ବାଣିଜ୍ୟ

ହାଓଲା କାରବାର ଉପରେ ଆଇଟି ଚଢ଼ାଉ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ହାଓଲା କାରବାରକୁ ନେଇ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜାଲ୍‌ ବିଲ୍‌ ପ୍ରସ୍ତୁତ କରି ଏଭଳି କାରବାର ଚଳାଉଥିବା ବ୍ୟକ୍ତିବିଶେଷ ଏବଂ ହାଓଲା ଅପରେଟରଙ୍କ ବିରୋଧରେ ଚଢ଼ାଉ କରାଯିବା ସହ ନଗଦ ଅର୍ଥ ଏବଂ…

ନୀରବଙ୍କ ଜାମିନ ଆବେଦନ ଖାରଜ

ଲଣ୍ଡନ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ଋଣ ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ପ୍ରତ୍ୟପଣ ମାମଲା ଶୁଣାଣି ଲଣ୍ଡନ କୋର୍ଟରେ ହେଉଥିବା ବେଳେ ତାଙ୍କ ଜାମିନକୁ ପୁଣି ଥରେ ଖାରଜ କରାଯାଇଛି। ବର୍ତ୍ତମାନ ସୁଦ୍ଧା କୋର୍ଟ ତାଙ୍କ ଜାମିନ…

ଫେସ୍‌ବୁକ୍‌ ଛାଡ଼ିଲେ ପବ୍ଲିକ ପଲିସି ମୁଖ୍ୟ ଆଂକ୍ଷୀ ଦାସ

ବାଙ୍ଗାଲୋର: ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ର ବଜାର ଲାଗି ନିଯୁକ୍ତ ପବ୍ଲିକ ପଲିସି ମୁଖ୍ୟ ଆଂକ୍ଷୀ ଦାସ କମ୍ପାନୀ ଛାଡ଼ିଛନ୍ତି। ଏହି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ହେଟ୍‌ କଣ୍ଟେଣ୍ଟର ବ୍ୟାପିବାକୁ ରୋକିବା ଦିଗରେ କମ୍ପାନୀର ରହିଥିବା ଦୁର୍ବଳତାକୁ ନେଇ ସେ…

ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗ ମହଙ୍ଗା ଭତ୍ତା ୮୧.୮%

ଭୁବନେଶ୍ୱର : ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ଅଗଷ୍ଟରେ ୩୩୮ ପଏଣ୍ଟ ଥିଲା। ନୂଆ ସିରିଜରେ ଏହା ସେପ୍ଟେମ୍ବରରେ ୧୧୮ ପଏଣ୍ଟକୁ ବଢିଛି। ବର୍ତ୍ତମାନ ତାଳଚେର, ଅନୁଗୋଳ ଓ ରାଉରକେଲାର ଖାଉଟି ମୂଲ୍ୟସୂଚୀ ହସ୍ତଗତ ହୋଇନାହିଁ।…

ଜିଡିପି କ୍ଷତି ଭରଣା ପାଇଁ ଲାଗିପାରେ ବର୍ଷେ

ନୂଆଦିଲ୍ଲୀ,୨୪।୧୦: ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୨ ଅଙ୍କ ବିଶିଷ୍ଟ ହ୍ରାସ ହେବା ନେଇ ବିଶ୍ୱର ପ୍ରମୁଖ ଏଜେନ୍ସିଗୁଡ଼ିକ ଆକଳନ କରିଛନ୍ତି। ୧୦ରୁ ୧୪% ଜିଡିପି ହ୍ରାସ ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ…

ଜିଡିପିକୁ ଲାଗିବ ଦୁଇ ଅଙ୍କର ଝଟକା: ରଏଟର୍ସ ଅର୍ଥନୀତିଜ୍ଞ ସର୍ଭେ

ନୂଆଦିଲ୍ଲୀ: କରୋନା ପାଇଁ ଘରୋଇ ବଜାରର ସ୍ଥିତି ବେହାଲ ହୋଇ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ଭାରତୀୟ ଅର୍ଥ ବ୍ୟବସ୍ଥାର ମୋଟ ଘରୋଇ ଉତ୍ପାଦ (ଜିଡିପି) ରେକର୍ଡ ସ୍ତରରେ ହ୍ରାସ ହେବ ବୋଲି ଆକଳନ କରାଯାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷ ପ୍ରଥମ…

