୮୬୧କୋଟି ଟଙ୍କାର ବୋନସ୍ ଘୋଷଣା
ନୂଆଦିଲ୍ଲୀ,୩୧ା୮: ଦେଶର ପ୍ରମୁଖ ଘରୋଇ ଜୀବନ ବୀମା କମ୍ପାନୀ ଟାଟା ଏଆଇଏ ଲାଇଫ୍ ପକ୍ଷରୁ ସମସ୍ତ ଯୋଗ୍ୟ ପଲିସିଧାରକଙ୍କ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୮୬୧ କୋଟି ଟଙ୍କାର ବୋନସ୍ ଘୋଷଣା କରାଯାଇଛି। ଏପରିକି କ୍ରମାଗତ ୫ମ ବର୍ଷ ପାଇଁ…
ୟୁନିୟନ ରିଟାୟାରମେଣ୍ଟ ଫଣ୍ଡର ପ୍ରଚଳନ
ନୂଆଦିଲ୍ଲୀ,୩୧ା୮: ୟୁନିୟନ ଏଏମସି ପକ୍ଷରୁ ୟୁନିୟନ ରିଟାୟାରମେଣ୍ଟ ଫଣ୍ଡର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଏକ ଓପନ-ଏଣ୍ଡେଡ ଅବସରକାଳୀନ ସମାଧାନ ଭିତ୍ତିକ ଯୋଜନା, ଯେଉଁଥିରେ ୫ବର୍ଷର ଲକ୍-ଇନ୍ ଅଥବା ଅବସର ବୟସ ପର୍ଯ୍ୟନ୍ତ (ଯେଉଁଟି ଶୀଘ୍ର ହେବ) ପାଣ୍ଠି ନିବେଶ…
ଡିସିବି ବ୍ୟାଙ୍କ ନୂଆ ଅନ୍ଲାଇନ୍ ପ୍ଲାଟଫର୍ମ ‘ଡିସିବି ଇଜିବି’
ନୂଆଦିଲ୍ଲୀ,୩୧ା୮: ଡିସିବି ବ୍ୟାଙ୍କର ନୂଆ ଅନଲାଇନ୍ ମ୍ୟୁଚୁଆଲ୍ ଫଣ୍ଡ୍ ପ୍ଲାଟଫର୍ମ ‘ଡିସିବି ଇଜିବି’ ନିବେଶକମାନଙ୍କୁ ଯେ କୌଣସି ସମୟରେ ଏବଂ ଯେ କୌଣସିଠାରେ ନିଜ ମ୍ୟୁଚୁଆଲ୍ ଫଣ୍ଡ୍କୁ ନିରୀକ୍ଷଣ କରିବା ଓ ନିୟନ୍ତ୍ରଣ କରିବାରେ ସହାୟକ ହେଉଛି। ଏହା ନିବେଶକମାନଙ୍କୁ ଶାଖା…
ଜେଏସ୍ଏଲ୍କୁ ‘ଏମର୍ଜିଂ ଷ୍ଟିଲ୍ କମ୍ପାନୀ ଅଫ୍ ଦି ଇୟର’ପୁରସ୍କାର
ନୂଆଦିଲ୍ଲୀ,୩୧ା୮: ଷ୍ଟିଲ ୟୁଜର୍ସ ଫେଡେରେଶନ୍ ଅଫ୍ ଇଣ୍ଡିଆ (ଏସ୍ୟୁଏଫଆଇ) ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) ସହଯୋଗରେ ମୁମ୍ବାଇରେ ଆୟୋଜିତ ‘ଇଣ୍ଡିଆ ଷ୍ଟିଲ କନ୍ଫରେନ୍ସ-୨୦୨୨ ଏବଂ ଏସୟୁଏଫଆଇ ଷ୍ଟିଲ୍ ଆୱାର୍ଡସ୍ ୨୦୨୧’ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟେନଲେସ୍କୁ ‘ଏମର୍ଜିଂ ଷ୍ଟିଲ୍…
ବାଣିଜ୍ୟ କର ତଥା ଜିଏସ୍ଟି କମିଶନର ଭାବେ ସଞ୍ଜୟ ସିଂହଙ୍କ ଦାୟିତ୍ୱ ଗ୍ରହଣ
ଭୁବନେଶ୍ୱର,୩୧ା୮: ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ମଙ୍ଗଳବାର ଅପରାହ୍ନରେ କଟକସ୍ଥିତ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ବାଣିଜ୍ୟ କର ଏବଂ ଜିଏସ୍ଟି କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ…
ଶେୟାର ବଜାରରେ ଉତ୍ସାହ
ମୁମ୍ବାଇ,୩୧ା୮: ଗତ କିଛି ମାସ ପରେ ଦଲାଲ ଷ୍ଟ୍ରିଟରେ ଏକ ବଡଧରଣର କାରବାର ହୋଇଥିବା ଜଣାପଡିଛି। ଫଳରେ ନିବେଶକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ବର୍ଷ ମେ ୨୦ ପରେ ଏହା ସର୍ବବୃହତ ବଜାର ଲାଭ ବୋଲି ବଜାର…
ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ
