ବାଣିଜ୍ୟ

ଜିଓରେ ଫେସ୍‌ବୁକ୍‌ ଅଂଶଧନ ହାସଲକୁ ସିସିଆଇ ମଞ୍ଜୁରୀ

ନୂଆଦିଲ୍ଲୀ,୨୫।୬ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମରେ ଫେସ୍‌ବୁକ୍‌ ୯.୯୯% ଅଂଶଧନ ହାସଲ କରିଛି। ଏହାକୁ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ପକ୍ଷରୁ ବୁଧବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏପ୍ରିଲରେ ରିଲାଏନ୍ସ ଏବଂ ଫେସ୍‌ବୁକ୍‌ ମଧ୍ୟରେ ୫.୭ ବିଲିୟନ ଡଲାର(୪୩,୫୭୪ କୋଟି…

ଚିନ୍ତା ବଢାଇଲାଣି ତେଳ ଦର; ଜାଣନ୍ତୁ ଦର ବୃଦ୍ଧିର କାରଣ

ନୂଆଦିଲ୍ଲୀ,୨୫।୬: ଘରୋଇ ବଜାରରେ ପ୍ରଥମ ଥର ପାଇଁ ପେଟ୍ରୋଲଠାରୁ ଡିଜେଲର ଦର ମହଙ୍ଗା ହୋଇଛି। ବୁଧବାର ଡିଜେଲ ଉପରେ ଲିଟର ପିଛା ଦର ୪୮ ପଇସା ବୃଦ୍ଧି ପାଇଛି। ସେହି ହିସାବରେ ପୂର୍ବ ତୁଳନାରେ ପେଟ୍ରୋଲ ଦର ମଧ୍ୟ ସ୍ଥିର ରହିଛି।…

ଚଳିତ ବର୍ଷ ଭାରତର ଜିଡିପି ୪.୫% ଖସିଯିବ: ପ୍ରମୁଖ ଏଜେନ୍ସି ଆଶଙ୍କା ପ୍ରକଟ କଲେ

ନୂଆଦିଲ୍ଲୀ,୨୫।୬ : ଚଳିତ ଆର୍ଥତ୍କ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ନକାରାତ୍ମକ ରହିବ। ଅର୍ଥାତ୍‌ ଏହି ସମୟରେ ଅଭିବୃଦ୍ଧି ଗଭୀର ଭାବେ ଖସିଯିବ। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ୪.୫% ଖସିଯିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି…

ମହାମାରୀ ଯୋଗୁ ଜଟିଳ ହେଉଛି ବିଶ୍ୱ ବଜାର ସ୍ଥିତି; ଜାଣନ୍ତୁ କ’ଣ କହିଲା ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୫।୬ : ବିଶ୍ୱ ବଜାର ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ବଜାର ପ୍ରଭାବିତ ହୋଇ ରହିଛି। ହେଲେ ମାନ୍ଦାବସ୍ଥାର ପ୍ରଭାବ ଯେତିକି ରହିବ ବୋଲି ଆକଳନ କରାଯାଇଥିଲା ତା’ଠାରୁ ସ୍ଥିତି ଏବେ ଅଧିକ ଜଟିଳ ହେଉଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)…

ଆର୍‌ବିଆଇ ପରିସରକୁ ଆସିଲା ସମବାୟ ବ୍ୟାଙ୍କ; ଅଧିକ ଦକ୍ଷ ହେବ ପରିଚାଳନା

ନୂଆଦିଲ୍ଲୀ,୨୫।୬ : ସମବାୟ ବ୍ୟାଙ୍କଗୁଡ଼ିକର ପରିଚାଳନାକୁ ନେଇ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାଦ୍ୱାରା ଦେଶରେ ଥିବା ୧୪୮୨ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଏବଂ ୫୮ ମଲ୍ଟି ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ପରିସରକୁ…

ଅଲ୍‌ଟୋ ଭାରତରେ ସର୍ବାଧିକ ବିକ୍ରି ହେଉଥିବା କାର

ଭୁବନେଶ୍ୱର,୨୫।୬: ମାରୁତି ସୁଜୁକି ଅଲ୍‌ଟୋ କ୍ରମାଗତ ଭାବେ ୧୬ ବର୍ଷ ଧରି ଭାରତର ସର୍ବାଧିକ ବିକ୍ରି ହେଉଥିବା କାରର ମାନ୍ୟତା ହାସଲ କରିଛି। କମ୍ପାନୀର ଏହି ମଡେଲ ଗ୍ରାହକଙ୍କ ପାଇଁ ପ୍ରଥମ ପସନ୍ଦର କାର ଭାବେ ନିଜର ସ୍ଥାନ ବଜାୟ ରଖିଛି।…

