ବାଣିଜ୍ୟ

ଅଣଭାଜପା ଶାସିତ ରାଜ୍ୟରେ କମିନି ତୈଳ ଟିକସ

ଭୁବନେଶ୍ୱର,୭।୧୧: ଚଳିତ ବର୍ଷ ଜୁଲାଇ ପରେ ପ୍ରଥମଥର ପାଇଁ ୧୫ଟି ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ତଳକୁ ଖସିଛି। ଏହି ୧୫ଟି ରାଜ୍ୟ ଭାଜପା କିମ୍ବା ତା’ର ସହଯୋଗୀ ଦଳ ସମ୍ପୃକ୍ତ…

୩୦୦ ବିଲିୟନ କ୍ଲବ୍‌ରେ ମସ୍କ

ନୂଆଦିଲ୍ଲୀ,୭।୧୧: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ୍‌ କାର କମ୍ପାନୀ ଟେସ୍‌ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଏଲନ୍‌ ମସ୍କଙ୍କ ସମ୍ପତ୍ତି ବର୍ତ୍ତମାନ ୩୦୦ ବିଲିୟନ ଟପିଯାଇଛି। ଫଳରେ ବିଶ୍ୱ ଧନିକ ଶ୍ରେଣୀର କ୍ଲବ ୩୦୦ ବିଲିୟନ କ୍ଲବ୍‌ରେ ପ୍ରଥମ…

ଭାଙ୍ଗିଲା ୧୦ ବର୍ଷ ତଳର କାରବାର ରେକର୍ଡ

ନୂଆଦିଲ୍ଲୀ,୬।୧୧: ଚଳିତ ବର୍ଷ ଦୀପାବଳିରେ କାରବାର ରେକର୍ଡ ସ୍ତର ଛୁଇଁଛି। ଲୋକମାନଙ୍କର କ୍ରୟ ଉନ୍ନତ ସ୍ଥିତିରେ ରହିବା ଯୋଗୁ ଦେଶ ମଧ୍ୟରେ କାରବାର ୧.୨୫ ଲକ୍ଷ କୋଟି ଟଙ୍କା ରହିଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପକ୍ଷରୁ ଶୁକ୍ରବାର ସୂଚନା ରହିଛି। କାରବାର…

ପରିବାର ସହ ଲଣ୍ଡନ ଚାଲିଯିବେ ମୁକେଶ ଅମ୍ବାନୀ, ୩୦୦ ଏକର ଜମିରେ ନିର୍ମାଣ କରୁଛନ୍ତି ବଙ୍ଗଳା !

ନୂଆଦିଲ୍ଲୀ,୫।୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ୍‌ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜ ତଥା ପରିବାର ଲାଗି ଦ୍ୱିତୀୟ ଘର ନିର୍ମାଣ କରୁଛନ୍ତି। ସେ ପରିବାର ସହ ଅନ୍ୟ ଦେଶରେ ବସବାସ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ…

କେନ୍ଦ୍ର ସରକାରଙ୍କ ପରେ ନବୀନଙ୍କ ଦୀପାବଳି ଉପହାର; ତେଲ ଉପରୁ କମାଇଲେ ୩ ଟଙ୍କା ଭାଟ୍‌

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଦୀପାବଳିରେ ରାଜ୍ୟ ସରକାରଙ୍କ ଭେଟି। କେନ୍ଦ୍ର ସରକାରଙ୍କ ପରେ ଏବେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିଛନ୍ତି। ବୁଧବାର କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା, ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ…

ସନ୍ଧ୍ୟା ୬ଟା ୧୫ରେ ‘ମୁହୂର୍ତ୍ତ ଟ୍ରେଡିଂ’, ୭ଟା ୧୫ରେ ହେବ ବନ୍ଦ…

ମୁମ୍ବାଇ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ଗୁରୁବାର, ପ୍ରତିବର୍ଷ ଭଳି ପରମ୍ପରା ଅନୁସାରେ ଷ୍ଟକ ମାର୍କେଟରେ ଏକ ଭିନ୍ନ ବ୍ୟବସାୟ ହେବ। ପାରମ୍ପାରିକ ‘ମୁହୂର୍ତ୍ତ ଟ୍ରେଡିଂ’ ପାଇଁ ଷ୍ଟକ ଏକ୍ସଚେଞ୍ଜ ସନ୍ଧ୍ୟାରେ ଘଣ୍ଟାଏ ପାଇଁ ଖୋଲିବ। ସନ୍ଧ୍ୟା ୬ଟା ୧୫ରେ ‘ମୁହୂର୍ତ୍ତ…