ନୂଆଦିଲ୍ଲୀ,୩୦।୮: ଭାରତର ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ ଗୌତମ ଆଦାନୀ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଫ୍ରାନ୍ସର ବ୍ୟବସାୟୀ ବର୍ନାର୍ଡ ଆର୍ନାଲ୍ଟଙ୍କୁ ସେ ପଛରେ ପକାଇ ଦେଇଛନ୍ତି ଏହି ସ୍ଥାନ ହାସଲ କରିଛନ୍ତି। ଗୌତମ ଆଦାନୀ ହେଉଛନ୍ତି ପ୍ରଥମ ଏସୀୟ ବ୍ୟକ୍ତି…
ହିଣ୍ଡ୍ୱେର ପକ୍ଷରୁ ନୂତନ ଉତ୍ପାଦର ଶୁଭାରମ୍ଭ
ନୂଆଦିଲ୍ଲୀ,୩୦।୮: ହିଣ୍ଡ୍ୱେର ଲିମିଟେଡ୍ର ଲକ୍ଜୁରି ବାଥ୍ରୁମ୍ ବ୍ରାଣ୍ଡ୍ କ୍ୟୁଓ ପକ୍ଷରୁ ଲକ୍ଜୁରି ଫାଉସେଟ୍ ଓ ସାନିଟାରି ୱେର୍ର ଏକ ନୂତନ କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏହି ନୂଆ ରେଞ୍ଜ୍ରେ ‘ଫୋର୍ଜା’ ନାମକ ପ୍ରିଷ୍ଟିନ୍ ଫାଉସେଟ୍ର ଏକ ସମ୍ପୂର୍ଣ୍ଣ ପୋର୍ଟଫୋଲିଓ ମଧ୍ୟ ସାମିଲ…
ହ୍ବାଟ୍ସଆପ୍ରେ ଜିଓମାର୍ଟ ସେବାର ଶୁଭାରମ୍ଭ
ମୁମ୍ବାଇ,୩୦।୮: ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ ସଂସ୍ଥା ମେଟା ଏବଂ ଦେଶର ପ୍ରମୁଖ ବାଣିଜି୍ୟକ ଅନୁଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିର ସହଯୋଗୀ ସଂସ୍ଥା ଜିଓ ପ୍ଲାଟଫର୍ମ ମଧ୍ୟରେ ଏକ ଅଭିନବ ସହଯୋଗିତା ସ୍ଥାପନ ହୋଇଛି। ଏପରିକି ମେଟା ଓ ଜିଓ ପ୍ଲାଟଫର୍ମସ ପକ୍ଷରୁ…
୨.୭୫ ଲକ୍ଷ କୋଟି ନିବେଶ କରିବ ଆର୍ଆଇଏଲ୍
ମୁମ୍ବାଇ,୩୦।୮: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ଆସନ୍ତା ବର୍ଷ ମଧ୍ୟରେ ତା’ର ବ୍ୟବସାୟିକ ସାମ୍ରାଜ୍ୟକୁ ସମ୍ପ୍ରସାରଣ କରିବା ଲାଗି ମୋଟ ୨.୭୫ ଲକ୍ଷ କୋଟି ଟଙ୍କା ନିବେଶ କରିବ। ସୋମବାର କମ୍ପାନୀର ୪୫ତମ ବାର୍ଷିକ ସାଧାରଣ…
ଏନ୍ପିସିଆଇ ସହ ଆଇସିଆଇସିଆଇ ବ୍ୟାଙ୍କର ସହଯୋଗିତା ସ୍ଥାପନ
ନୂଆଦିଲ୍ଲୀ,୩୦।୮: ସ୍ବଦେଶୀ ପେମେଣ୍ଟ ନେଟ୍ୱର୍କ ରୂପେରେ କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ନ୍ୟାଶନାଲ୍ ପେମେଣ୍ଟ୍ କର୍ପୋରେଶନ ଅଫ ଇଣ୍ଡିଆ (ଏନ୍ପିସିଆଇ) ସହ ସହଯୋଗିତା ସ୍ଥାପନ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାଙ୍କର ଜେମ୍ଷ୍ଟୋନ୍ ସିରିଜ୍ରେ କୋରାଲ୍ ଭାରିଆଣ୍ଟ୍ରେ…
ଚଳିତବର୍ଷ ଦୀପାବଳିରେ ଆରମ୍ଭ ହେବ ଜିଓ ୫ଜି ସେବା
ମୁମ୍ବାଇ,୨୯।୮: ଦେଶରେ ସ୍ମାର୍ଟଫୋନ ଓ ଇଣ୍ଟରନେଟ ବ୍ୟବହାରକାରୀମାନଙ୍କ ପାଇଁ ଖୁସିଖବର। ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ସଭାରେ ୫ଜି ସେବା ଆରମ୍ଭ ବିଷୟରେ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି। ମୁକେଶ ଅମ୍ବାନୀ କହିଛନ୍ତି, ଚଳିତବର୍ଷ ଦୀପାବଳିରେ ଜିଓ…

