ଆମାଜନ ସପକ୍ଷରେ ରାୟ
ମୁମ୍ବାଇ, ୭।୮: ଫ୍ୟୁଚର ଗ୍ରୁପ୍ର ରିଟେଲ କାରବାର ଅଧିଗ୍ରହଣ ନେଇ ରିଲାଏନ୍ସ ସହ ୨୪,୭୧୩ କୋଟି ଟଙ୍କାର ଡିଲ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଆମାଜନ ସପକ୍ଷରେ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ ଫ୍ୟୁଚର...
ବିଦେଶରେ ଆଦର ପାଉଛି ଗ୍ରାମୋଦ୍ୟୋଗ ସାମଗ୍ରୀ
ପ୍ରଶ୍ନ- ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀର ଚାହିଦା କିଭଳି ରହିଛି? ଉତ୍ତର- ଓଡ଼ିଶାରେ ଭଲ ଚାହିଦା ରହିଛି। ଖଦି ଚାହିଦା ଶତ ପ୍ରତିଶତ ନ ଥିଲେ ମଧ୍ୟ ଗ୍ରାମୋଦ୍ୟୋଗର ଚାହିଦା ଓଡ଼ିଶା ସମେତ ସାରା ଭାରତରେ ସର୍ବାଧିକ ରହିଛି। ଗ୍ରାମୋଦ୍ୟୋଗ...
ପୁରୁଣା କଏନ୍ ବିକ୍ରି ପ୍ରସ୍ତାବକୁ ସାବଧାନ
ନୂଆଦିଲ୍ଲୀ, ୫।୮: ପୁରୁଣା କଏନ୍ ଏବଂ ନୋଟ୍ କ୍ରୟ ଏବଂ ବିକ୍ରି କରିବା ନେଇ ଅନ୍ଲାଇନରେ ପ୍ରସ୍ତାବ ଆସୁଥିଲେ ସାବଧାନ। ଏ ନେଇ ରିଜର୍ଭ ବ୍ୟାଙ୍କ ଲୋକଙ୍କୁ ସତର୍କ କରାଇଛି। ଏଭଳି ପ୍ରସ୍ତାବ ଆସୁଥିଲେ ଏହାଠାରୁ ବଞ୍ଚିବାକୁ ଲୋକଙ୍କୁ ସତର୍କ କରାଯାଇଛି।...
୫୪ ହଜାର ପଏଣ୍ଟ ଟପିଲା ସେନ୍ସେକ୍ସ
ମୁମ୍ବାଇ, ୫।୮: ବୁଧବାର ଲଗାତର ଦ୍ୱିତୀୟ ଦିନ ଲାଗି ଭାରତୀୟ ପୁଞ୍ଜିବଜାରରେ କାରବାର ଉନ୍ନତ ରହିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ)ର ସେନ୍ସେକ୍ସ ପ୍ରଥମ ଥର ଲାଗି ୫୪ ହଜାର ପଏଣ୍ଟ ସ୍ତର ଟପିଛି। ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସିଆଲ ଷ୍ଟକ୍ କାରବାର ବଢିବା...
ହ୍ବାଟ୍ସଆପ୍ରେ କିଏ କରିଛି ବ୍ଲକ୍? ଏପରି ଜାଣନ୍ତୁ…
ନୂଆଦିଲ୍ଲୀ: ହ୍ବାଟ୍ସଆପ୍ର ଅନେକ ଫିଚର ରହିଛି। ସେଥିରୁ ଗୋଟିଏ ହେଲା ବ୍ଲକ ଅପ୍ଶନ। ଏହାକୁ ବ୍ୟବହାର କରି ବ୍ୟବହାରକାରୀ ଯେକୌଣସି ବ୍ୟବହାରକାରୀଙ୍କୁ ବ୍ଲକ କରିପାରିଥାଉ। ଏହାପରେ ସେ ଆମକୁ ମେସେଜ ପଠାଇପାରନ୍ତି ନାହିଁ। ଏହାଛଡ଼ା ସେ ଆମର ପ୍ରୋଫାଇଲ ଫଟୋ...
ସ୍ବାଭାବିକ ହେଉଛି ପେଟ୍ରୋଲ ବିକ୍ରି
ନୂଆଦିଲ୍ଲୀ, ୨।୮: କୋଭିଡ୍ କଟକଣା କୋହଳ ହେଉଥିବାରୁ ବଜାର ବର୍ତ୍ତମାନ ପୁଣିଥରେ ଚଳଚଞ୍ଚଳ ହେଉଛି। ଜୁଲାଇରେ ତେଲ ଚାହିଦା ବଢ଼ିଛି। ଫଳରେ ପେଟ୍ରୋଲ ବ୍ୟବହାର କୋଭିଡ୍ ପୂର୍ବ ସ୍ଥିତିକୁ ଫେରିଥିବା ରବିବାର ପ୍ରକାଶିତ ପ୍ରାଥମିକ ବିକ୍ରି ଡାଟାରୁ ସାମ୍ନାକୁ ଆସିଛି।...
ଭୁବନେଶ୍ୱରକୁ ଆଲାଏନ୍ସର ବିମାନ ସେବା
ଭୁବନେଶ୍ୱର, ୨।୮: ଆଲାଏନ୍ସ ଏୟାର ପକ୍ଷରୁ କୋଲକାତାରୁ ଭୁବନେଶ୍ୱରକୁ ବିମାନ ସେବା ଯୋଗାଣ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷ ଅଗଷ୍ଟ ୧୧ରୁ ଭାୟା ରାଞ୍ଚି ଦେଇ ଏହି ନୂଆ ବିମାନ ସେବା ଉପଲବ୍ଧ ହେବ। ଏହି ସହରଗୁଡିକୁ ସଂଯୋଗ...
ନିବେଶକଙ୍କୁ ୩୧ ଲକ୍ଷ କୋଟି ଲାଭ
ମୁମ୍ବାଇ, ୨।୮: ଚଳିତ ଆର୍ଥତ୍କବର୍ଷରେ ଭାରତୀୟ ପୁଞ୍ଜି ବଜାରର ପ୍ରଦର୍ଶନ ବେଶ୍ ଭଲ ରହିଛି। ମାତ୍ର ୪ ମାସରେ ନିବେଶକ ୩୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଯୋଡ଼ିବାକୁ ସକ୍ଷମ ହୋଇଛନ୍ତି। ବଜାର ଊର୍ଦ୍ଧ୍ୱଗାମୀ ଧାରା ଜାରି ରଖିଥିବାରୁ ଏଭଳି...
ଗ୍ରାହକଙ୍କ ବିଶ୍ୱାସ ଲୋକପ୍ରିୟ ବ୍ରାଣ୍ଡ୍ କରିଛି
ଏଲ୍ଜି ପାଇଁ ଓଡ଼ିଶା ବଜାର କିଭଳି ଗୁରୁତ୍ୱ ରଖୁଛି? ସାରା ଦେଶରେ ଆମର କାରବାର ବେଶ୍ ଭଲ ରହିଛି। ପ୍ରମୁଖ ବ୍ୟବସାୟ କ୍ଷେତ୍ର ମଧ୍ୟରେ ଓଡ଼ିଶା ବଜାର ଅନ୍ୟତମ। ଏଠାରେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବ୍ୟବସାୟ ନେଟଓ୍ବର୍କ ଦୃଢ଼...
‘ଓୟୋ’ ଅଂଶଧନ କିଣିବ ମାଇକ୍ରୋସଫ୍ଟ
ନୂଆଦିଲ୍ଲୀ,୧।୮: ବିଶ୍ୱର ଅଗ୍ରଣୀ ସଫ୍ଟଓ୍ବେର କମ୍ପାନୀ ‘ମାଇକ୍ରୋସଫ୍ଟ’ ଖୁବ୍ଶୀଘ୍ର ସହଜ ଓ ସୁଲଭ ମୂଲ୍ୟରେ ଆତିଥେୟତା ଯୋଗାଇ ଦେଉଥିବା ଭାରତୀୟ କମ୍ପାନୀ ଓୟୋକୁ ଅଧିଗ୍ରହଣ କରିପାରେ ବୋଲି ସୂଚନା ମିଳିଛି। ଏ ନେଇ ଓୟୋ କର୍ତ୍ତୃପକ୍ଷଙ୍କ ସହ ମାଇକ୍ରୋସଫ୍ଟର ଆଲୋଚନା ଅନ୍ତିମ...
୧୦ ମିନିଟ୍ରେ ହେବ ଚାର୍ଜ: ଥରକେ ୧୦୦୦ କିଲୋମିଟର ଗଡ଼ିବ ଏହି ଇଲେକ୍ଟ୍ରିକ୍ କାର୍
ଚାଇନାର ଅଟୋ କମ୍ପାନୀ GAC ନିଜର ନୂଆ ଏକ ଇଲେକ୍ଟ୍ରିକ୍ କାର୍ ଲଞ୍ଚ୍ କରିବାକୁ ଯାଉଛି। ଏହି କାର୍ ମାତ୍ର ୧୦ ମିନିଟ୍ରେ ପୂରା ଚାର୍ଜ ହେବ। ଆଉ ଥରକେ ୧୦୦୦ କିଲୋମିଟର ଗଡ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।...
ମୋରାଟୋରିୟମ ବେଳେ ଜମାକାରୀଙ୍କ ସମସ୍ୟା ରହିବନି
ନୂଆଦିଲ୍ଲୀ,୨୯।୭: ବ୍ୟାଙ୍କ ଉପରେ କୌଣସି କାରଣବଶତଃ ଯଦି ମୋରାଟୋରିୟମ ଲାଗେ ତେବେ ନିଜ ଜମା ଅର୍ଥ ରାଶି ଉଠାଣ ନେଇ ଜମାକାରୀଙ୍କୁ ବେଶି ସମସ୍ୟା ସାମ୍ନା କରିବାକୁ ପଡ଼ିବ ନାହିଁ। ଡିପୋଜିଟ୍ ଇନ୍ସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେଶନ (ଡିଆଇସିଜିସି)...
Archives