ତୈଳ ରାଜନୀତି, ଭାଜପା ଶାସିତ ରାଜ୍ୟରେ କମିଲା ପେଟ୍ରୋଲ-ଡିଜେଲ ଦାମ…

ନୂଆଦିଲ୍ଲୀ,୪।୧୧: ଦେଶରେ ଏବେ ଆରମ୍ଭ ହୋଇଛି ତୈଳ ରାଜନୀତି। ଦେଶର ଭାଜପା ଶାସିତ ୧୦ ରାଜ୍ୟରେ ପେଟ୍ରୋଲ-ଡିଜେଲ ଦାମ୍‌ କମିଛି। ଆସାମ, ତ୍ରିପୁରା, ମଣିପୁର, କର୍ନାଟକ, ଗୋଆ, ଉତ୍ତରପ୍ରଦେଶ, ଗୁଜୁରାଟ, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ…

ସାରା ଦେଶରେ ୧୫ ଟନ୍‌ ସୁନା ବିକ୍ରି

ନୂଆଦିଲ୍ଲୀ, ୪।୧୧: ଚଳିତ ବର୍ଷର ଧନ୍‌ତେରସ ପୂର୍ବ ରେକର୍ଡ ଭାଙ୍ଗିଛି। ଧନ୍‌ତେରସରେ ପ୍ରଥମ ଥର ଲାଗି ସାରା ଦେଶରେ ୧୫ ଟନ ସୁନା ବିକ୍ରି ହୋଇଛି। ଏହାର ମୂଲ୍ୟ ପ୍ରାୟ ୭୫୦୦କୋଟି ଟଙ୍କା ହେବ। କରୋନା ଯୋଗୁ ଦେଶର ଜୁଏଲେରି ଶିଳ୍ପ…

ବିମାନରେ ମିଳିବ ଷ୍ଟାର୍‌ଲିଙ୍କ୍‌ ବ୍ରଡ୍‌ବ୍ୟାଣ୍ଡ

ନୂଆଦିଲ୍ଲୀ,୨।୧୧: ଆଗାମୀ ଦିନରେ ବିମାନଗୁଡ଼ିକରେ ଷ୍ଟାର୍‌ଲିଙ୍କ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସୁବିଧା ଉପଲବ୍ଧ ହେବ। ଏ ନେଇ ବିମାନ କମ୍ପାନୀଗୁଡ଼ିକ ସହ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି ବିଲିୟନେୟାର ଉଦ୍ୟୋଗୀ ଏଲନ ମସ୍କ। ରକେଟ କମ୍ପାନୀ ସ୍ପେସ୍‌ ଏକ୍ସ ପକ୍ଷରୁ ଷ୍ଟାର୍‌ଲିଙ୍କ୍‌ ହେଉଛି ସାଟେଲାଇଟ…

ଉନ୍ନତ ବିକ୍ରି ଆଶାରେ ଜୁଏଲର୍ସ

ଭୁବନେଶ୍ୱର,୨।୧୧: ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ କରୋନା ସ୍ଥିତି ବଜାର ଉପରେ ଏତେଟା ନାହିଁ। ଏବେ କଟକଣା ମଧ୍ୟ କୋହଳ ହୋଇଛି। ସୁନା ଦର ମଧ୍ୟ ପୂର୍ବାପେକ୍ଷା ଶସ୍ତା ରହିଛି। ମଙ୍ଗଳବାର ଧନ୍‌ତେରସ ପଡ଼ୁଛି। ଏହିଦିନ ସୁନା କିଣିଲେ ଶୁଭ…

ପ୍ରିମିୟମ୍‌ ପୈଠ କରି ନ ଥିଲେ ବୀମା ଦାବି କରି ହେବ ନାହିଁ…

ନୂଆଦିଲ୍ଲୀ,୧।୧୧: ନିର୍ଦ୍ଦିଷ୍ଟ ତାରିଖରେ ଇନସ୍ୟୁରାନ୍ସ୍‌ ପ୍ରିମିୟମ୍‌ ପୈଠ କରି ନ ଥିଲେ ବୀମା ଦାବି କରିହେବ ନାହିଁ। ଏଭଳି ଦାବୀକୁ ସ୍ବୀକାର କରାଯିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ଏକ ମାମଲାର ବିଚାର ସମୟରେ କହିଛନ୍ତି। ଇନସ୍ୟୁରାନ୍ସ୍‌ ପଲିସି ଅନ୍ତର୍ଗତ ଏହା କାର୍ଯ୍ୟକାରୀ…

ପେଟ୍ରୋଲିୟମ ଟିକସ ଆଦାୟ ୭୯% ବୃଦ୍ଧି

ନୂଆଦିଲ୍ଲୀ,୧।୧୧: ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ପେଟ୍ରୋଲିୟମ ସାମଗ୍ରୀ ଉପରେ ଲାଗୁ ହେଉଥିବା ଟିକସ ବାବଦ ସଂଗ୍ରହ ୩୩% ବଢ଼ିଛି। ସେହିଭଳି କୋଭିଡ ପୂର୍ବ ସ୍ଥିତି କଥା ବିଚାରକୁ ନେଲେ ଏହି ବାବଦକୁ ଟିକସ ଆଦାୟ ୭୯% ବଢ଼ିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?