ବାଣିଜ୍ୟ

ସିବିଡିସିକୁ ଗୁରୁତ୍ୱ ଦେଉଛି ଆର୍‌ବିଆଇ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସେବା ଓ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ନିକଟରେ କେନ୍ଦ୍ରୀୟ ବ୍ୟାଙ୍କର ୫୯୨ତମ ବୋର୍ଡ ବୈଠକ ଲକ୍ଷ୍ମୌଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ…

ରକ୍ତସଞ୍ଚାଳନ ଠିକ୍‌ କରାଇବ ଡାଇବେଟିକ ଜୋତା

ଭୁବନେଶ୍ୱର, ୧୭ା୧୨: ଅନିୟମିତ ଜୀବନଶୈଳୀ ଯୋଗୁ ବିଶ୍ୱରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଯାହାକି ଚିନ୍ତାର କାରଣ ପାଲଟିଛି। ଆମେରିକାରେ ଏବେ ୧୬ନିୟୁତ ଲୋକ ଏହି ରୋଗର ଶିକାର ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୨୫% ପ୍ରତିଶତଙ୍କ…

ନିୟମ ନମାନିଲେ ନିଯୁକ୍ତି ହରାଇବ

ଆଲ୍‌ଫାବେଟ୍‌ ଇଙ୍କ୍‌ କମ୍ପାନୀ ଗୁଗଲ ତା’ର କର୍ମଚାରୀମାନଙ୍କୁ ସର୍ତକ କରାଇ ଦେଇଛି ଯେ ଯଦି ସେମାନେ କୋଭିଡ୍‌ ପ୍ରୋଟୋକଲ୍‌ ଅନୁସରଣ ନ କରନ୍ତି ତେବେ ସେମାନଙ୍କୁ ଦରମା ମିଳିବ ନାହିଁ। କେତେକ କ୍ଷେତ୍ରରେ ସେମାନେ ଚାକିରି ହରାଇପାରନ୍ତି ବୋଲି ସିଏନ୍‌ବିସି ମଙ୍ଗଳବାର…

ସେମିକଣ୍ଡକ୍ଟର ଉତ୍ପାଦନ ଲାଗି ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୬|୧୨: ଭାରତରେ ଦେଖାଦେଇଥିବା ସେମିକଣ୍ଡକ୍ଟର ଚିପ୍ସ ଅଭାବ ଜନିତ ସମସ୍ୟା ଦୂର କରିବା ପାଇଁ ଆଗେଇ ଆସିଛନ୍ତି କେନ୍ଦ୍ର ସରକାର। ସେମିକଣ୍ଡକ୍ଟର ଅଭାବରୁ ଦେଶର କାର୍‌, ଫୋନ୍‌ ନିର୍ମାଣରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଲୋକଙ୍କ ଚାହିଦା ଥିଲେ ମଧ୍ୟ କମ୍ପାନୀଗୁଡ଼ିକ…

୩ ବର୍ଷରେ କେନ୍ଦ୍ର ପାଇଛି ୮ ଲକ୍ଷ କୋଟିର ତୈଳ ଟିକସ

ନୂଆଦିଲ୍ଲୀ,୧୫ା୧୨: କେନ୍ଦ୍ର ସରକାର ଗତ ୩ ଆର୍ଥିକ ବର୍ଷରେ ପେଟ୍ରୋଲ ଏବଂ ଡିଜେଲରୁ ଟିକସ ଆକାରରେ ୮.୦୨ ଲକ୍ଷ କୋଟି ଟଙ୍କା ପାଇଛନ୍ତି। କେବଳ ୨୦୨୦-୨୧ ଆର୍ଥିକ ବର୍ଷରେ ୩.୭୧ ଲକ୍ଷ କୋଟି ଟଙ୍କା ଆଦାୟ କରାଯାଇଥିତ୍ବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ…

ହ୍ବାଟସ୍‌ଆପ୍‌ର ବଡ଼ ପଦକ୍ଷେପ, ଥାର୍ଡ ପାର୍ଟି ଆପ୍‌ ଦେଖିପାରିବେନି ୟୁଜରଙ୍କ ଅନ୍‌ଲାଇନ୍‌ ତଥ୍ୟ…

ନୂଆଦିଲ୍ଲୀ, ୧୪।୧୨: ହ୍ବାଟସଆପ୍‌ ପକ୍ଷରୁ ଏକ ନୂତନ ଗୋପନୀୟତା ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଅଜଣା ବ୍ୟକ୍ତିଙ୍କୁ ୟୁଜରଙ୍କ ଲାଷ୍ଟ୍‌ ସିନ୍‌ ଦେଖିବା ଏବଂ ଅନଲାଇନ ସ୍ଥିତିକୁ ଦେଖିବାକୁ ଦେବ ନାହିଁ। ଏହି ନୂତନ ବୈଶିଷ୍ଟ୍ୟ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ…

