ରିଲାଏନ୍ସ ରିଟେଲକୁ ମିଳିଲା ଆଉ ୨ ନିବେଶକ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଂଶବିଶେଷ ରିଲାଏନ୍ସ ରିଟେଲ ଭେଞ୍ଚର୍ସରେ ବିଶ୍ୱର ଆଉ ୨ ବୃହତ୍ତ ସଂସ୍ଥା ନିବେଶ କରିବା ନେଇ ଆଗେଇ ଆସିଛନ୍ତି। ଏହି କ୍ରମରେ ଜିଆଇସି ୫,୫୧୨ କୋଟି ଏବଂ ଟିପିଜି ୧୮୩୭ କୋଟି ଟଙ୍କା ନିବେଶ କରିବ ବୋଲି ରିଲାଏନ୍ସ ରିଟେଲ ପକ୍ଷରୁ ସୂଚନା ରହିଛି। ଉକ୍ତ ନିବେଶ ଫଳରେ ଜିଆଇସିକୁ ୧.୨୨% ଏବଂ ଟିପିଜିକୁ ୦.୪୧% ଇକ୍ୱିଟି ଅଂଶଧନ ମିଳିପାରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ଟିପିଜିର ଏହା ଦ୍ୱିତୀୟ ବୃହତ୍ତ ପୁଞ୍ଜି ନିବେଶ। ଏହା ପୂର୍ବରୁ ଜିଓ ପ୍ଲାଟଫର୍ମରେ ଏହି ଏହି କମ୍ପାନୀ ୪୫୪୬ କୋଟି ଟଙ୍କା ନିବେଶ କରିଥିଲା। ଏହି ନିବେଶ ରିଟେଲ ଦୃଶ୍ୟପଟରେ ପରିବର୍ତ୍ତନ ଆଣିବା ଦିଗରେ ସହାୟକ ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପୋଲୋରେ ଜାତୀୟ ଅସ୍ଥି-ଗଣ୍ଠି ଦିବସ

ଭୁବନେଶ୍ୱର,୫।୮: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଜାତୀୟ ଅସ୍ଥି ଏବଂ ଗଣ୍ଠି ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଡ଼କ...

‘ଗେଲ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେବି ସିଂଙ୍କୁ ଗିରଫ କଲା ସିବିଆଇ, ୫୦ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ

ନୂଆଦିଲ୍ଲୀ,୫।୯: ଭାରତ ସରକାରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ଗ୍ୟାସ ଅଥୋରିଟି ଅଫ ଇଣ୍ଡିଆ ଲିମିଟେଡ(ଗେଲ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେବି ସିଂଙ୍କୁ...

ବଢିବ କଲ୍‌, ଡାଟା ଦର

ନୂଆଦିଲ୍ଲୀ, ୨-୧୨: ଚଳିତ ମାସଠାରୁ ମୋବାଇଲ ସେବା ମହଙ୍ଗା ହେବ। ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡିକ ଡାଟା ଏବଂ କଲ୍‌ ଦର ବଢାଇବାକୁ ନିଷ୍ପତ୍ତି ନେଇଥିବାରୁ ମୋବାଇଲ...

୬ ଜିଲାରେ ବିକାଶମୂଳକ କାର୍ଯ୍ୟ କରିବ ୟୁବିଆଇ

ଭୁବନେଶ୍ୱର,୨୦।୫: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନୀତେଶ ରଞ୍ଜନ ଭୁବନେଶ୍ୱର ଗସ୍ତରେ ଆସି ବ୍ୟାଙ୍କର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଡ଼ିଶାର ୬...

ଭୂତ କମ୍ପାନୀ ସହ ରାଣାଙ୍କ ଲିଙ୍କ୍‌

ମୁମ୍ବାଇ,୯ା୩: ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବେଆଇନ ଅର୍ଥ କାରବାର ନିରୋଧି ଆଇନ(ପିଏମ୍‌ଏଲ୍‌ଏ) ଅଧୀନରେ ରବିବାର ଗିରଫ କରିଛି। ୨୦ ଭୂତ କମ୍ପାନୀଙ୍କ...

ବୁଲେଟ ଟ୍ରେନ୍‌ ପ୍ରକଳ୍ପ ନିର୍ମାଣରେ ଏଲ୍‌ଆଣ୍ଡଟି ସାମିଲ

ନୂଆଦିଲ୍ଲୀ: ମୁମ୍ବାଇ-ଅହମ୍ମଦାବାଦ ଦ୍ରୁତଗାମୀ ରେଳ ପ୍ରକଳ୍ପ ବା ବୁଲେଟ ଟ୍ରେନ ପ୍ରକଳ୍ପ ନିର୍ମାଣରେ ପ୍ରମୁଖ କମ୍ପାନୀ ଏଲ୍‌ଆଣ୍ଡଟି ସାମିଲ ହୋଇଛି। ଏଥିଲାଗି କମ୍ପାନୀକୁ ୭ ହଜାର...

ପ୍ରଭାବିତ ହୋଇପାରେ ଏକ ତୃତୀୟାଂଶ ବିଶ୍ୱ ଅର୍ଥନୀତି’

ନୂଆଦିଲ୍ଲୀ,୩।୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୌଗୋଳିକ କାରଣରୁ ଚଳିତ ବର୍ଷ ବିଶ୍ବ ଅର୍ଥ ବ୍ୟବସ୍ଥା କଠିନ ସମୟ ଓ ମାନ୍ଦାବସ୍ଥା ଦେଇ ଗତି କରିପାରେ ବୋଲି...

ପୁଞ୍ଜି ପ୍ରବାହକୁ ପ୍ରଭାବିତ କରିବ ବାଣିଜ୍ୟ ଯୁଦ୍ଧ

ନୂଆଦିଲ୍ଲୀ,୨୦-୧୦: ବିଭିନ୍ନ ଦେଶ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଏବଂ ସଂରକ୍ଷଣବାଦ ବିଶ୍ୱ ସ୍ତରରେ ଅନିଶ୍ଚିତତା ସୃଷ୍ଟି କରୁଛି। ଏହା ଦ୍ୱାରା ସାମଗ୍ରୀ ପୁଞ୍ଜି...

Advertisement
Archives

Model This Week