ବାଣିଜ୍ୟ

ଏଲ୍‌ଆଇସିର ନୂଆ ପ୍ରଗତି ଆପ

ନୂଆଦିଲ୍ଲୀ,୧୮।୯ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ଶୁକ୍ରବାର ନୂତନ ମୋବାଇଲ ଆପ୍‌ ‘ପ୍ରଗତି’ର ଶୁଭାରମ୍ଭ କରାଯାଇଛି। ଏହି ଆପ୍‌ ବିଶେଷ କରି ସଂସ୍ଥାର ଡେଭଲପମେଣ୍ଟ ଅଫିସରମାନଙ୍କ ପାଇଁ କରାଯାଇଛି। ଏହା ଜରିଆରେ ଅଧିକାରୀମାନେ ସେମାନଙ୍କର ବିଭିନ୍ନ କାର୍ଯ୍ୟ ଓ…

ତେଲ ପାଇଁ କେନ୍ଦ୍ର-ରାଜ୍ୟ ସହମତି ଲୋଡ଼ା

ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସ୍‌ଟି ଲାଗୁ କରିବା ପାଇଁ କେରଳ ହାଇକୋର୍ଟ ଶୁଣାଣି କରିଥିଲେ। ଏହି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବା ବିଶେଷ ସମ୍ଭାବନା ରହିଛି। କେନ୍ଦ୍ର, ରାଜ୍ୟ ଉକ୍ତ ପ୍ରସ୍ତାବ ଉପରେ ସହମତି ଦେଖାଇବା ପରେ ହିଁ…

ଜିଏସ୍‌ଟି ବୈଠକ ଉପରେ ନଜର

ନୂଆଦିଲ୍ଲୀ,୧୬।୯ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିଷଦର ବୈଠକ ଶୁକ୍ରବାର ଲକ୍ଷ୍ନୌଠାରେ ଅନୁଷ୍ଠିତ ହେବ। ପ୍ରାୟ ୪୮ରୁ ଊର୍ଦ୍ଧ୍ୱ ସାମଗ୍ରୀ ଉପରେ ଲାଗୁ ହେଉଥିବା ଟିକସ ହାର ଉପରେ ଏଠାରେ ବିଚାରବିମର୍ଶ ହେବ। ସେହିଭଳି ୧୧…

ନେତୃତ୍ୱ ପରିବର୍ତ୍ତନ ଖବରକୁ ଟାଟା, ଚନ୍ଦ୍ରଶେକରନଙ୍କ ଖଣ୍ଡନ

ନୂଆଦିଲ୍ଲୀ,୧୬ା୯: ଟାଟା ଗ୍ରୁପର ହୋଲ୍ଡିଂ କମ୍ପାନୀ ଟାଟା ସନ୍ସରେ ନେତୃତ୍ୱ ପରିବର୍ତ୍ତନ ନେଇ ମଙ୍ଗଳବାର ଏକ ଖବର ମିଡ଼ିଆରେ ପ୍ରକାଶ ପାଇଥିଲା। ଏହାକୁ ନେଇ ଟାଟା ଗ୍ରୁପର ସେବା ନିବୃତ ଅଧ୍ୟକ୍ଷ ରତନ ଟାଟା ଏବଂ ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେକରନ…

ଏୟାର ଇଣ୍ଡିଆ ଲାଗି ଟାଟା ଆଗ୍ରହୀ

ନୂଆଦିଲ୍ଲୀ,୧୬ା୯: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଲାଗି କେନ୍ଦ୍ର ସରକାର ପ୍ରକ୍ରିୟା ତ୍ୱରାନ୍ବିତ କରିଛନ୍ତି। ଏହି କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ଲାଗି ସରକାର ବିଡିଂ ପ୍ରକ୍ରିୟା ଜାରି କରିଛନ୍ତି। ଫାଇନାନ୍ସିଆଲ ବିଡିଂ ଲାଗି ବୁଧବାର ଶେଷ ଦିନ ଥିବା ବେଳେ ଦେଶର…

ଅଟୋମୋବାଇଲ କ୍ଷେତ୍ରକୁ ୨୬ ହଜାର କୋଟି

ନୂଆଦିଲ୍ଲୀ,୧୬ା୯: ଦେଶର ଅଟୋମୋବାଇଲ କ୍ଷେତ୍ରକୁ ଉତ୍ପାଦନ ସଂଯୋଗୀ ନିବେଶ (ପିଏଲ୍‌ଆଇ) ଯୋଜନା ପରିସରଭୁକ୍ତ କରାଯାଇଛି। ଏହି କ୍ଷେତ୍ରକୁ ଉତ୍ସାହିତ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଅଟୋ, ଅଟୋମୋବାଇଲ ଯନ୍ତ୍ରାଂଶ ଏବଂ ଡ୍ରୋନ୍‌ ଶିଳ୍ପକୁ…

