ରେକର୍ଡ ସ୍ତର ଛୁଇଁଲା ପୁଞ୍ଜିବଜାର
ନୂଆଦିଲ୍ଲୀ: ଦେଶର ପୁଞ୍ଜିବଜାର କାରବାର ସୋମବାର ରେକର୍ଡ ସ୍ତରରେ ରହିଛି। ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍ଏସ୍ଇ) ଉଚ୍ଚ ରେକର୍ଡ ସ୍ତରରେ ବନ୍ଦ ହୋଇଛି। ଘରୋଇ ପୁଞ୍ଜିବଜାରକୁ ବିଦେଶୀ ପୁଞ୍ଜି ପ୍ରବାହ ଉନ୍ନତ ହେବାରୁ ଷ୍ଟକ୍ ବଜାରରେ…
୧୦୦୦ କୋଟିର ରିଫଣ୍ଡ ଦେଇଛି ଇଣ୍ଡିଗୋ
ନୂଆଦିଲ୍ଲୀ: କୋଭିଡ୍ ଯୋଗୁ ଲୋକମାନେ ବିମାନ ଯାତ୍ରା କରିବାକୁ ସକ୍ଷମ ହୋଇ ନ ଥିଲେ। ପୂର୍ବରୁ ବୁକିଂ ହୋଇଥିବା ଟିକେଟର ରିଫଣ୍ଡ ବିମାନ କମ୍ପାନୀଗୁଡିକୁ ତୁରନ୍ତ ଦେଇ ନ ପାରିବା ଯୋଗୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସର୍ବୋଚ୍ଚ ଅଦାଲତ ଏଥିରେ ହସ୍ତକ୍ଷେପ…
ସେଲ୍ସ ଏକ୍ଜିକ୍ୟୁଟିଭ ଭାବେ କାମ କରୁଥିଲେ ରାଧିକା: ଏବେ ହେବେ ଅମ୍ବାନୀ ପରିବାରର ସାନ ବୋହୂ
ଖୁବ୍ କମ୍ ଲୋକ ଜାଣିଥିବେ ଯେ, ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ଭାବି ସାନ ବୋହୂ ରାଧିକା ମର୍ଚେଣ୍ଟ ଏକଦା ଇସପ୍ରାଭ୍ରେ ସେଲ୍ସ ଏକ୍ଜିକ୍ୟୁଟିଭ ଭାବେ କାମ କରୁଥିଲେ। ଏହା ଗୋଆର ହୋଲିଡେ ହୋମ୍ସ ସେଲ୍ କରୁଥିବା ଏକ କମ୍ପାନୀ।…
କୃଷକ ଧର୍ମଘଟକୁ ୧୦ ଶ୍ରମିକ ସଙ୍ଗଠନର ସମର୍ଥନ
ନୂଆଦିଲ୍ଲୀ: କୃଷକ ସଙ୍ଗଠନଗୁଡିକ ପକ୍ଷରୁ ୮ ଡିସେମ୍ବରରେ ଦିଆଯାଇଥିବା ଧର୍ମଘଟ ଡାକରାକୁ ଦେଶର ୧୦ ପ୍ରମୁଖ ଶ୍ରମିକ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ଶ୍ରମିକ ସଙ୍ଗଠନଗୁଡିକ ୨୬ ନଭେମ୍ବରରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲେ। ନିଟକରେ ପାସ୍ ହୋଇଥିବା ଶ୍ରମ କୋଡ୍ ବିଲ୍…
ଜିଏସ୍ଟି କ୍ଷତିପୂରଣ ମତଭେଦ ଟଳିଲା; ପ୍ରଥମ ବିକଳ୍ପକୁ ରାଜ୍ୟଗୁଡ଼ିକର ସମ୍ମତି
ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ବ୍ୟବସ୍ଥାରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା ନେଇ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ରହିଥିବା ମତଭେଦ ଏବେ ସମାଧାନ ହୋଇଛି। ପ୍ରଥମ ବିକଳ୍ପ ସପକ୍ଷରେ ଦେଶର ସବୁ ରାଜ୍ୟ ବର୍ତ୍ତମାନ ସମ୍ମତି ଜଣାଇଛନ୍ତି। ଫଳରେ…
ଦୁର୍ଘଟଣାରୁ ବର୍ତ୍ତିଲା ସ୍ପାଇସଜେଟ ବିମାନ
ମୁମ୍ବାଇ: ସ୍ପାଇସଜେଟର ଏକ ବୋଇଙ୍ଗ ଜେଟ ଲାଇନର ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବାଙ୍ଗାଲୋରରୁ ଗୁଆହାଟି ଯାଉଥିବା ଏହି ବିମାନ ଲ୍ୟାଣ୍ଡିଂ କରିବା ସମୟରେ ହାର୍ଡ ଲ୍ୟାଣ୍ଡିଂ ସମସ୍ୟା ସାମ୍ନା କରିଥିଲା। ଫଳରେ ଏହା ରନଓ୍ବେର ୩ ଥ୍ରେସ ହୋଲ୍ଡ ଲାଇଟକୁ କ୍ଷତିଗ୍ରସ୍ତ…
କୋଭିଡ୍ ଟିକା ଲାଗି ୫୦ ହଜାର କୋଟି ବ୍ୟବସ୍ଥା ହୋଇପାରେ
