ଭାରତରୁ ପ୍ରଡକ୍ଟ ରପ୍ତାନି ବଢାଇବ ଓ୍ବାଲମାର୍ଟ

ନୂଆଦିଲ୍ଲୀ: ଭାରତରେ ଉତ୍ପାଦନ ହେଉଥିବା ପ୍ରଡକ୍ଟ ରପ୍ତାନି ବଢାଇବା ନେଇ ଓ୍ବାଲମାର୍ଟ ଯୋଜନା ରଖିଛି। ଆଗାମୀ ୨୦୨୭ ସୁଦ୍ଧା ପ୍ରାୟ ୭୪ ହଜାର କୋଟି ଟଙ୍କାର ପ୍ରଡକ୍ଟକୁ ବିଶ୍ୱ ବଜାରରେ ବିକ୍ରି କରିବା ନେଇ ଯୋଜନା ରହିଥିବା ଓ୍ବାଲମାର୍ଟ କହିଛି। ଭାରତର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ପ୍ରସ୍ତୁତ କରୁଥିବା ସାମଗ୍ରୀକୁ କମ୍ପାନୀ ଫୋକସ କରିବ ବୋଲି ଜଣାପଡିଛି। ଫ୍ଲିପକାର୍ଟ ସମର୍ଥ ଏବଂ ଓ୍ବାଲମାର୍ଟ ବ୍ରିଧି ସପ୍ଲାୟର ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଦ୍ୱାରା ନୂଆ ଯୋଜନାକୁ ରୂପରେଖ ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏହା ହେଲେ ଖାଦ୍ୟ ସାମଗ୍ରୀ, ଫାର୍ମାସିଟିକାଲ, ହେଲଥ, ଓ୍ବେଲନେସ, ଜେନେରାଲ ମର୍ଚ୍ଚାଣ୍ଡାଇଜ, ଆପାରେଲ, ହୋମଓ୍ବେର ଭଳି ଅନ୍ୟ ବର୍ଗରେ ମଧ୍ୟ ନୂଆ ସପ୍ଲାୟର କମ୍ପାନୀ ସହ ଯୋଡି ହେବେ। ଅନ୍ତର୍ଜାତୀୟ ସପ୍ଲାୟର ଭାବେ ଗ୍ରାହକଙ୍କୁ ଭାଲ୍ୟୁ ପ୍ରଡକ୍ଟ ଏବଂ ଅଂଶୀଦାରଙ୍କ ବିକାଶ ଲାଗି ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଥିବା ଓ୍ବାଲମାର୍ଟ ଇଙ୍କର ସିଇଓ ଡି.ମ୍ୟାକମିଲାନ ଗୁରୁବାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

HDFC ୟୁଜର୍ସ ସାବଧାନ! ମେ ୧୫ରୁ ବଦଳିବ ଏହି ନିୟମ…

ନୂଆଦିଲ୍ଲୀ,୨୮।୪: HDFC ବ୍ୟାଙ୍କ ଏହାର Regalia Gold କ୍ରେଡିଟ କାର୍ଡର ରିଓ଼୍ବାର୍ଡ ଗଠନ ଏବଂ ଯାତ୍ରା ଲାଭରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏହି ନୂତନ ନିୟମଗୁଡ଼ିକ…

ସାରା ବିଶ୍ୱରେ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ହେଉଥିବା ବେଳେ, କାହିଁକି ଭାରତରେ ସ୍ଥିର ରହିଛି ଦାମ୍‌? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୮।୪: ଇରାନ ସଙ୍କଟ ପରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହେଉଛି। ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର…

ମେ’ ୧ରୁ କାର୍ଯ୍ୟକାରୀ ହେବ ଏହି ୮ ନିୟମ, ଆପଣଙ୍କ ପକେଟ୍‌କୁ କରିବ ପ୍ରଭାବିତ, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୨୭।୪: ମେ ୧ ତାରିଖରୁ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହେବ । ଯାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଆର୍ଥିକ ଜୀବନ ଉପରେ ଏକ ବଡ଼…

ଚକୋଲେଟ କଥା ଛାଡନ୍ତୁ, ଏବେ ଆଇକ୍ରିମ ବି ହେବ ମହଙ୍ଗା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୭।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଶେଷ ହୋଇଯାଇପାରେ, କିନ୍ତୁ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଜାରି ରହିଥିବାରୁ ପୁଣି ଶତ୍ରୁତା ସୃଷ୍ଟି ହେବାର ଭୟ…

NRI ବି କରିପାରିବେ Aadhaar Card? ଜାଣନ୍ତୁ କ’ଣ କହୁଛି UIDAI ନିୟମ…

ନୂଆଦିଲ୍ଲୀ,୨୫।୪: ଆଜିର ସମୟରେ ବ୍ୟାଙ୍କିଙ୍ଗଠାରୁ ଆରମ୍ଭ କରି ସରକାରୀ ଯୋଜନା ପର୍ଯ୍ୟନ୍ତ ସବୁଥିରେ ଆଧାର କାର୍ଡ ଏକ ଅପରିହାର୍ଯ୍ୟ ଦଲିଲ ପାଲଟିଛି। ଏଭଳି ସ୍ଥିତିରେ ବିଦେଶରେ ରହୁଥିବା…

ଗୋଟିଏ କି ଦୁଇଟା ନୁହେଁ ଝିଅଙ୍କ ନାଁରେ ଏତେ ଯୋଜନା ଚଳାଉଛନ୍ତି ସରକାର, ଜାଣନ୍ତୁ କେମିତି ମିଳିବ ଫାଇଦା

ନୂଆଦିଲ୍ଲୀ,୨୫।୪: ଭାରତରେ, କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାଗୁଡ଼ିକର ଉଦ୍ଦେଶ୍ୟ କେବଳ ଆର୍ଥିକ…

YourDesiCartକୁ କିଣିଲା Garudavega: ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଆହୁରି ସହଜ ହେବ କିଣାବିକା

YourDesiCart ନାମକ ଏକ ଅନ୍‌ଲାଇନ ଶପିଙ୍ଗ ଏବଂ ପାର୍ସେଲ ସେବା ପ୍ଲାଟଫର୍ମକୁ କ୍ରୟ କରିଛି Garudavega (NexGen Logistics ର ଏକ ଅଂଶ)। ଏହା ଦ୍ୱାରା ଗରୁଡବେଗା…

୨୮ ଦିନିଆ ଶସ୍ତା ଗେମିଂ ପ୍ଲାନ ଲଞ୍ଚ କଲା Jio, ୬୧GB ଡାଟା ସହିତ ମାଗଣା OTT

ନୂଆଦିଲ୍ଲୀ,୨୫।୪: ଜିଓ ପୁଣି ଥରେ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଏକ ସୁଲଭ ଯୋଜନା ଲଞ୍ଚ କରିଛି । ଜିଓର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ ସ୍ୱତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri