ବଢ଼ିଲା ରୋଷେଇ ଗ୍ୟାସ ଦର: ଜାଣନ୍ତୁ ସିଲିଣ୍ଡର ପିଛା ଏଣିକି କେତେ ଟଙ୍କା ଦେବାକୁ ହେବ…
ନୂଆଦିଲ୍ଲୀ,୧।୭: ବଢ଼ିଲା ରନ୍ଧନ ଗ୍ୟାସ ଦର। ସିଲିଣ୍ଡର ପିଛା ୨୫ ଟଙ୍କା ୫୦ ପଇସା ଲେଖାଏ ବଢ଼ାଇଛନ୍ତି ସରକାରୀ ତୈଳ କମ୍ପାନୀ। ଏହା ଅଣ ସବ୍ସିଡିଯୁକ୍ତ ରୋଷେଇ ଗ୍ୟାସ କ୍ଷେତ୍ରରେ ଲାଗୁ ହେବ ବୋଲି ଜଣାପଡ଼ିଛି। ତେବେ ଦର ବଢ଼ିବା ପରେ…
ପ୍ରତି ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧର ଦାମ୍
ନୂଆଦିଲ୍ଲୀ,୩୦।୬: କରୋନା କାଳରେ ମହଙ୍ଗା ମାଡ଼ ଜନତାଙ୍କୁ ଚିନ୍ତାରେ ପକାଇଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଯାହାଫଳରେ ଏହା ସିଧାସଳଖ ଜନସାଧାରଣଙ୍କ ପକେଟ ଓ ରୋଷେଇ ଉପରେ ପ୍ରଭାବ ପକାଇଛି। ଇତିମଧ୍ୟରେ…
ଜୁଲାଇ ପହିଲାରୁ ବଦଳିବାକୁ ଯାଉଛି ଏସ୍ବିଆଇର ଅନେକ ନିୟମ: ଚେକ୍ବୁକ୍ଠାରୁ ଆରମ୍ଭ କରି…
ନୂଆଦିଲ୍ଲୀ,୨୯।୬: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ଆସନ୍ତା ଜୁଲାଇ ପହିଲାରୁ ଅନେକ ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କ ନଗଦ ପ୍ରତ୍ୟାହାର, ଶାଖାରୁ ନଗଦ ଟଙ୍କା ଉଠାଇବା ଏବଂ ଚେକ୍ ବୁକ୍ ପାଇଁ ଏହାର ଶୁଳ୍କକୁ ସଂଶୋଧନ କରିବାକୁ…
ବକ୍ସାଇଟ ଆମଦାନୀ ବିଲ୍ ଯୋଗାଣ ଚେନ୍ରେ ବିନିଯୋଗ ହେଉ
ନୂଆଦିଲ୍ଲୀ: ଆଲୁମିନିୟମ୍ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା କଞ୍ଚାମାଲ ବକ୍ସାଇଟ୍ ଆମଦାନୀ ଯୋଗୁ ଭାରତ ବୃହତ୍ତ ପରିମାଣର ବିଦେଶୀ ମୁଦ୍ରା କ୍ଷତି ସହୁଛି। ୨୦୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈୟମାସରେ ଏଥିଯୋଗୁ ୫୧.୯୭ ନିୟୁତ ଡଲାର(୩୯୦ କୋଟି ଟଙ୍କା)ର କ୍ଷତି ହୋଇଥିବା…
ଡୁଆଲ ଏୟାର ବ୍ୟାଗ୍ ନିୟମ କୋହଳ
ନୂଆଦିଲ୍ଲୀ: ସାରା ଦେଶରେ ସଡ଼କ ର୍ଦୁଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଗୁରୁତ୍ୱ ଦେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସଡ଼କ ର୍ଦୁଘଟଣା ହ୍ରାସ ପାଇଁ ନୂଆ ସଡ଼କ ପରିବହନ ନିୟମ ସାଙ୍ଗକୁ କେତେକ ଫିଚରର ମଧ୍ୟ ପରିବର୍ତ୍ତନ…
ଜୁଲାଇରୁ ମିଳିବନି ବର୍ଦ୍ଧିତ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀ ଏବଂ ଫେନ୍ସନଭୋଗୀଙ୍କୁ ଅର୍ଥ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ନିରାଶ କରିବ। ଚଳିତବର୍ଷ ଜୁଲାଇରୁ କେନ୍ଦ୍ର କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା (ଡିଏ) ଏବଂ ପେନ୍ସନଭୋଗୀଙ୍କୁ ଡିୟରନେସ ରିଲିଫ(ଡିଆର୍) ମିଳିବନି ବୋଲି ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…
