିଟାଲ ନେଣଦେଣ ଜନଆଦୃତି ଲାଭ କଲାଣି। ବିଶେଷକରି ଏଟିଏମ୍‌ର ବ୍ୟବହାର ଦିନକୁ ଦିନ ବଢ଼ୁଛି। ଏହାଦ୍ୱାରା ଦରକାର ସମୟରେ ଟଙ୍କା ଉଠାଯାଇପାରୁଛି। ହେଲେ ବେଳେବେଳେ ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ନକଲି ନୋଟ ବାହାରିଥାଏ। ଏହାକୁ ନେଇ…

୪୧ ବାଣିଜି୍ୟକ କୋଇଲା ଖଣି ନିଲାମ ଆରମ୍ଭ

ନୂଆଦିଲ୍ଲୀ,୧୯।୬: ଦେଶରେ ବହୁଳ ପରିମାଣରେ କୋଇଲା ଗଚ୍ଛିତ ଥିବାରୁ ଆଗାମୀ ଦିନରେ ଏ କ୍ଷେତ୍ରର ସମ୍ଭାବନାକୁ ପରଖିବା ଆବଶ୍ୟକ। ବିଶ୍ୱର ସର୍ବବୃହତ୍‌ କୋଇଲା ରପ୍ତାନିକାରୀ ହେବାକୁ ଭାରତ ଲକ୍ଷ୍ୟ ରଖିବା ଉଚିତ। ଗୁରୁବାର କୋଇଲା କ୍ଷେତ୍ରରେ ସଂସ୍କାର ପଦକ୍ଷେପ ସ୍ବରୂପ ପ୍ରଥମଥର…

ପ୍ରବାସୀଙ୍କ ଲାଗି ଆସିବ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍‌

ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀକୁ ରୋକିବା ଲାଗି ସରକାର ସାରା ଦେଶକୁ ଲକ୍‌ଡାଉନ କରିଥିଲେ। ଏହି ସମୟରେ ପ୍ରବାସୀ ଶ୍ରମିକ ନାହିଁ ନ ଥିବା ସମସ୍ୟା ସାମ୍ନା କରିଛନ୍ତି। ଶ୍ରମିକମାନେ ହଜାର ହଜାର କି.ମି. ପାଦରେ ଚାଲି ଘରକୁ ଫେରିଛନ୍ତି। ପ୍ରବାସୀ ଶ୍ରମିକଙ୍କ…

ଜିଓରେ ନିବେଶ କଲା ପିଆଇ୍‌ଏଫ

ମୁମ୍ବାଇ,୧୯।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ’ର ଡିଜିଟାଲ ପ୍ଲାଟଫର୍ମ ଜିଓରୁ ସାଉଦି ଆରବର ପିଆଇ୍‌ଏଫ ସଂସ୍ଥା୨.୩% ଅଂଶଧନ କ୍ରୟ କରିଛି। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ସାଉଦି ଆରବର ପବ୍ଲିକ ଇନଭେଷ୍ଟମେଣ୍ଟ ଫଣ୍ଡ (ପିଆଇଏଫ୍‌) ନାମକ ସଂସ୍ଥା ଜିଓ ପ୍ଲାଟଫର୍ମରେ…

ଚାଇନା କମ୍ପାନୀର ଚୁକ୍ତି ରଦ୍ଦ କଲା ରେଲଓ୍ବେ

ନୂଆଦିଲ୍ଲୀ,୧୯।୬: ସୀମାରେ ଭାରତ ଓ ଚାଇନା ସେନା ମଧ୍ୟରେ ତିକ୍ତତା ଲାଗି ରହିଛି। ୨୦ ଭାରତୀୟ ଯବାନ ଶହୀଦ ହେବା ଘଟଣା କେନ୍ଦ୍ର ସରକାରଙ୍କଠାରୁ ନେଇ ଦେଶବାସୀଙ୍କୁ ମର୍ମାହତ କରିଛି। ଏହି ସମୟରେ ଚାଇନାକୁ ଉଚିତ ଯବାବ ଦେବା ଲାଗି ଲୋକଙ୍କଠାରୁ…

ତେଲ ଦର ବୃଦ୍ଧିରେ ବିରତି ନାହିଁ

ନୂଆଦିଲ୍ଲୀ,୧୮।୬: ଦେଶରେ ତେଲ ଦର କେବେ ହ୍ରାସ ହେବ ଏହାକୁ ନେଇ ଗ୍ରାହକ ଚିନ୍ତାରେ ପଡିଯାଇଛନ୍ତି। କାରଣ ଗତ ୧୨ ଦିନ ହେଲା ତେଲ ଦର ଲାଗାତର ବୃଦ୍ଧି ପାଇ ଚାଲିଛିି। ଚଳିତ ମାସ ୭ ରୁ ଗୁରୁବାର ପର୍ଯ୍ୟନ୍ତ ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?