ବାଣିଜ୍ୟ

ଟିକସ ହ୍ରାସ ଯୋଗୁ କମିବ ଦର

ନୂଆଦିଲ୍ଲୀ,୨୯।୧୨: ଦେଶର ପ୍ରମୁଖ ଖାଇବା ତେଲ ଯୋଗଣାକାରୀ କମ୍ପାନୀ ଆଦାନୀ ଓ୍ବାଲିମାର ଏବଂ ରୁଚି ସୋୟା ଭଳି ଅଧିକାଂଶ କମ୍ପାନୀ ସେମାନଙ୍କ ଉତ୍ପାଦଗୁଡିକର ଦର (ମୂଲ୍ୟସୂଚୀ) ହ୍ରାସ କରିଛନ୍ତି। ଫଳରେ ଖାଉଟିଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ମିଳିବ ବୋଲି କମ୍ପାନୀଗୁଡିକ ପକ୍ଷରୁ…

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଉତ୍ତରାଧିକାରୀ ହେବେ କିଏ, ମୁକେଶ ଅମ୍ବାନୀ ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୯।୧୨: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜର ଉତ୍ତରାଧିକାରକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ରିଲାଏନ୍ସ ପ୍ରତିଷ୍ଠା କରିଥିବା ଧୀରଭାଇ ଅମ୍ବାନୀଙ୍କ ଜନ୍ମଦିନରେ ଆୟୋଜିତ ଏକ ସମାରୋହରେ ଯୋଗ ଦେଇ ସେ କହିଛନ୍ତି,…

ଗୋଟିଏ ଦିନରେ ଦାଖଲ ହେଲା ୧୫.୪୯ ଲକ୍ଷ ଆଇଟିଆର୍‌

ନୂଆଦିଲ୍ଲୀ,୨୯ା୧୨: ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ସୋମବାର ସୁଦ୍ଧା ୪ କୋଟି ୬୭ ଲକ୍ଷ ୪୫ ହଜାର ୨୪୯ଟି ଆୟକର ରିଟର୍ନ (ଆଇଟିଆର୍‌) ଦାଖଲ ହୋଇଛି। ସେଥିମଧ୍ୟରେ ସୋମବାର ଗୋଟିଏ ଦିନରେ ୧୫ ଲକ୍ଷ ୪୯ ହଜାର ୮୩୧ଟି ଆଇଟିଆର୍‌ ଦାଖଲ…

୧୧,୫୦୦ ବିମାନ ଉଡ଼ାଣ ବାତିଲ, ଯାତ୍ରୀ ହଟହଟା…

ନ୍ୟୁୟର୍କ, ୨୮।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ସଙ୍କଟ ଦେଖାଦେଇଛି। ଦ୍ରୁତବେଗରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ପୁଣି ଆଣାୟତ୍ତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବାତିଲ…

ନୂଆବର୍ଷରେ ୧୩ ସହରରେ ୫-ଜି ସେବା…

ନୂଆଦିଲ୍ଲୀ, ୨୮।୧୨: ଆସନ୍ତା ୨୦୨୨ରେ, ଭାରତୀୟମାନେ ୫-ଜି ଉପହାର ପାଇବାକୁ ଯାଉଛନ୍ତି। ଟେଲି ଯୋଗାଯୋଗ ବିଭାଗ କହିଛି ଯେ ୫-ଜି ଇଣ୍ଟରନେଟ ସେବାର ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହା ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ବୋଲି…

ପାଞ୍ଚ କମ୍ପାନୀ ଯୋଡିଛନ୍ତି ୧ଲକ୍ଷ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ,୨୭।୧୨: ଦେଶର ପ୍ରମୁଖ ୧୦ ଘରୋଇ କମ୍ପାନୀ ମଧ୍ୟରୁ ପାଞ୍ଚଟି କମ୍ପାନୀ ଗତ ସପ୍ତାହରେ ସେମାନଙ୍କର ମୋଟ ବଜାର ମୂଲ୍ୟରେ ୧,୦୧,୧୪୫.୦୯ କୋଟି ଟଙ୍କା ଯୋଡିଛନ୍ତି। ଏହି ସମୟରେ ସର୍ବାଧିକ ସମ୍ପତ୍ତି ଯୋଡିଥିବା କମ୍ପାନୀ ମଧ୍ୟରେ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ)…

