ଜୁଲାଇ ୧୬ରେ ଶୁଣାଣି
ନୂଆଦିଲ୍ଲୀ,୧୧।୭: ଦେଶରେ ନୂଆ ଆଇଟି ନିୟମର ସାମ୍ବିଧାନିକ ବୈଧତା କୁ ନେଇ ବିଭିନ୍ନ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏହା ଉପରେ ସଂପୃକ୍ତ କୋର୍ଟଗୁଡ଼ିକରେ ଶୁଣାଣିକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଥିବା ଜଣାପଡିଛି। ତେବେ ବିଭିନ୍ନ…
ଅମୂଲ ପରେ ଏବେ ମଦର ଡାଏରୀ ବଢ଼ାଇଲା ଦୁଗ୍ଧ ଜାତୀୟ ଖାଦ୍ୟର ଦାମ୍
ନୂଆଦିଲ୍ଲୀ,୧୦।୭: ଅମୂଲ ପରେ ଏବେ ମଦର ଡାଏରୀ ଦିଲ୍ଲୀ ଏନ୍ସିଆରରେ ସମସ୍ତ ଦୁଗ୍ଧ ଜାତୀୟ ଖାଦ୍ୟର ମୂଲ୍ୟ ବୃଦ୍ଧି କରିଛି। ପ୍ରତି ଲିଟର ପିଛା ଦୁଗ୍ଧର ମୂଲ୍ୟ ୨ଟଙ୍କା ବୃଦ୍ଧି କରିଛି ମଦର ଡାଏରୀ। ଜୁଲାଇ ୧୧ରୁ ଏହି ନୂଆ ଦର…
ଅଭିବୃଦ୍ଧି ଆକଳନ କମାଇଲା ଫିଚ୍
ନୂଆଦିଲ୍ଲୀ, ୮।୭: ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ଫିଚ୍ ରେଟିଂ ପକ୍ଷରୁ ୧୦%କୁ ହ୍ରାସ କରାଯାଇଛି। ଭାରତ ବଜାର ୧୨.୮% ଅଭିବୃଦ୍ଧି କରିବ ବୋଲି ଏହି ଏଜେନ୍ସି ପୂର୍ବରୁ ଆକଳନ କରିଥିଲା। କରୋନା ଦ୍ୱିତୀୟ ଲହର ଯୋଗୁ…
କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ
ନୂଆଦିଲ୍ଲୀ, ୮।୭: ନୂଆଦିଲ୍ଲୀରେ ତେଲ ଦର ୧୦୦ ଛୁଇଁବାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜୋର ଜବରଦସ୍ତ ଲୋକଙ୍କଠାରୁ ଟିକସ ଆଦାୟକରି ସରକାର ତାଙ୍କ ବିଭିନ୍ନ କାମ କରୁଥିବା ରାହୁଲ କହିଛନ୍ତି। ସେ କହିଛନ୍ତି, ଆପଣଙ୍କ…
ତେଲ ଦର: ଟୁଇଟରରେ ଲୋକଙ୍କ ରୋଷ
ନୂଆଦିଲ୍ଲୀ: କରୋନା କାଳରେ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହୋଇଛି। ବୁଧବାର ନୂଆଦିଲ୍ଲୀରେ ତେଲ ଦର ୧୦୦ ଟଙ୍କା ଛୁଇଁଛି। ତେଲର ଏଭଳି ଅହେତୁକ ଦର ବୃଦ୍ଧିକୁ ନେଇ ବୁଧବାର ନେଟିଜେନ୍ସ ଟୁଇଟରେ ନିଜର ପ୍ରତିକ୍ରିୟା ରଖିଛନ୍ତି।…
ସେନ୍ସେକ୍ସ ୫୩ ହଜାର ସ୍ତର ଟପିଲା
ମୁମ୍ବାଇ: ପ୍ରଥମଥର ଲାଗି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ୫୩ ହଜାର ପଏଣ୍ଟ ସ୍ତର ଟପିଛି। ବୁଧବାର ସେନ୍ସେକ୍ସରେ ୧୯୪ ପଏଣ୍ଟ ବଢ଼ିଥିବା ନଜରକୁ ଆସିଛି। ମେଟାଲ ଫାଇନାନ୍ସ ଏବଂ ବ୍ୟାଙ୍କିଙ୍ଗ ଷ୍ଟକ୍ ବଢିବା ଯୋଗୁ ଏଭଳି ସ୍ଥିତି ଦେଖାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ…