ପେଗାସସ୍‌ ବନ୍ଦ କରିବାକୁ ଯୋଜନା…

ଓ୍ବାଶିଂଟନ, ୧୪।୧୨: ସ୍ପାଏୱେୟାର ଫାର୍ମ ଏନ୍‌ଏସ୍‌ଓ ଗ୍ରୁପ ଲିମିଟେଡ ପକ୍ଷରୁ ଏହାର ବିବାଦୀୟ ପେଗାସସ୍‌ ୟୁନିଟକୁ ବନ୍ଦ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଋଣ ଭାର ଯୋଗୁ ବିପଦରେ ଥିବା ଏହି କମ୍ପାନୀ ଏକ ଭିନ୍ନ ବିକଳ୍ପ ଖୋଜୁଛି ବୋଲି କୁହାଯାଉଛି।…

ମିସ୍‌ଡ କଲରେ ମିଳିବ ଗ୍ୟାସ

ଭୁବନେଶ୍ୱର,୧୩|୧୨: ବର୍ତ୍ତମାନ ଏଲ୍‌ପିଜି ସିଲିଣ୍ଡର ବୁକିଂ ପାଇଁ ଦେଶର ପ୍ରମୁଖ ଇନ୍ଧନ ବିପଣନ (ଗ୍ୟାସ୍‌) କମ୍ପାନୀ ବିଭିନ୍ନ ପ୍ରକାରର ସହଜ ସୁବିଧା ସେବା ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇଛନ୍ତି। କମ୍ପାନୀର କାରବାର ବୃଦ୍ଧି ପାଇଁ ଏଭଳି ନିଷ୍ପତ୍ତି ସହ ଗ୍ୟାସ୍‌ ସିଲିଣ୍ଡର…

ଜମାକାରୀ ସୁରକ୍ଷିତ ରହିଲେ ବ୍ୟାଙ୍କ ବଞ୍ଚତ୍ପାରିବ

ନୂଆଦିଲ୍ଲୀ, ୧୩|୧୨: ବ୍ୟାଙ୍କଗୁଡ଼ିକୁ ବଞ୍ଚାଇବା ପାଇଁ ଆମକୁ ଜମାକାରୀଙ୍କୁ ସୁରକ୍ଷା ଦେବାକୁ ପଡ଼ିବ। ଏହା କରିବା ଦ୍ୱାରା ଆମେ ବ୍ୟାଙ୍କ ସହିତ ଜମାକାରୀଙ୍କୁ ମଧ୍ୟ ସୁରକ୍ଷିତ ରଖିପାରିବା। ଦେଶର ସମୃଦ୍ଧିରେ ବ୍ୟାଙ୍କଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ତେଣୁ ବ୍ୟାଙ୍କର ସମୃଦ୍ଧିକୁ…

୧୦ ବର୍ଷରେ ୫ ଗୁଣା ବୃଦ୍ଧି ପାଇଛି ମ୍ୟୁଚୁଆଲ ଫଣ୍ଡ ଇଣ୍ଡଷ୍ଟ୍ରି…

ନୂଆଦିଲ୍ଲୀ, ୧୨।୧୨: ଦେଶରେ ନିବେଶ ଧାରା ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ବ୍ୟାଙ୍କର କମ ସୁଧ ହାର ଯୋଗୁୁ ଲୋକମାନେ ଶୀଘ୍ର ଅନ୍ୟ ନିବେଶ ବିକଳ୍ପ ମୁହାଁ ହୋଇଛନ୍ତି। ସେଥିମଧ୍ୟରୁ ମ୍ୟୁଚୁଆଲ ଫଣ୍ଡ ଏବଂ ଷ୍ଟକ ମାର୍କେଟ ସର୍ବାଧିକ ପସନ୍ଦର କ୍ଷେତ୍ର…

ଏବେ ଅଶୋକ ହୋଟେଲ ପାଳି, ୬୦ ବର୍ଷ ପାଇଁ ହୋଇପାରେ ଘରୋଇକରଣ…

ନୂଆଦିଲ୍ଲୀ, ୧୨।୧୨: ଐତିହାସିକ ଅଶୋକ ହୋଟେଲ ବିକ୍ରୟ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାକୁ ସରକାରଙ୍କ ଉଚ୍ଚାଭିଳାଷୀ ଆସେଟ ମୋନେଟାଇଜେସନ ପ୍ରୋଗ୍ରାମ ଅଧୀନରେ ୬୦ ବର୍ଷ ଚୁକ୍ତି (କଣ୍ଟ୍ରାକ୍ଟ)ରେ ଘରୋଇ କ୍ଷେତ୍ରକୁ ଦେବା ପାଇଁ ସରକାର ଏକ…

ସିଏସ୍‌ଆର୍‌ରେ ରିଲାଏନ୍ସର ସହଯୋଗ ଅନ୍ୟତମ

ମୁମ୍ବାଇ,୧୨।୧୨: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ୨୦୨୦-୨୧ ଆର୍ଥିକ ବର୍ଷରେ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଯୋଗଦାନ କ୍ଷେତ୍ରରେ କମ୍ପାନୀର ଭୂମିକା ଅଗ୍ରଣୀ ରହିଛି। କୋଭିଡ୍‌ ମହାମାରୀରେ (୨୦୨୦-୨୧ ଆର୍ଥିକ ବର୍ଷ) କମ୍ପାନୀ ସମାଜସେବା କ୍ଷେତ୍ର ( ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?