ବାଣିଜ୍ୟ

ଚାଇନା ସାମଗ୍ରୀ ଉପରେ କଟକଣା ଲଗାଇବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ,୨୧।୬: ସୀମାରେ ଚାଇନା ସେନାର ଆକ୍ରମଣ ଯୋଗୁ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଦେଶ ମଧ୍ୟରେ ଚାଇନା ବିରୋଧୀ ସ୍ବର ତୀବ୍ର ହୋଇଛି। ଲୋକମାନେ ଚାଇନା ସାମଗ୍ରୀ ବର୍ଜନ ଲାଗି ପ୍ରଦର୍ଶନ କରିବା ସହ ପୋଡ଼ାଜଳା କରୁଛନ୍ତି। ଚାଇନା…

ରାଜଧାନୀରେ ପେଟ୍ରୋଲ ଦର ୭୯.୪୩ ଟଙ୍କା

ଭୁବନେଶ୍ୱର,୨୦।୬:ଦେଶର ତେଲ ଦର ଆକାଶ ଛୁଆଁ ହୋଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ୭୯ ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ଭୁବନେଶ୍ୱରରେ ମଧ୍ୟ ଶନିବାର ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ୮୦ ଟଙ୍କା ଛୁଇଁଛି। ଅନ୍ୟ…

ପିଏମ୍‌ଜିକେପିରେ ୪୨ କୋଟି ଲୋକଙ୍କୁ ମିଳିଲା ସହାୟତା

ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ(ପିଏମ୍‌ଜିକେପି) ଅନ୍ତର୍ଗତ ଦେଶର ୪୨ କୋଟି ଲୋକଙ୍କୁ ସରକାର ସହାୟତା ଯୋଗାଇ ଦେଇଛନ୍ତି। ଏହି ଯୋଜନାରେ ହିତାଧିକାରୀମାନେ ୬୫,୪୫୪ କୋଟି ଟଙ୍କାର ସହାୟତା ଲାଭ କରିଛନ୍ତି। କୋଭିଡ୍‌-୧୯ ଯୋଗୁ ଲୋକଙ୍କର ଜୀବନ ଜୀବିକା କ୍ଷତିଗ୍ରସ୍ତ ହୋଇଥିବା…

ଗୁଗଲ ପେ ପେମେଣ୍ଟ ସିଷ୍ଟମ ଅପରେଟର ନୁହେଁ

ନୂଆଦିଲ୍ଲୀ,୨୦।୬:ଗୁଗଲ ପେ ତୃତୀୟ ପକ୍ଷ ଆପ୍‌ ପ୍ରୋଭାଇଡର କିମ୍ବା କୌଣସି ପେମେଣ୍ଟ ସିଷ୍ଟମ ପରିଚାଳନା କରୁନାହିଁ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି ଉତ୍ତର ରଖାଯାଇଛି। ଏଣୁ ଏହାର ପରିଚାଳନା କୌଣସି ଆଇନ ଉଲ୍ଲଂଘନ କରୁନାହିଁ ବୋଲି କେନ୍ଦ୍ରୀୟ…

ଚାଇନା ସାମଗ୍ରୀ ବୟକଟ ପାଇଁ କ୍ୟାମ୍ପେନ ଆରମ୍ଭ କଲା ସିଏଆଇଟି

ନୂଆଦିଲ୍ଲୀ,୨୦।୬: ଚାଇନା ସାମଗ୍ରୀ ବୟକଟ ନେଇ ଲୋକଙ୍କ ମତାମତ ଜାଣିବା ଲାଗି ଅନ୍‌ଲାଇନରେ ଏକ ଅଭିଯାନ ଆରମ୍ଭ କରାଯାଇଛି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଏହାକୁ ଆରମ୍ଭ କରାଯାଇଥିବା ବେଳେ ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କୁ ଏହି ଅନ୍‌ଲାଇନ ସର୍ଭେରେ ସାମିଲ…

ମଦ ଡେଲିଭରି ଦେବେ ଆମାଜନ, ବିଗ୍‌ ବାସ୍କେଟ

କଲିକତା,୨୦।୬: ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଏବଂ ବିଗ୍‌ବାସ୍କେଟ ଭାରତରେ ମଦ ଡେଲିଭରି କରିବା ଲାଗି ମଞ୍ଜୁରୀ ଲାଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ଏହି ସେବା ଉପଲବ୍ଧ ହେବ ବୋଲି ସୂଚନା ରହିଛି। ଏହି ସେଗ୍‌ମେଣ୍ଟରେ ପ୍ରଥମ ଥର ଲାଗି…

