ବାଣିଜ୍ୟ

ଜିଓର ନିଟ୍‌ ଲାଭ ୧୮୩% ବଢିଲା

ମୁମ୍ବାଇ,୩୧।୭ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଏହାର ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସ ଆର୍ଥତ୍କ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ପ୍ରଥମ ତ୍ରୈମାସରେ ରିଲାଏନ୍ସର ନିଟ୍‌ ଲାଭ ଗତ ବର୍ଷ ତୁଳନାରେ ୩୦.୬% ବୃଦ୍ଧି ଘଟି ୧୩,୨୪୮ କୋଟି ଛୁଇଁଛି।…

ଲଞ୍ଚ ହେଲା ସାମ୍‌ସଙ୍ଗ ଗାଲାକ୍ସି ଏମ୍‌ ୩୧ ଏସ୍‌ : ରହିଛି ଏସବୁ ଫିଚର

ସାମ୍‌ସଙ୍ଗ ଭାରତରେ ଏହାର ଏକ ମିଡ୍‌ରେଞ୍ଜ ସ୍ମାର୍ଟଫୋନ ସାମ୍‌ସଙ୍କ ଗାଲାକ୍ସି ଏମ ୩୧ ଏସ୍‌ ଲଞ୍ଚ କରିଛି। କିଛି ମାସ ପୂର୍ବରୁ କମ୍ପାନୀ ଲଞ୍ଚ ହୋଇଥିବା ସାମ୍‌ସଙ୍ଗ ଗାଲାକ୍ସି ଏମ୍‌ ୩୧ର ଅପ୍‌ଗ୍ରେଡେଡ୍‌ ଭର୍ସନ। ୨୦ ହଜାର ଟଙ୍କା ରେଞ୍ଜରେ ବଡ…

୧୦ କୋଟି ନିଯୁକ୍ତି ଉପରେ କଳାବାଦଲ

ନୂଆଦିଲ୍ଲୀ,୩୦।୭: କରୋନା ଯୋଗୁ ଭାରତୀୟ ବଜାର କ୍ଷତିଗ୍ରସ୍ତ ହୋଇଛି। ନିଯୁକ୍ତି ଉପରେ ଏହା ପ୍ରତ୍ୟକ୍ଷ ଭାବେ ପ୍ରଭାବ ପକାଇଛି। ସାଧାରଣତଃ ଦେଶର ସଙ୍ଗଠିତ କ୍ଷେତ୍ରରେ ବହୁ କମ୍‌ ଲୋକ କାମ କରିଥାନ୍ତି। ଅଣସଙ୍ଗଠିତ କ୍ଷେତ୍ର ଅନେକ ଲୋକଙ୍କୁ କାମ କରିବାର ସୁଯୋଗ…

ଅଟୋ ଯାତ୍ରା ସୁରକ୍ଷିତ କରିବା ଲାଗି ବଜାଜ-ଉବର ଚୁକ୍ତି

ନୂଆଦିଲ୍ଲୀ,୨୯।୭: କରୋନା ସମୟରେ ଅଟୋ, ବସ୍‌, କ୍ୟାବ୍‌ କିମ୍ବା ଟାକ୍ସି ଭଳି ପରିବହନ ବ୍ୟବସ୍ଥାରେ ଯିବା ଆସିବା କରିବା ଲାଗି ଲୋକମାନେ ଭୟ କରୁଛନ୍ତି। ଏଭଳି ସ୍ଥିତିରେ ଅଟୋ ରିକ୍ସାରେ ଯାତ୍ରାକୁ ସୁରକ୍ଷିତ କରିବା ଲାଗି ବଜାଜ୍‌ ଏବଂ ଉବର ମଧ୍ୟରେ…

୩୫ ହଜାର କୋଟି କ୍ଷତି ସହିପାରେ ରେଲଓ୍ବେ

ନୂଆଦିଲ୍ଲୀ,୨୯।୭: ଚଳିତ ବର୍ଷ ରେଲଓ୍ବେ ୩୫ ହଜାର କୋଟି ଟଙ୍କାର କ୍ଷତି ସହିପାରେ। କରୋନା କାରଣରୁ ବର୍ତ୍ତମାନ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ଥିବାରୁ ଏଭଳି ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ କେବଳ ୨୩୦ ସ୍ପେଶାଲ ଟ୍ରେନ ଚାଲୁଛି।…

ସନ୍‌ରାଇଜ ମସଲାକୁ କିଣିଲା ଆଇଟିସି

ନୂଆଦିଲ୍ଲୀ,୨୯।୭: ମସଲା ପ୍ରସ୍ତୁତ କରୁଥିବା ଭାରତର ପ୍ରମୁଖ କମ୍ପାନୀ ସନ୍‌ରାଇଜକୁ ଏଫ୍‌ଏମ୍‌ସିଜି କମ୍ପାନୀ ଆଇଟିସି କ୍ରୟ କରିଛି। ଏହି ଡିଲ୍‌ ୨୧୫୦ କୋଟି ଟଙ୍କାରେ ହୋଇଥିବା କମ୍ପାନୀ ପ୍ରକାଶ କରିଛି। ସନ୍‌ରାଇଜର ଆରମ୍ଭ କୋଲକାତାରୁ ହୋଇଥିଲା। ପୂର୍ବ ଭାରତରେ ଏହା ଭଲ…

