ବାଣିଜ୍ୟ

ହ୍ରାସ ପାଇଲା କମର୍ସିଆଲ ଗ୍ୟାସ୍‌ ଦର

ଭୁବନେଶ୍ୱର,୨।୧: ନୂତନ ବର୍ଷ ଆରମ୍ଭରୁ ଉପଭୋକ୍ତାଙ୍କ ପାଇଁ ଭଲ ଖବର ଇନ୍ଧନ ବିପଣନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଦିଆଯାଇଛି। ୧୯ କିଲୋ ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଉପରେ ୧୦୨.୫୦ ଟଙ୍କା ହ୍ରାସ କରାଯାଇଛିି। ଫଳରେ କମ୍ପାନୀ ପକ୍ଷରୁ ହ୍ରାସ କରାଯାଇଥିବା ଦର…

୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୨।୧: ୨୦୨୨ ଜାନୁୟାରୀରେ ମୋଟ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଏହି ଦିନଗୁଡ଼ିକ ମଧ୍ୟରୁ ମାସକର ସମସ୍ତ ରବିବାର ଓ ୨ୟ ଏବଂ ୪ର୍ଥ ଶନିବାର ସହ ବିଭିନ୍ନ ରାଜ୍ୟର ପର୍ବପର୍ବାଣି ଛୁଟି ତାଲିକାରେ ଅନ୍ତର୍ଭୁକ୍ତ…

୧୩୪ କୋଟିର ମାଲିକାଣୀ ବିଦ୍ୟା

ମୁମ୍ବାଇ: ନୂଆ ବର୍ଷରେ ଜନ୍ମଦିନ ପାଳିଛନ୍ତି ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ବିଦ୍ୟା ବାଲାନ। ୧୯୭୮ ଜାନୁୟାରୀ ୧ରେ କେରଳରେ ତାଙ୍କର ଜନ୍ମ। ନିଜ ଅଭିନୟ ବଳରେ ସେ ଥରେ ରାଷ୍ଟ୍ରୀୟ ପୁରସ୍କାର ସହ ୫ ଥର ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନିତ…

ରେକର୍ଡ କାରବାରରେ ବର୍ଷ ଶେଷ କରିଛି ୟୁପିଆଇ

ନୂଆଦିଲ୍ଲୀ,୨।୧: ଦେଶର ପ୍ରମୁଖ ଡିଜିଟାଲ ପେମେଣ୍ଟ ସଂସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ରେକର୍ଡ ପରିମାଣର କାରବାର ସହିତ କ୍ୟାଲେଣ୍ଡର ବର୍ଷ ୨୦୨୧କୁ ଶେଷ କରିଛି। ବିଶେଷକରି ଉଭୟ ଭଲ୍ୟୁମ୍‌ ଏବଂ ମୂଲ୍ୟ ସର୍ତ୍ତାବଳୀରେ ପୁନଃ ସଂଯୋଗ ରହିଛି। ନ୍ୟାଶନାଲ ପେମେଣ୍ଟସ୍‌…

ଏଣିକି ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇଲେ, ଗାଡ଼ି ଚଢ଼ିଲେ ଗଣିବେ ଅଧିକ ଟଙ୍କା

ନୂଆଦିଲ୍ଲୀ,୧।୧: ବର୍ଷ ଆରମ୍ଭରୁ ମହଙ୍ଗା ହେଲା ସେବା । ଅନଲାଇନରେ ଖାଦ୍ୟ ଅର୍ଡରଠାରୁ ଆରମ୍ଭ କରି ଟ୍ୟାକ୍ସି ସେବା ଆଦି ଶନିବାରଠାରୁ ମହଙ୍ଗା ହୋଇଛି। ସ୍ବିଗି ଓ ଜୋମାଟୋ ଡେଲିଭରି ଆପ୍‌ରେ ଖାଦ୍ୟ ମଗାଇବା ଉପରେ ଅତିରିକ୍ତ ୫ ପ୍ରତିଶତ ଜିଏସ୍‌ଟି…

ନୂଆବର୍ଷରେ ଖୁସି ଖବର: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧ା୧: ନୂଆବର୍ଷରେ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ରାଷ୍ଟ୍ରୀୟ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ଓଜନର ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୦୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି। ବର୍ତ୍ତମାନ ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୯୯୮ ଟଙ୍କା…

