ବାଣିଜ୍ୟ

ଇମ୍ଫା ଫ୍ଲାଏ ଆଶ୍‌ କୋର୍ସକୁ ଆଇଏସ୍‌ଆଇ ମାନ୍ୟତା

ଭୁବନେଶ୍ୱର, ୧୫।୯ : ଇଣ୍ଡିଆନ ମେଟାଲ ଆଣ୍ଡ ଫେରୋ ଆଲଏଜ ଲିମିଟେଡ୍‌ (ଇମ୍ଫା) ଦ୍ୱାରା ପ୍ରସ୍ତୁତ ପରିବେଶ ଅନୁକୂଳ ଓ ନିର୍ମାଣ କ୍ଷେତ୍ର ପାଇଁ ଉପଯୋଗୀ ସିନଟର୍ଡ ଫ୍ଲାଏ ଆଶ୍‌ କୋର୍ସ ଆଗ୍ରିଗେଟ୍‌ ପ୍ରଡକ୍ଟକୁ ବିଏସ୍‌ଆଇ ସ୍ବୀକୃତି ସହ ଆଇଏସ୍‌ଆଇ ମାନ୍ୟତା…

ବନ୍ୟାବିପନ୍ନ ଦୁଗ୍ଧଚାଷୀଙ୍କୁ ମିଲ୍କ ମନ୍ତ୍ରର ସହାୟତା

ଭୁବନେଶ୍ୱର, ୧୫।୯ : ଚଳିତ ବର୍ଷ ବନ୍ୟାରେ ପ୍ରଭାବିତ ହୋଇଥିବା ପୁରୀ ଜିଲା କଣାସ ବ୍ଲକର ଶତାଧିକ ଦୁଗ୍ଧଚାଷୀଙ୍କୁ ଷ୍ଟାର୍ଟଅପ କମ୍ପାନୀ ମିଲ୍କ ମନ୍ତ୍ର ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ଗତ ୧୦ ତାରିଖରେ ସ୍ଥାନୀୟ ଗଡମାଠିଆ ପଡା ଗ୍ରାମର ପ୍ରାୟ…

୩୯ ହଜାର କୋଟି ଉଠାଇଛନ୍ତି ଇପିଏଫ୍‌ ସଦସ୍ୟ

ନୂଆଦିଲ୍ଲୀ, ୧୫।୯: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌)ର ସଦସ୍ୟ ୩୯,୪୦୨ କୋଟି ଟଙ୍କା ଉଠାଣ କରିଛନ୍ତି। ମାର୍ଚ୍ଚ ୨୫ରୁ ଅଗଷ୍ଟ ୩୧ ମଧ୍ୟରେ ସଦସ୍ୟମାନେ ଏହି ରାଶି ଉଠାଇଥିବା ସରକାର ସୋମବାର ପାର୍ଲାମେଣ୍ଟକୁ ସୂଚନା ଦେଇଛନ୍ତି। କୋଭିଡ ପାଇଁ ଲୋକମାନେ ବିଭିନ୍ନ…

ପିଆଜ ରପ୍ତାନିରେ ଲାଗିଲା କଟକଣା

ନୂଆଦିଲ୍ଲୀ, ୧୫।୯: କେନ୍ଦ୍ର ସରକାର ପିଆଜ ରପ୍ତାନିକୁ ସୋମବାରଠାରୁ ବ୍ୟାନ କରିଛନ୍ତି। ଦେଶର ଦକ୍ଷିଣ ଭାଗରେ ରହିଥିବା ରାଜ୍ୟଗୁଡିକରେ ଲଗାଣ ବର୍ଷା ଯୋଗୁ ଏହା ଫସଲ ନଷ୍ଟ କରିଛି। ଏଥି ଯୋଗୁ ପିଆଜ ଦର ଉପରେ ମଧ୍ୟ ପ୍ରଭାବ ପଡିଛି। ସବୁ…

ବିଶ୍ୱ ବ୍ୟାଙ୍କ ଇଡି ହେଲେ ରାଜେଶ ଖୁଲାର

ନୂଆଦିଲ୍ଲୀ, ୧୫।୯: ବରିଷ୍ଠ ପ୍ରଶାସନିକ ଅଧିକାରୀ ରାଜେଶ ଖୁଲାରଙ୍କୁ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି) ଭାବେ ଅବସ୍ଥାପିତ କରାଯାଇଛି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଅର୍ଡରରୁ ଏହି ସୂଚନା ମିଳିଛି। ଖୁଲାର ୧୯୮୮ ମସିହା ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌)ର ହରିୟାଣା…

ଖୁଚୁରା ମୁଦ୍ରାସ୍ଫୀତି ୬.୬୯%କୁ ହ୍ରାସ

ନୂଆଦିଲ୍ଲୀ, ୧୫।୯: ଦେଶ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ସାମାନ୍ୟ ହ୍ରାସ ହୋଇଛି। ଅଗଷ୍ଟରେ ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ୬.୬୯% ସ୍ତରକୁ ଖସିଛି। ଏହା ଚଳିତ ବର୍ଷ ଜୁଲାଇରେ ୬.୭୩% ସ୍ତରରେ ରହିଥିଲା। କୋଭିଡ୍‌ ଯୋଗୁ ସାମଗ୍ରୀ ଯୋଗାଣରେ…

