ହ୍ବାଟ୍ସଆପ୍‌ରେ କିଏ କରିଛି ବ୍ଲକ୍‌? ଏପରି ଜାଣନ୍ତୁ…

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ର ଅନେକ ଫିଚର ରହିଛି। ସେଥିରୁ ଗୋଟିଏ ହେଲା ବ୍ଲକ ଅପ୍‌ଶନ। ଏହାକୁ ବ୍ୟବହାର କରି ବ୍ୟବହାରକାରୀ ଯେକୌଣସି ବ୍ୟବହାରକାରୀଙ୍କୁ ବ୍ଲକ କରିପାରିଥାଉ। ଏହାପରେ ସେ ଆମକୁ ମେସେଜ ପଠାଇପାରନ୍ତି ନାହିଁ। ଏହାଛଡ଼ା ସେ ଆମର ପ୍ରୋଫାଇଲ ଫଟୋ ଏବଂ ଷ୍ଟାଟସ୍‌ ମଧ୍ୟ ଦେଖିପାରି ନ ଥାନ୍ତି। ଏନେଇ ଅପରପକ୍ଷରେ ଥିବା ବ୍ୟକ୍ତିଙ୍କ ପାଖକୁ କୌଣସି ସୂଚନା ଯାଇ ନ ଥାଏ।

ଯଦି କେହି ଆପଣଙ୍କୁ ବ୍ଲକ କରିଥାଏ ଏବଂ ଆପଣ ତାହା ଜାଣିବାକୁ ଚାହାନ୍ତି ତେବେ ନିମ୍ନଲିଖିତ କାରଣ ଗୁଡ଼ିକ ଦେଖନ୍ତୁ। ସବୁଗୁଡ଼ିକ ସତ ସାବ୍ୟସ୍ତ ହେଲେ, ନମ୍ବର ବ୍ଲକ ହୋଇଥିବା ସ୍ପଷ୍ଟ ହୋଇଯିବ।

-କେହି ବ୍ଲକ କରିଥିଲେ, ତାର ଲାଷ୍ଟ ସିନ୍‌ ସହ ଷ୍ଟାଟସ୍‌ ଦେଖାଯିବ ନାହିଁ
-ବ୍ଲକ କେହି କରିଲେ ତାଙ୍କ ପ୍ରୋଫାଇଲ ଫଟୋ ଦେଖାଯାଏ ନାହିଁ।
-କେହି ବ୍ଲକ କଲେ ତାଙ୍କୁ ମେସେଜ ପଠାଇପାରିବେ ନାହିଁ। ତାହା ଗୋଟିଏ ନୀଳ ଟିକ୍‌ରେ ରହିବ। ଉକ୍ତ ମେସେଜ ତାଙ୍କୁ କେବେ ବି ଯିବ ନାହିଁ।
-ଯିଏ ଆପଣଙ୍କୁ ବ୍ଲକ କରିଛି, ତାଙ୍କୁ ଆପଣ ଭଏସ୍‌ ନଚେତ ଭିଡିଓ କଲ୍‌ କରିପାରିବେ ନାହିଁ।

କିପରି ବ୍ଲକ କରାଯାଏ:
-ହ୍ବାଟ୍ସଆପ୍‌ ଖୋଲନ୍ତୁ। ଏହାପରେ ଯେଉଁ ନମ୍ବର ବ୍ଲକ କରିବାକୁ ହେବ ତାକୁ ଖୋଲନ୍ତୁ।
-ଏହାପରେ ଡାହାଣ ପଟ କଡରେ ଥିବା ତିନୋଟି ବିନ୍ଦୁକୁ କ୍ଲିକ୍‌ କରନ୍ତୁ।
-ପରେ ମୋର୍‌ ଅପ୍‌ଶନକୁ ଯାଇ ବ୍ଲକ୍‌ ଅପ୍‌ଶନରେ କ୍ଲିକ୍‌ କରିଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri