କଟକଣା ଜାରି କଲା ସେବି

ନୂଆଦିଲ୍ଲୀ,୧୩।୨: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି) ପକ୍ଷରୁ ନିକଟରେ ରିଲାଏନ୍ସ ଗ୍ରୁପ୍‌ର ମୁଖ୍ୟ ଅନିଲ ଅମ୍ବାନୀଙ୍କ ସମେତ ଅନ୍ୟ ୩ ସଦସ୍ୟଙ୍କ ଉପରେ କଟକଣା ଜାରି କରିଛି। ସେବିର ରିପୋର୍ଟ ଅନୁସାରେ ଅନିଲ ଓ ତାଙ୍କ କମ୍ପାନୀ ରିଲାଏନ୍ସ ହୋମ୍‌ ଫାଇନାନ୍ସ ଲିମିଟେଡ୍‌ ବିରୋଧରେ ଆର୍ଥିକ ଠକେଇ ଅଭିଯୋଗ ହୋଇଥିଲା। ତେଣୁ ଉଭୟଙ୍କ ଉପରେ ଶେୟାର ମାର୍କେଟରେ କାରବାର ଉପରେ ସେବି କଟକଣା ଲାଗୁ କରିଛି। ଏହି କଟକଣା ଆଗାମୀ ୩ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି। ସେହିପରି ଅମିତ୍‌ ବାପନା, ରବୀନ୍ଦ୍ର ସୁଧାକର ଓ ପିଙ୍କେଶ ଆର ଶାହଙ୍କ ଉପରେ ମଧ୍ୟ ସମାନ କଟକଣା ଜାରି ହୋଇଛି। ନିୟାମକ ସେମାନଙ୍କୁ କୌଣସି ତାଲିକାଭୁକ୍ତ କମ୍ପାନୀ, ଷ୍ଟକ୍‌ ମାର୍କେଟ ମଧ୍ୟସ୍ଥ କିମ୍ବା ଯେକୌଣସି ସାର୍ବଜନୀନ କମ୍ପାନୀ ସହିତ ଯୋଗାଯୋଗ କରିବାକୁ ବାରଣ କରିଛି। ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି ରହିବ ବୋଲି ସେବି ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶରେ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଫ୍ୟାଶନ୍ସ ଲିମିଟେଡ୍‌ର ଆଇପିଓ

ନୂଆଦିଲ୍ଲୀ,୩୦।୧: ବେଦାନ୍ତ ଫ୍ୟାଶନ୍ସ ଲିମିଟେଡ୍‌ ପକ୍ଷରୁ ଏହାର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଫେବୃୟାରୀ ୪ରେ ଖୋଲିବ ଓ ୮ରେ ବନ୍ଦ ହେବ। ଆଙ୍କର ନିବେଶକମାନଙ୍କ...

ରାଜଧାନୀରେ ପେଟ୍ରୋଲ ଦର ୭୯.୪୩ ଟଙ୍କା

ଭୁବନେଶ୍ୱର,୨୦।୬:ଦେଶର ତେଲ ଦର ଆକାଶ ଛୁଆଁ ହୋଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ୭୯ ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ଭୁବନେଶ୍ୱରରେ...

ସାମଗ୍ରୀ ଉତ୍ପତ୍ତିସ୍ଥଳ ଦର୍ଶାଇବା ବାଧ୍ୟତାମୂଳକ କଲା ଆମାଜନ

ବାଙ୍ଗାଲୋର,୧୬।୭: ଆସନ୍ତା ସପ୍ତାହରୁ ଆମାଜନ ପ୍ଲାଟ୍‌ଫର୍ମରେ ସାମଗ୍ରୀର ଉତ୍ପତ୍ତିସ୍ଥଳ କେଉଁଠି ତାହା ଗ୍ରାହକମାନେ ଜାଣିପାରିବେ। ଅର୍ଥାତ୍‌ ପ୍ଲାଟ୍‌ଫର୍ମରେ ଲିଷ୍ଟିଂ ହୋଇଥିବା ସାମଗ୍ରୀ କେଉଁଠାରେ ପ୍ରସ୍ତୁତ ହୋଇଛି...

୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ; ହାସଲ ହୋଇପାରେ ସରକାରଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬-୮: ଭାରତକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଏନ୍‌ଡିଏ ସରକାର ଧାର୍ଯ୍ୟ କରିଥିବା ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ...

ଭଲ ରହିବ ଆସନ୍ତା ଆର୍ଥତ୍କ ବର୍ଷ

ନୂଆଦିଲ୍ଲୀ,୧୧।୬: ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଅନେକ ନକାରାତ୍ମକ ରିପୋର୍ଟ ସାମ୍ନାକୁ ଆସୁଛି। ୟା’ମଧ୍ୟରେ ଏକ ଭଲ ଖବର ଆସିଥିବା ଜଣାପଡିଛି। ଆସନ୍ତା ଆର୍ଥତ୍କ...

ନୂଆ ଓଏଲ୍‌ଇଡି ଉନ୍ମୋଚିତ

ଭୁବନେଶ୍ୱର,୨୧-୯: ପାନାସୋନିକ ପକ୍ଷରୁ ସ୍ଥାନୀୟ ବାପୁଜୀ ନଜରସ୍ଥିତ ପାତ୍ର ଇଲେକଟ୍ରୋନିକ୍ସ ଶୋ’ରୁମଠାରେ ନୂଆ ଓଏଲ୍‌ଇଡ଼ିକୁ ବଜାର ପ୍ରବେଶ କରାଯାଇଛି। ଏହି ଅବସରରେ ପାନାସୋନିକର ଆସୋସିଏଟ ଡାଇରେକ୍ଟର...

ଦର ବଢ଼ାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ, ୭ା୪: ଦେଶର ଅଗ୍ରଣୀ କାର୍‌ ନିର୍ମାଣ କର୍ମାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ଏପ୍ରିଲ୍‌ରେ ନିଜ ଗାଡ଼ିଗୁଡ଼ିକର ଦର ବୃଦ୍ଧି କରିବ। ମାରୁତି ସୁଜିକି...

ବ୍ୟାଙ୍କ ସିଇଓଙ୍କୁ ଆଜି ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୧୪-୧୦: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବେ। ଅର୍ଥନୀତିରେ ସୁଧାର ଆଣିବା ଲାଗି ବ୍ୟାଙ୍କଗୁଡ଼ିକର କାର୍ଯ୍ୟଧାରାକୁ ସେ ସମୀକ୍ଷା କରିବାର କାର୍ଯ୍ୟକ୍ରମ...

Advertisement
Archives

Model This Week