ନାସା ଆଇଏଏସ୍ପିରେ ଏଲ୍ପିୟୁ ଛାତ୍ରୀ ଜାହ୍ନବୀ
ଜଳନ୍ଦର,୨୬ା୧୨: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲଭ୍ଲି ପ୍ରୋଫେସନାଲ ୟୁନିଭର୍ସିଟି (ଏଲ୍ପିୟୁ)ର ବିଟେକ୍ (ଇସିଇ) ୨ୟ ବର୍ଷ ଛାତ୍ରୀ ଜାହ୍ନବୀ ଡାଙ୍ଗେଟି ବିଶ୍ୱବିଦ୍ୟାଳୟ ପାଇଁ ସୁନାମ ଆଣିଛନ୍ତି। ସେ ପ୍ରଥମ ଭାରତୀୟ ଛାତ୍ରୀ ଭାବେ ନାସା ଅଧୀନ ଇଣ୍ଟରନ୍ୟାଶନାଲ ଏୟାର ଆଣ୍ଡ ସ୍ପେସ୍…
ଗୁଗଲକୁ ପଛରେ ପକାଇଲା ଟିକ୍ଟକ୍
ନୂଆଦିଲ୍ଲୀ,୨୬ା୧୨: ବିଶ୍ୱର ଅଗ୍ରଣୀ ଆଇଟି ସେବା ପ୍ରଦାନକାରୀ ଓ୍ବେବ୍ସାଇଟ ଗୁଗଲକୁ ପଛରେ ପକାଇ ୧ନମ୍ବର ସ୍ଥାନରେ ପହଞ୍ଚତ୍ଛି ଚାଇନାର ଟିକ୍ଟକ୍ । ୨୦୨୧ରେ ବିଶ୍ବର ସର୍ବାଧିକ ଲୋକ ଟିକ୍ଟକ୍କୁ ଦେଖିଛନ୍ତି। ଏହା ବିଶ୍ବର ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ ସାଇଟ୍ରେ ପରିଣତ ହୋଇଛି…
ରାମରାଜ କଟନ ନାମରେ ମିଥ୍ୟା ଲିଙ୍କ୍
ନୂଆଦିଲ୍ଲୀ,୨୬ା୧୨: ରାମରାଜ କଟନ କମ୍ପାନୀ ଭାରତର ଏକ ଅଗ୍ରଣୀ ଟେକ୍ସଟାଇଲ ପ୍ରତିଷ୍ଠାନ। ଏହା ଗତ ୩୮ ବର୍ଷ ହେବ ଦେଶବାସୀଙ୍କୁ ସେବା ଯୋଗାଇ ଆସୁଛି। ଗୁଣାତ୍ମକ ସାମଗ୍ରୀ ଯୋଗୁ ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଛି। ଏହାର ସୁନାମ ନଷ୍ଟ କରିବା ଉଦ୍ଦେଶ୍ୟରେ କେତେଜଣ…
ଡଟ୍ର ନୂଆ ନିୟମ ପାଳନ କରିବେ ଟେଲିକମ୍ କମ୍ପାନୀ
ଦେଶର ସୁରକ୍ଷା ଓ ଆଇନ ଶୃଙ୍ଖାଳାକୁ ଗୁରୁତ୍ୱଦେଇ ସରକାର ଏକ ନୂଆ ନିୟମ ଟେଲିକମ୍ ମନ୍ତ୍ରଣାଳୟ ଜରିଆରେ ଲାଗୁ କରିବାକୁ ଯୋଜନା କରିଛନ୍ତି। ଫଳରେ ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ (ଡଟ୍) ବର୍ତ୍ତମାନ ମୋବାଇଲ କଲ୍ ରେକର୍ଡକୁ ଟେଲିକମ୍ କମ୍ପାନୀଗୁଡିକ ଦୁଇ ବର୍ଷ…
ଅଂଶଧନ ଗ୍ରହଣ କରିବ ଆମାଜନ
ନୂଆଦିଲ୍ଲୀ,୨୩।୧୨: କାଟାମାରାନ୍ ଓ ଆମାଜନର ଯୌଥ ଉଦ୍ୟୋଗ ‘ପ୍ରିଓନି ବିଜନେସ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍’ର ସମସ୍ତ ଆବଶ୍ୟକୀୟ ନିୟାମକ ମଂଜୁରି ହାସଲ ସହ ଆମାଜନ୍ ଏହାକୁ ଅଧିଗ୍ରହଣ କରିବ। ୨୦୨୧ ଅଗଷ୍ଟ ୯ରେ ଦୁଇ ସହଯୋଗୀ ନେଇଥିବା ନିଷ୍ପତି ବିଷୟରେ ଘୋଷଣା…
ସେନ୍ସେକ୍ସ ୬୧୨ ପଏଣ୍ଟ ବୃଦ୍ଧି
ମୁମ୍ବାଇ,୨୩।୧୨: କୋଭିଡ୍ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍ର ଭୟର ବାତାବରଣ ମଧ୍ୟରେ କ୍ରମାଗତ ୨ୟ ଦିନ ପାଇଁ ଶେୟାର ବଜାରରେ ଉସତ୍ାହ ଦେଖାଦେଇଛି। ବିଗତ ଦିନର ବିଭିନ୍ନ କାରଣ ଯୋଗୁ ବର୍ତ୍ତମାନ ସାରା ବିଶ୍ୱ ଏପରିକି ଭାରତ ମଧ୍ୟ ବହୁ ଆଶଙ୍କା…