ମୁମ୍ବାଇ: ବଜେଟ ୨୦୨୧-୨୨ରେ ସରକାର କୋଭିଡ୍-୧୯ ଟିକା ଦେବା ଲାଗି ପ୍ରାୟ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ବ୍ୟବସ୍ଥା କରିପାରନ୍ତି। ୟୁବିଏସ୍ ପକ୍ଷରୁ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଟିକା ଯେତେ ଶୀଘ୍ର ଲୋକଙ୍କୁ ଦିଆଯିବ ସେତେ…
ହ୍ବାଟ୍ସଅପ୍ ବ୍ୟବହାର କରୁଛନ୍ତି କି? ଏଥିପ୍ରତି ଧ୍ୟାନ ନଦେଲେ ଡିଲିଟ୍ କରିବାକୁ ପଡ଼ିବ ଆକାଉଣ୍ଟ
ନୂଆଦିଲ୍ଲୀ,୫।୧୨: ବିଶ୍ୱର ସବୁଠାରୁ ବଡ ମେସେଜିଂ ଆପ୍ ‘ହ୍ବାଟ୍ସଆପ୍’ ନିଜର ସେବା ନିୟମରେ କିଛି ପରିବର୍ତ୍ତନ କରିବାକୁ ଯାଉଛି। ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କ ଉପରେ ଏହାର ସିଧା ପ୍ରଭାବ ପଡ଼ିବ। ଏହି ଆପ୍କୁ ବ୍ୟବହାର କରିବାକୁ ହେଲେ ବ୍ୟବହାରକାରୀଙ୍କୁ…
ଭାଇ ଅନିଲଙ୍କ କମ୍ପାନୀ ଉପରେ ଥିଲା ମୁକେଶ ଅମ୍ବାନୀଙ୍କ ନଜର: ଏବେ କିଣିବା ପ୍ଲାନ୍କୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ,୫।୧୨: ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଅନୀଲ ଅମ୍ବାନୀଙ୍କ ଇନ୍ଫ୍ରାଟେଲର ସମ୍ପତ୍ତିକୁ ଅଧିଗ୍ରହଣ କରିବାକୁ ଯାଉଛି। ଏଥିପାଇଁ ଜିଓକୁ ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ(ଏନ୍ସିଏଲ୍ଟି)ରୁ ରିଲାଏନ୍ସ ଇନ୍ଫ୍ରାଟେଲ୍ର ରିଜଲ୍ୟୁଶନ ପ୍ଲାନକୁ ମଞ୍ଜୁରି ମିଳିଛି। ସାରା ଦେଶରେ ରିଲାଏନ୍ସ ଇନ୍ଫ୍ରାଟେଲର…
ଆଧାର ସହ ଏନ୍ରୋଲମେଣ୍ଟ ସ୍ଲିପ୍ ହଜିଯାଇଛି କି? ୟୁଆଇଡିଏଆଇର ଏହି ନଂରେ କରନ୍ତୁ କଲ୍, ହେବ ସମାଧାନ
ନୂଆଦିଲ୍ଲୀ,୪।୧୨: ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ(ୟୁଆଇଡିଏଆଇ) ପକ୍ଷରୁ ଜାରି କରାଯାଇଥିବା ଆଧାର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପାଲଟିଛି। ହେଲେ ଅସାବଧାନତା କାରଣରୁ କେବେ ଆଧାର ହଜିଗଲେ ନଚେତ ଚୋରି ହୋଇଗଲେ ଚିନ୍ତା ବଢ଼ିଯାଏ। କାରଣ କେଉଁଭଳି ଭାବେ ଏହାକୁ ଫେରିପାଇବେ ତାହା…
ଆଗାମୀ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ସକରାତ୍ମକ ହେବ: ଆରବିଆଇ ଗଭର୍ନର
ନୂଆଦିଲ୍ଲୀ,୪।୧୨: ଆସନ୍ତା ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ନକାରାତ୍ମକରୁ ସକରାତ୍ମକକୁ ଫେରିବ ବୋଲି ଆଶା କରାଯାଉଥିବା ଆରବିଆଇ ଗଭନର୍ର୍ର ଶକ୍ତିକାନ୍ତ ଦାସ କହିଛନ୍ତି। ସେ କହିଛନ୍ତି ଯେ,ଦେଶର ଅର୍ଥନୀତି ବର୍ତ୍ତମାନ କରୋନା ସଙ୍କଟରୁ ମୁକ୍ତି ପାଇଛି। ଆସନ୍ତା ତ୍ରୈମାସରେ ଦେଶର ଜିଡିପି…
ରୋଶନୀ ନାଦାର ଦେଶର ସବୁଠୁ ଧନୀ ମହିଳା
ମୁମ୍ବାଇ,୪।୧୨- ରୋଶନୀ ନାଦାର ମାଲହୋତ୍ରା ଦେଶର ସବୁଠୁ ଧନୀ ମହିଳା ସ୍ଥାନ ହାସଲ କରିଛନ୍ତି। ସେ ବର୍ତ୍ତମାନ ଏଚ୍ସିଏଲ୍ ଟେେକ୍ନୋଲୋଜିର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୫୪,୮୫୦ କୋଟି ଟଙ୍କା ରହିଛି। ତାଙ୍କ ପରେ ବାୟୋକନ୍ର…

