ବାଣିଜ୍ୟ

ସ୍କୋଡାର ନୂଆ କୁସାକ୍‌ ମଣ୍ଟେ କାର୍ଲୋ

ନୂଆଦିଲ୍ଲୀ,୧୦ା୫ ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ କୁସାକ ମଣ୍ଟେ କାର୍ଲୋର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ମଣ୍ଟେ କାର୍ଲୋ ଗ୍ଲାମରରେ ଭରପୂର ରହିଛି, ଏହା ଆପଣଙ୍କୁ ଏକ…

ବୃଦ୍ଧି ପାଉଛି ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୧୦ା୫ ଗତ କିଛି ଦିନର ବିରତି ପରେ ପୁଣି ଥରେ ଅଶୋଧିତ ତୈଳ ଦର ଉଚ୍ଚ ପରିମାଣରେ ବୃଦ୍ଧି ପାଉଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ବଜାରରେ ହୁ ହୁ ହୋଇ ତୈଳ ଦର ବଢୁଥିବା ଜଣାପଡିଛି। କ୍ରମାଗତ ୩ୟ ଦିନ ଲାଗି ଅଶୋଧିତ…

ଡେଷ୍ଟିନି ୧୨୫-ଏକ୍ସଟେକ୍‌ ବଜାର ପ୍ରବେଶ

ଢେଙ୍କାନାଳ/ ଅନୁଗୋଳ ଅଫିସ,୧୦।୫ ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ହିରୋ ମୋଟୋକର୍ପର ଅଧିକୃତ ବିକ୍ରେତା ସୋମ୍‌ ଅଟୋ ପକ୍ଷରୁ ସୋମବାର ଡେଷ୍ଟିନି ୧୨୫ ଏକ୍ସଟେକ୍‌ ସ୍କୁଟରର ବଜାର ପ୍ରବେଶ କରାଯାଇଛି। ଏହି ଉପଲକ୍ଷେ ସୋମ୍‌ ଅଟୋ ଶୋ’ରୁମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ…

ଭାରତୀୟ ମୁଦ୍ରାରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ,୧୦ା୫:ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ଶେୟାର ବଜାରର ପ୍ରଥମ କାରବାର ଦିବସର ଆରମ୍ଭ ସମୟରେ ୟୁଏସ୍‌ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୬୦ ପଇସା ହ୍ରାସ ସହିତ ୭୭.୫୦ ସ୍ତରରେ ପହଞ୍ଚିଛି। ବୈଶ୍ୱିକ ବଜାରରେ…

ବ୍ରିଜ ପ୍ୟାକ ରଣନୀତି ଆପଣାଇବେ କମ୍ପାନୀ

ନୂଆଦିଲ୍ଲୀ, ୯।୫: ହିନ୍ଦୁସ୍ଥାନ ୟୁନି ଲିଭର ଲିଃ (ଏଚୟୁଏଲ)ର ତ୍ରୈମାସିକ ଫଳାଫଳ ନିକଟରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆଗାମୀ କିଛିମାସ ପର୍ଯ୍ୟନ୍ତ ଭାରତୀୟ ମୁଦ୍ରାସ୍ଫୀତିର ପ୍ରଭାବ ବିଭିନ୍ନ କମ୍ପାନୀଙ୍କ ଉପରେ ପଡିବ ବୋଲି ଆକଳନ…

୪,୮୦୦ କୋଟି ନିବେଶ କରିବ ଟୟୋଟା

ନୂଆଦିଲ୍ଲୀ,୯।୫: ଟୟୋଟା ଗ୍ରୁପ ଅଫ କମ୍ପାନୀ ଏବଂ ଏହାର ଆନୁଷଙ୍ଗିକ କମ୍ପାନୀ ଟିଆଇଇଆଇ ମିଳିତ ଭାବେ କର୍ନାଟକରେ ୪,୮୦୦ କୋଟି ଟଙ୍କା ନିବେଶ କରିବେ। ଏ ନେଇ କର୍ନାଟକ ସରକାରଙ୍କ ସହ ଏକ ଏମ୍‌ଓୟୁ ନିକଟରେ ସ୍ବାକ୍ଷରିତ ହୋଇଯାଇଛି। କାର୍ବନ ଡାଇଅକ୍ସାଇଡ୍‌…

