ସଂକ୍ରମଣରେ ବଢ଼ିଛି ଡିଜିଟାଲ କାରବାର
ନୂଆଦିଲ୍ଲୀ: କୋଭିଡ୍-୧୯ ଯୋଗୁ ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଛି। ମନରେ ସଂକ୍ରମଣର ଭୟ ରହିଥିବାରୁ ଲୋକମାନେ ଘରୁ କମ୍ ବାହାରିବା ସହ ସିଧାସଳଖ ଆଗ ଭଳି କୌଣସି କାରବାର କରୁନାହାନ୍ତି। ଫଳରେ ଲୋକମାନେ ଅଧିକାଂଶ…
୨୦ଦିନରେ ହ୍ରାସ ପାଇଛି ୧୯ ବିଲିୟନ ଡଲାର, ଟପ୍-୨୦ ଧନୀ ତାଲିକାରୁ ଆଦାନୀ ବାଦ୍
ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କର ପ୍ରାୟ ୧୯ ବିଲିୟନ ଡଲାର (୧୮.୮) ସମ୍ପତ୍ତି ବିଭିନ୍ନ କାରଣ ଯୋଗୁ ହ୍ରାସ ପାଇଛି। ଫଳରେ ସେ ବିଶ୍ବ ଧନୀ ତାଲିକାରୁ ବାଦ୍ ପଡ଼ିଥିବା ଜଣାପଡ଼ିଛି। ଫୋର୍ବସ୍ ପକ୍ଷରୁ ପ୍ରକାଶିତ ରିଅଲ ଟାଇମ ବିଲିୟନେୟାର୍ସରେ ସେ…
ଏଫ୍ଡି ଉପରେ ନିୟମ ବଦଳାଇଲେ ଆର୍ବିଆଇ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଶୁକ୍ରବାର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଓ ନିୟମାବଳୀ ସମ୍ପର୍କିତ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ବ୍ୟାଙ୍କରେ ବିଭିନ୍ନ କାରଣ ଯୋଗୁ ଠିକ୍ ସମୟରେ ଅଭିଯୋଗ ନ ହୋଇପାରିବାରୁ ଅନେକ ସମସ୍ୟା ଉପୁଜିଥିବା ଲକ୍ଷ୍ୟ କରାଯାଇଛି।…
ଜିଓ ପକ୍ଷରୁ ବଡ଼ ଅଫର
ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ସମୟରେ ରିଲାଏନ୍ସ ଜିଓ ତା’ର ଗ୍ରାହକଙ୍କ ପାଇଁ ଆଣିଛି ବଡ଼ ଉପହାର। ଏବେ ଗ୍ରାହକଙ୍କ ଡାଟା ପ୍ୟାକ୍ ଶେଷ ହୋଇଯିବା ପରେ ଆଉ ଚିନ୍ତା କରିବାର ନାହିଁ। ରିଲାଏନ୍ସ ଜିଓ ‘ଏମରଜେନ୍ସି ଡାଟା ଲୋନ୍’ ପ୍ଲାନ୍ ଜରିଆରେ…
ପ୍ରଥମ ଦଫାରେ ୩ କୋଟି ପୋଷ୍ଟ ଡିଲିଟ୍
ନୂଆଦିଲ୍ଲୀ: ଦେଶର ଗରିମା ଓ ସଭ୍ୟତା ସହ ସଂସ୍କୃତିକୁ ସୁରକ୍ଷା ଦେବା ହେଉଛି ସରକାରଙ୍କ କାମ। ଭାରତର ଗରିମାକୁ ନଷ୍ଟ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଗତ କିଛି ବର୍ଷ ହେବ ବିଭିନ୍ନ…
୨୦୦ ସହରରେ ପେଟିମ୍ ଦେବ ୫୦ କୋଟିର କ୍ୟାସ୍ବ୍ୟାକ୍…
ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅନ୍ଲାଇନ୍ରେ ଡିଜିଟାଲ କାରବାର କରିବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଏପରିସ୍ଥଳେ ପେଟିମ୍ ଏହାର ୟୁଜରମାନଙ୍କ ପାଇଁ ୫୦ କୋଟି ଟଙ୍କାର କ୍ୟାସ୍ବ୍ୟାକ୍ ଘୋଷଣା କରିବାକୁ ଯାଉଥିବା କମ୍ପାନୀର ସିଇଓ ବିଜୟ ଶେଖର…
ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ ଦର
ଭୁବନେଶ୍ୱର,୨ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ୧୦୦ ଟପିଛି ପେଟ୍ରୋଲ ଦର। ତେବେ ଡିଜେଲ ଦର ବଢ଼ି ନ ଥିବା ଜଣାପଡ଼ିଛି। ପେଟ୍ରୋଲ ଲିଟର ପିଛା ୧୦୦.୦୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୭.୨୫ ଟଙ୍କା ରହିଛି। ଗୁରୁବାର…
ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା୧୭୩.୮%
ଭୁବନେଶ୍ୱର: ଦେଶର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ପ୍ରକାଶ ପାଇଛି। ୨୦୨୧ ଏପ୍ରିଲ ରେ ଏହା ୧୨୦.୧ ପଏଣ୍ଟ ରହିଥିଲା, ଯାହା ୨୦୨୧ ମେ’ରେ ୦.୫ ପଏଣ୍ଟ ବଢ଼ି ୧୨୦.୬ ପଏଣ୍ଟରେ ପହଞ୍ଚତ୍ଛି। ତାଳଚେର ଓ ଅନୁଗୋଳରେ ମଧ୍ୟ…
ନୂଆ ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରୀ
ମୁମ୍ବାଇ: କୋଭିଡ୍-୧୯ ଲାଗି ୬.୩୦ ଲକ୍ଷ କୋଟିର ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିଇଏ) ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକର ଦକ୍ଷତା ବୃଦ୍ଧି ଲାଗି ୩.୦୩ ଲକ୍ଷ କୋଟିର ଯୋଜନାକୁ ବୁଧବାର…
କୋର୍ ସେକ୍ଟର ୧୬.୮% ବୃଦ୍ଧି
ମୁମ୍ବାଇ,୩୦।୬: ଦେଶର ୮ କୋର୍ ସେକ୍ଟର ମେ ମାସରେ ୧୬.୮% ବୃଦ୍ଧି ପାଇଛି। କରୋନା ଯୋଗୁ ବଜାର ପ୍ରଭାବିତ ରହିବା କାରଣରୁ ଗତ ବର୍ଷ ଏପ୍ରିଲରେ କୋର୍ ସେକ୍ଟର କ୍ଷତିଗ୍ରସ୍ତ ହୋଇଥିଲା। ସେହି ତୁଳନାରେ ଚଳିତ ବର୍ଷ ଏପ୍ରିଲରେ ଏହା ୬୦.୯%…
ନିବେଶକଙ୍କ ସମ୍ପତ୍ତି ୨୫.୪୬ ଲକ୍ଷ କୋଟି ବୃଦ୍ଧି
ମୁମ୍ବାଇ: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୩ ମାସରେ ପୁଞ୍ଜିବଜାର ନିବେଶକଙ୍କ ସମ୍ପତ୍ତି ୨୫.୪୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ପୁଞ୍ଜିବଜାରରକୁ ନେଇ ନିବେଶକଙ୍କ ଆଶା ସକାରାତ୍ମକ ରହିବା ଯୋଗୁ ବଜାର ଊର୍ଦ୍ଧ୍ୱଗାମୀ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ବିଏସ୍ଇ…
ରାସ୍ତା ଏବେ ବି ଆହ୍ବାନପୂର୍ଣ୍ଣ
ନୂଆଦିଲ୍ଲୀ: ପରୋକ୍ଷ ଟିକସ ବ୍ୟବସ୍ଥାରେ ଐତିହାସିକ ସୁଧାର କୁହାଯାଉଥିବା ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) କାର୍ଯ୍ୟକାରୀ ହେବାର ୪ର୍ଥ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ୨୦୧୭ ଜୁଲାଇ ପହିଲାରେ ଏହି ନୂଆ ଟିକସ ବ୍ୟବସ୍ଥା ଲାଗୁ…

