୩.୯୭ କୋଟି ଆଇଟିଆର୍‌ ଫାଇଲ

ନୂଆଦିଲ୍ଲୀ: ଆସେସ୍‌ମେଣ୍ଟ ବର୍ଷ ୨୦୨୦-୨୧ ଲାଗି ପ୍ରାୟ ୩.୯୭ କୋଟି ଟିକସଦାତା ସେମାନଙ୍କ ଆୟକର ରିଟର୍ନ ଫାଇଲ କରିଛନ୍ତି। ଡିସେମ୍ବର ୨୪ ସୁଦ୍ଧା ଏହି ରିଟର୍ନ ଫାଇଲ କରାଯାଇଥିବା ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ମୋଟ ଆଇଟିଆର୍‌ ମଧ୍ୟରୁ ୨.୨୭ କୋଟି ଆଇଟିଆର୍‌-୧, ୮୫.୨୦ ଲକ୍ଷ ଆଇଟିଆର୍‌ -୪, ୪୬.୭୮ ଲକ୍ଷ ଆଇଟିଆର୍‌-୩ ଏବଂ ୨୮.୭୪ ଲକ୍ଷ ଆଇଟିଆର୍‌-୨ ଫାଇଲ ହୋଇଥିବା ଜଣାପଡିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ବ୍ୟକ୍ତିଗତ ଆୟକର ରିଟର୍ନ ଫାଇଲ କରିବାର ସୀମା ଚଳିତ ମାସ ୩୧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୭ ତୁଳନାରେ କମ୍‌ ହୋଇଛି ୫୯୭ ଏଟିଏମ୍‌

ମୁମ୍ବାଇ,୯-୬: ଦେଶରେ ଏଟିଏମ୍‌ ସଂଖ୍ୟା ୨୦୧୭ ତୁଳନାରେ ୨୦୧୯ରେ କମିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରିପୋର୍ଟରେ ପ୍ରକାଶ କରାଯାଇଛି। ୨୦୧୯ରେ ଏହି ସଂଖ୍ୟା ୫୯୭...

କର୍ପୋରେଟ ଟିକସ ହ୍ରାସକୁ ନେଇ ସ୍ପଷ୍ଟ କଲେ ସୀତାରାମନ୍‌; ବର୍ତ୍ତମାନ ବିତ୍ତୀୟ ନିଅଣ୍ଟ ସଂଶୋଧନ ହେବ ନାହିଁ

ନୂଆଦିଲ୍ଲୀ,୨୩-୯: କର୍ପୋରେଟ, ମିନିମମ୍‌ ଅଲ୍ଟରନେଟ ଟିକସ ତଥା ହୋଟେଲ ଶିଳ୍ପ ପାଇଁ ଟିକସ ହ୍ରାସ ଘୋଷଣା କରାଯିବା ଯୋଗୁ ବିତ୍ତୀୟ ନିଅଣ୍ଟ ଉପରେ ଚାପ ବଢ଼ିବ...

ବେଦାନ୍ତ ପକ୍ଷରୁ ‘ଏକ୍ସଟ୍ରୁଜନ୍‌ ସେଗ୍‌ମେଣ୍ଟ’

ନୂଆଦିଲ୍ଲୀ,୨୩।୧୧: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଏକ୍ସଟ୍ରୁଜନ୍‌ ସେଗ୍‌ମେଣ୍ଟ’ର ଆୟୋଜନ କରାଯାଇଥିଲା। ବିଶେଷକରି ଭାରତୀୟ ଏକ୍ସଟ୍ରୁଜନ୍‌ ଶିଳ୍ପର ଉପତ୍ାଦକତା ବୃଦ୍ଧି ସମ୍ପର୍କରେ...

ଭାରତୀୟ ଆଇଟି କମ୍ପାନୀର ବଦଳିଲା ଭାଗ୍ୟ, କ୍ଷଣିକ ମଧ୍ୟରେ ୫୦୦ ପାଲଟିଲେ କୋଟିପତି…

ଓ୍ବାଶିଂଟନ,୨୩।୯: ଭାରତୀୟ ଆଇଟି କମ୍ପାନୀ ଫ୍ରେଶ୍‌ଓ୍ବାର୍କ ଆମେରିକାର ନାସଡାକ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ତାଲିକାଭୁକ୍ତ ହୋଇଛି। ଏହାଦ୍ୱାରା କ୍ଷଣିକ ମଧ୍ୟରେ ୫୦୦ ଲୋକ କୋଟିପତି ପାଲଟି ଯାଇଛନ୍ତି।...

ପାଓ୍ବାର ପ୍ଲାଣ୍ଟରେ କୋଇଲା ଅଭାବ ଉତ୍କଟ

ନୂଆଦିଲ୍ଲୀ,୬।୧୦ – ଭାରତରେ ଚାଇନା ଭଳି ବିଦ୍ୟୁତ୍‌ ଶକ୍ତି ସଙ୍କଟ ଉପୁଜିବା ନେଇ ଆଶଙ୍କା କରାଯାଉଛି। ଏହା ଶକ୍ତି କ୍ଷେତ୍ରର କାର୍ଯ୍ୟକଳାପକୁ ଠପ୍‌ କରିପାରେ। ବିଜୁଳି...

ମିଶ୍ରଣ ସୁଯୋଗ ଖୋଜୁଛି ପିଏମ୍‌ସି ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୯: ଋଣ ଠକେଇ ଦ୍ୱାରା ପ୍ରଭାବିତ ସ୍ଥିତିରେ ରହିଥିବା ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ (ପିଏମ୍‌ସି) ବ୍ୟାଙ୍କ ଏହାର ପରିଚାଳନାକୁ ଉନ୍ନତ କରିବାକୁ ଯୋଜନା ରଖିଛି।...

୧.୦୪ ଲକ୍ଷ କୋଟିର ନିବେଶ ହାତେଇଲା ଜିଓ

ନୂଆଦିଲ୍ଲୀ,୧୫।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହାର ଡିଜିଟାଲ ୟୁନିଟ ଜିଓ ପ୍ଲାଟଫର୍ମ ଲାଗି ମାତ୍ର ୮ ସପ୍ତାହରେ ୧.୦୪ ଲକ୍ଷ କୋଟି ଟଙ୍କାର ନିବେଶ ହାତେଇଛି। ଶନିବାର...

କାର୍ଯ୍ୟରେ ଯୋଗ ଦେଉ ନ ଥିବା ପାଇଲଟଙ୍କୁ ଆଲାଇନ୍ସ ଏୟାରର କାରଣ ଦର୍ଶାଅ ନୋଟିସ ଜାରି…

ନୂଆଦିଲ୍ଲୀ,୧୨।୪ : ଲଗାତାର ଦୁଇ ଦିନ ଧରି କାର୍ଯ୍ୟରେ ଯୋଗ ନ ଦେଇଥିବାରୁ ଆଲାଇନ୍ସ ଏୟାର ଏହାର ପାଇଲଟମାନଙ୍କୁ ସୋ କାରଣ ଦର୍ଶାଅ ନୋଟିସ ଜାରି...

Advertisement
Archives

Model This Week