ରାଜ୍ୟଗୁଡ଼ିକୁ ୬ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣ ନିଅଣ୍ଟ ରାଶି ଭରଣା କରିବା ଲାଗି କେନ୍ଦ୍ର ସରକାର ଓଡ଼ିଶା ସମେତ ୧୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳକୁ ୬ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ରାଶିକୁ ସରକାର ଋଣ କରି ରାଜ୍ୟଗୁଡ଼ିକୁ…

ପାର୍ଲାମେଣ୍ଟ କମିଟିକୁ ଭେଟିଲେ ଫେସ୍‌ବୁକ ଅଧିକାରୀ

ନୂଆଦିଲ୍ଲୀ: ଡାଟା ସୁରକ୍ଷା ନେଇ ପାର୍ଲାମେଣ୍ଟ କମିଟି ଫେସ୍‌ବୁକ ଏବଂ ଟୁଇଟର ଭଳି ପ୍ରମୁଖ ଟେକ୍ନୋଲୋଜି କମ୍ପାନୀଙ୍କୁ ସମନ ଜାରି କରିଛି। ଶୁକ୍ରବାର ଫେସ୍‌ବୁକର ଭାରତ ତଥା କେନ୍ଦ୍ର ଏବଂ ଦକ୍ଷିଣ ଏସିଆ ଲାଗି ପବ୍ଲିକ ପଲିସି ମୁଖ୍ୟ ଭାବେ କାର୍ଯ୍ୟରତ…

ଶିଳ୍ପ ଶ୍ରମିକଙ୍କ ନୂଆ ଖାଉଟି ମୂଲ୍ୟ ସୂଚୀ ସିରିଜ

ନୂଆଦିଲ୍ଲୀ: ଶିଳ୍ପ ଶ୍ରମିକଙ୍କ ଲାଗି ଖାଉଟି ମୂଲ୍ୟ ସୂଚୀ(ସିପିଆଇ-ଆଇଡବ୍ଲ୍ୟୁ)ର ନୂଆ ସିରିଜକୁ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏହି ସିରିଜକୁ ବ୍ୟବହାର କରି ନୀତି ନିର୍ଦ୍ଧାରକମାନେ ମହଙ୍ଗା ଭତ୍ତା ନିର୍ଦ୍ଧାରଣ କରିଥାନ୍ତି। ନୂଆ ସିରିଜରେ ୨୦୨୦ ସେପ୍ଟେମ୍ବର…

ଆତ୍ମନିର୍ଭର ଭାରତକୁ ନେଇ ପ୍ରଶ୍ନ ଉଠାଇଲେ ରାଜନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ପ୍ରଶ୍ନ ଉଠାଇଛନ୍ତି। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଆମଦାନୀ ଉପରେ ଯେଉଁ କଟକଣା ଲାଗୁଛି ତାକୁ ନେଇ ରାଜନ ସରକାରଙ୍କୁ ସତର୍କ…

ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ

ନୂଆଦିଲ୍ଲୀ: ରେଲଓ୍ବେ ଏହାର ୧୧.୫୮ ଲକ୍ଷ ଅଣ ଗେଜେଟେଡ କର୍ମଚାରୀଙ୍କୁ ବୋନସ ପ୍ରଦାନ କରିବ। ରେଲଓ୍ବେ କର୍ମଚାରୀମାନେ ୭୮ ଦିନର ବୋନସ ପାଇବେ ବୋଲି ଜଣାପଡିଛି। କର୍ମଚାରୀଙ୍କୁ ଉତ୍ପାଦକତା ସଂଯୋଗୀ ବୋନସ(ପିଏଲ୍‌ବି) ଭାବେ ରେଲଓ୍ବେ ୨୦୮୧.୬୮ କୋଟି ଟଙ୍କା ଖର୍ଚ୍ଚ କରିବ।…

ଜୀବନବୀମାକୁ ନେଇ ସୁପ୍ରିମକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ :ସୁପ୍ରିମକୋର୍ଟ ଜୀବନବୀମାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଜୀବନବୀମା ପଲିସି ନେବା ବେଳେ ଲୋକଙ୍କୁ ରୋଗ ସମ୍ପର୍କିତ ଠିକ୍‌ ତଥ୍ୟ ପ୍ରଦାନ କରିବାକୁ ହେବ। ଲୋକମାନେ ଯଦି ଏ କ୍ଷେତ୍ରରେ ଠିକ୍‌ ସୂଚନା ନ ଦେଇ ତଥ୍ୟ ଲୁଚାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?