ବାଣିଜ୍ୟ

ତେଲ ଦର ବଢ଼ାଇ ୨୩ ଲକ୍ଷ କୋଟି ଆଦାୟ କରିଛନ୍ତି ସରକାର:ରାହୁଲ

ନୂଆଦିଲ୍ଲୀ,୨ା୯: ତେଲ ଏବଂ ଗ୍ୟାସ୍‌ର ଲଗାତର ଦରବୃଦ୍ଧିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ବୁଧବାର ଟାର୍ଗେଟ କରିଛନ୍ତି। ଗତ ୭ ବର୍ଷରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍‌ ଦର ବଢାଇ ସରକାର ୨୩ ଲକ୍ଷ କୋଟି ଟଙ୍କା…

ଅଗଷ୍ଟରେ ପେଟ୍ରୋଲ ଚାହିଦା ବୃଦ୍ଧି

ନୂଆଦିଲ୍ଲୀ,୨ା୯: ଅଗଷ୍ଟରେ ପେଟ୍ରୋଲ ଚାହିଦା ବୃଦ୍ଧି ଘଟିଛି। ଏହି ସମୟରେ ଡିଜେଲ ବିକ୍ରି ନିମ୍ନରେ ରହିଛି। ବର୍ତ୍ତମାନ ପେଟ୍ରୋଲ ବିକ୍ରି କୋଭିଡ୍‌ ପୂର୍ବ ସ୍ଥିତିକୁ ଫେରିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଅଗଷ୍ଟରେ ୨.୪୩ ନିୟୁତ ଟନ୍‌…

ଲଞ୍ଚ ହେଲା ରୟାଲ ଏନ୍‌ଫିଲ୍ଡ କ୍ଲାସିକ୍‌ ୩୫୦, ଦାମ୍‌ ରହିଛି…

ନୂଆଦିଲ୍ଲୀ,୧ା୯: ବାଇକ୍‌ ଚାଳକଙ୍କ ପ୍ରଥମ ପସନ୍ଦ ହେଲା ରୟାଲ ଏନ୍‌ଫିଲ୍ଡ କ୍ଲାସିକ୍‌ ୩୫୦। ଏବେ ଏହାର ରୂପ ରଙ୍ଗ ପୂରା ବଦଳି ଯାଇଛି। ସାଧାରଣତଃ ଲୋକେ ଏହାକୁ ‘ବୁଲେଟ୍‌’ ବୋଲି କହିଥାନ୍ତି। ଏହାର ନୂଆ ଜେନେରେଶନକୁ କମ୍ପାନୀ ଲଞ୍ଚ୍‌ କରିଛି। ନୂଆ…

ମାସ ଆରମ୍ଭରୁ ରୋଷେଇ ଘରେ ମହଙ୍ଗା ମାଡ଼ …

ନୂଆଦିଲ୍ଲୀ,୧।୯: ମାସ ଆରମ୍ଭରୁ ରୋଷେଇ ଘରେ ମହଙ୍ଗା ମାଡ଼ ହୋଇଛି। ଏଲ୍‌ପିଜି ସିଲିଣ୍ଡର ଦାମ୍‌ ପୁଣି ବଢ଼ିଛି। ଘରେ ବ୍ୟବହୃତ ହେଉଥିବା ସବସିଡ଼ି ଯୁକ୍ତ ସିଲିଣ୍ଡର ଦାମରେ ୨୫ ଟଙ୍କା ବୃଦ୍ଧି ଘଟିଛି। କେବଳ ଘରୋଇ ଏଲପିଜି ସିଲିଣ୍ଡର ନୁହେଁ, ୧୯…

ଶେୟାର ବଜାରରେ ରେକର୍ଡ, ପ୍ରଥମ ଥର ପାଇଁ ସେନସେକ୍ସ୍‌ ଟପିଲା ୫୭ ହଜାର ଅଙ୍କ…

ମୁମ୍ବାଇ,୩୧।୮: ଭାରତୀୟ ଶେୟାର ବଜାରରେ ମଙ୍ଗଳବାର ରେକର୍ଡ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ସେନସେକ୍ସ୍‌ ୫୭ ହଜାର ଅଙ୍କ ଟପିଛି। ପୂର୍ବାହ୍ନ ୯ଟା ୨୪ରେ ସେନସେକ୍ସ୍‌ରେ ୨୩୫ ଅଙ୍କ ବୃଦ୍ଧି ଘଟି ଏହା ୫୭,୧୨୪.୭୮ ଛୁଇଁଛି। ଯାହା ଏପର୍ଯ୍ୟନ୍ତ ଏହାର…

‘ଅନ୍‌ଲାଇନ୍‌ ବ୍ୟବସାୟ ଟ୍ରେଡର୍ସଙ୍କ ସମସ୍ୟା ବଢ଼ାଉଛି’

ଅନୁଗୋଳ ଅଫିସ, ୩୦।୮: ଓଡ଼ିଶା ଫୁଟ୍‌ ଓ୍ବେୟାର ଟ୍ରେଡର୍ସ ଆସୋସିଏଶନ୍‌ (ଓଏଫ୍‌ଟିଏ) ସଦସ୍ୟଙ୍କୁ ନେଇ ଏକ ସମ୍ମିଳନୀ ଅନୁଗୋଳରେ ଅନୁଷ୍ଠିତ ହୋଇଯାଇଛି। ଓଏଫ୍‌ଟିଏ ସଭାପତି ଓମ୍‌ପ୍ରକାଶ ତୁଲସିୟାନ୍‌, ଉପସଭାପତି ସଞ୍ଜୟ ଲୋହିଆ, ସମ୍ପାଦକ ଅବଦୁଲ ରଜାକ ମେହମୁଦ୍‌, ଯୁଗ୍ମ ସମ୍ପାଦକ ମହମ୍ମଦ…