ପ୍ରଥମ ତ୍ରୈମାସ ଅଭିବୃଦ୍ଧି ୧୧.୫% ରହିପାରେ
ନୂଆଦିଲ୍ଲୀ: ଚଳିତ ଆର୍ଥତ୍କବର୍ଷ ପ୍ରଥମ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ୧୧.୫% ରହିପାରେ। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୮.୪%ରୁ ୧୦.୧% ରହିପାରେ ବୋଲି ନ୍ୟାଶନାଲ କାଉନ୍ସିଲ ଅଫ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ୍ଚ(ଏନ୍ସିଏଇଆର୍) ପକ୍ଷରୁ ରବିବାର ଏକ…
ବ୍ୟାଙ୍କ ଘରୋଇକରଣ ପ୍ରକ୍ରିୟା ତ୍ୱରାନ୍ବିତ
ସରକାର ୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ନେଇ ପ୍ରକ୍ରିୟା ଜୋର୍ଦାର କରିଛନ୍ତି। ଏହି କ୍ରମରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ନିୟାମକ ଏବଂ ପ୍ରଶାସନିକ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଏହି ପ୍ରସ୍ତାବକୁ ବିନିବେଶ…
ଆର୍ବିଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ବ୍ୟାଙ୍କ ଠକେଇ ଓ ଜାଲିଆତି ଭଳି ଘଟଣା ଘଟୁଛି। ସେହିଭଳି ବ୍ୟାଙ୍କଗୁଡିକ ମଧ୍ୟ ଆଇନ ଭିତରେ ରହି କାରବାର କରିବାକୁ ବିଭିନ୍ନ ସମୟରେ କୁହାଯାଇଛି। ଏହା ସତ୍ତ୍ୱେ ମଧ୍ୟ କିଛି ବ୍ୟାଙ୍କ ନିୟମ ଉଲ୍ଲଂଘନ ସହ ବେଆଇନ…
ପାକିସ୍ତାନକୁ ମିଳି ନ ପାରେ ଆର୍ଥିକ ସହାୟତା
ପ୍ୟାରିସରେ ଜୁନ୍ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏଫ୍ଏଟିଏର ଭର୍ଚୁଆଲ୍ ସେସନରେ ଏସିଆ-ପାସିଫିକ୍ ଗ୍ରୁପ୍ ପାକିସ୍ତାନ ଉପରେ ପ୍ରଦାନ କରିଥିବା ରିପୋର୍ଟର ସମୀକ୍ଷା କରାଯାଇଛି। ଏଫଏଟିଏ ରିପୋର୍ଟ ଅନୁସାରେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଗ୍ରେ ଲିଷ୍ଟରେ ରହିବା ଯୋଗୁ ପାକିସ୍ତାନକୁ…
ତେଲ ଦର ଆହୁରି ବଢ଼ିବ
ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ଯୋଗୁ ସାରା ବିଶ୍ୱ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହି ମହାମାରୀ ପାଇଁ ବଜାର ଅବସ୍ଥା ମଧ୍ୟ ଭଲ ନ ଥିବାରୁ ନିବେଶକମାନେ ନିବେଶ କରିବାକୁ ପଛାଉଛନ୍ତି। ଫଳରେ ତୈଳ କ୍ଷେତ୍ରରୁ ନିବେଶ ହ୍ରାସ ପାଉଥିବାରୁ ଏହାର…
ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଆର୍ବିଆଇ ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଛି। ଜୁଲାଇରେ ୯ ଦିନ ବ୍ୟାଙ୍କ ଛୁଟି ରହିବ। ତେବେ ଏହି ଛୁଟିଦିନ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ହେବ। ଏହା ବ୍ୟତୀତ ରବିବାର ଏବଂ ଦ୍ୱିତୀୟ ଶନିବାର ଓ ଚତୁର୍ଥ…

