ସର୍ଭିସ୍ ଓ ଫିଡ୍ବ୍ୟାକ୍ ପରିପୂରକ: ‘ସ୍କୁଲ ବ୍ୟାଗ୍ ନେଇଥିବା ପିଲା ବାହାଘର ବେଳେ ପୁଣି କିଣାକିଣି କରିବାକୁ ଆସନ୍ତି।’
ସମୟ ଗଡ଼ିଯାଏ ଜୁଆର ଫେରିଯାଏ, ରହିଯାଏ ଅଲିଭା ସନ୍ତକ। ୧୯୭୬ରେ ଭୁବନେଶ୍ୱର ପୁରୁଣା ବସ୍ଷ୍ଟାଣ୍ଡରେ ଗଢ଼ିଉଠିଥିବା ‘ପଣ୍ଡା ଏଣ୍ଟରପ୍ରାଇଜେସ୍’ର ପରିବର୍ତ୍ତିତ ସଂସ୍କରଣ ‘ପଣ୍ଡା ଟ୍ରାଭେଲ ମାର୍ଟ’ ଏହାର ବଳିଷ୍ଠ ଦୃଷ୍ଟାନ୍ତ। ସ୍ବର୍ଗତ ଗତିକୃଷ୍ଣ ପଣ୍ଡା ଆରମ୍ଭ କରିଥିବା ଏହି ପ୍ରତିଷ୍ଠାନ...
ଜିଇଏମ୍ ଦ୍ୱାରା କିଣାହେବ ଲକ୍ଷେ କୋଟିର ସାମଗ୍ରୀ
ନୂଆଦିଲ୍ଲୀ,୨୨।୨: ରାଷ୍ଟ୍ରାୟତ୍ତ ପ୍ରୋକ୍ୟୁଅରମେଣ୍ଟ ପୋର୍ଟାଲ ଗଭର୍ନମେଣ୍ଟ ଇ-ମାର୍କେଟ(ଜିଇଏମ୍) ଦ୍ୱାରା ଆର୍ଥତ୍କବର୍ଷ ୨୦୨୧-୨୨ରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ସାମଗ୍ରୀ କିଣାଯିବ। ପ୍ରତିରକ୍ଷା ଏବଂ ପିଏସ୍ୟୁଗୁଡିକରୁ କ୍ରୟ ବଢିବାରୁ ଏଭଳି ହେବା ନେଇ ଆକଳନ କରାଯାଇଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ...
ରାଜ୍ୟଗୁଡ଼ିକର ଜିଏସ୍ଟି କ୍ଷତି କମିବ
ନୂଆଦିଲ୍ଲୀ,୨୨।୨: ରାଜ୍ୟଗୁଡ଼ିକର ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ଜନିତ ରାଜସ୍ବ କ୍ଷତି ଚଳିତ ଆର୍ଥତ୍କ ବର୍ଷରେ ୪୦ ହଜାର କୋଟି କମିପାରେ। ଗତ ୪ ମାସରେ ଜିଏସ୍ଟି ସଂଗ୍ରହ ଉନ୍ନତ ହେଉଥିବାରୁ କ୍ଷତି ପରିମାଣ ହ୍ରାସ ପାଇବ ବୋଲି ଜଣେ ସରକାରୀ...
ନଜରରେ ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ ଇଣ୍ଡିଆ
ନୂଆଦିଲ୍ଲୀ,୨୨।୨: ଓରିଏଣ୍ଟାଲ ଇନ୍ସ୍ୟୁରାନ୍ସ କିମ୍ବା ୟୁନାଇଟେଡ୍ ଇଣ୍ଡିଆ ଇନ୍ସ୍ୟୁରାନ୍ସ କମ୍ପାନୀର ଘରୋଇକରଣକୁ ସରକାର ବିଚାର କରିପାରନ୍ତି। ଏହି କମ୍ପାନୀଗୁଡ଼ିକୁ ପୁଞ୍ଜି ଯୋଗାଣ କରାଯାଇଛି। ବର୍ତ୍ତମାନ ଏହି କମ୍ପାନୀଗୁଡ଼ିକର ଆର୍ଥତ୍କ ସ୍ଥିତିରେ ପୂର୍ବାପେକ୍ଷା ଉନ୍ନତି ଆସିଛି। କମ୍ପାନୀଗୁଡ଼ିକର ଆର୍ଥତ୍କ ସ୍ଥିତିକୁ ଉନ୍ନତ କରିବା...
କ୍ୟାପ୍ଟିଭ୍ ବ୍ଲକରୁ ୫୦% କୋଇଲା ବିକ୍ରିକୁ ମିଳିପାରେ ଅନୁମତି
ନୂଆଦିଲ୍ଲୀ,୨୨।୨: ଦେଶ ମଧ୍ୟରେ ରହିଥିବା ବିଭିନ୍ନ କ୍ୟାପ୍ଟିଭ ବ୍ଲକଗୁଡିକରୁ ୫୦% କୋଇଲା ବିକ୍ରିକୁ କେନ୍ଦ୍ର ସରକାର ଅନୁମତି ଦେଇପାରନ୍ତି। ଏ ନେଇ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଘରୋଇ ବଜାରରେ କୋଇଲାର ଉପଲବ୍ଧତା ବୃଦ୍ଧି ଏବଂ ଉତ୍ପାଦନକୁ ବଢାଇବା ଲାଗି କେନ୍ଦ୍ର...
‘ଘରୋଇ କ୍ଷେତ୍ର ଅଭିବୃଦ୍ଧିର ବାହକ’
ନୂଆଦିଲ୍ଲୀ,୨୨।୨: ଦେଶର ଘରୋଇ କ୍ଷେତ୍ର ଅଭିବୃଦ୍ଧିର ବାହକ। ସରକାର ଫାସିଲିଟେଟର ବା ସୁବିଧା ଯୋଗାଣକାରୀ ଭାବେ କାର୍ଯ୍ୟ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କହିଛନ୍ତି। ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢାଇବା ଦିଗରେ ଘରୋଇ କ୍ଷେତ୍ରର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି।...
ମୋଦିଙ୍କୁ ବ୍ୟବସାୟୀ ସଂଘର ଚିଠି
ନୂଆଦିଲ୍ଲୀ,୨୨।୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)ରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି। ଫେବୃୟାରୀ ୨୬ର ଭାରତ ବନ୍ଦ କାର୍ଯ୍ୟକ୍ରମ ଅବ୍ୟବହିତ ଆଗରୁ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ...
୨୪,୯୬୫ କୋଟି ନିବେଶ କଲେଣି ବିଦେଶୀ ନିବେଶକ
ନୂଆଦିଲ୍ଲୀ,୨୨।୨: ଭାରତୀୟ ପୁଞ୍ଜି ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ)ଙ୍କ ନିବେଶ ବଢିଚାଲିଛି। ଏହି ବର୍ଗର ନିବେଶକ ଚଳିତ ମାସ ଅଦ୍ୟାବଧି ସୁଦ୍ଧା ପୁଞ୍ଜି ବଜାରରେ ୨୪,୯୬୫ କୋଟି ଟଙ୍କା ନିବେଶ କଲେଣି। ସାଧାରଣ ବଜେଟରେ ରହିଥିବା ପ୍ରସ୍ତାବ ଏବଂ ଘରୋଇ...
୬ ମାସରେ ଉଡ଼ିପାରେ ଜେଟ୍ ଏୟାରଓ୍ବେଜ
ନୂଆଦିଲ୍ଲୀ,୨୨।୨: ଜେଟ୍ ଏୟାରଓ୍ବେଜ ଲାଗି ଜଲାନ କାଲରକ୍ କନସୋର୍ଟିୟମ ବିଡ୍ ହାସଲ କରିଛି। ବର୍ତ୍ତମାନ ବନ୍ଦ ହୋଇ ପଡିଥିବା ଜେଟ୍ ଏୟାରଓ୍ବେଜକୁ ୬ ମାସ ମଧ୍ୟରେ ପୁଣି ଥରେ କାର୍ଯ୍ୟକ୍ଷମ କରାଇବାକୁ କମ୍ପାନୀ ଯୋଜନା ରଖିଛି। ନ୍ୟାଶନାଲ କମ୍ପାନୀ ଲ...
ଏଏସ୍ବିଏମ୍ ଆଡଭାଇଜରି କାଉନସିଲରେ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ
ଭୁବନେଶ୍ୱର,୨୨।୨: ସୁପ୍ରିମ୍କୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟ ଆଡ୍ଭାଇଜରି କାଉନ୍ସିଲର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟର ବିକାଶ ଓ ଅଗ୍ରଗତି ପାଇଁ ପରାମର୍ଶଦାତା କାଉନ୍ସିଲ ମଧ୍ୟ ଗଠନ କରାଯାଇଛି । ଏହି କାଉନ୍ସିଲ...
‘ଚଏସ୍’କୁ ସମ୍ମାନ ଦେଉ
ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟସ୍ ଓ ଇଲେକ୍ଟ୍ରିକାଲ ଆପ୍ଲିଏନ୍ସେସ୍ ବିକ୍ରି କ୍ଷେତ୍ରରେ ରାଜ୍ ଇଲେକ୍ଟ୍ରୋନିକ୍ସ ଏକ ବଡ଼ ନାଁ। ଏହି ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କୁ ଦୃଷ୍ଟାନ୍ତମୂଳକ ସେବା ପ୍ରଦାନ କରି ଭରସାଯୋଗ୍ୟ ମାର୍କେଟ ଲିଡର ଓ ଟ୍ରେଣ୍ଡ୍ସେଟର ପାଲଟିଛି। ଆବଶ୍ୟକତା, ପସନ୍ଦ...
ବିଏସ୍ଏନ୍ଏଲର ଶସ୍ତା ପ୍ଲାନ୍
ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଶନିବାର ଦେଶରେ ସବୁଠାରୁ ଶସ୍ତା ପ୍ଲାନ୍ର ଶୁଭାରମ୍ଭ କରିଛି। କମ୍ପାନୀ ୪୭ ଟଙ୍କା ମୂଲ୍ୟର ଏକ ନୂତନ ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି। ଏହି ପ୍ଲାନ୍ ଯୋଜନାରେ ଅସୀମିତ ଭଏସ୍ କଲିଂ (ବିଏସ୍ଏନ୍ଏଲ୍କୁ...
Archives


