ବାଣିଜ୍ୟ

୩.୧% ଖସିଯିବ ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଛି। ଭାରତର ଅର୍ଥ ବ୍ୟବସ୍ଥା ମଧ୍ୟ ଏହାର ପଞ୍ଝାରୁ ଖସି ନ ପାରି ଗଭୀର ଭାବେ ପ୍ରଭାବିତ ହୋଇଛି। ସରକାର ମାର୍ଚ୍ଚ ୨୫ରେ ପ୍ରାୟ ୨ ମାସ ଲାଗି…

ଚିନ୍ତା ବଢାଉଛି ସହରାଞ୍ଚଳ ବେକାରି

ନୂଆଦିଲ୍ଲୀ,୨୨।୬: କୋଭିଡ-୧୯କୁ ନିୟନ୍ତ୍ରଣ କରିବା ଲାଗି କଟକଣା କୋହଳ ହୋଇଥିଲେ ମଧ୍ୟ ସାମାଜିକ ଦୂରତ୍ୱ ରଖି ସବୁ କିଛି କାର୍ଯ୍ୟ ସମ୍ପାଦନ ହେଉଛି। ବର୍ତ୍ତମାନ ଯାଏ କୋଭିଡ୍‌ ନିୟନ୍ତ୍ରଣାଧୀନ ହୋଇନାହିଁ। କଳକାରଖାନା ବନ୍ଦ ରହିଥିବା ଯୋଗୁ ଅନେକ ଲୋକ ରୋଜଗାର ହରାଇଛନ୍ତି।…

ଟାଟାର ହାତ ଛାଡିପାରେ ଏୟାର ଏସିଆ

ନୂଆଦିଲ୍ଲୀ,୨୨।୬: ବଜେଟରେ ବିମାନ ସେବା ଯୋଗାଣ କରୁଥିବା ମାଲେସିଆ ଭିତ୍ତିକ କମ୍ପାନୀ ଏୟାର ଏସିଆ ବରହାଦ ଲାଗି ଭାରତ ଏବଂ ଜାପାନ ଏକ ବାହ୍ୟ ଅଞ୍ଚଳ ବଜାର। କମ୍ପାନୀ ବର୍ତ୍ତମାନ ଟାଟା ଗ୍ରୁପ ସହ ମିଳିତ ହୋଇ ସେବା ଯୋଗାଣ କରୁଥିବା…

ପେଟ୍ରୋଲ ଦର ୮୦ ଟପିଲା

ଭୁବନେଶ୍ୱର,୨୨।୬: ସୋମବାର ତୈଳ ଦର ପେଟ୍ରୋଲ ଲିଟର ପିଛା ୩୩ ପଇସା ଏବଂ ଡିଜେଲ ୫୮ ପଇସା ବୃଦ୍ଧି ଫଳରେ ଓଡିଶାରେ ପେଟ୍ରୋଲ ଦର ୮୦ ପାର କରିଛି। ସୋମବାର ଓଡିଶାର ତେଲ ଦର ପେଟ୍ରୋଲ ଲିଟର ପିଛା ୮୦.୧୧ଟଙ୍କା ଏବଂ…

ମାର୍କେଟ ଭାଲ୍ୟୁଏଶନରେ ରିଲାଏନ୍ସ କଲା ରେକର୍ଡ; ଜାଣନ୍ତୁ କେତେ ରହିଲା ମୂଲ୍ୟ

ନୂଆଦିଲ୍ଲୀ,୨୨।୬: ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆର୍‌ଆଇଏଲ୍‌) ମାର୍କେଟ ଭାଲ୍ୟୁଏଶନରେ ନୂଆ ରେକର୍ଡ କରିଛି। କୌଣସି ଭାରତୀୟ କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ସୋମବାର ପ୍ରଥମଥର ଲାଗି ୧୫୦ ବିଲିୟନ ଡଲାରର ବଜାର ମୂଲ୍ୟ ହାସଲ କରିବାକୁ ସକ୍ଷମ…

ଏଚ୍‌ ୧-ବି, ଏଲ୍‌୧ ଭିଜା ଉପରେ କଟକଣା ଲଗାଇବ ୟୁଏସ୍‌

ନୂଆଦିଲ୍ଲୀ,୨୧।୬: ଏଚ୍‌ ୧-ବି ଏବଂ ଏଲ୍‌୧ ଭିଜା ଉପରେ ଆମେରିକା ନୂଆ କଟକଣା ଜାରି କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ସମ୍ପର୍କରେ ରବିବାର ସୂଚନା ଦେଇଛନ୍ତି। କରୋନା ମହାମାରୀ ଯୋଗୁ ଆମେରିକାରେ ଅନେକ ଲୋକ ବେକାର ହୋଇଛନ୍ତି। ସେଠାକାର…

