ବାଣିଜ୍ୟ

ଗ୍ରାମାଞ୍ଚଳ ବଜାର ଉପରେ ଫୋକସ

ରେନୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ଘରୋଇ ବଜାରରେ ପରିଚାଳନାର ୧୦ମ ବର୍ଷ ପୂର୍ତ୍ତି ପାଳନ କରୁଛି। ଭାରତ ଭଳି ଏକ ଅଭିବୃଦ୍ଧିଶୀଳ ବଜାରରେ ଦଶନ୍ଧି ଧରି ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ପୂରଣ ଦିଗରେ କମ୍ପାନୀ ନିଜର ଯୋଗଦାନ ରଖି ଆସିଛି। ପ୍ରଡକ୍ଟରେ…

ପର୍ଯ୍ୟଟନ ଲାଗି ଲିଜ୍‌ରେ କୋଚ୍‌ ଦେବ ରେଲଓ୍ବେ

ନୂଆଦିଲ୍ଲୀ,୧୩।୯: ରେଲଓ୍ବେ ଦ୍ୱାରା ସାରା ଦେଶରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଯୋଜନା ରଖିଛନ୍ତି। ସ୍ପେଶାଲ ଥିମ୍‌ ବିଶିଷ୍ଟ ସାଂସ୍କୃତିକ, ଧାର୍ମିକ ଏବଂ ଟୁରିଷ୍ଟ ସର୍କିଟ ଟ୍ରେନ ଚଳାଚଳ କରାଇବାକୁ କୋଚ୍‌ଗୁଡିକୁ ଦୀର୍ଘ ମିଆଦୀ ଭିତ୍ତିରେ ଲିଜ୍‌ରେ ଦେବା ଲାଗି…

ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ସୀମା ବୃଦ୍ଧି

ନୂଆଦିଲ୍ଲୀ,୧୨।୯: ମହାମାରୀ ସ୍ଥିତି ସମ୍ପୂର୍ଣ୍ଣ ଭାବେ ସୁଧୁରି ନ ଥିବାରୁ କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇସି) ପକ୍ଷରୁ ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନାର ସୀମାକୁ ୨୦୨୧ ଜୁନ ୩୦ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଯୋଜନାର ଲାଭ ୨୦୨୧…

୧୭ରୁ ମିଳିବନି ଜୋମାଟୋରେ ଗ୍ରୋସରି ସାମଗ୍ରୀ

ଅନ୍‌ଲାଇନ ଫୁଡ୍‌ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ତା’ର ଗ୍ରୋସରି ଡେଲିଭରି ସେବାକୁ ୧୭ ସେପ୍ଟେମ୍ବରରୁ ବନ୍ଦ କରିବ ବୋଲି ସୂଚନା ମିଳିଛି। ଫଳରେ ଦିଲ୍ଲୀ ଏନ୍‌ସିଆରବାସୀ ଆଉ ଏହି ସେବା ମିଳିବ ନାହିଁ। ନିକଟରେ ଆରମ୍ଭ ହୋଇଥିବା ଗ୍ରୋସରି ସେବା ଗ୍ରାହକମାନେ…

ଇପିଏଫ୍‌ ଲାଗି ଆଧାର ଲିଙ୍କ ଅବଧି ବଢ଼ିଲା

ନୂଆଦିଲ୍ଲୀ,୧୩।୯: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ) ପକ୍ଷରୁ ଇପିଏଫ୍‌ ଆକାଉଣ୍ଟଗୁଡିକୁ ଆଧାର ସହ ଲିଙ୍କ କରାଇବାର ଅବଧିକୁ ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଛି। ଏଥି ଲାଗି ଶେଷ ତାରିଖ ଅଗଷ୍ଟ ମାସ ୩୧ ରହିଥିଲା। ଇପିଏଫ୍‌ଓ ଉପଭୋକ୍ତାମାନେ ଯଦି ସେମାନଙ୍କ…

‘ଅର୍ଥ ବ୍ୟବସ୍ଥା ଲାଗି ଟିକାକରଣ ଗୁରୁତ୍ୱପୂର୍ଣ୍ଣ’

ନୂଆଦିଲ୍ଲୀ,୧୩।୯: ଦେଶର ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବା ଲାଗି ଟିକାକରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଟିକାକରଣ ପରେ ଲୋକମାନେ ସେମାନଙ୍କ ବାଣିଜ୍ୟ କାରବାର ନିୟମିତ ଭାବେ କରିପାରିବେ। ସେହିଭଳି କୃଷକମାନେ ମଧ୍ୟ କୃଷିକାର୍ଯ୍ୟ ଠିକ୍‌ ଭାବେ କରିପାରିବେ ବୋଲି…