ନୂଆ ହୋମ୍‌ ଆପ୍ଲାଏନ୍ସ ଆଣିଲା ତୋଷିବା

ନୂଆଦିଲ୍ଲୀ,୨୫।୬ : ଜାପାନ ଭିତ୍ତିକ ପ୍ରମୁଖ କମ୍ପାନୀ ତୋଷିବା ପକ୍ଷରୁ ବଜାରକୁ ନୂଆ ହୋମ୍‌ ଆପ୍ଲାଏନ୍ସର ୨୦୨୦-୨୧ ରେଞ୍ଜ ପ୍ରବେଶ କରାଯାଇଛି। ଭର୍ଚୁଆଲ ଇଭେଣ୍ଟ ଦ୍ୱାରା କମ୍ପାନୀ ଏହାର ପ୍ରଡକ୍ଟ ଉନ୍ମୋଚନ କରିଛି। ନୂଆ ଉତ୍ପାଦ ଶୃଙ୍ଖଳା ମଧ୍ୟରେ ମଲ୍ଟି ଡୋର…

ଜୁଲାଇ ପହିଲାରୁ ବଦଳିବ ଏସବୁ ବ୍ୟାଙ୍କିଂ ନିୟମ

ନୂଆଦିଲ୍ଲୀ,୨୪।୬: ବ୍ୟାଙ୍କିଂ ସେବା ସହ ଜଡ଼ିତ ଏକାଧିକ ନିୟମ ଜୁଲାଇ ୧ରୁ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତା ମାସରୁ ଏଟିଏମ୍‌ରୁ ଟଙ୍କା ଉଠାଣ, ସୁଧହାର, ଖାତାରେ ସର୍ବନିମ୍ନ ବାଲାନ୍ସ ଭଳି ନିୟମ ବଦଳିବ। ସେ ବିଷୟରେ ଜାଣି ରଖନ୍ତୁ.. – ଦେଶରେ…

ଏମ୍‌ଏସ୍‌ଏମ୍‌ଇଙ୍କୁ ୭୯ହଜାର କୋଟି ଟଙ୍କା ଋଣ ପ୍ରଦାନ

ନୂଆଦିଲ୍ଲୀ,୨୪।୬: ଚଳିତ ମାସ ୨୦ ସୁଦ୍ଧା ଦେଶର ବ୍ୟାଙ୍କଗୁଡିକ ୧୯ ଲକ୍ଷ ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଙ୍କୁ ପ୍ରାୟ ୭୯ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ଏହି ସମୟରେ ବ୍ୟାଙ୍କ ୩୫ହଜାର କୋଟି ଟଙ୍କାର ଋଣ ଅନ୍ୟ ବ୍ୟବସାୟ…

ଡିଜେଲ ଲିଟର ପିଛା ୧୦ଟଙ୍କା ବଢିଲାଣି

ନୂଆଦିଲ୍ଲୀ,୨୪।୬: ମଙ୍ଗଳବାର ତୈଳ ଦର ପେଟ୍ରୋଲ ଲିଟର ପିଛା ୨୦ ପଇସା ଏବଂ ଡିଜେଲ ୫୬ ପଇସା ବୃଦ୍ଧି ପାଇଛି। ଫଳରେ ଡିଜେଲ ଦର ଲିଟର ପିଛା ୧୦.୨ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ପେଟ୍ରୋଲ ଲିଟର ପିଛା ୨୦ ପଇସା…

ଆଦାନୀ ଦେବ ଓଡ଼ିଶାକୁ ଆଲୋକ;ଓପିଜିସିର ୪୯% ଅଂଶଧନ ହାସଲ କଲା

ଭୁବନେଶ୍ୱର,୨୪।୬ (ବ୍ୟୁରୋ) :ଓଡ଼ିଶା ପାଓ୍ବାର ଜେନେରେଶନ ଲିମିଟେଡ୍‌(ଓପିଜିସି)ର ୪୯% ଅଂଶଧନ ପ୍ରମୁଖ ଘରୋଇ କ୍ଷେତ୍ର ଶକ୍ତି ଉତ୍ପାଦନକାରୀ କମ୍ପାନୀ ଆଦାନୀ ପାଓ୍ବାର ଲିମିଟେଡ୍‌ (ଏପିଏଲ୍‌) ନିକଟକୁ ଯିବ। ଏଥିଲାଗି ଓପିଜିସିର ଅନୁବନ୍ଧିତ ସଂସ୍ଥା ଏଇଏସ୍‌ କର୍ପୋରେଶନ ସହ ଆଦାନୀ ଶେୟାର ବିକ୍ରି…

ପତଞ୍ଜଳି କୋରୋନିଲ୍‌କୁ ନେଇ ସ୍ପଷ୍ଟୀକରଣ ଲୋଡ଼ାଗଲା

ନୂଆଦିଲ୍ଲୀ,୨୪।୬: କରୋନା ଭାଇରସ୍‌ ବିରୋଧରେ ବର୍ତ୍ତମାନ ସାରା ବିଶ୍ୱ ଲଢୁଥିବା ବେଳେ ପତଞ୍ଜଳି ଆୟୁର୍ବେଦ କୋରୋନିଲ୍‌ ନାମରେ ଔଷଧ ପ୍ରସ୍ତୁତ କରିଥିବା ଯୋଗଗୁରୁ ରାମଦେବ ମଙ୍ଗଳବାର ଦାବି କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ କମ୍ପାନୀଠାରୁ ସ୍ପଷ୍ଟୀକରଣ ଲୋଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?