ଏମ୍‌ଏସ୍‌ଏମ୍‌ଇ ବକେୟା ପଇଠ ଲାଗି ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୫।୯: ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ର ବକେୟା ରାଶି ପଇଠ କରିଦେବା ଲାଗି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପକ୍ଷରୁ କର୍ପୋରେଟଗୁଡ଼ିକୁ ନିର୍ଦ୍ଦେଶ ରହିଛି। ବର୍ତ୍ତମାନ କୋଭିଡ୍‌-୧୯ ଲାଗି କ୍ଷୁଦ୍ରଶିଳ୍ପଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏହି ଶିଳ୍ପର…

ନାଇନ୍‌-ରାଜସ୍ଥାନ ରୟାଲ୍ସ ସହଭାଗିତା

ନୂଆଦିଲ୍ଲୀ, ୧୫।୯: ସାନିଟାରି ପ୍ୟାଡ୍‌ ପ୍ରସ୍ତୁତକାରୀ ବ୍ରାଣ୍ଡ ନାଇନ୍‌ ରାଜସ୍ଥାନ ରୟାଲ୍ସ ସହ ଚୁକ୍ତିରେ ସାମିଲ ହୋଇଛି। ୧୯ ସେପ୍ଟେମ୍ବରଠାରୁ ୧୦ ନଭେମ୍ବର ଯାଏ ଦୁବାଇରେ ଅନୁଷ୍ଠିତ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଜର୍ସିରେ ନାଇନ…

ବ୍ୟାଙ୍କଗୁଡ଼ିକୁ ମିଳିବ ୨୦ ହଜାର କୋଟି

ନୂଆଦିଲ୍ଲୀ, ୧୫।୯: ଚଳିତ ଆର୍ଥତ୍କ ବର୍ଷରେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୨୦ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି। କରୋନା ମହାମାରୀ ଯୋଗୁ ବ୍ୟାଙ୍କଗୁଡ଼ିକରେ ଅନାଦାୟ ଋଣ (ଏନ୍‌ପିଏ) ବଢ଼ିବା ଆଶଙ୍କା ରହିଛି। ବର୍ତ୍ତମାନ ଏନ୍‌ପିଏ ବ୍ୟାଙ୍କଗୁଡିକ…

ଅତିରିକ୍ତ ୨.୩୫ ଲକ୍ଷ କୋଟି ଖର୍ଚ୍ଚ କରିବ କେନ୍ଦ୍ର

  ନୂଆଦିଲ୍ଲୀ, ୧୫।୯: ଚଳିତ ଆର୍ଥତ୍କ ବର୍ଷରେ କେନ୍ଦ୍ର ସରକାର ଅତିରିକ୍ତ ୨.୩୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହା ମଧ୍ୟରେ ପ୍ରାଥମିକ ପର୍ଯ୍ୟାୟରେ କୋଭିଡ୍‌-୧୯ ଜନିତ ଖର୍ଚ୍ଚ ତୁଲାଇବା ଲାଗି ୧.୬୬ ଲକ୍ଷ କୋଟି ଟଙ୍କା ସାମିଲ ରହିଛି।…

ବିମାନରେ ଫଟୋଗ୍ରାଫି ବ୍ୟାନ୍‌ କରାଯାଇନି: ଡିଜିସିଏ

ନୂଆଦିଲ୍ଲୀ, ୧୪।୯: ବିମାନରେ ଫଟୋଗ୍ରାଫିକୁ ବ୍ୟାନ କରାଯାଇନାହିଁ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ସୋମବାର ଏ ନେଇ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ବିମାନ ଯାତ୍ରୀ ଅନ୍‌ବୋର୍ଡ ଫ୍ଲାଇଟରେ ପୂର୍ବଭଳି ଫଟୋ ଉଠାଇ ପାରିବେ। ମାତ୍ର ଡିଫେନ୍ସ ଏୟାରଫିଲ୍ଡଗୁଡିକରେ ଫ୍ଲାଇଟ ଚାଲୁ…

ନିୟନ୍ତ୍ରଣକୁ ଆସିବ ମୁଦ୍ରାସ୍ପୀତି: ସିଇଏ

ନୂଆଦିଲ୍ଲୀ, ୧୪।୯: ଦେଶରେ ବଢୁଥିବା ମୁଦ୍ରାସ୍ଫୀତି ସମ୍ପର୍କରେ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) କେ.ଭି. ସୁବ୍ରମଣ୍ୟନ ସୋମବାର ମତ ରଖିଛନ୍ତି। ସେ କହିଛନ୍ତି, ଆଗାମୀ ଦିନ ଗୁଡିକରେ ଦରଦାମ ନିୟନ୍ତ୍ରଣକୁ ଆସିବ। ଲକ୍‌ଡାଉନ କଟକଣା ଧୀରେ ଧୀରେ ଉଠୁଥିବାରୁ ଆଗାମୀ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?