୮୨ ଲକ୍ଷ ଗ୍ରାହକ ହରାଇଲେ ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୨୯।୭: ଦେଶର ଟେଲିକମ୍‌ କମ୍ପାନୀଗୁଡିକ ଏପ୍ରିଲ ମାସରେ ୮୨ ଲକ୍ଷ ଗ୍ରାହକ ହରାଇଛନ୍ତି। ଲକ୍‌ଡାଉନ ସ୍ଥିତି ଯୋଗୁ ଗ୍ରାହକଙ୍କୁ ବାନ୍ଧି ରଖିବା ଲାଗି କମ୍ପାନୀଗୁଡିକ ବିଭିନ୍ନ କୌଶଳ ଉପରେ କାମ କରିବାକୁ ପଡିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଇଣ୍ଡିଆ…

କୋଭିଡ୍‌ରେ ସେନ୍‌କୋ ଗୋଲ୍ଡ ଅଧ୍ୟକ୍ଷଙ୍କ ପରଲୋକ

କୋଲକାତା,୨୯।୭: ଗହଣା ରିଟେଲିଂ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଅଧ୍ୟକ୍ଷ ଶଙ୍କର ସେନ୍‌ଙ୍କର କରୋନା ସଂକ୍ରମଣ ଯୋଗୁ ପରଲୋକ ଘଟିଛି। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ନିକଟରେ ତାଙ୍କର ଏକ ଅପରେଶନ ହୋଇଥିବା ବେଳେ ସେ…

ସାମ୍‌ସଙ୍ଗ ଫୋନ୍‌ରେ ଗୁଗଲ ପ୍ରଡକ୍ଟକୁ ମିଳିବ ପ୍ରାଥମିକତା

ନୂଆଦିଲ୍ଲୀ,୨୯।୭: ଦକ୍ଷିଣ କୋରିଆ ଭିତ୍ତିକ କମ୍ପାନୀ ସାମ୍‌ସଙ୍ଗର ଫୋନଗୁଡିକରେ ଗୁଗଲ ପ୍ରଡକ୍ଟଗୁଡିକୁ ପ୍ରାଥମିକତା ମିଳିବାକୁ ଯାଉଛି। ଆଲ୍‌ଫାବେଟ୍‌ ଇଙ୍କ୍‌ର ଗୁଗଲ ଏବଂ ସାମ୍‌ସଙ୍ଗ ଇଲେକଟ୍ରୋନିକ୍ସ ମଧ୍ୟରେ ଏ ନେଇ ଏକ ବଡ ଡିଲ୍‌ ହେବାକୁ ଯାଉଛି ବୋଲି ବ୍ଲୁମବର୍ଗ ପକ୍ଷରୁ ଏକ…

ପିଏମ୍‌ କିଷାନରେ ଦିଆଯିବ ୧୭ ହଜାର କୋଟି

ନୂଆଦିଲ୍ଲୀ,୨୯।୭: କୃଷକମାନଙ୍କର ଉନ୍ନତି ଲାଗି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ବା ପିଏମ୍‌ କିଷାନ ଯୋଜନା ଘୋଷଣା କରିଛନ୍ତି। ସରକାର ଏହି ଯୋଜନାର ୬ଷ୍ଠ କିସ୍ତି ଭାବେ ଅଗଷ୍ଟରେ ୧୭ ହଜାର କୋଟି ଟଙ୍କା ବଣ୍ଟନ ଲାଗି ଯୋଜନା ରଖିଛନ୍ତି।…

ଏୟାରଟେଲ ଚେୟାରମ୍ୟାନ୍‌ଙ୍କ ଦରମା କମିଲା, ଏବେ ପାଇବେ ଏତିକି ଟଙ୍କା

ନୂଆଦିଲ୍ଲୀ,୨୯।୭: ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲର ଚେୟାରମ୍ୟାନ ସୁନୀଲ ଭାରତୀ ମିତ୍ତଲଙ୍କ ଦରମା ପ୍ୟାକେଜ ତିନି ପ୍ରତିଶତ ହ୍ରାସ ପାଇ ୩୦.୧୩କୋଟିରେ ପହଞ୍ଚିଛି। କମ୍ପାନୀ ଦ୍ୱାରା ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏୟାରଟେଲର ଶେୟାର…

ଏୟାର ଇଣ୍ଡିଆରେ ୧୦୦% ପର୍ଯ୍ୟନ୍ତ ନିବେଶ କରିବେ ଏନ୍‌ଆର୍‌ଆଇ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫ୍‌ ଡିଆଇ) ନୀତିରେ ଏକ ବଡ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ନିୟମ ଅନୁସାରେ ପ୍ରବାସୀ ଭାରତୀୟ ବା ଏନ୍‌ଆର୍‌ଆଇମାନେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ୧୦୦% ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?