‘ପୂର୍ବ ସରକାରଙ୍କ ତୁଳନାରେ କମ୍ ବଢ଼ିଛି ତେଲ ଦର’
ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୭ ବର୍ଷ ସମୟରେ ତେଲ ଦର ପ୍ରାୟ ୩୦% ବଢ଼ିଛି। ମାତ୍ର ୧୯୭୩ ପରଠାରୁ ଶାସନ କ୍ଷମତାରେ ରହିଥିବା ବିଭିନ୍ନ ସରକାରଙ୍କ ସମୟରେ ତେଲ ଦର ପ୍ରାୟ ୭୦% ବଢ଼ିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ…
ଏଲନ୍ ମସ୍କଙ୍କୁ ୫୦ ବିଲିୟନ ଡଲାର କ୍ଷତି
ଲଗାତର ଦ୍ୱିତୀୟ ଦିନ ଧରି ଟେସ୍ଲାର ଶେୟାର କାରବାର ଖସିଛି। ଫଳରେ ଏଲନ୍ ମସ୍କଙ୍କର ସମ୍ପତ୍ତିରେ ୫୦ ବିଲିୟନ ଡଲାର ହ୍ରାସ ହୋଇଛି। ବ୍ଲୂମ୍ବର୍ଗ ବିଲିୟନେୟାର ସୂଚକାଙ୍କ ରିପୋର୍ଟ ଅନୁସାରେ ଏହା ସର୍ବାଧିକ ୨ ଦିନିଆ ହ୍ରାସ ବୋଲି କୁହାଯାଉଛି। ୨୦୧୯ରେ…
କଂଗ୍ରେସ ଅମଳରେ ତେଲ ଦର ଅଧିକ ବଢ଼ିଥିଲା
ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୭ ବର୍ଷ ସମୟରେ ତେଲ ଦର ପ୍ରାୟ ୩୦% ବଢ଼ିଛି। ମାତ୍ର ୧୯୭୩ ପରଠାରୁ ଶାସନ କ୍ଷମତାରେ ରହିଥିବା ବିଭିନ୍ନ ସରକାରଙ୍କ ସମୟରେ ତେଲ ଦର ପ୍ରାୟ ୭୦% ବଢ଼ିଥିଲା। ଏଭଳି ଯୁକ୍ତିବାଢ଼ିଛନ୍ତି କେନ୍ଦ୍ର…
ସ୍ବପ୍ନ ପୂରା କରିବା ପାଇଁ ୫୦ ବର୍ଷ ବୟସରେ ଛାଡ଼ିଥିଲେ ଚାକିିରି, ଏବେ …
ନୂଆଦିଲ୍ଲୀ,୧୧।୧୧: ବିୟୁଟି ଏବଂ ପର୍ସନାଲ କେୟାର ପ୍ଲାଟ୍ଫର୍ମ ନାଇକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଫାଲ୍ଗୁନୀ ନାୟାର(୫୮) ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ସେ ଦେଶର ସବୁଠାରୁ ଧନୀ ସେଲ୍ଫ ମେଡ୍ ମହିଳା ବିଲିୟନେୟାର ଭାବେ ବିବେଚିତ ହୋଇଛନ୍ତି। ୫୦…
ଆଜିଠୁ ଗଡ଼ିବ ଓଲା ଇ-ସ୍କୁଟର
ଚେନ୍ନାଇ,୧୦ା୧୧: ଯେଉଁମାନେ ଓଲା ଇଲେକ୍ଟ୍ରିକ ସ୍କୁଟରର ପରୀକ୍ଷଣ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ସେମାନଙ୍କ ପାଇଁ ଖୁସି ଖବର। ଆଜି ଏହି ସ୍କୁଟର ଗଡ଼ିବ। ତାମିଲନାଡୁ ସ୍ଥିତ ଇଲେକ୍ଟ୍ରିକ ସ୍କୁଟର ନିର୍ମାତା ଚଳିତବର୍ଷ ଅଗଷ୍ଟ ୧୫ରେ ଲଞ୍ଚ ହେବା ପରେ…
ଅପରାଧ କମାଉଛି ଜନଧନ ଖାତା
ନୂଆଦିଲ୍ଲୀ,୯।୧୧: କେନ୍ଦ୍ର ସରକାର ବର୍ତ୍ତମାନ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେଉଛନ୍ତି। ଏହି ପଦକ୍ଷେପ ଅନ୍ତର୍ଗତ ରାଜ୍ୟ ସ୍ତରରେ ଜନଧନ ଯୋଜନା ଦ୍ୱାରା ଲୋକଙ୍କ ବ୍ୟାଙ୍କ ଖାତା ଖୋଲାଯାଉଛି। ଯେଉଁ ରାଜ୍ୟଗୁଡ଼ିକରେ ଏଭଳି ଆକାଉଣ୍ଟ ଖୋଲାଯାଇଛି ଉକ୍ତ ସ୍ଥାନଗୁଡ଼ିକରେ ଅପରାଧ, ମଦ, ତମାଖୁର…
ଦେଶରେ ସ୍ଥାପନ ହେବ ୨୨ ହଜାର ଇଭି ଚାର୍ଜିଂ ଷ୍ଟେଶନ