ବଡ଼ ଭୁଲ ସୁଧାରିଲା ଆମାଜନ
ନୂଆଦିଲ୍ଲୀ,୬।୭: ଇ-କମର୍ସ ସଂସ୍ଥା ଆମାଜନ ମଙ୍ଗଳବାର ବଡ଼ ଭୁଲକୁ ଘଣ୍ଟାକ ମଧ୍ୟରେ ସୁଧାରିଛି। ଏକ ତୋଶିବା ୧.୮ ଟନ ଏୟାର କଣ୍ଡିଶନ (ଏସି)ର ମୂଲ୍ୟ ୯୦,୮୦୦ ଟଙ୍କା ବଦଳରେ ସେଲିଂ ପ୍ରାଇସ୍ ୫,୯୦୦ ଟଙ୍କା ଉଲ୍ଲେଖ କରିଥିଲା। ଏହି ଏସିର ପ୍ରକୃତ…
ରାଜ୍ୟରେ ବେଲଗାମ ପେଟ୍ରୋଲ ଦର: ସବୁଠି ୧୦୦ ଟପିଛି
ଭୁବନେଶ୍ୱର,୫।୭: ଦିନକର ବିରତି ପରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଫଳରେ ସାରା ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଯାଇଛି। ସେହିଭଳି କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର…
ହୋଣ୍ଡା କାର୍ ଦର ବଢ଼ିବ
ନୂଆଦିଲ୍ଲୀ, ୫।୭:: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ ଭାରତରେ ଏହାର ବିଭିନ୍ନ ମଡେଲ କାର ଦର ବଢାଇବାକୁ ଯାଉଛି। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କଞ୍ଚାମାଲ ଦର ବଢିବା ଯୋଗୁ ଏଭଳି ଦର ବୃଦ୍ଧି ନେଇ…
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଓସିଆ’ର ବିରୋଧ
ଭୁବନେଶ୍ୱର: କରୋନା ମହାମାରୀରେ କ୍ଷତିଗ୍ରସ୍ତ ହୋଇଥିବା ଖୁଚୁରା ଏବଂ ପାଇକାରୀ ବ୍ୟବସାୟୀଙ୍କୁ ଏମ୍ଏସ୍ଏମ୍ଇ ବର୍ଗରେ ସାମିଲ କରି ସରକାରଙ୍କ ସହାୟତା ପ୍ରଦାନ ପାଇଁ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ…
ଆର୍ବିଆଇ ନୋଟ ପ୍ରିଣ୍ଟ ନ କରୁ
ମୁମ୍ବାଇ: ସରକାରଙ୍କ ବିତ୍ତୀୟ ନିୟଣ୍ଟ (ସରକାରଙ୍କ ଆୟ-ବ୍ୟୟ ମଧ୍ୟରେ ପାର୍ଥକ୍ୟ)କୁ କମ୍ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ନୋଟ୍ ପ୍ରିଣ୍ଟ ନ କରୁ। ଏହା ବିତ୍ତୀୟ ଅପବ୍ୟୟ ହେବ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ପିନାକୀ ଚକ୍ରବର୍ତ୍ତୀ ରବିବାର ମତପ୍ରକାଶ…
୧୩,୨୬୨ କୋଟିର ଏଫ୍ପିଆଇ ନିବେଶ
ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ)ଙ୍କ ନିବେଶ ଜୁନ ମାସରେ ୧୩,୨୬୨ କୋଟି ଟଙ୍କା ରହିଛି। ବିଦେଶୀ ନିବେଶକମାନେ ଭାରତୀୟ ବଜାରରେ ନିବେଶ ଧାରା ଜାରି ରଖିଛନ୍ତି। କୋଭିଡ୍ ମାମଲା କମୁଥିବା ବେଳେ ଅର୍ଥ ବ୍ୟବସ୍ଥା ଖୋଲିବା ନେଇ…

