ଏନ୍‌ସିଏଲ୍‌ଟି ମାମଲାରେ ଅନୀଲ ଅମ୍ବାନୀଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୩୧।୮: ଅନୀଲ ଅମ୍ବାନୀଙ୍କ ଗ୍ରୁପ କମ୍ପାନୀକୁ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)କୁ ପଠାଇବା ମାମଲାରେ ତାଙ୍କୁ ବର୍ତ୍ତମାନ ଆଶ୍ୱସ୍ତି ମିଳିଛି। ଅନୀଲଙ୍କ ଗ୍ରୁପର ରିଲାଏନ୍ସ ହୋମ୍‌ ଫାଇନାନ୍ସ ଲିମିଟେଡ(ଆର୍‌ଏଚ୍‌ଏଫ୍‌ଏଲ୍‌) ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ(ଆର୍‌ସିଏଫ୍‌ଏଲ୍‌) ଭଳି ୨ କମ୍ପାନୀକୁ ଏନ୍‌ସିଏଲ୍‌ଟିକୁ ପଠାଇବା ଲାଗି ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ପକ୍ଷରୁ ନିବେଦନ କରାଯାଇଥିଲା। ଏହି ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରବିବାର ଅଗ୍ରାହ୍ୟ କରି ଦିଆଯାଇଛି। ଦେବାଳିଆ ଆଇନ ଧାରା ୨୨୭ ଅଧୀନରେ ଏହି କମ୍ପାନୀଗୁଡିକୁ ଏନ୍‌ସିଏଲ୍‌ଟି ପଠାଇବା ଲାଗି ବିଓବି ପ୍ରକ୍ରିୟା ଜାରି କରିଥିଲା। ଏଥିରେ ବ୍ୟାଙ୍କକୁ ଧକ୍କା ଲାଗିଥିବା ଜଣାପଡିଛି। କାରଣ ବ୍ୟାଙ୍କ ଏହି କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଋଣ ପୁନର୍ଗଠନ କରିବାକୁ ଯୋଜନା ରଖିଥିଲା। ସୂଚନାଯୋଗ୍ୟ, ଏହା ପୂର୍ବରୁ ବିଓବି ସହ ଅନ୍ୟ ବ୍ୟାଙ୍କଗୁଡିକର କାର୍ଯ୍ୟଧାରା ଉପରେ ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୯ ହଜାର କୋଟି ଉଠାଇଛନ୍ତି ଇପିଏଫ୍‌ ସଦସ୍ୟ

ନୂଆଦିଲ୍ଲୀ, ୧୫।୯: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌)ର ସଦସ୍ୟ ୩୯,୪୦୨ କୋଟି ଟଙ୍କା ଉଠାଣ କରିଛନ୍ତି। ମାର୍ଚ୍ଚ ୨୫ରୁ ଅଗଷ୍ଟ ୩୧ ମଧ୍ୟରେ ସଦସ୍ୟମାନେ ଏହି...

ଆର୍‌ବିଆଇ ନିର୍ଦ୍ଦେଶ ସତ୍ତ୍ୱେ ଶସ୍ତା ହେବ ନାହିଁ ଋଣ

ନୂଆଦିଲ୍ଲୀ,୭-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ରେପୋ ରେଟ ଭଳି ବାହ୍ୟ ବେଞ୍ଚ ମାର୍କ ରେଟ୍‌ ସହ ସମସ୍ତ ପ୍ରକାର ରିଟେଲ ଋଣକୁ ଯୋଡିବାକୁ ନିର୍ଦ୍ଦେଶ...

ଘରୋଇ କ୍ଷେତ୍ରକୁ ଏମ୍‌ଜିଏନ୍‌ଆର୍‌ଇଜିଏ ଅର୍ଥ

ନୂଆଦିଲ୍ଲୀ,୧୮ା୫: ଘରୋଇ ଫ୍ୟାକ୍ଟ୍ରି ଓ ନିର୍ମାଣସ୍ଥଳ ଭଳି ପ୍ରାଇଭେଟ୍‌ ଏଣ୍ଟରପ୍ରାଇଜ୍‌ରେ ନିୟୋଜିତ ଶ୍ରମିକଙ୍କ ପାଇଁ ମହାମତ୍ା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ) କାର୍ଯ୍ୟକାରୀ...

ମ୍ୟୁଚୁଆଲ ଫଣ୍ଡ ବଜାର ବେହାଲ

ମୁମ୍ବାଇ,୨୫।୪: କୋଭିଡ୍‌-୧୯ ଯୋଗୁ ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ବଜାର ଗଭୀର ଭାବେ କ୍ଷତିଗ୍ରସ୍ତ ହେଉଥିବା ନଜରକୁ ଆସିଛି। ଫଳରେ ଏହାର ପ୍ରଭାବ ନିବେଶକଙ୍କ ଉପରେ ସିଧାସଳଖ...

ଧାନର ଏମ୍‌ଏସ୍‌ପି ୧୮୧୫ଟଙ୍କାକୁ ବୃଦ୍ଧି; ୧୪ଖରିଫ ଫସଲର ସହାୟକ ମୂଲ୍ୟ ବଢ଼ିଲା

ନୂଆଦିଲ୍ଲୀ,୪-୭: କେନ୍ଦ୍ର ସରକାର ବୁଧବାର ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଧାନ ସମେତ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ଧାନର...

ବିତ୍ତୀୟ ନିଅଣ୍ଟ ହାସଲ ଏବେ ବଡ଼ ଚ୍ୟାଲେଞ୍ଜ

ମୁମ୍ବାଇ,୨୮।୪: ଚଳିତ ଆର୍ଥତ୍କ ବର୍ଷରେ ଧାର୍ଯ୍ୟ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିବା ବଡ଼ ଚ୍ୟାଲେଞ୍ଜ ହେବ। ମନେଟାଇଜେଶନ ନେଇ କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ କୌଣସି...

ଅଭିବୃଦ୍ଧିକୁ ଝଟକା ଦେବ କରୋନା

ନୂଆଦିଲ୍ଲୀ,୨୦-୩: କରୋନା ମହାମାରୀର ପ୍ରଭାବ ଦେଶର ଅଭିବୃଦ୍ଧିକୁ ଝଟକା ଦେବ। ବ୍ୟବସାୟ, ହୋଟେଲ ଶିଳ୍ପ, ପରିବହନ ଏବଂ ଯୋଗାଯୋଗ କ୍ଷେତ୍ର ଏହି ମହାମାରି ଦ୍ୱାରା ଗଭୀର...

ଲାଲକିଲ୍ଲାରୁ ମୋଦିଙ୍କ ହୁଙ୍କାର;୫ଲକ୍ଷ କୋଟି ଡଲାର ଅର୍ଥନୀତି ହାସଲ ସମ୍ଭବ

ନୂଆଦିଲ୍ଲୀ,୧୭-୮: ଅର୍ଥନୀତି ଧିମା ହୋଇଯିବା ଭିତରେ ପ୍ରଧାନମନ୍ତ୍ରୀ ନମରେନ୍ଦ୍ର ମୋଦି ନିବେଶ ମାଧ୍ୟମରେ ଆର୍ଥିକ ବୃଦ୍ଧି କରିବା ଲାଗି ଏନ୍‌ଡିଏ ସରକାରଙ୍କ ପ୍ରତିଶ୍ରୁତିକୁ ଦୋହରାଇଛନ୍ତି। ଦେଶ...

Advertisement
Archives

Model This Week