ଅଟୋ ସେକ୍ଟରକୁ ପିଏଲ୍‌ଆଇ ପ୍ୟାକେଜ, ୭.୫ ଲକ୍ଷଙ୍କୁ ମିଳିବ ନିଯୁକ୍ତି…

ନୂଆଦିଲ୍ଲୀ,୧୫।୯: ଅଟୋ ଏବଂ ଡ୍ରୋନ୍‌ ସେକ୍ଟର ପାଇଁ ପ୍ରଡକଶନ୍‌ ଲିଙ୍କ୍‌ ଇନସେନଟିଭ୍‌ (ପିଏଲ୍‌ଆଇ) ଯୋଜନା ଅନ୍ତର୍ଗତ ୫୭,୦୪୩ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି। ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି। ଧାର୍ଯ୍ୟ ପ୍ୟାକେଜ ମଧ୍ୟରୁ ଅଟୋ…

ଖାଇବା ତେଲ: କମୁନି ଦର

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯(ବ୍ୟୁରୋ): ମୁଣ୍ଡ ଉପରେ ଭୋଟ ଥିଲେ ଜରୁରୀ ସାମଗ୍ରୀଗୁଡ଼ିକର ଆକାଶଛୁଆଁ ଦରଦାମ୍‌ ଶାସକ ଦଳର ବିଜୟ ଆଶାକୁ ମଳିନ କରିଦିଏ। ଉତ୍ତର ପ୍ରଦେଶ ସମେତ ୫ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇମାସ ବାକି ଥିବାବେଳେ ଦରଦାମ୍‌ ନିୟନ୍ତ୍ରଣକୁ…

ଜିଏସ୍‌ଟିରେ ସାମିଲ କରିବାକୁ ବିଚାର କରିବେ

ନୂଆଦିଲ୍ଲୀ,୧୪।୯: ସାରା ଦେଶରେ ବର୍ତ୍ତମାନ ତୈଳ ଦର ରେକର୍ଡ ଉଚ୍ଚତାରେ ରହିଛି। ଏଥିଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ସାଧାରଣ ଜନତାଙ୍କ ରୋଷରୁ ବର୍ତ୍ତିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଓ ସେବା ଟିକସ…

କଓ୍ବୋଇସି ଠକେଇ: ସତର୍କ କଲା ଆର୍‌ବିଆଇ

ନୂଆଦିଲ୍ଲୀ,୧୪।୯: ନୋ ୟୋର କଷ୍ଟମର(କଓ୍ବୋଇସି) ଅପ୍‌ଡେଟ୍‌ କରାଇବା ଆଳରେ ଲୋକମାନେ ବ୍ୟାଙ୍କ ଠକେଇର ସାମ୍ନା କରୁଥିବା ଦେଖାଯାଉଛି। ଏହାକୁ ନେଇ ଲୋକଙ୍କୁ ରିଜର୍ଭ ବ୍ୟାଙ୍କ ସତର୍କ କରାଇଛି। ଆକାଉଣ୍ଟ ଲଗ୍‌ଇନ୍‌ ସମ୍ପର୍କିତ ତଥ୍ୟ, ବ୍ୟକ୍ତିଗତ ତଥ୍ୟ, କଓ୍ବୋଇସି ଡକ୍ୟୁମେଣ୍ଟ କପି, କାର୍ଡ…

ପାନ୍‌ ବାହାରର ନୂଆ ଅଭିଯାନ

ଭୁବନେଶ୍ୱର,୧୪ା୯ ପାନ୍‌ ବାହାର ଇଲାଇଚି ପକ୍ଷରୁ ନୂଆ ଅଭିଯାନ ‘କାମୟାବି’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏଭଳି ଏକ ପୁରାତନ ବ୍ରାଣ୍ଡ୍‌କୁ ଗ୍ରାହକଙ୍କ ନିକଟତର କରାଇବା ଲାଗି କମ୍ପାନୀ ପକ୍ଷରୁ ସାଉଥ୍‌ ସୁପରଷ୍ଟାର ତଥା ତେଲୁଗୁ ସିନେମା ଅଭିନେତା ମହେଶ ବାବୁ…

ଓଡ଼ିଶାରେ ଓ୍ବେଲ୍‌ସ୍ପନର ବିତରକ ନିଯୁକ୍ତ

କଟକ ଅଫିସ,୧୪।୯: ଓଡ଼ିଶାରେ ବାଣିଜ୍ୟ କାରବାର ବୃଦ୍ଧି ଲାଗି ଓ୍ବେଲ୍‌ସ୍ପନ ପକ୍ଷରୁ କଟକରେ ନୂଆ ବିତରକ ନିଯୁକ୍ତ କରାଯାଇଛି। ‘ଗାୟତ୍ରୀ’ ନାମକ ସଂସ୍ଥା ସହ କମ୍ପାନୀ ଏଥିଲାଗି ଯୋଡ଼ିହୋଇଛି। ୧୯୭୯ରୁ ‘ଗାୟତ୍ରୀ’ ବମ୍ବେ ଡାଇଙ୍ଗ୍‌ର ସ୍ବତନ୍ତ୍ର ଷ୍ଟୋର ଭାବେ ସେବା ଯୋଗାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?