ଗଡ଼ିବ ୧୦୦ ବନ୍ଦେ ଭାରତ ଟ୍ରେନ୍‌: ୨୦୨୪ ସୁଦ୍ଧା ନିର୍ମାଣ ସାରିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୮: ୨୦୨୪ ମାର୍ଚ୍ଚ ସୁଦ୍ଧା ୧୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ ଲାଗି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଭାରତୀୟ ରେଳପଥ ପକ୍ଷରୁ ଏ ନେଇ ପ୍ରସ୍ତୁତି କରାଯାଇଥିବା ଜଣାପଡିଛି। ୨୦୨୩ ଅଗଷ୍ଟ ୧୫ ସୁଦ୍ଧା ଦେଶର ପ୍ରମୁଖ ସହରଗୁଡିକୁ ୭୫…

‘ବିବିଧ ସେ ବିଶ୍ୱାସ ସ୍କିମ୍‌’ ପେମେଣ୍ଟ

ନୂଆଦିଲ୍ଲୀ,୩୦।୮: ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ବିଭିନ୍ନ ଅନୁପାଳନ ସୀମାକୁ ସରକାର ବଢାଇଛନ୍ତି। କରୋନା ମହାମାରୀକୁ ଧ୍ୟାନରେ ରଖି ସରକାର ଟିକସଦାତାଙ୍କ ସୁବିଧା ଲାଗି ଏଭଳି କରିଥିବା ଜଣାପଡ଼ିଛି। ଚଳିତ ଆର୍ଥତ୍କବର୍ଷ ଲାଗି ଇକ୍ୱାଲାଇଜେଶନ ଲେଭି ଷ୍ଟେଟମେଣ୍ଟ ଫର୍ମ ୧ କ୍ଷେତ୍ରରେ ସମୟ…

ବିଭିନ୍ନ ଅନୁପାଳନ ସୀମା ବୃଦ୍ଧି

ନୂଆଦିଲ୍ଲୀ,୩୦।୮: ଅର୍ଥ ମନ୍ତ୍ରଣାଳୟ ରବିବାର ଜିଏସ୍‌ଟି ଆମନେଷ୍ଟି ସ୍କିମ ସୀମାକୁ ନଭେମ୍ବର ୩୦ ଯାଏ ବୃଦ୍ଧି କରିଛି। ମାସିକ ରିଟର୍ନ ଫାଇଲ କରିବା ବିଳମ୍ବ ଦେୟରେ ଟିକସଦାତା ଏହା ଦ୍ୱାରା କିଛିଟା ରିହାତି ପାଇବେ। ବାକି ପଡିଥିବା ଟିକସ ଦେୟ ବିଳମ୍ବରେ…

ଜନଧନ ଯୋଜନାକୁ ୭ବର୍ଷ

ଭୁବନେଶ୍ୱର,୨୯।୮: ଦେଶର ଆର୍ଥିକ ଗତିକୁ ଦ୍ରୁତ କରିବା ପାଇଁ ବ୍ୟାଙ୍କିଙ୍ଗ୍‌ କାରବାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା । ହେଲେ ସ୍ବାଧୀନତାର ୬୮ ବର୍ଷ ପରେ ମଧ୍ୟ ଦେଶର ଅନେକ ରାଜ୍ୟ ଓ ଲୋକଙ୍କ ନିକଟରେ ବ୍ୟାଙ୍କ ଖାତା ନ ଥିବା ମୋଦି…

ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ ବଢ଼ିବ

ନୂଆଦିଲ୍ଲୀ,୨୬।୮: ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ ପ୍ରସଙ୍ଗରେ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀଙ୍କୁ ୩୦ରୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ ମିଳିପାରେ। ପୂର୍ବରୁ ଏହା ୯୨୪୮ କୋଟି ଟଙ୍କା ରହିଥିଲା। ଆର୍ଥତ୍କ ସେବା ବିଭାଗ ସଚିବ…

ବୀମା କ୍ଷେତ୍ରରୁ ସରକାର ସମ୍ପୂର୍ଣ୍ଣ ଓହରିବେନି

ନୂଆଦିଲ୍ଲୀ,୨୬।୮: ସରକାର ବୀମା କ୍ଷେତ୍ରରୁ ସମ୍ପୂର୍ଣ୍ଣ ଭାବେ ଓହରିଯିବେନି ବୋଲି ଅର୍ଥମନ୍ତ୍ରୀ ସୀତାରାମନ ସ୍ପଷ୍ଟ କରିଛନ୍ତି। ମାତ୍ର ଏକ୍ଷେତ୍ରରେ ସରକାରଙ୍କ ଅଂଶଧନ ସାମାନ୍ୟ ରହିବ। ଷ୍ଟ୍ରାଟେଜିକ ଗୁରୁତ୍ୱକୁ ବିଚାରକରି ଏଭଳି ପଦକ୍ଷେପ ସରକାର ଗ୍ରହଣ କରିଥିବା ବୁଧବାର ସେ ସ୍ପଷ୍ଟ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?