ଏଣିକି ଅନ୍ଲାଇନ୍ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ
ନୂଆଦିଲ୍ଲୀ,୨୨ା୧୨: ଏଣିକି ଅନ୍ଲାଇନ୍ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ। ଆମାଜନ, ଫ୍ଲିପ୍ କାର୍ଡ ଏବଂ ବିଗ୍ ବାସ୍କେଟ ଆପଣଙ୍କ ପସନ୍ଦର ଓ୍ବେବ୍ସାଇଟ୍ରୁ ଶପିଂ କରିବ ହେବ ଅଧିକ ସହଜ ଓ ସୁରକ୍ଷିତ। ରିଜର୍ଭ ବ୍ୟାଙ୍କ…
୪୦% ବୃଦ୍ଧି ଘଟିଛି ଟିକସ ଆଦାୟ
ନୂଆଦିଲ୍ଲୀ,୨୦।୧୨: ଚଳିତବର୍ଷ ଡିସେମ୍ବର ମଧ୍ୟଭାଗ ସୁଦ୍ଧା ଦେଶର ଆଭନ୍ତରୀଣୟ ପ୍ରତ୍ୟକ୍ଷ ଟିକସ ଆଦାୟ ୪୦% ବୃଦ୍ଧି ଘଟି ୯.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଫଳରେ ବଜେଟରେ ଆକଳନ କରାଯାଇଥିବା ଧାର୍ଯ୍ୟଲକ୍ଷ୍ୟ ଅନୁସାରେ ସରକାର ଅଧିକ ପରିମାଣର ଟିକସ ସଂଗ୍ରହ କରିପାରନ୍ତି…
ଲାଗୁ ହୋଇପାରେ ଶ୍ରମ ଆଇନ
ନୂଆଦିଲ୍ଲୀ,୨୦।୧୨: କେନ୍ଦ୍ର ସରକାର ୨୦୨୨ ଜାନୁୟାରୀରେ ୪ ଶ୍ରମ ଆଇନ (ୱେଜ୍ କୋଡ୍) ଲାଗୁ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି। ଏହି ନୂତନ ଆଇନ ଲାଗୁ ପାଇଁ ୧୫ରୁ ଅଧିକ ରାଜ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିବା ବେଳେ ଖୁବ୍ଶୀଘ୍ର…
୨ ବଡ଼ ରାଷ୍ଟ୍ରାୟତ୍ତ କମ୍ପାନୀ ଘରୋଇକରଣ
ଭାରତରେ ଶେଷ ଥର ପାଇଁ ହୋଇଥିବା ଘରୋଇକରଣର ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ୨ ବୃହତ୍ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ ଚଳିତ ବର୍ଷ ଶେଷ ସୁଦ୍ଧା ସମୂର୍ଣ୍ଣ ହେବାକୁ ଯାଉଛି। ଏହି ୨ କମ୍ପାନୀ ହେଲେ କ୍ଷତିରେ ଚାଲୁଥିବା…
ବଜେଟ ପରେ ବଦଳୁନାହିଁ ସ୍ବାସ୍ଥ୍ୟସେବା
ନୂଆଦିଲ୍ଲୀ,୨୦।୧୨: ଦେଶବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ପ୍ରତିବର୍ଷ ବଜେଟରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି। ହେଲେ ବାସ୍ତବରେ ଉକ୍ତ ଅର୍ଥ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କିପରି ବିନିଯୋଗ ହେଉଛି, ସେ ସବୁ ବିଷୟରେ କାହା ପାଖରେ ସଠିକ ସୂଚନା…
ଫିକିର ଉପସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା
ନୂଆଦିଲ୍ଲୀ,୨୦।୧୨: ଦେଶର ଶିଳ୍ପ ଓ ବାଣିଜ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଉଥିବା ସଂସ୍ଥା ଫେଡେରେଶନ ଅଫ ଇଣ୍ଡିଆନ୍ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି ଇଣ୍ଡିଆ)ର ୯୪ତମ ବାର୍ଷିକ ଅଧିବେଶନ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ୨ ଦିନ…

