୧୧ଶହ ଇଞ୍ଜିନିୟରଙ୍କୁ ନିଯୁକ୍ତ କରିବ ଏଲ୍‌ ଆଣ୍ଡ ଟି

ଭୁବନେଶ୍ୱର: ଲାର୍ସନ ଆଣ୍ଡ ଟୁବ୍ରୋ (ଏଲ ଆଣ୍ଡ ଟି ) ୨୦୨୧ରେ ୧୧୦୦ ଇଞ୍ଜିନିୟରଙ୍କୁ ନିଯୁକ୍ତ କରିବ ବୋଲି ଯୋଜନା କରିଥିବା ସୂଚନା ମିଳିଛି। କମ୍ପାନୀ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଟି ମାଡ୍ରାସ, ଗୁଆହାଟୀ, ଭୁବନେଶ୍ୱର, ବମ୍ବେ, ଦିଲ୍ଲୀ, ରୁର୍କୀ, ଖଡ଼ଗପୁର, ଧାନବାଦ, ହାଇଦ୍ରାବାଦ ଭଳି ଅନୁଷ୍ଠାନରୁ ୨୫୦ ଦକ୍ଷ ଇଞ୍ଜିନିୟରଙ୍କୁ ଅଫର ପ୍ରଦାନ କରିଥିବା ଜଣାପଡିଛି। ସେହିଭଳି ଦେଶର ବିଭିନ୍ନ ସ୍ଥାନରେ କମ୍ପାନୀର ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ସେ ସବୁ ସ୍ଥାନ ପାଇଁ ଇଞ୍ଜିନିୟରଙ୍କ ଆବଶ୍ୟକତା ରହିଛି। ଏହାକୁ ନଜରରେ ରଖି କମ୍ପାନୀ ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଇଞ୍ଜିନିୟରଙ୍କୁ ଆଗାମୀ ଦିନରେ ନିଯୁକ୍ତ ପ୍ରଦାନ କରିବ ବୋଲି ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରାଯାଇଥିବା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପିସିଏଲ୍‌ ଆଉଟଲେଟରେ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ସେବା

ଭୁବନେଶ୍ୱର,୧।୮, (ବ୍ୟୁରୋ)  ସାରା ରାଜ୍ୟରେ ଥିବା ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ଆଉଟଲେଟଗୁଡିକ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ପଏଣ୍ଟ ଭାବେ କାର୍ଯ୍ୟ କରିବ। ଓଡିଶାରେ କମ୍ପାନୀର ମୋଟ...

ଫେମା ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୮।୪: ଦେଶର ସର୍ବବୃହତ ବୀମା କମ୍ପାନୀ ଜୀବନ ବୀମା ନିଗମ (ଏଲ୍‌ଆଇସି)ରେ ୨୦% ଫରେନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ (ଏଫ୍‌ଡିଆଇ) ହୋଇପାରିବ। ଭାରତ ସରକାରଙ୍କ ପକ୍ଷରୁ ଏନେଇ ଫରେନ୍‌...

ସବ୍ୟସାଚୀ, ଅର୍ଚ୍ଚିତା ଜିସିଏର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୭।୪: ରାଜ୍ୟର ପ୍ରମୁଖ ଘରୋଇ ଉତ୍ପାଦନ ସଂସ୍ଥା ଗ୍ଲୋବ୍‌ କୁକ୍‌ଓ୍ବେର ଆଣ୍ଡ ଆପ୍ଲିଆନ୍ସ (ଜିସିଏ) ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଆ ଅଭିନେତା ସବ୍ୟସାଚୀ...

ବେଦାନ୍ତ ଆଲୁମିନିୟମକୁ ଜାତୀୟ ଶକ୍ତି ସଂରକ୍ଷଣରେ ୨ ପୁରସ୍କାର

ଭୁବନେଶ୍ୱର: ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ଭାବରେ ଭାରତର ବୃହତ୍ତମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଲିମିଟେଡ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉପଯୁକ୍ତ ପ୍ରୟାସ, ଉନ୍ନତ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ...

୪ବର୍ଷରେ ବଢ଼ିଛି ଦୁଇଗୁଣା ସିଏସ୍‌ଆର୍‌ ବଜେଟ

ଭୁବନେଶ୍ୱର,୧୪।୪: ସମାଜର ମଙ୍ଗଳ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟରେ ଏକ ପ୍ରକାର ତୀବ୍ର ପ୍ରତିଦ୍ବନ୍ଦ୍ୱିତା ଦେଖାଦେଇଛି। ଫଳରେ ବର୍ତ୍ତମାନ ଏକ ନୂଆ ଧାରା ଦେଖିବାକୁ ମିଳୁଛି,...

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧।୪: କ୍ରମାଗତ ୨ୟ ଦିନ ଲାଗି ଶେୟାର ବଜାରରେ ଉତ୍ସାହ ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର...

ନାସ୍‌କମ୍‌ର ଅଧ୍ୟକ୍ଷ ହେଲେ ରାମାନୁଜମ

ନୂଆଦିଲ୍ଲୀ,୨୮।୪: ଟିସିଏସ୍‌ର ସଭାପତି (ଏଣ୍ଟରପ୍ରାଇଜ୍‌ ଗ୍ରୋଥ୍‌ ବିଜ୍‌ନେସ୍‌) କ୍ରିଷ୍ଣନ ରାମାନୁଜମ ଚଳିତ ଆର୍ଥିକ ବର୍ଷ ପାଇଁ ନାସ୍‌କମ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ୨୦୨୧-୨୨ରେ ସେ...

ପିଏମ୍‌-କିଷାନରେ ଆଧାର ସଂଯୋଗ ଅବଧି ବଢିଲା

ନୂଆଦିଲ୍ଲୀ,୧୦-୧୦: ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା (ପିଏମ୍‌-କିଷାନ) ଲାଗି ଆଧାର ସଂଯୋଗୀକରଣର ସମୟ ଅବଧିକୁ କେନ୍ଦ୍ର ସରକାର ବୁଧବାର ଆସନ୍ତା ମାସ ୩୦ ଯାଏ...

Advertisement
Archives

Model This Week