ବଢିବନି ପୋଷାକ ଦର

ନୂଆଦିଲ୍ଲୀ,୩୧।୧୨: ଉଦ୍ୟୋଗୀ ଓ ରାଜ୍ୟ ସରକାରଙ୍କ ବିରୋଧ ପରେ କେନ୍ଦ୍ର ସରକାର କପଡ଼ା ଓ ଜୋତା ଉପରେ ୫ରୁ ୧୨ ପ୍ରତିଶତ ଜିଏସ୍‌ଟି ବୃଦ୍ଧି ନିଷ୍ପତ୍ତିକୁ ଶୁକ୍ରବାର ବାତିଲ କରିଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମଗ୍ରୀ ଏବଂ ସେବା…

୩୦୦କୋଟି ବିନିଯୋଗ କରିବ ବଜାଜ ଅଟୋ

ମୁମ୍ବାଇ,୩୦।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ବଜାଜ ଅଟୋ ଲିମିଟେଡ୍‌ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି ଯେ କମ୍ପାନୀ ପୁଣେର ଆର୍କୁଡିଠାରେ ୩୦୦ କୋଟି ଟଙ୍କା ବିନିଯୋଗରେ ଏକ ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରି ଭେଇକଲ (ଇଭି) ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା…

୪୦୦୦ ଇଭି ଚାର୍ଜିଂ ଷ୍ଟେଶନ କରିବ ଓଲା

ନୂଆଦିଲ୍ଲୀ,୩୦।୧୨: ଓଲା ଇଲେକ୍ଟ୍ରିକ୍‌ ପକ୍ଷରୁ ଆସନ୍ତା ବର୍ଷରେ ଏହାର ଇଲେକ୍ଟ୍ରିକ୍‌ ସ୍କୁଟର ପାଇଁ ୪,୦୦୦ରୁ ଅଧିକ ଚାର୍ଜିଂ ପଏଣ୍ଟ ସ୍ଥାପନ କରିବ। ଏହାର ଉଚ୍ଚାଭିଳାଷୀ ଚାର୍ଜିଂ ଇନ୍‌ଫ୍ରାଷ୍ଟକଚର ନିର୍ମାଣ ଲକ୍ଷ୍ୟରେ କମ୍ପାନୀ ଅଗ୍ରସର ହେଉଛି। ଏ ନେଇ କମ୍ପାନୀର ପ୍ରତିଷ୍ଠାତା ତଥା…

୧.୪୯ ଲକ୍ଷ କୋଟିର ଟିକସ ରିଫଣ୍ଡ

ଭୁବନେଶ୍ୱର,୩୦।୧୨: ଚଳିତ ଆର୍ଥିକ ବର୍ଷର ସୂଚନା ଅନୁସାରେ ଗୁରୁବାର ସୁଦ୍ଧା ୧.୪୫ କୋଟି ଟିକସଦାତାଙ୍କୁ ୧୪୯ ଲକ୍ଷ କୋଟି ଟଙ୍କାର ଟ୍ୟାକ୍ସ ସେଣ୍ଟ ଜାରି କରିଛନ୍ତି। ଏ ସମ୍ପର୍କରେ ନିକଟରେ ଆୟକର ବିଭାଗ ଟୁଇଟ କରି ସୂଚନା ଦେଇଛି। ଚଳିତ ଆର୍ଥିକ…

୨୦୨୨ରୁ ୫ଜି ସେବାର ଶୁଭାରମ୍ଭ

ଭୁବନେଶ୍ୱର,୨୯।୧୨: ନୂଆବର୍ଷରୁ ଦେଶବାସୀଙ୍କ ପାଇଁ ଦୂରସଞ୍ଚାର ମନ୍ତ୍ରଣାଳୟ ନୂଆ ସେବା ଆଣିବାକୁ ଯାଉଛି। ୨୦୨୨ରୁ ଭାରତରେ ୫ଜି ଇଣ୍ଟରନେଟ୍‌ ସେବା ପ୍ରଚଳନ ହେବାକୁ ଯାଉଛି ବୋଲି ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ଏହି ସେବା ଉପଲବ୍ଧ ହେବ…

୬ ମାସରେ ୧୦ ହଜାର ଷ୍ଟାର୍ଟ ଅପ୍‌

ନୂଆଦିଲ୍ଲୀ,୨୯।୧୨: ଭାରତର ଟେକ୍ନୋଲୋଜି ଏବଂ ନବସୃଜନ କ୍ଷେତ୍ରରେ ଦେଶର କ୍ଷମତାକୁ ଚିହ୍ନଟ କରିବା ପାଇଁ ଗତ ୬ ମାସ ମଧ୍ୟରେ ପ୍ରାୟ ୧୦,୦୦୦ ଷ୍ଟାର୍ଟ ଅପ୍‌ ଆସିଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?