ଡିସେମ୍ବର ୨୫ସୁଦ୍ଧା ୪.୪୩ କୋଟି ଆଇଟିଆର୍‌

ଭୁବନେଶ୍ୱର,୨୭।୧୨: ଦେଶ ବିକାଶରେ ଭାଗୀଦାରି ହେବା ପାଇଁ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି। ଯାହାର ଫଳ ସ୍ବରୂପ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୪.୪୩ କୋଟିରୁ ଊର୍ଦ୍ଧ୍ୱ ଆୟକର ରିଟର୍ନ (ଆଇଟିଆର୍‌) ଦାଖଲ ହୋଇଛି। ଯେଉଁଥିରେ ଡିସେମ୍ବର ୨୫ ମଧ୍ୟରେ ୧୧.୬୮ଲକ୍ଷରୁ…

ଗୁଗଲ ଉପରେ ୭୩୯ କୋଟି ଜରିମାନା

ନୂଆଦିଲ୍ଲୀ,୨୭।୧୨: ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ ଗୁଗଲ ରୁଷିଆରେ ନିଷିଦ୍ଧ ଥିବା ବିଭିନ୍ନ କଣ୍ଟେଣ୍ଟଗୁଡିକୁ ତା’ର ସର୍ଚ୍ଚ ଇଞ୍ଜିନ ଜରିଆରେ ସର୍ବସାଧାରଣ କରି ଦେଖାଉଥିବା ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ ମଧ୍ୟ କମ୍ପାନୀକୁ…

ଇ-ଶ୍ରମରେ ୧୪ କୋଟି ସଦସ୍ୟ

ନୂଆଦିଲ୍ଲୀ,୨୭।୧୨: ଦେଶର ଅଣ ସଂଗଠିତ କ୍ଷେତ୍ରର କାର୍ଯ୍ୟ କରୁଥିବା ପ୍ରତି ୩ ଜଣରେ ଜଣେ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ କରିଥିବା କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ପୋର୍ଟାଲରେ ମୋଟ ୧୪ କୋଟି ଶ୍ରମିକ ପଞ୍ଜୀକୃତ ହୋଇସାରିଛନ୍ତି। ଶନିବାର କେନ୍ଦ୍ର ଶ୍ରମ…

ଚାଇନାକୁ ବଡ଼ ଝଟ୍‌କା, ୫ଟି ଉତ୍ପାଦ ଉପରେ ଆଣ୍ଟି ଡମ୍ପିଙ୍ଗ୍‌ ଶୁଳ୍କ ଲାଗୁ କଲା ଭାରତ…

ନୂଆଦିଲ୍ଲୀ, ୨୭।୧୨: ଘରୋଇ ଉଦ୍ୟୋଗଗୁଡ଼ିକର ବିକାଶକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଚାଇନାକୁ ବଡ଼ ଝଟ୍‌କା ଦିଆଯାଇଛି। ଚାଇନାରୁ ଶସ୍ତା ଆମଦାନୀ ରୋକିବା ଲାଗି କେତେକ ଆଲୁମିନିୟମ୍‌ ଏବଂ ରାସାୟନିକ ସାମଗ୍ରୀ ସହିତ ୫ଟି ଉତ୍ପାଦ ଉପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ…

୧୦୦ ଟ୍ରିଲିୟନ୍‌ ଡଲାର ଟପିବ ବିଶ୍ୱ ଅର୍ଥନୀତି

ଲଣ୍ଡନ,୨୭ା୧୨: କୋଭିଡ୍‌-୧୯ ମହାମାରୀ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବାବେଳେ ରାଷ୍ଟ୍ରଗୁଡ଼ିକ ଏବେ ଅଣ୍ଟା ସଳଖି ଛିଡ଼ାହେବା ଆରମ୍ଭ କରିଛନ୍ତି। ହେଲେ କ୍ରମବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫୀତି ଓ ଜଳବାୟୁ ପରିବର୍ତ୍ତନର ନକାରାମତ୍କ ପ୍ରଭାବ ଏଥିରେ ବାଧକ ସାଜିଛି। ତେବେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ…

ସରକାରଙ୍କ ହସ୍ତକ୍ଷେପ ଫଳରେ ଖାଇବାତେଲ ଦର କମିଛି

ବେଙ୍ଗାଲୁରୁ,୨୬ା୧୨: ଚଳିତ ବର୍ଷ କୋଭିଡ୍‌ କଟକଣା ଯୋଗୁ ଉପତ୍ାଦନ ଓ ଆମଦାନୀରେ ଅନେକ ସମସ୍ୟା କାରଣରୁ ଖାଇବାତେଲର ଦର ଅନେକାଂଶରେ ବୃଦ୍ଧି ପାଇଥିଲା। ଫଳରେ ଖାଉଟି ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏଭଳି ପରିସ୍ଥିତିରେ ସରକାର ମଧ୍ୟ ଏହାକୁ ଗୁରୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?