ନୂଆଦିଲ୍ଲୀ,୯।୧୧: ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି) ସମେତ ୨ ଅନ୍ୟ ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ୨୨ ହଜାର ଇ-ଯାନ ଚାର୍ଜିଂ ଷ୍ଟେଶନ ବସାଇବେ। ୩ରୁ ୫ ବର୍ଷରେ ଏହି ଇ-ଯାନ ଚାର୍ଜିଂ ଭିତ୍ତିଭୂମି ବିକାଶ ଲାଗି କମ୍ପାନୀଗୁଡ଼ିକ ଯୋଜନା ରଖିଛନ୍ତି। ଅଙ୍ଗାରକାମ୍ଳ ବାଷ୍ପ…
୧୦% ଷ୍ଟକ୍ ବିକିପାରନ୍ତି ଏଲନ ମସ୍କ
ନୂଆଦିଲ୍ଲୀ, ୮।୧୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍ଲା କମ୍ପାନୀର ସିଇଓ ଏଲନ ମସ୍କ ୧୦% ଷ୍ଟକ୍ ବିକି ପାରନ୍ତି। ଏ ନେଇ ଶନିବାର ସେ ଟୁଇଟରରେ ଏକ ପୋଲ୍ ଦ୍ୱାରା ଲୋକଙ୍କ ମତାମତ ଲୋଡ଼ିଥିଲେ। ଏହି ପୋଲ୍ରେ ସେ…
ଷ୍ଟୋକ୍ ପାର୍କକୁ ନେଇ ରିଲାଏନ୍ସର ବିଜ୍ନେସ ପ୍ଲାନ
ନୂଆଦିଲ୍ଲୀ, ୮।୧୧: ଲଣ୍ଡନର ଷ୍ଟୋକ୍ ପାର୍କକୁ ନେଇ କ୍ରୀଡା ଏବଂ ଆତିଥେୟତା କ୍ଷେତ୍ରରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏକ ନୂଆ ଯୋଜନା ରଖିଛନ୍ତି। ଏହି ପ୍ଲାନ ସମ୍ପର୍କରେ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ପ୍ରପର୍ଟିରେ ଅମ୍ବାନୀଙ୍କ ପରିବାର…
୧.୫ ଲକ୍ଷ କୋଟିର ଜିଏସ୍ଟି ଆଦାୟ ଲକ୍ଷ୍ୟ
ନୂଆଦିଲ୍ଲୀ, ୮।୧୧: କରୋନା ଦ୍ୱାରା ପ୍ରଭାବିତ ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ଟ୍ରାକ୍କୁ ଫେରୁଛି। ସେବା କ୍ଷେତ୍ର କାର୍ଯ୍ୟକଳାପରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେଉଛି। ଆଗାମୀ ମାସଗୁଡ଼ିକରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ଆଦାୟ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି।…
ନୂଆଦିଲ୍ଲୀରେ ପେଟ୍ରୋଲ ଉପରେ ଟିକସ ୫୦%କୁ ହ୍ରାସ
ନୂଆଦିଲ୍ଲୀ, ୮।୧୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୫ ଏବଂ ୧୦ ଟଙ୍କାର ଉତ୍ପାଦ ଟିକସ ହ୍ରାସ କରାଯାଇଛି। ଏହି ଟିକସ ହ୍ରାସ ପରେ ପେଟ୍ରୋଲ ଉପରେ ଟିକସ ୫୦%କୁ କମିଛି। ପୂର୍ବରୁ ପେଟ୍ରୋଲର ଖୁଚୁରା…
ଟୁଇଟର୍ରେ ଏଭଳି ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ
ଓ୍ବାଶିଂଟନ,୭।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ କାର୍ କମ୍ପାନୀ ଟେସ୍ଲାର ସିଇଓ ଏଲନ ମସ୍କ ଟୁଇଟର୍ରେ ଏକ ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ମସ୍କ ଏକ ସର୍ଭେରେ ପ୍ରଶ୍ନ କରିଛନ୍ତି ଯେ, ମୁଁ ଟେସ୍ଲାର ୧୦…