୫ମ ଦିନ ସୁଦ୍ଧା ୧.୭୯ ଗୁଣା ସବ୍‌ସ୍କ୍ରିପ୍ସନ୍‌

ନୂଆଦିଲ୍ଲୀ,୯।୫: ଛୁଟିଦିନଗୁଡ଼ିକରେ ମଧ୍ୟ ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର (ଆଇପିଓ)କୁ ନିବେଶକଙ୍କର ଦୃଢ଼ ସମର୍ଥନ ଦେଖିବାକୁ ମିଳିଛି। ଓପନ୍‌ ହେବାର ୫ମ ଦିନ ଅର୍ଥାତ୍‌ ମେ’ ୮ ତାରିଖ ସୁଦ୍ଧା ନିବେଶକଙ୍କ ଉଦ୍ଦେଶ୍ୟରେ ରହିଥିବା ଶେୟାରଠାରୁ ଏହା…

ଭାରତ ଛାଡ଼ିପାରେ ଟେସ୍‌ଲା

ନୂଆଦିଲ୍ଲୀ,୯।୫: କେନ୍ଦ୍ର ସରକାରଙ୍କ ସର୍ତ୍ତାବଳୀଗୁଡିକୁ ନେଇ ଟେସ୍ଲା ସିଇଓ ଏଲନ୍‌ ମସ୍କ ଅସନ୍ତୁଷ୍ଟ ଅଛନ୍ତି। ଏପରିକି ସେ ଭାରତ ବଜାର ଉପରୁ ନଜର ହଟାଇ ଅନ୍ୟ ଦେଶର ବଜାର ଉପରେ ନଜର ପକାଇବା ଆରମ୍ଭ କରିଛନ୍ତି। ସେହିଭଳି ଭାରତରେ ଟେସ୍ଲାର ସୁପର…

ପୁଣି ଚାଲିବ ଜେଟ୍‌ ଏୟାରଓ୍ବେଜ୍‌

ନୂଆଦିଲ୍ଲୀ,୯।୫: ଦୀର୍ଘ ଦିନ ହେବ ଉଡ଼ାଣ ବନ୍ଦ କରିଥିବା ଅନ୍ତର୍ଜାତୀୟ ଏୟାରଲାଇନ୍‌ ସଂସ୍ଥା ‘ଜେଟ୍‌ ଏୟାର୍‌ଓ୍ବେଜ୍‌’ ପୁଣି ଥରେ ଉଡ଼ାଣ ଭରିବ। କମ୍ପାନୀ ପକ୍ଷରୁ ଏହାର ରି-ଲଞ୍ଚିଙ୍ଗ୍‌ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରବିବାର କେନ୍ଦ୍ର ଗୃହ ମନ୍ତ୍ରଳାଳୟ ପକ୍ଷରୁ ଏନେଇ…

ବନ୍ଦ ହେବନି ସିବିଆଇ ଶାଖା

ନୂଆଦିଲ୍ଲୀ,୯।୫: ଚଳିତ ଆର୍ଥିକ ବର୍ଷରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର କୌଣସି ଶାଖା ବନ୍ଦ ହେବନାହିଁ। ଖବର ଏଜେନ୍ସି ରୟଟର୍ସ ପକ୍ଷରୁ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଆର୍ଥିକ ସ୍ଥିତି ଭଲ ନ ଥିବା କାରଣରୁ ବ୍ରାଞ୍ଚ୍‌ ବନ୍ଦ ପାଇଁ ଖବର…

୩୦୦୦ କୋଟି ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୯।୫: ଋଣଭାରରେ ଡୁବି ରହିଥିବା ଫ୍ୟୁଚର ଗ୍ରୁପ୍‌ର କମ୍ପାନୀ ଫ୍ୟୁଚର ଏଣ୍ଟରପ୍ରାଇସେସ୍‌ ଲିମିଟେଡ୍‌ (ଏଫ୍‌ଇଏଲ୍‌) କରଜ ଶୁଝିବା ପାଇଁ ବୀମା କାରବାରରେ ନିଜ ଅଂଶଧନ ବିକ୍ରି କରି ୩୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। କମ୍ପାନୀ ସୂଚନା ଅନୁସାରେ…

ଏଫ୍‌ପିଆଇ ମାଲିକାନା ୧୯.୫%କୁ ହ୍ରାସ

ନୂଆଦିଲ୍ଲୀ,୯ା୫: ଘରୋଇ ଶେୟାର ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ର ମାଲିକାନା ଗତ ମାର୍ଚ୍ଚରେ ୧୯.୫%କୁ ହ୍ରାସ ପାଇ ୬୧୯ ବିଲିୟନ ଡଲାରରେ ପହଞ୍ଚିଛି। ନ୍ୟାଶନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ (ଏନ୍‌ଏସ୍‌ଇ)-୫୦୦ କମ୍ପାନୀଗୁଡ଼ିକର ବିଶ୍ଲେଷଣ ପରେ ବ୍ରୋକରେଜ୍‌ ଫାର୍ମ ବ୍ୟାଙ୍କ୍‌ ଅଫ୍‌ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?