 ରେକର୍ଡ ଭାଙ୍ଗିଲା ଡିଜେଲ: ୧୫ ଦିନ ହେଲା ବଢୁଛି ତେଲ ଦର

ନୂଆଦିଲ୍ଲୀ,୨୧।୬: ରବିବାର ତୈଳ ଦର ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ୬୦ ପଇସା ବୃଦ୍ଧି ପାଇଛି। ଫଳରେ ଗତ ୨ବର୍ଷ ମଧ୍ୟରେ ଡିଜେଲ ଦର ରେକର୍ଡ ସୃଷ୍ଟି କରିଛି। ୨୦୧୮ ଅକ୍ଟୋବର ୧୬ରେ ଦେଶର ଡିଜେଲ ଦର…

ବଢିଲା ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟବୀମା ଅବଧି

ନୂଆଦିଲ୍ଲୀ,୨୧।୬: କରୋନା ସଂକ୍ରମଣରୁ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ପ୍ରଦାନ କରାଯାଉଛି। ଏହି ବୀମାର ଅବଧି ପ୍ରାଥମିକ ପର୍ଯ୍ୟାୟରେ ଜୁନ ୩୦ ପର୍ଯ୍ୟନ୍ତ ରହିଥିଲା। ବର୍ତ୍ତମାନ ସଂକ୍ରମଣ ହ୍ରାସ ହେଉ…

୧୦ହଜାର ଛଟେଇ କରିବ ଡେମ୍‌ଲର

ନୂଆଦିଲ୍ଲୀ,୨୧। ୬: ବହୁଦେଶୀୟ ଅଟୋମୋବାଇଲ କମ୍ପାନୀ ଡେମ୍‌ଲର ଏଜି, ଆସନ୍ତା ୨୦୨୫ ମଧ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରିଛି। ବର୍ତ୍ତମାନର ବଜାର ମାନ୍ଦାବସ୍ଥା ସହ ଆର୍ଥିକ ସ୍ଥିତିର ସୁଧାର ପାଇଁ କମ୍ପାନୀ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ…

ଅନ୍‌ଲାଇନ ହେଟ୍‌ ବନ୍ଦ କରିବାକୁ ରତନ ଟାଟାଙ୍କ ଆହ୍ବାନ

ମୁମ୍ବାଇ,୨୧।୬: ବର୍ତ୍ତମାନ ଅନଲାଇନରେ ଘୃଣା, ଟ୍ରୋଲ ଏବଂ ଅନ୍ୟକୁ ଭଡକାଇବା ଭଳି ବିଭିନ୍ନ ଘଟଣା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଅନଲାଇନ ହେଟ୍‌କୁ ବନ୍ଦ କରିବା ଲାଗି ଜଣାଶୁଣା ଉଦ୍ୟୋଗପତି ତଥା ଟାଟା ଗ୍ରୁପର ସେବା ନିବୃତ୍ତ ଅଧ୍ୟକ୍ଷ ରତନ ଲୋକମାନଙ୍କୁ…

୨୦୨୦ର ଶୀର୍ଷ ଫିଲାନଥ୍ରୋପିଷ୍ଟ ତାଲିକାରେ ନୀତା ଅମ୍ବାନୀ

ମୁମ୍ବାଇ,୨୧।୬: ନୀତା ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେଶନକୁ ୨୦୨୦ର ଶୀର୍ଷ ଫିଲାନଥ୍ରୋପିଷ୍ଟ ତାଲିକାରେ ସାମିଲ କରାଯାଇଛି। ଆମେରିକାର ପ୍ରମୁଖ ମାଗାଜିନ ଟାଉନ ଆଣ୍ଡ କଣ୍ଟ୍ରି ଏହାର ଗ୍ରୀଷ୍ମ ସଂସ୍କରଣରେ ନୀତାଙ୍କୁ ସ୍ଥାନିତ କରିଥିବା ଜଣାପଡିଛି। କରୋନା ସମୟରେ ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ…

ସାମ୍‌ସଙ୍ଗ ଗାଲାକ୍ସି ନୋଟ୍‌ ୧୦ ଲାଇଟ୍‌ରେ ମିଳୁଛି ଜବରଦସ୍ତ ଅଫର୍‌; ୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍

‌ନୂଆଦିଲ୍ଲୀ,୨୧।୬: ପ୍ରମୁଖ ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ ସାମ୍‌ସଙ୍ଗ ଏହାର ଲୋକପ୍ରିୟ ସିରିଜ୍‌ ଗାଲାକ୍ସି ନୋଟ୍‌ ୧୦ ଲାଇଟ୍‌ ମୂଲ୍ୟରେ ହ୍ରାସ କରିଛି। ଏହା କମ୍ପାନୀର ଏକ ପ୍ରିମିୟମ ହ୍ୟାଣ୍ଡସେଟ। ଏସ୍‌ ପେନ୍‌ ସହ ଆସୁଥିବା ଉକ୍ତ ଫୋନଟିର ଦାମ ୪ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?