ଗାଡ଼ି ବୀମା କଭର ମହଙ୍ଗା ହୋଇପାରେ

ନୂଆଦିଲ୍ଲୀ,୧୨।୯: ଆଗାମୀ ମାସଗୁଡିକରେ ନୂଆ ଗାଡ଼ି କିଣିବା ୧୦% ମହଙ୍ଗା ହୋଇପାରେ। ବୀମା ପଲିସିର ଡିଜାଇନ ଏବଂ ମୋଟର ବୀମା କଭର ମଡେଲ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏଭଳି ଯଦି ନୂଆ ନିୟମ ଆସେ ତେବେ ଗାଡ଼ି ଲାଗି ବୀମା…

୧୦.୩% ଛୁଇଁଲା ବେରୋଜଗାରୀ ହାର

ନୂଆଦିଲ୍ଲୀ,୧୨।୯: ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ବେରୋଜଗାରୀ ଡାଟା ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଦେଶର ସହରାଞ୍ଚଳରେ ଗତ ଗୋଟିଏ ବର୍ଷ ମଧ୍ୟରେ ବେରୋଜଗାରୀ ହାର ୨.୪% ବଢିଛି। ଅକ୍ଟୋବରରୁ ଡିସେମ୍ବର ୨୦୨୦ ମଧ୍ୟରେ ଏହା ୧୦.୩% ରହିଛି। ୨୦୧୯ର…

କମିପାରେ ଖାଇବା ତେଲ ମୂଲ୍ୟ

ନୂଆଦିଲ୍ଲୀ,୧୨।୯: ଗତ ୧୪ ମାସ ମଧ୍ୟରେ ଭାରତୀୟ ବଜାରର ଖୁଚୁରା ଖାଇବା ତେଲ ମୂଲ୍ୟ ପ୍ରାୟ ୭୦% ବୃଦ୍ଧି ଘଟିଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ସରକାର ମଧ୍ୟ ଉକ୍ତ ଘଟଣାକୁ ଗୁରୁତ୍ୱର ସହ ନେଇଥିବା ଜଣାପଡ଼ିଛି। ଗତ…

ଖାଇବା ତେଲ ଦର କମିଲା, ଏଲ୍‌ପିଜି ଦାମ ବଢ଼ିବା ନିଶ୍ଚିତ…

ନୂଆଦିଲ୍ଲୀ,୧୧।୯: ପାର୍ବଣ ଋତୁ ପୂର୍ବରୁ କେନ୍ଦ୍ର ସରକାର ଖାଇବା ତେଲ ଦର ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ଉତ୍ପାଦନ ଶୁଳ୍କରେ ଏବେ ୨.୫ ପ୍ରତିଶତ ହ୍ରାସ ହୋଇଛି। ଏହା ପାମ୍‌ ଅଏଲ୍‌, ସୋୟା ଅଏଲ୍‌ ଏବଂ ସନ୍‌ ଫ୍ଲାଓ୍ବାର ଅଏଲ୍‌…

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା: ଏଭଳି ଭାବେ ଆପ୍‌ରେ ରେଜିଷ୍ଟ୍ରେଶନ କରି ଲାଭ ଉଠାନ୍ତୁ…

ନୂଆଦିଲ୍ଲୀ,୧୦।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି କୃଷକ ବାର୍ଷିକ ୬୦୦୦ ଟଙ୍କା ଲାଭ କରୁଛନ୍ତି। ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୧୪ କୋଟି ଅତିକ୍ରମ କରିଛି। ଫେବୃଆରୀ ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନାର…

ଏହି ୨ ଶସ୍ତା ପ୍ଲାନ ବନ୍ଦ କଲା ଜିଓ; ମିଳୁଥିଲା ଏଭଳି ସୁବିଧା

ନୂଆଦିଲ୍ଲୀ,୯।୯: ରିଲାଏନ୍ସ ଜିଓ ନିଜର ଦୁଇଟି ଶସ୍ତା ପ୍ଲାନ ବନ୍ଦ କରିଛି। କମ୍ପାନୀର ଏହି ରିଚାର୍ଜ ପ୍ଲାନ ୩୯ ଏବଂ ୬୯ ଟଙ୍କାର ବୋଲି ଜଣାପଡ଼ିଛି। ଉଭୟ ଜିଓ ଫୋନର ରିଚାର୍ଜ ପ୍ଲାନ। କିଛି ମାସ ପୂର୍ବରୁ ଜିଓ ଫୋନ୍‌ର ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?