ମୁକେଶ ହେଲେ ବିଶ୍ୱର ନବମ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ,୨୦।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବ୍ଲୁମ୍‌ବର୍ଗ ବିଲିୟନେୟାର ସୂଚୀରେ ବିଶ୍ୱର ଶୀର୍ଷ ୧୦ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ପ୍ରାୟ ୬୪.୬ ବିଲିୟନ ଡଲାର ସମ୍ପତ୍ତି ସହ ତାଲିକାରେ ସେ ନବମ ସ୍ଥାନରେ ରହିଛନ୍ତି। ସେ ଏକମାତ୍ର…

ଆତ୍ମନିର୍ଭର ଭାରତ ବାଟରେ କଣ୍ଟା: ବଜାରରେ କୋଟି କୋଟି ଟଙ୍କାର ଚାଇନା ସାମଗ୍ରୀ

ନୂଆଦିଲ୍ଲୀ, ୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଲୋକେ ସ୍ବଦେଶୀ ଉତ୍ପାଦ ବ୍ୟବହାର କଲେ ଦେଶର ଆର୍ଥତ୍କ ସ୍ଥିତିରେ ସୁଧାର ଆସିବାର ଆଶା ରହିଛି। ତେବେ ଆତ୍ମନିର୍ଭର ଭାରତ ବାଟରେ କଣ୍ଟା ସାଜିଛି ଚାଇନା…

ପ୍ଲେ ଷ୍ଟୋରରୁ ହଟିଲା ୩୦ ଚାଇନା ଆପ୍‌

ନୂଆଦିଲ୍ଲୀ,୨୦।୬: ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଗୁଗଲ ଏହାର ପ୍ଲେ ଷ୍ଟୋରରୁ ୩୦ ଚାଇନା ଭିତ୍ତିକ ମୋବାଇଲ ଆପ୍ଲିକେଶନକୁ ହଟାଇ ଦେଇଛି। ଏହି ଆପ୍ଲିକେଶନଗୁଡିକୁ ୨ କୋଟି ଥର ଡାଉନଲୋଡ କରାଯାଇଥିବା ଜଣାପଡିଛି। ମାଲଓ୍ବେର ଏବଂ ୟୁଜରଙ୍କ ସୂଚନା ବେଆଇନ ଭାବେ ବ୍ୟବହାର…

୧୦ନିୟୁତ ଡଲାରର ପୁଞ୍ଜି ଉଠାଇଲା ମିଲ୍କ ମନ୍ତ୍ରା

ମୁମ୍ବାଇ,୨୦।୬: ପ୍ରମୁଖ ଦୁଗ୍ଧ ଷ୍ଟାର୍ଟ ଅପ୍‌ କମ୍ପାନୀ ମିଲ୍କ ମନ୍ତ୍ରାରେ ଆମେରିକାର ଇଣ୍ଟରନ୍ୟାଶନାଲ ଡେଭଲମେଣ୍ଟ ଫାଇନାନ୍ସ କର୍ପୋରେଶନ (ଡିଏଫସି) ୧୦ ନିୟୁତ ଡଲାର ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଛି। ୫୦ ବିଲିୟନ ଡଲାର ବିଶିଷ୍ଟ ଭାରତୀୟ ଡେରୀ ଉଦ୍ୟୋଗରେ ଖାଦ୍ୟ…

ଶୀଘ୍ର ଆସିବ ଏଲ୍‌ଆଇସିର ଆଇପିଓ

ନୂଆଦିଲ୍ଲୀ,୨୦।୬: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଇନିସିଆଲ ପବ୍ଲିକ ଅଫରିଂ( ଆଇପିଓ) ଶୀଘ୍ର ଆସିବ। ଏଥି ଲାଗି ସରକାର ପରାମର୍ଶଦାତାଫାର୍ମ, ନିବେଶ ବ୍ୟାଙ୍କର ଏବଂ ବିତ୍ତୀୟ ସଂସ୍ଥାଗୁଡିକଠାରୁ ଟେଣ୍ଡର ଆମନ୍ତ୍ରଣ କରିଛନ୍ତି। ଏଲ୍‌ଆଇସି ଆଇପିଓ ଆସିଲେ ଏହା ଦେଶର ସବୁଠାରୁ…

ଭାରତକୁ ଜିଏସ୍‌ପି ମାନ୍ୟତା ଫେରାଇବା ନେଇ ୟୁଏସ୍‌ର ବିଚାର

ଓ୍ବାଶିଂଟନ,୨୦।୬: ବାଣିଜ୍ୟ ସୁବିଧା ଲାଗି ଆମେରିକା ପ୍ରଦାନ କରୁଥିବା ଜେନେରାଲାଇଜ୍ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସ(ଜିଏସ୍‌ପି) ମାନ୍ୟତା ଭାରତକୁ ପୁଣି ଥରେ ପ୍ରଦାନ କରିବାକୁ ଆମେରିକା ବିଚାର କରୁଛି। ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?